କୁଜିବର ପ‌ତ୍ର

କୁଜିବର ପ‌ତ୍ର ‌‌‌‌ଓଡ଼ିଆ ଭାଷାରେ ପ୍ରକାଶିତ ପ୍ରଥମ ଖବର କାଗଜ । ଏହା ୧୮୩୦ ଦଶକରେ ଚୌଦ୍ୱାର ନିକଟସ୍ଥ କୁଜିବର ଗାଁରେ ଥିବା କୁଜିବର ମଠର ମହ‌ନ୍ତ ସୁନ୍ଦରା ଦାସ(ସାଧୁସୁନ୍ଦର ଦାସ)ଙ୍କଦ୍ୱାରା ପ୍ରକାଶିତ ହୋଇ ହାତଲେଖା ପ‌ତ୍ରିକା ଭାବରେ ବିତରିତ ହେଉଥିଲା । ସେସମୟରେ ଏପରି ହାତଲେଖା ପତ୍ରିକା ସମଗ୍ର ଭାରତବର୍ଷରେ ଏକ ବିରଳ ଘଟଣା ଥିଲା । ଏହି ଖବର କାଗଜଟି ସେସମୟର ସାମାଜିକ, ଧାର୍ମିକ ଓ ଶିକ୍ଷାବ୍ୟବସ୍ଥା ଉପରେ ଆଲୋକପାତ କରୁଥିଲା । ଗଙ୍ଗାଧର ଷଢଙ୍ଗୀ, ରାମଚନ୍ଦ୍ର ଜାଚୁକ ବିଭିନ୍ନ ସମୟରେ ଏହି ଖବର କାଗଜର ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ।

କୁଜିବର ପ‌ତ୍ରର କେତେକ ସଂଖ୍ୟା ଲଣ୍ଡନର ଇଣ୍ଡିଆ ହାଉସ ପାଠାଗାର ବା ବ୍ରିଟିସ ମ୍ୟୁଜିୟମରେ ଥିବା ବିଶ୍ୱାସ କରାଯାଏ । ଏହି ପତ୍ରର ସଂଖ୍ୟା ୭ ଓ ୮ରେ ଲେଖାଯାଇଥିଲା "ଇନ୍ଦ୍ରିୟ ସଂଯମ କର, ଚରିତ୍ରବାନ ହୁଅ, ଆଚାର ବିଚାର ଓ ନୀତି ପରାୟଣ ହୁଅ, ନିଶା ନିଷେଧ, ବୃକ୍ଷ ଛେଦନ କରନାହିଁ, ପଶୁବଧ ମହାପାପ,ଶିଶୁହତ୍ୟା କରନାହିଁ, ସର୍ବଘଟରେ ଈଶ୍ୱର ବିଦ୍ୟମାନ, ନାରୀ ହରଣ କରନାହିଁ, ମିଥ୍ୟ କୁହନାହିଁ, ଚୋରି କରନାହିଁ, କପଟତା ତ୍ୟାଗ କର, ଈର୍ଷା କରନାହିଁ, କ୍ରୋଧ ଓ ଘୁଣାଠାରୁ ଦୂରରେ ରୁହ, ଶତୁକୁ ପ୍ରେମ କର, ସୃଜନ ଓ ପରବାରକୁ ସେମ୍ଳହ କର, ବୟସ୍କମାନଙ୍କୁ ଭକ୍ତି କର, କାହାରିକୁ oକ ନାହିଁ, କାହା ବିରୋଧରେ ମିଥ୍ୟ ସାକ୍ଷୀ ଦିଅନାହିଁ, ଦୁଃଖୀ ଓ ଅଭାବୀ ଲୋକଙ୍କୁ ସାହାଯ୍ୟକର ।"

ମହ‌ନ୍ତ ସୁନ୍ଦରା ଦାସ, ଜଣେ ଜୀବନବାଦୀ ସମାଜସଂସ୍କାରକ ଥିଲେ । ଅଣ୍ଟାରେ ଲୁହାର ଜଞ୍ଜିରଦ୍ୱାରା ବାନ୍ଧି କେବଳ ଏକ କୌପୀନ ପରିଧାନ କରୁଥିଲେ ।

ଆଉରି ଦେଖନ୍ତୁ

  1. ପୁରୁଣା ଓଡ଼ିଆ ଖବରକାଗଜ ଓ ପତ୍ରପତ୍ରିକା ତାଲିକା

ଆଧାର

Tags:

ଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଜଗନ୍ନାଥ ପ୍ରସାଦ ଦାସପଠାଣି ସାମନ୍ତଉଦୟନାଥ ଷଡ଼ଙ୍ଗୀଆଉରଙ୍ଗଜେବଅଗ୍ନ୍ୟାଶୟ ଅକ୍ଷମତାଉଦ୍ଭିଦଆର୍ଯ୍ୟଭଟ୍ଟମହିଳା ଯୌନାଙ୍ଗ ଛେଦନବେଣୁଧର ରାଉତଓଡ଼ିଶା ସରକାରସୁନାବେଶଡାଲମାଚାରି ଧାମଯୁକ୍ତରାଜ୍ୟକମ୍ପ୍ୟୁଟରହରିପ୍ରସାଦ ଚୌରାଶିଆମୌଳିକ ସଂଖ୍ୟାସ୍ତନରାସେଶ୍ୱରୀ ପାଣିଗ୍ରାହୀଶୈଳବାଳା ଦାସବିରଳା ମନ୍ଦିର, କୋଲକାତାଇଂଲଣ୍ଡଉତ୍କଳ ଦିବସନୟାଗଡ଼ ଜିଲ୍ଲାଜର୍ମାନୀବାଘଲଣ୍ଡନଦ୍ୱିତୀୟ ଭାସ୍କରସ୍ୱର ବର୍ଣ୍ଣଇଣ୍ଟରନେଟଫରିନା ଆଜାଦପରୀକ୍ଷାକୃଷ୍ଣପ୍ରସାଦ ମିଶ୍ରଶବ୍ଦ (ପଦ)ଫାଇଲେରିଆକଖାରୁ ଫୁଲ ଭଜାଯୌନ ଉତ୍ପୀଡ଼ନ୨୮ ଫେବୃଆରୀଧାତୁତରୁଣକାନ୍ତି ମିଶ୍ରମହାପ୍ରସାଦଗର୍ଭାଶୟ କର୍କଟପରିବେଶ୨୧ଉତ୍କଳ ବିଶ୍ୱବିଦ୍ୟାଳୟଏ. ପି. ଜେ. ଅବଦୁଲ କଲାମଧର୍ମବଳଦେବଜୀଉ ମନ୍ଦିରସିଦ୍ଧାନ୍ତ ମହାପାତ୍ରଓଡ଼ିଆ ଭାଗବତବିରିୟାନୀକଣ୍ଡୋମରାମଚନ୍ଦ୍ର ମିଶ୍ରଶନିବାରପ୍ରଯୁକ୍ତି ବିଦ୍ୟାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଭୂମିକମ୍ପତାଳଧ୍ୱଜବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାଗଜତ୍ରିଭୁଜଉଦ୍ଭିଦ ବିଜ୍ଞାନଲିମା୭୦୧ଓଡ଼ିଶୀ ସଙ୍ଗୀତଜମ୍ମୁ ତୱି ରେଳ ଷ୍ଟେସନପ୍ଲୀହାଭାରତୀୟ ସମ୍ବିଧାନଶ୍ୱେତସାରଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଦାସିଆ ବାଉରୀମଦର ଟେରେସା🡆 More