ସୌଭାଗ୍ୟ କୁମାର ମିଶ୍ର: ଓଡ଼ିଆ କବି

ସୌଭାଗ୍ୟ କୁମାର ମିଶ୍ର (ଜନ୍ମ ୫ ସେପ୍ଟେମ୍ବର ୧୯୪୧) ବ୍ରହ୍ମପୁର, ଓଡ଼ିଶାରେ ଜନ୍ମିତ ଜଣେ କବି । ୧୯୫୫ ମସିହାରୁ ଲେଖି ଆସୁଥିବା, ସୌଭାଗ୍ୟ ମିଶ୍ର ୨୫ରୁ ଊର୍ଦ୍ଧ୍ୱ ପୁସ୍ତକ ରଚନା କରିସାରିଛନ୍ତି । ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଓ ଡକ୍ଟରେଟ ଉପାଧି ହାସଲ କରିବା ପରେ କଲେଜରେ ଅଧ୍ୟାପନା ଅାରମ୍ଭ କରିଥିଲେ । ବିଜେବି କଲେଜ ଓ ରେଭେନ୍ସା ମହାବିଦ୍ୟାଳୟ ଆଦିରେ ଶିକ୍ଷାଦାନ କରିବା ପରେ, ୧୯୭୮ରୁ ୨୦୦୧ ଯାଏଁ ବହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ । ୧୯୮୬ ମସିହାରେ ତାଙ୍କ କବିତା ସଂକଳନ ଦ୍ୱା ସୁପର୍ଣ୍ଣା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ସୌଭାଗ୍ୟ କୁମାର ମିଶ୍ର
ସୌଭାଗ୍ୟ କୁମାର ମିଶ୍ର: ରଚନାବଳୀ, ସମ୍ମାନ ଓ ପୁରସ୍କାର, ଟୀକା
ଭୁବନେଶ୍ୱରରେ ସୌଭାଗ୍ୟ କୁମାର ମିଶ୍ର ।
ଜନ୍ମ (1941-09-05) ୫ ସେପ୍ଟେମ୍ବର ୧୯୪୧ (ବୟସ ୮୨)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଇଂରାଜୀ), ପିଏଚଡି
ବୃତ୍ତିଅଧ୍ୟାପକ
ବୈବାହିକ-ସାଥୀମଞ୍ଜୁଳା ମିଶ୍ର
ପିତାମାତା(s)ଦାମୋଦର ମିଶ୍ର, ସାବିତ୍ରୀ ମିଶ୍ର
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ରଚନାବଳୀ

କବିତା ସଙ୍କଳନ

  • ଆତ୍ମନେପଦୀ (୧୯୬୫)
  • ମଧ୍ୟପଦଲୋପୀ (୧୯୭୦)
  • ନଈ ପହଁରା (୧୯୭୩)
  • ଅନ୍ଧ ମହୁମାଛି (୧୯୭୭)
  • ବଜ୍ରଯାନ (୧୯୮୧)
  • ଦ୍ୱା ସୁପର୍ଣ୍ଣା (୧୯୮୪)
  • ମଣିକର୍ଣ୍ଣିକା (୧୯୯୦)
  • ଅନ୍ୟତ୍ର (୧୯୯୪)
  • ଚରାଚର (୧୯୯୯)
  • ଉଜ୍ଜୟିନୀ (୨୦୦୫)
  • ମାତୃସ୍ପର୍ଶ (୨୦୦୯)
  • କାବ୍ୟ ସମ୍ଭାବର
  • ପୁନର୍ବସୁ

ଗଳ୍ପ ସଙ୍କଳନ

  • କଥା ଚାରିପଦ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୮୬(ଦ୍ୱା ସୁପର୍ଣ୍ଣା ପାଇଁ)
  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୯ (ଅନ୍ଧ ମହୁମାଛି ପାଇଁ)
  • ସାହିତ୍ୟ ଭାରତୀ ସମ୍ମାନ, ୨୦୦୯ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ)
  • ରାଜ୍ୟପାଳଙ୍କ ସମ୍ମାନ ଫଳକ, ୧୯୯୩
  • ବିଷୁବ ପୁରସ୍କାର, ୨୦୧୦ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ସାରଳା ସମ୍ମାନ, ୨୦୧୭
  • ଗଙ୍ଗାଧର ଜାତୀୟ ସମ୍ମାନ, ୨୦୧୩
  • ସଚ୍ଚି ରାଉତରାୟ କବିତା ସମ୍ମାନ, ୨୦୦୬ (ଭୁବନେଶ୍ୱର ପୁସ୍ତକ ମେଳା)
  • ଆଇଓୱା ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନୀତ, ୧୯୮୩
  • ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଥମ ରାଇଟର-ଇନ୍-ରେସିଡେନ୍ସ, ୨୦୧୦-୧୧

ଟୀକା

Tags:

ସୌଭାଗ୍ୟ କୁମାର ମିଶ୍ର ରଚନାବଳୀସୌଭାଗ୍ୟ କୁମାର ମିଶ୍ର ସମ୍ମାନ ଓ ପୁରସ୍କାରସୌଭାଗ୍ୟ କୁମାର ମିଶ୍ର ଟୀକାସୌଭାଗ୍ୟ କୁମାର ମିଶ୍ରରେଭେନ୍ସା ମହାବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ମହାରାଷ୍ଟ୍ରଡାଉନ ସିଣ୍ଡ୍ରୋମତାରିଣୀ ମନ୍ଦିର, ଘଟଗାଁବିରେନ ପଲେଇ୨୦୦୬ତୁଳସୀ ଗଛନରେନ୍ଦ୍ର ମୋଦୀପୁନର୍ବସୁ (ନକ୍ଷତ୍ର)କମ୍ପ୍ୟୁଟରବୀର ସୁରେନ୍ଦ୍ର ସାଏରୁକ୍ମିଣୀ ବିବାହମନୋଜ ଦାସଙ୍କ କଥା ଓ କାହାଣୀଚିଲିକା ହ୍ରଦହାଡ଼ଫୁଟିଓଡ଼ିଶା ପ୍ରିମିଅର ଲିଗଉମେଶଚନ୍ଦ୍ର ସରକାରଚିତ୍ତରଞ୍ଜନ ଦାସବେଲାଋଷକଳାହାଣ୍ଡି ଜିଲ୍ଲାଶତ୍ରୁଘ୍ନ ନାଥରାମଶଙ୍କର ରାୟବୃଷ (ରାଶି)ଉତ୍ତମ ମହାନ୍ତିଅସହଯୋଗ ଆନ୍ଦୋଳନତ୍ରିପୁରା ମିଶ୍ରଜୟ ଜଗନ୍ନାଥରବି ଶତପଥୀଶ୍ରୀନିବାସ ରାମାନୁଜନକୁନ୍ତଳା କୁମାରୀ ସାବତଭଦଭଦଳିଆଛ ମାଣ ଆଠ ଗୁଣ୍ଠରାସାୟନିକ ମୌଳିକମଇଓଡ଼ିଶାର ଇତିହାସବୃହସ୍ପତିଚକ୍ରଧର ବେହେରାଗୋପବନ୍ଧୁ ଦାସସଚ୍ଚିଦାନନ୍ଦ ରାଉତରାୟହରେକୃଷ୍ଣ ମହତାବଠିଆକିଆ ବେଶ୨୮ ଜୁଲାଇରଥଯାତ୍ରାଲକ୍ଷ୍ମୀସୁବର୍ଣ୍ଣପୁର ଜିଲ୍ଲାବିଜୁ ପଟ୍ଟନାୟକକୁଞ୍ଜବିହାରୀ ଦାଶକୃଷ୍ଣଚନ୍ଦ୍ର ପାଣିଗ୍ରାହୀହନୁମାନ ଚାଳିଶାଭାରତର ସଂସ୍କୃତିଖ୍ରୀଷ୍ଟ ଧର୍ମଶୈଳବାଳା ଦାସକୋଣାର୍କ ସୂର୍ଯ୍ୟ ମନ୍ଦିରଚନ୍ଦନ ଯାତ୍ରାଅର୍ଥଶାସ୍ତ୍ରସେପ୍ଟେମ୍ବରଚିକୁନ‌ଗୁନିଆଉତ୍ସବ ଚରଣ ଜେନାବକ୍ସି ଜଗବନ୍ଧୁଓଡ଼ିଆ ଲିପିରବୀନ୍ଦ୍ରନାଥ ଠାକୁରସୀସାସୀତାକାନ୍ତ ମହାପାତ୍ରଅଗଷ୍ଟବେଣୁଧର ରାଉତଗୋଲୋକ ବିହାରୀ ଧଳଭୁବନେଶ୍ୱରଗୁରୁ ପ୍ରସାଦ ମହାନ୍ତିଲକ୍ଷ୍ମଣ ନାୟକଶୈଳେନ ମହାପାତ୍ର୨୬ ଜୁନ🡆 More