ବନ୍ଦେ ମାତରମ
ବନ୍ଦେ ମାତରମ ଏକ ରାଷ୍ଟ୍ର ଭକ୍ତି କବିତା ଯାହା ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କଦ୍ୱାରା ୧୮୮୨ ମସିହାରେ ଆନନ୍ଦ ମଠ ଉପନ୍ୟାସରେ ଲେଖାଯାଇଥିଲା । ଏହା ସଂସ୍କୃତ ଓ ବଙ୍ଗଳା ଭାଷାର ମିଶାମିଶି ଭାଷାରେ ଲେଖାଯାଇଥିଲା । ଏହି କବିତାଟି ଏକ ଜଣାଣ ଅଟେ ଯେଉଁଥିରେ ମା ଦୁର୍ଗାଙ୍କୁ ଭାରତ ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହି କବିତାର ଭୂମିକା ଅନେକ । ଏହି କବିତାଟିକୁ ପ୍ରଥମ ଥର ପାଇଁ ରବୀନ୍ଦ୍ରନାଥ ଠାକୁର ୧୮୯୬ର କଂଗ୍ରେସ ଅଧିବେସନରେ ଆବୃତ୍ତି କରିଥିଲେ । ୧୯୫୦ରେ ଭାରତ ଯେତବେଳେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା । .
ବନ୍ଦେ ମାତରମ ଏକ ରାଷ୍ଟ୍ର ଭକ୍ତି କବିତା ଯାହା ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କଦ୍ୱାରା ୧୮୮୨ ମସିହାରେ ଆନନ୍ଦ ମଠ ଉପନ୍ୟାସରେ ଲେଖାଯାଇଥିଲା । [୧] ଏହା ସଂସ୍କୃତ ଓ ବଙ୍ଗଳା ଭାଷାର ମିଶାମିଶି ଭାଷାରେ ଲେଖାଯାଇଥିଲା । [୨] ଏହି କବିତାଟି ଏକ ଜଣାଣ ଅଟେ ଯେଉଁଥିରେ ମା ଦୁର୍ଗାଙ୍କୁ ଭାରତ ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହି କବିତାର ଭୂମିକା ଅନେକ । ଏହି କବିତାଟିକୁ ପ୍ରଥମ ଥର ପାଇଁ ରବୀନ୍ଦ୍ରନାଥ ଠାକୁର ୧୮୯୬ର କଂଗ୍ରେସ ଅଧିବେସନରେ ଆବୃତ୍ତି କରିଥିଲେ । ୧୯୫୦ରେ ଭାରତ ଯେତବେଳେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।
English: Vande Mataram | |
---|---|
bônde matorom | |
![]() | |
Lyrics | ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ, ଆନନ୍ଦ ମଠ, ୧୮୮୨ |
Music | ଯଦୁନାଥ ଭଟ୍ଟାଚାର୍ଯ୍ୟ |
Adopted | ୨୪ ଜାନୁଆରୀ, ୧୯୫୦ |
Music sample | |
|
ଇତିହାସ ଓ ଉପଯୋଗୀତା
ବର୍ଣ୍ଣନା
ବଙ୍କିମ ଚନ୍ଦ୍ର ଚାଟାର୍ଜୀ ନୂଆକରି ତିଆରି ହୋଇଥିବା କଲିକତା ବିଶ୍ୱବିଦ୍ୟାଳୟର ଜଣେ ସ୍ନାତକ ଥିଲେ । ପଢ଼ା ପରେ ସେ ପ୍ରଥମେ ଜିଲା ମାଜିଷ୍ଟ୍ରେଟ ଓ ପରେ ଜିଲାପାଳ ଭାବରେ କାମ ଆରମ୍ଭ କରିଥିଲେ । ସେ ୧୮୫୭ର ଆନ୍ଦୋଳନ ବିଷୟରେ ଜାଣିବାକୁ ଇଚ୍ଛୁକ ଥିଲେ । [୧] ସେତେବେଳର ଫିରିଙ୍ଗି ସରକାର ଗଡ଼ ସେଭ ଦି କୁଇନ (God Save the Queen)କୁ ଜାତୀୟ ଗାନ କରିବାକୁ ଚେଷ୍ଟା ଚଳାଇଥିଲା ଯାହାକୁ ସ୍ୱାଧୀନତାବାଦୀମାନେ ଗ୍ରହଣ କରିନଥିଲେ ଯାହା ତାଙ୍କୁ ଏହି କବିତା ଲେଖିବାକୁ ପ୍ରେରଣା ଦେଇଥିଲା, ଏହା ବେଳକୁ ସରକାରୀ ସ୍ତରରେ ଅନୁମୋଦିତ ହୋଇଥିଲା ।[୨]
ଭାରତୀୟ ସ୍ୱାଧୀନତା ସଂଗ୍ରାମ
"ବନ୍ଦେ ମାତରମ" ଭାରତୀୟ ସ୍ୱାଧୀନତା କାଳରେ ଫିରିଙ୍ଗିମାନଙ୍କ ବିରୋଧରେ ଏକ ଗାନ ଥିଲା । ଅନେକ ଧାରଣା, ଅନଶନରେ "ବନ୍ଦେ ମାତରମ" ବୋଲି ସ୍ଳୋଗାନ ଦିଆଯାଉଥିଲା । ଫିରିଙ୍ଗିମାନେ ଭୟଭୀତ ହୋଇ ଏହାକୁ ଅନ୍ୟାୟ ଭାବରେ ଘୋଷଣା କରି ବନ୍ଦେ ମାତରମ ବୋଲୁଥିବା ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଜେଲରେ ଭର୍ତ୍ତି କରୁଥିଲେ । ଲାଲା ଲଜପତ ରାୟ ଲାହୋରଠାରୁ ଏକ ସନ୍ଦର୍ଭ ଆରମ୍ଭ କରିଥିଲେ ଯାହାର ନାମ ଥିଲା "ବନ୍ଦେ ମାତରମ" । ହୀରାଲାଲ ସେନ ୧୯୦୫ରେ ଭାରତର ପ୍ରଥମ ରାଜନୀତିକ ଫିଲ୍ମ ତିଆରି କରିଥିଲେ ଯାହାର ଅନ୍ତରେ "ବନ୍ଦେ ମାତରମ" ଥିଲା ।[୩]
୧୯୦୭ରେ ଭିକାଜି କାମା (୧୮୯୧-୧୯୩୬) ଷ୍ଟୁଟଗର୍ଟ, ଜର୍ମାନୀ ଠାରେ ଭାରତର ପ୍ରଥମ ତ୍ରିରଙ୍ଗା ଜାତୀୟ ପତାକା ତିଆରି କରିଥିଲେ ଯାହା ମଝିରେ "ବନ୍ଦେ ମାତରମ" ଲେଖାଯାଇଥିଲା[୪]
କବିତା
“ | ବନ୍ଦେ ମାତରମ ସୁଜଳାମ ସୁଫଳାମ | ” |
—ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ |
ଆହୁରି ଦେଖନ୍ତୁ
-
ଉଇକିପାଠାଗାରରେ Aurobindo Ghose: Vande Mataram
-
ଉଇକିପାଠାଗାରରେ Bankimchandra Chattopadhyay: वन्दे मातरम्
ଆଧାର
- ↑ ୧.୦ ୧.୧ Julius, Lipner (2005). Anandamath. Oxford, UK: OUP. pp. 27–59. ISBN 9780195178586.
- ↑ ୨.୦ ୨.୧ Suresh Chandvankar, Vande Mataram (2003) at Musical Traditions (mustrad.org.uk)
- ↑ Chakrabarty, Bidyut (1997). Local Politics and Indian Nationalism: Midnapur (1919-1944). New Delhi: Manohar. p. 167.
- ↑ p2
- Sabyasachi Bhattacharya, Vande mataram, the biography of a song, Penguin Books, 2003, ISBN 978-0-14-303055-3.
ବାହାର ସ୍ରୋତ
- Vande Mataram Sung by Lata Mangeshkar in Anand Math
- Vande Mataram Sung by Hemant Kumar Mukhopadhaya in Anand Math
- Download the most simple and most elegant version of Vande Mataram from the National Portal of India, Government of India.
- Vande Mataram against Sikh tenets
- "How Secular is Vande Mataram?" AG Noorani on the controversy
- Boycott threat over Indian song - BBC
- 1937 Congress Resolution on validity of Muslim objection to this song
- "Vande Mataram and Muslims" - Islamic Voice (magazine)
- Vande Matram is back as a handle to beat Muslims with
- Historical perspective from Islamic Voice
This article uses material from the Wikipedia ଓଡ଼ିଆ article ବନ୍ଦେ ମାତରମ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.
In other languages:
- ଆସାମୀୟ: বন্দে মাতৰম্ - Wiki অসমীয়া
- Bhojpuri: बंदे मातरम् - Wiki भोजपुरी
- ବଙ୍ଗଳା: বন্দে মাতরম্ - Wiki বাংলা
- କେନ୍ଦ୍ରୀୟ କୁରଡିସ୍: ڤاندێ ماتەرەم - Wiki کوردی
- ଡିଭେହୀ: ވަންދޭ މާތަރަމް - Wiki ދިވެހިބަސް
- ଇଂରାଜୀ: Vande Mataram - Wiki English
- ସ୍ପେନିୟ: Vande Mataram - Wiki Español
- ବାସ୍କ୍ୱି: Vande Mataram - Wiki Euskara
- ଫିନ୍ନିସ୍: Vande Mataram - Wiki Suomi
- ଫରାସୀ: Vande mataram - Wiki Français
- ଗୁଜୁରାଟୀ: વંદે માતરમ્ - Wiki ગુજરાતી
- ହିନ୍ଦୀ: वन्दे मातरम् - Wiki हिन्दी
- ହଙ୍ଗେରୀୟ: India nemzeti dala - Wiki Magyar
- ଇଣ୍ଡୋନେସୀୟ: Vande Mataram - Wiki Bahasa Indonesia
- ଇଟାଲୀୟ: Vande Mataram - Wiki Italiano
- କନ୍ନଡ: ವಂದೇ ಮಾತರಮ್ - Wiki ಕನ್ನಡ
- ମାଲାୟଲମ୍: വന്ദേ മാതരം - Wiki മലയാളം
- ମରାଠୀ: वंदे मातरम - Wiki मराठी
- ମାଲଟୀଜ୍: Vande Mataram - Wiki Malti
- ନେପାଳୀ: वन्दे मातरम् - Wiki नेपाली
- ଡଚ୍: Vande Mataram - Wiki Nederlands
- ନରୱେଜିଆନ୍ ନିୟୋର୍ସ୍କ: Vande Mataram - Wiki Norsk nynorsk
- ନରୱେଜିଆନ୍ ବୋକମଲ୍: Vande Mataram - Wiki Norsk bokmål
- ପଞ୍ଜାବୀ: ਵੰਦੇ ਮਾਤਰਮ - Wiki ਪੰਜਾਬੀ
- Western Punjabi: بندے ماترم - Wiki پنجابی
- ପର୍ତ୍ତୁଗୀଜ୍: Vande Mataram - Wiki Português
- ରୁଷିୟ: Ванде Матарам - Wiki русский
- ସଂସ୍କୃତ: वन्दे मातरम् - Wiki संस्कृतम्
- Simple English: Vande Mataram - Wiki Simple English
- ତାମିଲ୍: வந்தே மாதரம் - Wiki தமிழ்
- ତେଲୁଗୁ: వందేమాతరం - Wiki తెలుగు
- ଥାଇ: วันเดมาตรัม - Wiki ไทย
- ୟୁକ୍ରାନିଆନ୍: Ванде Матарам - Wiki українська
- ଉର୍ଦ୍ଦୁ: بندے ماترم - Wiki اردو