ହୃଷୀକେଶ ପଣ୍ଡା

ହୃଷୀକେଶ ପଣ୍ଡା (ଜନ୍ମ: ୧ ମଇ ୧୯୫୫) ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଓ ଓଡ଼ିଆ ଭାଷାର ସାହିତ୍ୟିକ । ସେ, ୧୯୭୯ ମସିହାର ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ପଥରେ ଥାଇ, ୨୦୧୫ ଅପ୍ରେଲ ମାସରେ ସେ ଭାରତୀୟ ପ୍ରଶାସନିକ ସେବା ଚାକିରିରୁ ଅବସର ଗ୍ରହଣ କରିଥିଲେ ଓ ଅବସର ଗ୍ରହଣ କରିବା ପରେ, ନିଜ ଗ୍ରାମ ଭଦ୍ରକ ଜିଲ୍ଲାର କାଳିଦାସପୁରରେ ରହି ସାହିତ୍ୟ ସର୍ଜନା କରିବାକୁ ନିଷ୍ପତି ନେଇଥିଲେ । ୨୦୨୪ ମସିହା ଫେବୃଆରୀ ମାସରେ ସେ ଭାରତୀୟ ଜନତା ପାର୍ଟିରେ ଜଣେ ଯୋଗଦାନ କରିଥିଲେ ।

ହୃଷୀକେଶ ପଣ୍ଡା
ଜନ୍ମ ଓ ଜନ୍ମସ୍ଥାନ (1955-05-01) ୧ ମଇ ୧୯୫୫ (ବୟସ ୬୮)
କାଳିଦାସପୁର,ଭଦ୍ରକ, ଓଡ଼ିଶା
ବୃତ୍ତିଭାରତୀୟ ପ୍ରଶାସନିକ ସେବା, ସାହିତ୍ୟିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ(ରସାୟନ ବିଜ୍ଞାନ),ଏମ୍.ବି.ଏ
ପି.ଏଚ୍.ଡି(Relationship between Society and Literature: A Study in creative writing)
ସାହିତ୍ୟ କୃତିଗର୍ବ କରିବାର କଥା
ପୁରସ୍କାରଶାରଳା ପୁରସ୍କାର
ୱେବସାଇଟ
hrusikeshpanda.com

ସାହିତ୍ୟ କୃତି

ଉପନ୍ୟାସ

  • ଗର୍ବ କରିବାର କଥା (୨୦୧୦) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
  • ଶୂନ ସଙ୍ଗେ ସାମୟିକ ସନ୍ଧି (୧୯୮୪) - ଗ୍ରନ୍ଥମନ୍ଦିର, କଟକ
  • ହରିଣ ପିଠିରେ ଅଜଣା ସୂର୍ଯ୍ୟାସ୍ତକୁ (୧୯୮୬) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
  • ସୁନାପୁଟର ଲୋକେ (୧୯୯୧) - ଗ୍ରନ୍ଥମନ୍ଦିର, କଟକ
  • ସୁବର୍ଣ୍ଣ ଦ୍ୱୀପ (୧୯୯୪) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
  • ସୃତି ୧୯୯୪(୧୯୯୫) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
  • ହସ ଓ ଇତିହାସ (୧୯୯୯) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
  • ଦସ୍ୟୁ (୨୦୦୨) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ

ଗଳ୍ପ ସଙ୍କଳନ

  • ବାହାରେ ଛିଡାହୋଇଥିବା ଲୋକ (୧୯୮୨) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
  • ରେବତୀ (୧୯୮୩) - ଓଡ଼ିଶା ବୁକ୍ ଷ୍ଟୋର, କଟକ
  • ରାଜପୁତ୍ ର(୧୯୮୭) - ବିଦ୍ୟାପୁରୀ, କଟକ
  • ସାହାବ ଦେବତା (୧୯୮୯) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
  • ପ୍ରୌଢ଼ ଭାବନା (୧୯୯୨) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
  • ଶୂନ୍ୟତାର ପାଶ୍ଚାତ୍ୟକୁ (୧୯୯୪) - ଗ୍ରନ୍ଥମନ୍ଦିର, କଟକ
  • ବୟସ୍କଙ୍କ ପାଇଁ ଶିଶୁକାହାଣୀ (୧୯୯୪) - ବିଦ୍ୟାପୁରୀ, କଟକ
  • ମିଛ ଖୁସି ସତ ଦୁଃଖ (୨୦୦୫) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
  • ସମଗ୍ର ଗଳ୍ପ ସଂଗ୍ରହ (୨୦୦୮) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ

ନାଟକ

  • ଶବ୍ଦାନ୍ତର (୧୯୯୫) - ଆର୍ଯ୍ୟ ପ୍ରକାଶନୀ, କଟକ
  • ୧୭୯୯ ଅଥବା ପାଞ୍ଚ ଜଣ ଇଂରେଜ (୧୯୯୬) - ଆର୍ଯ୍ୟ ପ୍ରକାଶନୀ, କଟକ
  • ବ୍ରହ୍ମରାକ୍ଷସ (୧୯୯୯) - ଆର୍ଯ୍ୟ ପ୍ରକାଶନୀ, କଟକ
  • ଭାସ୍କୋ ଡା ଗାମା (୨୦୦୦) - ବିଦ୍ୟା ପ୍ରକାଶନୀ, କଟକ
  • ଚାରୋଟି ନାଟକ (୨୦୦୮) - ଏଥେନା ବୁକ୍ସ, ଭୁବନେଶ୍ୱର

ହୃଷୀକେଶ ପଣ୍ଡାଙ୍କ ସାହିତ୍ୟର ପର୍ଯ୍ୟାଲୋଚନା

  • ଓଡ଼ିଆ କଥା ସାହିତ୍ୟରେ ହୃଷୀକେଶ ପଣ୍ଡା - ଜୟନ୍ତ କୁମାର ଦାସ
  • ହୃଷୀକେଶୀୟ କଥାଶିଳ୍ପ(୨୦୦୬) - ନିତ୍ୟାନନ୍ଦ ଶତପଥି

ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ - ୧୯୯୫
  • ଶାରଳା ପୁରସ୍କାର - ୨୦୧୨( ଗର୍ବ କରିବାର କଥା)
  • ବିଜୟା ସମ୍ମାନ, ଭଦ୍ରକ ପୂଜ୍ୟପୂଜା ସଂସଦ - ୨୦୦୯
  • ଶତାବ୍ଦୀର କଳାକାର ସମ୍ମାନ -୨୦୦୭
  • ଗୋକର୍ଣ୍ଣିକା ସମ୍ମାନ - ୨୦୦୭
  • କବିସୂର୍ଯ୍ୟ ବଳଦେବ ରଥ ସଂସ୍କୃତି ସମ୍ମାନ - ୨୦୦୬
  • ସୁଲେଖା ସମ୍ମାନ - ୨୦୦୫
  • ରାଜଧାନୀ ପୁସ୍ତକ ମେଳା ପୁରସ୍କାର - ୨୦୦୪(ଦସ୍ୟୁ)
  • ପଦ୍ମଶ୍ରୀ ଏଲ.ଏନ. ଦୁବେ ସମ୍ମାନ, ପାନିପଥ - ୨୦୦୧
  • ଫକୀର ମୋହନ କ୍ଷୁଦ୍ର ଗଳ୍ପ ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ - ୨୦୦୧
  • ନାଟ୍ୟଭୂଷଣ, ସର୍ବଭାରତୀୟ ନାଟକ ମହୋତ୍ସବ, କଟକ - ୧୯୯୯
  • ଶ୍ରେଷ୍ଠ ନାଟକ ସମ୍ମାନ, ଜାତୀୟ କ୍ଷୁଦ୍ର ନାଟକ ମହୋତ୍ସବ, ଆଲାହାବାଦ - ୧୯୯୯
  • ଶ୍ରେଷ୍ଠ ନାଟକ ସମ୍ମାନ,ଦକ୍ଷିଣ ଓଡ଼ିଶା ନାଟକ ମହୋତ୍ସବ ପୁରସ୍କାର - ୧୯୯୬ ଓ ୧୯୯୭
  • ଚନ୍ଦ୍ରଭାଗା ପୁରସ୍କାର - ୧୯୯୫
  • ଝଙ୍କାର ଗଳ୍ପ ପୁରସ୍କାର - ୧୯୯୫
  • ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର - ୧୯୯୨

ଆଧାର

Tags:

ହୃଷୀକେଶ ପଣ୍ଡା ସାହିତ୍ୟ କୃତିହୃଷୀକେଶ ପଣ୍ଡା ପୁରସ୍କାରହୃଷୀକେଶ ପଣ୍ଡା ଆଧାରହୃଷୀକେଶ ପଣ୍ଡାଓଡ଼ିଆ ଭାଷାଭାରତୀୟ ଜନତା ପାର୍ଟି

🔥 Trending searches on Wiki ଓଡ଼ିଆ:

ଅଣସରଅକ୍ଷୟ ତୃତୀୟାସାଧୁ ମେହେରସମ୍ବଲପୁରୀ ଭାଷାକଣ୍ଡୋମସାଇକେଲରାଜନୀତି ବିଜ୍ଞାନସମ୍ବଲପୁରଓଡ଼ିଆ ବାହାଘରମନୋଜ ଦାସଆଖୁମାଟିର ମଣିଷଅର୍ଜୁନ ଗଛଅଟିଜିମ୍‌ଖୋର୍ଦ୍ଧା ଜିଲ୍ଲାରାମଚନ୍ଦ୍ର ବେହେରାମଟର ସାଇକେଲଅଭିରାମ ପରମହଂସସୀତାକାନ୍ତ ମହାପାତ୍ରତାଳଚେରଗୁଗଲଚାଣକ୍ୟଯୋଗଅକ୍ଷାଂଶଅନୁପମ ଭାରତଏସ୍କେରିସିଆ କୋଲାଇଔଷଧୀୟ ଗଛଲତାମାନଙ୍କର ତାଲିକାବୈଶାଖବର୍ଷା ପ୍ରିୟଦର୍ଶିନୀଓଡ଼ିଆ ଭାଷାଭୁବନେଶ୍ୱରବନ୍ଧୁତାଚଉଷଠି ଯୋଗିନୀ ମନ୍ଦିର, ହୀରାପୁରଦ୍ରାଘିମାକୁଜିବର ପ‌ତ୍ରମଦର ଟେରେସାଚନ୍ଦନଭଗବତୀ ଚରଣ ପାଣିଗ୍ରାହୀମହା ଶିବରାତ୍ରିଭଗବତ ଗୀତାଧର୍ମେନ୍ଦ୍ର ପ୍ରଧାନଶ୍ରାଦ୍ଧବିଲେଇଭାଷାବାସନ୍ତୀକାଲିଫର୍ମିଅମବିଜୁ ଜନତା ଦଳବୁଧବାରଅନ୍ନଦା ଶଙ୍କର ରାୟହିଙ୍ଗୁଳା ମନ୍ଦିରଓକିଲ ଦିବସଇଣ୍ଡିଆନ ପ୍ରିମିଅର ଲିଗପାଟୁଆ ଯାତ୍ରାମହାଦେଶମହାପାତ୍ର ନୀଳମଣି ସାହୁଲଣ୍ଡନଉପେନ୍ଦ୍ର କିଶୋର ଦାସବିଦ୍ୟୁତମାଇକ୍ରୋସଫ୍ଟଭୂମିଜ ଜାତିପ୍ରାଣୀଯୌନ ସମ୍ଭୋଗକୁଞ୍ଜବିହାରୀ ଦାଶ🡆 More