ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର

୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।

ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
ବାରକୋଡ଼
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
The parts of a 10-digit I୧୦ଅଙ୍କ ବାରକୋଡ଼ର ଓ ୧୩ ଅଙ୍କ ବାରକୋଡ଼

ଆଧାର

This article uses material from the Wiki ଓଡ଼ିଆ article ISBN (identifier), which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.

Tags:

ଆଧାର ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାମହାତ୍ମା ଗାନ୍ଧୀଲାଲ ବାହାଦୁର ଶାସ୍ତ୍ରୀ୫୯୯ମହାତ୍ମା ଗାନ୍ଧୀଙ୍କ ପରିବାରଆଡାଲିମୁମାବଜାତୀୟ ସଙ୍ଗୀତଇଂରାଜୀ ଭାଷାରାଧାନାଥ ରାୟସ୍ୱଚ୍ଛ ଭାରତ ଅଭିଯାନଫକୀର ମୋହନ ସେନାପତିଓଡ଼ିଶାଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଗୋଦାବରୀଶ ମିଶ୍ରଗଙ୍ଗାଧର ମେହେରଭାରତସାରଳା ଦାସଗୋଦାବରୀଶ ମହାପାତ୍ରପ୍ରତିଭା ରାୟଓଡ଼ିଶାର ଲୋକନୃତ୍ୟଅସହଯୋଗ ଆନ୍ଦୋଳନମଧୁସୂଦନ ରାଓଗାନ୍ଧୀଜୀଙ୍କର ଓଡ଼ିଶା ଗସ୍ତମନୋଜ ଦାସଜଗନ୍ନାଥପିତମପୁରା ଟିଭି ଟାୱାରନଈ ସେପାରୀ କନକ ଗୋରୀକମଲ କୁମାରୀ ବାରୋହାସଚ୍ଚିଦାନନ୍ଦ ରାଉତରାୟହରିଲାଲ ଗାନ୍ଧୀତାରା ସିଂହହିମାଳୟଲକ୍ଷ୍ମୀକାନ୍ତ ମହାପାତ୍ରମନୋରଞ୍ଜନ ଦାସଗୋପବନ୍ଧୁ ଦାସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଏ.ଏମ. ନାୟରଚନ୍ଦ୍ରଯାନ-୩ଜଗନ୍ନାଥ ମନ୍ଦିରପଠାଣି ସାମନ୍ତ୧୦, ଜନପଥରମାକାନ୍ତ ରଥପ୍ରଥମ ଭାସ୍କରକାଳିନ୍ଦୀ ଚରଣ ପାଣିଗ୍ରାହୀନିଲ୍ ମୋହନଭାରତୀୟ ସମ୍ବିଧାନଶନିଓଡ଼ିଆବରଗଛଭାରତର ସଂସ୍କୃତିସୁରେନ୍ଦ୍ର ମହାନ୍ତିଗାନ୍ଧୀ ଟୋପିଶ୍ରୀନିବାସ ରାମାନୁଜନଓଡ଼ିଆ କବି ମାନଙ୍କର ତାଲିକାଏ. ପି. ଜେ. ଅବଦୁଲ କଲାମରାଜନୀତି ବିଜ୍ଞାନଗାନ୍ଧୀ ତିରୋଧାନଜବାହରଲାଲ ନେହେରୁଶ୍ରାଦ୍ଧଓଡ଼ିଶାର ପର୍ବପର୍ବାଣିଜୟ ଜବାନ ଜୟ କିଶାନଚିତ୍ତରଞ୍ଜନ ଦାସରଥଯାତ୍ରାନବୀନ ପଟ୍ଟନାୟକଜାଭା (ପ୍ରୋଗ୍ରାମିଂ ଭାଷା)🡆 More