ଔଷଧୀୟ ଗଛଲତାମାନଙ୍କର ତାଲିକା

ସଂସାରରେ ଅନେକ ପ୍ରକାରର ବନସ୍ପତି ରହିଛି । ସେ ସବୁକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମ ପ୍ରକାର ବନସ୍ପତି ଜାଳେଣି, ସାର ବା କେତେକ ଉପକରଣ ତିଆରି କାମରେ ଲାଗେ, ଦ୍ୱିତୀୟ ପ୍ରକାର ବନସ୍ପତି ମଣିଷ ଓ ଇତର ପ୍ରାଣୀମାନଙ୍କର ଖାଦ୍ୟ ହୋଇଥାଏ ଓ ଆଉ କିଛି ଗଛଲତା ବିଭିନ୍ନ ପ୍ରକାର ରୋଗର ନିରାମୟ ଓ ନିରାକରଣରେ ବ୍ୟବହୃତ ହୋଇଥାଏ । ତେବେ ଏମିତି ଅନେକ ବନସ୍ପତି ରହିଛି ଯାହାର ଏକାଧିକ ଉପଯୋଗ ରହିଥାଏ । ନିମ୍ନସ୍ଥ ତାଲିକାରେ ଥିବା ଗଛଲତା ଗୁଡିକର ଅଂଶବିଶେଷକୁ ଔଷଧ ଭାବେ ଉପଯୋଗ କରାଯାଇଥାଏ ।

ବିଷୟସୂଚୀ
କ୍ଷ

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ଅଁଳା Phyllanthus emblica Emblic Myrobalan Amla
ଅକାନବିନ୍ଧି Stephania Stephania rotunda
ଅଙ୍ଗୁର Vitis vinifera Grapes Angur
ଅଜଗନ୍ଧା Cleome gynandra ଅଣସୋରିଷିଆ
ଅଦା Zingiber officinale Ginger Adrak
ଅନନ୍ତମୂଳ Hemidesmus indicus Indian Sarsaparilla Anantamul
ଅପରାଜିତା Clitoria ternatea Clitoris Koyal
ଅପାମାରଙ୍ଗ Achyranthes aspera Prickly Chaff Flower latjira
ଅଫିମ Papaver somniferum Opium Poppy Afim
ଅମରପୋଇ Bryophyllum pinnatum Sprout-leaf Plant Zakm-haiyat
ଅମୃତଭଣ୍ଡା Carica papaya Papaw (Papaya) Papeeta
ଅରଖ Calotropis gigantea Crown Plant (Madar) Ak
ଅର୍ଜ୍ଜୁନ Terminalia arjuna Arjuna Myrobalan Arjuna
ଅଳାଇଚ Elettaria cardamomum Cardamom Choti-elachi
ଅଶୋକ Saraca asoca Saraca indica Ashok

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ଆଖୁ Saccharum officinarum Sugar cane गन्ना, ईख
ଆଛୁ Morinda tinctoria Indian Mulberry आल
ଆମ୍ବ Mangifera indica(ଭାରତୀୟ ଆମ୍ବ) Mango आम
ଆମ୍ବିଳିତି Oxalis corniculata Sleeping Beauty चांगेरी

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ଇଉକାଲିପଟାସ୍ Eucalyptus globulus Eucalyptus Neelgeeri
ଇନ୍ଦ୍ରମାରିସ Acalypha indica Indian Acalypha Kuppi

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ଓସ୍ତ Ficus religiosa Sacred fig अश्वत्थ, पिप्पल
ଓଲଟ କମଳ Abroma augustum Devil’s cotton, Indian Hemp उलट कमल

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
କଇଥ Feronia limonia Wood-apple Kowit
କଣ୍ଟାକୁସୁମ Argemone mexicana Mexican Poppy Bharbhand
କଣ୍ଟି କପାଳୀ Caesalpinia digyna Teri Pods हिन्स/ पुटि करंज
କଦଳୀ Musa paradisiaca Banana केला
କାଉଁରିଆ Hibiscus cannabinus Bimlipatam jute अम्बारी
କପା Gossypium herbaceum Cotton रूइ
କମଳାଲେମ୍ବୁ Citrus reticulata Mandarin Orange संतरा
କରଞ୍ଜ Pongamia pinnata Indian Beach करंज
କଳମଶାଗ Ipomoea aquatica Swamp Cabbage कलिमशाग
କାଇଁଚ Indian licorice Abrus precatorius
ଲଙ୍କାଆମ୍ବ|କାଜୁ ବାଦାମ Anacardium occidentale Cashew काजु
କାଟପେସୁ Celastrus paniculatus Black Oil Plant Malkangni
କାଠ ବାଦାମ Terminalia catappa Tropical almond बदाम
କାଠଚମ୍ପା Plumeria acuminata Temple Tree गोलाइँचि
କାଠ ଡିମ୍ବିରି Ficus hispida Ficus hispida कठुमर
କିଆ Pandanus fascicularis Screw Pine
କୁସୁମ Carthamus tinctorius Safflower Kusum
କୃଷ୍ଣଚୂଡ଼ା Caesalpinia pulcherrima Peacock Flower Gulutora
କେତକୀ Pandanus tectorius केवडा
କୋଇଲିଖିଆ Hygrophila auriculata marsh barbel कोकिलाक्ष (gokulkanta)

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ଖେରୱା Holarrhena antidysenterica Antidysentric Holarrhena Kurchi

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ଗଙ୍ଗଶିଉଳୀ Nyctanthes arbor-tristis
ଗଞ୍ଜାଚୂଳିଆ Celosia argentea Woolflower Sufaid Murgha
ଗନ୍ଧତୃଣ Cymbopogon citratus Lemongrass Gandhatrina
ଗୟା ଅଶ୍ୱତ୍ଥ Toona ciliata Indian Mahogany बेलिया पिपल
ଗୁଆ Areca catechu Betel Nut Palm Supari
ରୁଞ୍ଜ Abrus precatorius Crab's Eye Gunchi
ଗେଣ୍ଡୁଫୁଲ Tagetes erecta Marigold Genda
ଗୋଲ ମରିଚ Piper nigrum Black pepper Kali mirch

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ଘିକୁଆଁରୀ Aloe vera Indian Aloe Ghikavar

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ଚନ୍ଦନ Santalum album Sandalwood Safed-chandan
ଚମ୍ପା Magnolia champaca Magnolia champaca चम्पक
ଚାକୁଣ୍ଡା Cassia tora Foetid Cassia Chakunda
ଚିତାକୁଟି Euphorbia hirta Sanke weed Dudhi
ଚିତାଗଛ Plumbago zeylanica Doctorbush/Ceylon Leadwort चिता

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ଜଡା Ricinus communis Castor Erandi
ଜୟନ୍ତୀ Sesbania sesban
ଜାମୁ Syzygium cuminii Java Plum Jaman
ଜିରା Carum carvi Caraway Shia-jira
ଜୁଆଣିଗଛ Coleus aromaticus Country Borage Pathorchur

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ଟଭାଲେମ୍ବୁ Citrus limon Lemon Baranimbu

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ଡାଳିମ୍ବ Punica granatum Pomegranate Anar
ଡିମ୍ବିରି Ficus glomerata Cluster Fig Gular

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ତଗରପାଦ Nymphoides hydrophylla
ତରଭୁଜ Citrullus vulgaris Watermelon Tarbuj
ତାଳ Borassus flabellifer Palmyra Palm Tar
ତାଳମୂଳୀ Chlorophytum borivilianum Chlorophytum borivilianum सफेद मुसली
ତୁତକୋଳି Morus nigra Black mulberry Tut
ତୁଳସୀ Ocimum sanctum Holy Basil Kala Tulasi

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ଦହିଦହିଆ Tinospora tomentosa Padma gulancha सुदर्शन
ଦୁଦୁରା Datura innoxia Thorn Apple Sadah Dhatura
ଦୁବ Cynodon dactylon Dūrvā Grass, Bermuda Grass, Dubo, Dog's Tooth Grass, Bahama Grass, Devil's Grass, Couch Grass, Indian Doab, Arugampul, Grama, Scutch Grass दूब घास

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ଧଣିଆ Coriandrum sativum Coriander Hara Dhaniya

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ନଡ଼ିଆ Cocos nucifera Coconut Nariyal
ନଳିତା Hibiscus cannabinus Bimlipatam jute अम्बारी
ନରକୋଳି Phyllanthus acidus
ନାକଚଣା Abutilon indicum Indian Mallow Kanghi
ନାଲି ମାରିସ Amaranthus gangeticus Red Amaranth Lal Sag
ନିମ୍ବ Azadirachta indica Neem Tree Nim

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ପଣସ Artocarpus heterophyllus Jack Tree Kathal
ପଦ୍ମ Nelumbium speciosum Sacred Lotus Kamal
ପଳାଶ Butea frondosa/Butea monosperma Flame of the Forest Dhak
ପସାରୁଣୀ Paederia foetida Skunkvine; Stinkvine; Chinese Fever Vine.
ପାଟଫୁଲିଆ Sphaeranthus indicus Sphaeranthus indicus गोरखमुण्डी
ପାଟଳୀ Bignonia suaveolens Bignonia suaveolens पाटल
ପାଠା Cissampelos pareira Cissampelos pareira पाठा
ପାତାଳ ଗରୁଡ଼ Rauvolfia serpentina Rauvolfia serpentina सर्पगंधा
ପାନ ମଧୁରୀ Foeniculum vulgare Fennel Saunf
ପିଆଜ Allium cepa Onion Piyaz
ପିଜୁଳି Psidium guajava Apple Guava अमरूद
ପୁଦିନା Mentha spicata Garden mint Pudina
ପୁରୁଣି Boerhavia diffusa tar vine, punarnava पुनर्नवा
ପେଡ଼ିପେଡ଼ିକା Abutilon indicum Indian Abutilon, Indian Mallow कंघी
ପୋଇ Basella alba Indian Spinach Poi
ପୋକଶୁଙ୍ଗା Blumea oxyodonta Spiny Leaved Blumea

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ଫୁଟୁଫୁଟିକା Cardiospermum halicacabum Balloon Vine Tejovati

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
କେରଞ୍ଚା କୋଳି Carissa carandas Bengal Currents Karaunda
ବଉଳ Mimusops elengi Mimusops elengi
ବଚ Acorus calamus Sweet Flag Bach
ବଡ଼ଶିରିଷି Albizia lebbek Rain Tree Siris
ବରଦା Bauhinia variegata Mountain Ebony Kachnar
ବରଗଛ Ficus benghalensis Banyan Tree बरगद
ବରୁଣ Crateva religiosa Crateva religiosa बरुण
ବାଇଡ଼ଙ୍କ Mucuna pruriens Mucuna pruriens किवांच
ବାଉଁଶ Bambusa vulgaris Bamboo Udha-bans
ବାକୁଚୀ
ବାଡ଼ି ଅଁଳା
ବାସଙ୍ଗ Adhatoda vesica Malabar Nut Arusha
ବାହାଡ଼ା Terminalia bellirica Terminalia bellirica बहेड़ा
ବେଣା/ସନ୍ତରା Vetiver Chrysopogon zizanioides
ବେଲ AegJe marmelos Bael Tree Bael
ବ୍ରାହ୍ମୀ Centella asiatica Indian Pennywort Brahma-manduki

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ଭୂଇଁ ଅଅଁଳା Phyllanthus niruri -- भुंई आमला
ଭୂଇଁ କଖାରୁ
ଭୂଇଁନିମ
ଭୃଷଙ୍ଗପତ୍ର Murraya koenigii Curry Leaf Tree Kadipatti
ଭେଣ୍ଡି Abelmoschus esculentus Okra/Lady's Finger Bhindi
ଭ୍ରତକୁମାରୀ Agave americana Century Plant Kantala

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ମଇଁଷିଆ ଲେମ୍ବୁ Citrus maxima Grape Fruit Chakotra
ମକା Zea mays Corn Bhutta
ମନ୍ଦାର Hibiscus rosa-sinensis Hibiscus Jasut
ମଲ୍ଲୀ Jasminum sambac Jasmine Moghra
ମହୁକା Bassia latifolia Butter Tree Janglimoha
ମୟୂର ଚୂଳିଆ
ମୁଚୁକୁନ୍ଦ
ମୂଷାକାନୀ Ipomoea Renniformis
ମେଥି Trigonella foenum-graecum Fenugreek Methi

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ରବର ଗଛ Ficus elastica Rubber Tree Dagurin
ରସୁଣ Allium sativum Garlic lahan
ରାସ୍ନା

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ଲହଲାଙ୍ଗଳୀ Gloriosa superba
ଲଙ୍କା Capsicum frutescenll!ll Chille lalmirch
ଲଙ୍କାଆମ୍ବ Anacardium occidentale Cashew Kaju
ଲବଙ୍ଗ Syzygium Aromaticum Clove
ଲାଜକୁଳୀ Mimosa pudica Sensitive Plant Lajwanti
ଲୁହାସିଝୁ Euphorbia antiquorum Triangular Milkwort Tredhara sehund
ଲେମ୍ବୁ Citrus medica Citron Nimbu

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ଶଙ୍ଖପୁଷ୍ପୀ
ଶତାବରୀ Asparagus officinalis Asparagus Satavari
ଶମୀ Prosopis cineraria Adenanthera aculeata Roxb
ଶରପୁଙ୍ଖା
ଶଲରା

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ସଜନା Moringa Oleifera Drumstick Sainjna
ସଦାବିହାରୀ Catharanthus roseus Periwinkle Sada-bahar
ସନ Bauhinia purpurea Bauhinia Khairwal
ସାଗୁଆନ Tectona grandis Teak Sagun
ସିମ୍ବ Dolichos lablab Hyacinth Bean Sem
ସୁନାରି Cassia fistula Indian laburnum Amaltas
ସୂର୍ଯ୍ୟମୁଖୀ Helianthus annuus Sunflower Surajmukhi
ସେବତୀ Chrysanthemum indicum Chrysanthemum Guldaudi
ସୋୟାବିନ Glycine max Soyabean Bhat
ସୋରିଷ Brassica juncea Mustard RailSarson

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
ହରଡ଼ Cajanus cajans lentil Arhar Dal
ହରିଡ଼ା
ହଳଦୀ Curcuma longa Turmeric Haldi
ହାଡ଼ଭଙ୍ଗା
ହିଞ୍ଜଳ
ହିଳମୋଚା

କ୍ଷ

ନାମ ବୈଜ୍ଞାନିକ ନାମ ଇଂରାଜୀ ନାମ ହିନ୍ଦୀ ନାମ
କ୍ଷେତପାପଡା

ଅଧିକ ତଥ୍ୟ

Tags:

🔥 Trending searches on Wiki ଓଡ଼ିଆ:

ସେବିଉପେନ୍ଦ୍ର ଭଞ୍ଜଚାଚେରୀ ବେଶଏଚଆଇଭି/ଏଡସପଟ୍ଟଚିତ୍ରଚୀନର ବିଶାଳ ପ୍ରାଚୀରଧଉଳିଦୁର୍ଗା ପୂଜାଲକ୍ଷ୍ମଣ ନାୟକଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳପରମାଣୁଉତ୍କଳ ବ୍ରାହ୍ମଣଭୁବନେଶ୍ୱର ବେହେରାସୁବୋଧ ପଟ୍ଟନାୟକ (୧୯୪୭ ଜନ୍ମ)ବୁଢ଼ାବଳଙ୍ଗ ନଦୀଶ୍ରୀସୋନାଲ ମାନସିଂହଏନଫୁଭିରଟାଇଡ୨୦୧୪ନବୀନ ପଟ୍ଟନାୟକକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ନଅଙ୍କ ଦୁର୍ଭିକ୍ଷଟ୍ରାନ୍ସଫର୍ମରଜଗନ୍ନାଥରାଜଶ୍ରୀ ମଲ୍ଲିକଖୋର୍ଦ୍ଧାଅଭିମନ୍ୟୁ ସାମନ୍ତସିଂହାରଗୋପପୁର (ଗପ ସଙ୍କଳନ)ଭୌଗଳିକ ଦିଗବାରେଣିଓଡ଼ିଶାର ଭୂଗୋଳଶକ୍ତିଆନିହିଲେସନ ଅଫ କାଷ୍ଟଚିତ୍ତରଞ୍ଜନ ଦାସବିଜୟ ମହାନ୍ତିପୃଥିବୀର ବାୟୁମଣ୍ଡଳଧ୍ୟାନଚାନ୍ଦପଣସରାମ ନବମୀମ୍ୟାଲେରିଆବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଗାୟନାତୁଳସୀ ଚଉରାଉତ୍କଳ ରତ୍ନ ସମ୍ମାନଲିଙ୍ଗରାଜ ମନ୍ଦିରଦାମୋଦର ରାଉତଉତ୍କଳ ଦୀପିକାଡାଲିହିନ୍ଦୁ ବିବାହ ଅଧିନିୟମ, ୧୯୫୫ଓଡ଼ିଆ ଲୋକଅକ୍ଷୟ ତୃତୀୟାଗ୍ରହଜିନା ସାମଲମଞ୍ଜୁଲତା ମଣ୍ଡଳଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଭାରତୀୟ ଡାକ ସେବାଇଣ୍ଟରନେଟରାଜଧାନୀ ପ୍ରତିଷ୍ଠା ଦିବସଭାଷାଆପେଣ୍ଡିସାଇଟିସଗୋପାଳ ଚନ୍ଦ୍ର ପ୍ରହରାଜଡାଲମାସରସ୍ୱତୀ ପୂଜାଜାହାଙ୍ଗୀରନିତ୍ୟାନନ୍ଦ ମହାପାତ୍ରହନୁମାନ ଜୟନ୍ତୀଦରମାରାମଚନ୍ଦ୍ର ମିଶ୍ରସୁବର୍ଣ୍ଣରେଖା ନଦୀହ୍ୱାଟ୍ସଆପଟିକଟକ୧୨୦୦🡆 More