ଓଡ଼ିଆ ରାମାୟଣ

ଓଡ଼ିଆ ରାମାୟଣ ଓଡ଼ିଆ ସାହିତ୍ୟର ଏକ ମହାକାବ୍ୟ l ପଞ୍ଚସଖାଙ୍କ ଜ୍ୟେଷ୍ଠକବି ବଳରାମ ଦାସ ଓଡ଼ିଆ ରାମାୟଣର ରଚୟିତା ଭାବରେ ସର୍ବ ପ୍ରଥମେ ପରିଚିତ ହେଇଛନ୍ତି l ଏହାକୁ ଜଗମୋହନ ରାମାୟଣ ମଧ୍ୟ କୁହାଯାଏ l ଏହା ଦାଣ୍ଡିବୃତ୍ତରେ ଲେଖାହେଇଥିବାରୁ ଲୋକମୂଖରେ ଦାଣ୍ଡି ରାମାୟଣ ମଧ୍ୟ କୁହାଯାଏ l

ଓଡ଼ିଆ ରାମାୟଣ  
ଲେଖକବଳରାମ ଦାସ
ମୂଳ ନାମଜଗମୋହନ ରାମାୟଣ
ଦେଶଭାରତ
ଭାଷାଓଡ଼ିଆ
ବିଭାଗପୁରାଣ
ମାଧ୍ୟମ ପ୍ରକାରଛପା (ବନ୍ଧାଇ, ସାଦା ବନ୍ଧାଇ) ଓ ଅନଲାଇନ (ଉଇକିପାଠାଗାରରେ)

ଓଡ଼ିଆ ରାମାୟଣ ସଂସ୍କୃତ ରାମାୟଣର ଅନୁବାଦ ନୁହେଁ l କବି ବଳରାମ ଆପଣାର ସମ୍ପୂର୍ଣ୍ଣ କବିତ୍ୱପ୍ରତିଭା ଖଟାଇ ରାମକଥାର ଏକ ଅଭିନବ ରଚନା କରିଛନ୍ତି l ବଳରାମ ଦାସ ମୂଳ ବାଲ୍ମିକୀ ରାମାୟଣକୁ ମୋଟେ ଅଧ୍ୟୟନ ନକରି କେବଳ ରାମାୟଣର ବିଭିନ୍ନ କଥାବର୍ଣ୍ଣନାକୁ ପଣ୍ଡିତମାନଙ୍କ ମୂଖରୁ ଯେଉଁଠି ଯେପରି ଭାବରେ ଶୁଣିଛନ୍ତି,ତାହାକୁ ଆଧାର କରି ଓଡ଼ିଆ ରାମାୟଣ ଲେଖିବାକୁ ପ୍ରବୃତ୍ତ ହୋଇଛନ୍ତି l

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଅମୃତଭଣ୍ଡାଗୋପବନ୍ଧୁ ଦାସରବି ସିଂଜାପାନୀ ଭାଷାସ୍ୱସ୍ତିକମହେଶ ସାହୁତିନୋଟି ରତନଗୋଦାବରୀଶ ମିଶ୍ରଆମ୍ବଭୂମିକମ୍ପଲଣ୍ଡନ୯ ଫେବୃଆରୀସୁଭାଷ ଚନ୍ଦ୍ର ବୋଷ୧୯୭୦ହନୁମାନ ଚାଳିଶାଓଡ଼ିଆ ସାହିତ୍ୟର ଇତିହାସଓଡ଼ିଶାର ଭୂଗୋଳଶିବବଳମାସଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକଳିଙ୍ଗ ଯୁଦ୍ଧଓଡ଼ିଶାର ଲୋକନୃତ୍ୟଯକ୍ଷ୍ମାନଦୀସତ୍ୟବାଦୀ ବନ ବିଦ୍ୟାଳୟବଳରାମ ଦାସ୨୪ ଅପ୍ରେଲହୃଷୀକେଶ ପଣ୍ଡାଉପବାସବୌଦ୍ଧ ଜିଲ୍ଲାବର୍ଷା ପ୍ରିୟଦର୍ଶିନୀଚନ୍ଦ୍ରଶେଖର ରଥରାମାୟଣଭାରତର ସଂସ୍କୃତିଭାରତର ଜାତୀୟ ପତାକାସୀତାକାନ୍ତ ମହାପାତ୍ରଚିତ୍ତରଞ୍ଜନ ଦାସସ୍ୱର ବର୍ଣ୍ଣଚୈତ୍ରଅଖିଳ ମୋହନ ପଟ୍ଟନାୟକଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାବାୟୋନ୍ ମନ୍ଦିରଚନ୍ଦ୍ରଗୁପ୍ତଉଇକିପିଡ଼ିଆବଲ୍ଲଭଭାଇ ପଟେଲଭାରତ ସରକାର୧୭୯୫କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଯମୁନାସ୍ୱାମୀ ବିବେକାନନ୍ଦନକ୍ସଲବାଦଆଜରବାଇଜାନରାଧାମୋହନ ଗଡ଼ନାୟକବିଦ୍ୟାଳୟବୀଣାପାଣି ମହାନ୍ତିପ୍ରହ୍ଲାଦ ନାଟକରଘୁନାଥ ପରିଚ୍ଛାପଖାଳହିନ୍ଦୁ ବିବାହ ଅଧିନିୟମ, ୧୯୫୫ମହାଭାରତରାଜ୍ୟ ସଭାବଳଦେବଜୀଉ ମନ୍ଦିରକୋଷଲିଙ୍ଗରାଜ ମନ୍ଦିରବିଶ୍ୱଜିତ ଦାସଜୀବସାର🡆 More