ଓଡ଼ିଶାର ନିଷ୍କ୍ରିୟ ଖବରକାଗଜ ତାଲିକା

ଏହା ଓଡ଼ିଶାରୁ ପ୍ରକାଶିତ ନିଷ୍କ୍ରିୟ ଖବରକାଗଜସବୁର ଏକ ତାଲିକା । ପ୍ରକାଶିତ ଅନେକ ଖବରକାଗଜ ମଧ୍ୟରୁ କେବଳ ଉଲ୍ଲେଖନୀୟ ନାମସବୁ ତାଲିକାଭୁକ୍ତ ହୋଇଛି । ଏହି ତାଲିକାରେ ଥିବା ଖବରକାଗଜସବୁ ଅଧୁନା ପ୍ରକାଶିତ ହେଉନାହିଁ ।

୧୮୪୯-୧୮୮୦

  • ଉତ୍କଳ ଦୀପିକା (୧୮୬୬, କଟକ)
  • ସମ୍ବାଦ ବାହିକା (୧୮୬୮, ଫକୀରମୋହନ ସେନାପତିଙ୍କ ପୃଷ୍ଠପୋଷକତାରେ ବାଲେଶ୍ୱରରୁ)
  • ଉତ୍କଳ ହିତୈଷିଣୀ (୧୮୬୯, କଟକ)
  • ବିଦେଶୀ (୧୮୭୩, କଟକ)
  • ଶିକ୍ଷକ (୧୮୭୩, ବାଲେଶ୍ୱର)
  • ଉତ୍କଳପୁତ୍ର (୧୮୭୩ ଅପ୍ରେଲ ୧୬, ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ସମ୍ପାଦନାରେ କଟକରୁ ପାକ୍ଷିକ ଓ ପରେ ସାପ୍ତାହିକ)
  • ସ୍ୱଦେଶୀ (୧୮୭୬ ବା ୧୮୭୭, ସାପ୍ତାହିକ, ବ୍ରହ୍ମପୁରରୁ ଉଇଲିୟମ ମହାନ୍ତିଙ୍କ ସମ୍ପାଦନା)
  • ବାର୍ତ୍ତାଲହରୀ (୧୮୭୭: ବ୍ରହ୍ମପୁର)
  • ମୟୂରଭଞ୍ଜ (୧୮୭୯, ବାରିପଦା, ଉଭୟ ଓଡ଼ିଆ ଓ ଇଂରାଜୀରେ ପ୍ରକାଶିତ)
  • ଓଡ଼ିଆ (୧୮୭୯, କଟକ)

୧୮୮୧-୧୯୦୦

  • ପ୍ରଜାବନ୍ଧୁ (୧୮୮୨, ବାଲେଶ୍ୱର)
  • ଧୂମକେତୁ (୧୮୮୩, ବାଲେଶ୍ୱର)
  • ଶିକ୍ଷାବନ୍ଧୁ (୧୮୮୬, କଟକ)
  • ନବସମ୍ବାଦ (୧୮୮୬, କଟକ, ଭୂପତିନାଥ ବସୁଙ୍କ ସମ୍ପାଦିତ)
  • ପୁରୁଷୋତ୍ତମ (୧୮୮୭, ପୁରୀ)
  • ଦୀପକ (୧୮୮୯, କଟକ)
  • ସମ୍ବଲପୁର ହିତୈଷିଣୀ (୩୦ ମଇ ୧୮୮୯, ସୁମକଦେବଙ୍କ ପୃଷ୍ଠପୋଷକତାରେ ବାମଣ୍ଡାରୁ ସାପ୍ତାହିକ)
  • ଆଶା (୧୮୯୨, କଟକ)
  • ଇନ୍ଦ୍ରଧନୁ (୧୮୯୩, କଟକ)
  • ବିଜୁଳି (୧୮୯୩, ବାମଣ୍ଡା)
  • ଉତ୍କଳବନ୍ଧୁ (୧୮୯୬, ତାଳଚେର)
  • ଗଞ୍ଜାମ ନିଉଜ (୧୮୯୬, ପାରଳାଖେମୁଣ୍ଡି)
  • ପ୍ରବୋଧ ଚନ୍ଦ୍ରିକା (୧୮୯୬)
  • ଉତ୍କଳ ସାହିତ୍ୟ (୧୮୯୭ ଜାନୁଆରୀ, ବିଶ୍ୱନାଥ କରଙ୍କ ସମ୍ପାଦିତ)
  • ଗଞ୍ଜାମ ଓଡ଼ିଆ ହିତବାଦିନୀ (୧୮୯୯, ବ୍ରହ୍ମପୁର)

୧୯୦୧-୧୯୫୦

ଆଧାର

ଅଧିକ ପଠନ

Tags:

ଓଡ଼ିଶାର ନିଷ୍କ୍ରିୟ ଖବରକାଗଜ ତାଲିକା ୧୮୪୯-୧୮୮୦ଓଡ଼ିଶାର ନିଷ୍କ୍ରିୟ ଖବରକାଗଜ ତାଲିକା ୧୮୮୧-୧୯୦୦ଓଡ଼ିଶାର ନିଷ୍କ୍ରିୟ ଖବରକାଗଜ ତାଲିକା ୧୯୦୧-୧୯୫୦ଓଡ଼ିଶାର ନିଷ୍କ୍ରିୟ ଖବରକାଗଜ ତାଲିକା ଆଧାରଓଡ଼ିଶାର ନିଷ୍କ୍ରିୟ ଖବରକାଗଜ ତାଲିକା ଅଧିକ ପଠନଓଡ଼ିଶାର ନିଷ୍କ୍ରିୟ ଖବରକାଗଜ ତାଲିକାଓଡ଼ିଶା

🔥 Trending searches on Wiki ଓଡ଼ିଆ:

ବଙ୍ଗଳାଦେଶନୃସିଂହ ଚରଣ ପଣ୍ଡାଜ୍ଞାନପୀଠ ପୁରସ୍କାରରୁକ୍ମିଣୀ ବିବାହ୭ ଅଗଷ୍ଟପ୍ରତିଭା ରାୟକନ୍ଧମାଳ ଜିଲ୍ଲାମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାରାୟଗଡ଼ା ଜିଲ୍ଲାଡଙ୍ଗାଅଷ୍ଟ୍ରେଲିଆଆପଲ ଇନକର୍ପୋରେଟେଡରାବଣାନୁଗ୍ରହବିଦ୍ୟୁତ୍ ଶକ୍ତିସୂର୍ଯ୍ୟଦ୍ୱିତୀୟ ବିଶ୍ୱଯୁଦ୍ଧମାଳିକାବର୍ଷା ପ୍ରିୟଦର୍ଶିନୀମହାଭାରତଶ୍ରବଣା (ନକ୍ଷତ୍ର)ଗୋପବନ୍ଧୁ ଦାସଶବ୍ଦ (ପଦ)ଓଡ଼ିଶା ପ୍ରିମିଅର ଲିଗଭୁବନେଶ୍ୱର ବେହେରାଓଡ଼ିଆ ରାମାୟଣଚୌଧୁରୀ ହେମକାନ୍ତ ମିଶ୍ରମନୋଜ ଦାସରାଜକିଶୋର ରାୟପାଞ୍ଜିଗୌତମ ବୁଦ୍ଧଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଦୀନକୃଷ୍ଣ ଦାସନରେନ ପଲେଇଉଚ୍ଛ୍ୱାସ (କବିତା ସଙ୍କଳନ)୩୧ ଡିସେମ୍ବରଗାୟତ୍ରୀବାଳା ପଣ୍ଡାଶ୍ରୀକ୍ଷେତ୍ର ଦେବାଦେବୀଅମରପୋଇବି. ଆର. ଆମ୍ବେଦକରପ୍ରଦୀପ କୁମାର ପାଣିଗ୍ରାହୀପାଟଦେଇତାରିଣୀ ମନ୍ଦିର, ଘଟଗାଁ୧୦ ଜୁନକଟକ ଚଣ୍ଡୀ ମନ୍ଦିରଉଇକିପାଠାଗାରସୌର ଜଗତଓଡ଼ିଆ ଭାଷା ଆନ୍ଦୋଳନସୁକାନ୍ତ କୁମାର ନାୟକରାଷ୍ଟ୍ରୀୟ ପେନସନ ପ୍ରଣାଳୀପଣା ସଂକ୍ରାନ୍ତିଏକଲବ୍ୟ ପୁରସ୍କାରତନ୍ତବାଙ୍କଚୂଡ଼ା ବେଶ୨୧ସଫ୍ଟୱେରଠିଆକିଆ ବେଶଜାତୀୟ ସଙ୍ଗୀତରଘୁନାଥ ପରିଚ୍ଛାମଇଜର୍ମାନୀଶତ୍ରୁଘ୍ନ ପାଣ୍ଡବବ୍ରାହ୍ମଣୀ ନଦୀଅବସାଦଗୀତକ୍ୟୁ. ଆର. କୋଡ଼ଗୁରୁରାମ ନବମୀରଜ୨୦୦୧ନବୀନ ପଟ୍ଟନାୟକଅନୁଭବ ମହାନ୍ତିଗୀତଗୋବିନ୍ଦଦଣ୍ଡ ନାଟବୀଣାପାଣି ମହାନ୍ତି🡆 More