ସମ୍ପଦାନନ୍ଦ ମିଶ୍ର

ସମ୍ପଦାନନ୍ଦ ମିଶ୍ର‌ (ଜନ୍ମ ୧୮ ନଭେମ୍ବର ୧୯୭୧) ଓଡ଼ିଶାର ଜଣେ ସଂସ୍କୃତ ପଣ୍ଡିତ ଏବଂ ବ୍ୟାକରଣ ବିଶେଷଜ୍ଞ । ୨୦୧୨ ମସିହାରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କଦ୍ୱାରା ତାଙ୍କୁ ସଂସ୍କୃତ ପାଇଁ ମହର୍ଷି ବଦ୍ରାୟନ ବ୍ୟାସ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସମ୍ପଦାନନ୍ଦ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1971-11-17) ୧୭ ନଭେମ୍ବର ୧୯୭୧ (ବୟସ ୫୨)
ଓଡ଼ିଶା, ଭାରତ
ବୃତ୍ତିସଂସ୍କୃତ ପଣ୍ଡିତ, ସମ୍ପାଦକ ଏବଂ ଲେଖକ
ଭାଷାସଂସ୍କୃତ, ଓଡ଼ିଆ, ଇଂରାଜୀ
ଜାତୀୟତାଭାରତ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ଶୈଳୀସଂସ୍କୃତ, ଭାରତୀୟ ସାହିତ୍ୟ

ଶିକ୍ଷା

ସମ୍ପଦାନନ୍ଦ ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଭି.କୁଟୁମ୍ବ ଶାସ୍ତ୍ରୀଙ୍କ ଅଧୀନରେ ସଂସ୍କୃତ ବ୍ୟାକରଣରେ ଏମ.ଫିଲ ଗ୍ରହଣ କରିଥିଲେ ଏବଂ ସଂସ୍କୃତ ଓ ମାନବ ଭାଷଅର ବିବର୍ତ୍ତନ ଉପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ସମାପ୍ତ କରିଥିଲେ ।

ବୃତ୍ତି

ସେପ୍ଟେମ୍ବର ୧୯୯୫ରୁ ମାର୍ଚ୍ଚ ୨୦୨୧ ମସିହା ପର୍ଯ୍ୟନ୍ତ ସମ୍ପଦାନନ୍ଦ ମିଶ୍ର ଶ୍ରୀ ଅରବିନ୍ଦ ଫାଉଣ୍ଡେସନ୍ ଫର ଇଣ୍ଡିଆନ୍ କଲଚର (SAFIC), ପୁଡୁଚେରୀର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

ବନ୍ଦେ ମାତରମ ଲାଇବ୍ରେରୀ

ହିନ୍ଦୁ ଜାତୀୟତାବାଦୀମାନେ ମର୍ଟି କ୍ଲାସିକାଲ୍ ଲାଇବ୍ରେରୀ ଅଫ୍ ଇଣ୍ଡିଆ (MCLI) ବିରୋଧରେ ଆବେଦନ କରିବାର କିଛି ଦିନ ପରେ ସମ୍ପଦାନନ୍ଦ ମିଶ୍ର ସଂସ୍କୃତ ଗ୍ରନ୍ଥଗୁଡ଼ିକର ଅନୁବାଦରେ ଏକ ସ୍ୱଦେଶୀ ଉଦ୍ୟମର ଧାରଣା ଦେଇଥିଲେ; MCLIର କାର୍ଯ୍ୟଗୁଡ଼ିକ ଉଚ୍ଚମାନର ଥିଲେ ହେଁ ସାଂସ୍କୃତିକ ବୁଝାମଣାର ଅଭାବ ରହିଥିଲା । ଏଣୁ ସେ ସଂସ୍କୃତରେ ଉପଲବ୍ଧ ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ରକୁ ଅନୁବାଦ କରିବା ପାଇଁ ଏକ ମୁକ୍ତ ଉତ୍ସ ପ୍ରୋଜେକ୍ଟ "ବନ୍ଦେ ମାତରମ ଲାଇବ୍ରେରୀ" ଟ୍ରଷ୍ଟର ସହ-ପ୍ରତିଷ୍ଠା କରିଥିଲେ । ବନ୍ଦେ ମାତରମ ଲାଇବ୍ରେରୀ ଅନୁବାଦ ସହିତ ଅନେକ ଧାର୍ମିକ ଗ୍ରନ୍ଥଖଣ୍ଡ ଏବଂ ଅଣ-ଧାର୍ମିକ ସଂସ୍କୃତ ଗ୍ରନ୍ଥ ପ୍ରକାଶ କରିବାକୁ ଯୋଜନା କରିଛି ।

ଆଧାର

Tags:

ସମ୍ପଦାନନ୍ଦ ମିଶ୍ର ଶିକ୍ଷାସମ୍ପଦାନନ୍ଦ ମିଶ୍ର ବୃତ୍ତିସମ୍ପଦାନନ୍ଦ ମିଶ୍ର ବନ୍ଦେ ମାତରମ ଲାଇବ୍ରେରୀସମ୍ପଦାନନ୍ଦ ମିଶ୍ର ଆଧାରସମ୍ପଦାନନ୍ଦ ମିଶ୍ରପ୍ରତିଭା ପାଟିଲସଂସ୍କୃତ

🔥 Trending searches on Wiki ଓଡ଼ିଆ:

ଶ୍ୱେତସାରମଙ୍ଗଳୁ ଚରଣ ବିଶ୍ୱାଳମୁକୁନ୍ଦ ଦେବଇଂଲଣ୍ଡରଥଓଡ଼ିଆ ରାମାୟଣଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭଣ୍ଡ ଗଣେଶବଣ୍ଡ (ଅର୍ଥ)ଅଷ୍ଟ୍ରେଲିଆଭାରତୀୟ ଜାତୀୟ କଂଗ୍ରେସତାରିଣୀ ମନ୍ଦିର, ଘଟଗାଁ୧୦୫୪ଖଡ଼ଗପୁରଜଗନ୍ନାଥ ଦାସଚାରି ଧାମଚୁଡ଼ା୧୮ ଅକ୍ଟୋବରଗୁରୁପ୍ରସାଦ ମହାନ୍ତିପ୍ରେମବିଜୁ ପଟ୍ଟନାୟକଢେଙ୍କାନାଳମଧୁସୂଦନ ଦାସଦାମୋଦର ରାଉତଯୌନ ସମ୍ଭୋଗଚିତ୍ତରଞ୍ଜନ ଦାସଗୌତମ ବୁଦ୍ଧପାରମିତା ଶତପଥୀଖଞ୍ଜଣିଓଡ଼ିଆ ଭାଗବତରାମ ନବମୀଜାହାଙ୍ଗୀରଭୃସଙ୍ଗ ଗଛହେପାଟାଇଟିସଜ୍ଞାନକୋଷମେସିନ ଲର୍ଣ୍ଣିଙ୍ଗ୍ସମର ସଲିମ ସାଇମନଗ୍ରହନରେନ୍ଦ୍ର ମୋଦୀପଖିଆସ୍ତୁତି ଚିନ୍ତାମଣିଜଗନମୋହ‌ନ ଲାଲସୌଭାଗ୍ୟ କୁମାର ମିଶ୍ରଭଦ୍ରକଗୌରୀଶଙ୍କର ରାୟଜଣ୍ଡିସ୍ମାଁ ପୀତାମ୍ବର ମନ୍ଦିରଓଡ଼ିଶାର ଇତିହାସବ୍ରାଉଜରଜୟୀ ରାଜଗୁରୁଇତିହାସଓଡ଼ିଶାର କଳାପ୍ରଥମ ବିଶ୍ୱଯୁଦ୍ଧଓଡ଼ିଶୀ ସଙ୍ଗୀତଅଂଶୁଘାତମନମୋହନ ସାମଲଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶା ସରକାରରାଜକିଶୋର ପଟ୍ଟନାୟକଗଙ୍ଗାଧର ରଥସତୀ ଅନୁସୂୟାବୈଜୟନ୍ତ ପଣ୍ଡାତୁଳସୀ ଗଛଦୀନକୃଷ୍ଣ ଦାସ୫ ନଭେମ୍ବରପଖାଳତମନ୍ନା ବ୍ୟାସ🡆 More