ବାମଣ୍ଡା ବିଜୁଳି

ବିଜୁଳି ୧୮୯୩ ମସିହାରେ ବାମଣ୍ଡାରୁ ପ୍ରକାଶିତ ଏକ ପତ୍ରିକା ଯାହାର କଟକରୁ ପ୍ରକାଶିତ ଇନ୍ଦ୍ରଧନୁ ସହିତ ଦୀର୍ଘ ବିବାଦ ଓଡ଼ିଆ ଇତିହାସର ଏକ ଆମୋଦକର ଅଧ୍ଯାୟ।


9 Jan 2023 — ଓଡ଼ିଆ ସାହିତ୍ୟରେ ଇନ୍ଦ୍ରଧନୁ ବିଜୁଳି କଳି ଦୀର୍ଘ ୪ ବର୍ଷ କାଳ ଲାଗି ରହିଥିଲା। ଓଡ଼ିଆ

ଇନ୍ଦ୍ରଧନୁ ପତ୍ରିକା 'ଇନ୍ଦ୍ରଧନୁ' ଓ 'ବିଜୁଳି' ଯଥାକ୍ରମେ ଉପେନ୍ଦ୍ରଭଞ୍ଜ ଓ ରାଧାନାଥ ରାୟଙ୍କର ଗୁଣଗାନ କରି ...


ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ସମାଜରେ ହୋଇଥିଲା ଏକ ସାହିତ୍ୟ ଯୁଦ୍ଧ ଯାହା “ବୀଜୁଳୀ-ଇନ୍ଦ୍ରଧନୁ ସଂଘର୍ଷ” ନାମରେ ଜଣାଶୁଣା । ଗୋଟିଏ ପଟରେ ଥିଲେ କବିବର ରାଧାନାଥ ରାୟ ଅନ୍ୟ ପଟରେ ତାଙ୍କ ବିରୋଧୀ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାଆଁରେ ତାଙ୍କର ବିରୋଧ କରୁଥିଲେ ।ବାମଣ୍ଡାରାଜା ସୁଢଳଦେବ କବିବରଙ୍କର ସମର୍ଥକ ଥିଲେ ତେଣୁ ତାଙ୍କ ପ୍ରଚେଷ୍ଟାରେ ରାଜଧାନୀ ଦେବଗଡ଼ରୁ ପ୍ରକାଶ ପାଇଲା ବିଜୁଳି ପତ୍ରିକା । ବିଜୁଳି ପତ୍ରିକା ବିପକ୍ଷରେ ପ୍ରକାଶିତ ହେଲା ଇନ୍ଦ୍ରଧନୁ ପତ୍ରିକା । ଇନ୍ଦ୍ରଧନୁ ପତ୍ରିକାର ସମର୍ଥକଙ୍କ ମଧ୍ୟରେ ଥିଲେ ଗୋପାଳବଲ୍ଲଭ ଦାଶ, ଗୌରୀଶଙ୍କର ରାୟ, ରମାଶଂକର ରାୟ, ବନମାଳୀ ସିଂହ ଭଳି ବ୍ୟକ୍ତିତ୍ୱ........ ଇନ୍ଦ୍ରଧନୁବାଲା ତାଙ୍କ ପ୍ରତିପକ୍ଷଙ୍କୁ ବଙ୍ଗାଳି ସାହିତ୍ୟର ଓଡ଼ିଆକରଣ କରିବାର ଆରୋପ ଲଗାଉଥିଲା ବେଳେ ବିଜୁଳି ଦଳ ଇନ୍ଦ୍ରଧନୁବାଲାଙ୍କ କବିତା ଓ କାବ୍ୟକୁ ଡିକ୍ସନାରୀ ଓ ଅଶ୍ଳୀଳ ଆଖ୍ୟା ଦେଇ ମସୀଯୁଦ୍ଧ ଆରମ୍ଭ କରିଦେଇଥାନ୍ତି । ଗୋପବନ୍ଧୁ ଦାସ ପୁରୀ ଜିଲ୍ଲା ସ୍କୁଲରେ ପଢିଲା ଦିନୁଁ ଇନ୍ଦ୍ରଧନୁର ପକ୍ଷ ।

(ଶ୍ରୀ ନୀଳକଣ୍ଠ ଦାଶଙ୍କର ଆତ୍ମଜୀବନୀରୁ)

Tags:

ଇନ୍ଦ୍ରଧନୁଓଡ଼ିଆ ସାହିତ୍ୟକଟକବାମଣ୍ଡା ରାଜ୍ୟ

🔥 Trending searches on Wiki ଓଡ଼ିଆ:

ସୌଭାଗ୍ୟ କୁମାର ମିଶ୍ରନେଲସନ ମଣ୍ଡେଲାସୀତାକାନ୍ତ ମହାପାତ୍ରଫୁଲ୍ଲୋରି ଓଷାସଂସ୍କୃତସ୍ୱାମୀ ବିବେକାନନ୍ଦଜାପାନତାରକାସୁରଜଗଦୀଶ ମହାନ୍ତିଓଡ଼ିଆ ସାହିତ୍ୟର ଇତିହାସଓମାନରତ୍ନାକର ଚଇନିସଂଯୁକ୍ତା ରାଉତସରୋଜ ବଳକୃଷ୍ଣଡାଇଭର୍ଟିକୁଲାଇଟିସ୍ଲାଲ ବାହାଦୁର ଶାସ୍ତ୍ରୀଭୀମା ଭୂଇଁଆଓଡ଼ିଆ ନାଟକନିମୋନିଆଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଅପର୍ଣ୍ଣା ମହାନ୍ତିସର୍ବିଆଚାଣକ୍ୟଚନ୍ଦନ ଯାତ୍ରାବିଶ୍ୱତାପନନବୀନ ପଟ୍ଟନାୟକ୬ ଫେବୃଆରୀସୀସାସଚ୍ଚିଦାନନ୍ଦ ରାଉତରାୟକଦଳୀ୧ ଅକ୍ଟୋବରଧଉଳିସୌମ୍ୟ ରଞ୍ଜନ ପଟ୍ଟନାୟକପ୍ରଥମ ବିଶ୍ୱଯୁଦ୍ଧକୁମ୍ଭ (ରାଶି)ଓଡ଼ିଶାର ଭୂଗୋଳଏଲୋରା ଗୁମ୍ଫାପରମାଣୁ କ୍ରମାଙ୍କପ୍ରମୋଦ କୁମାର ମହାନ୍ତିଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାସମୟ (କାଳ)ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଅଳେଇଚଶ୍ରୀକ୍ଷେତ୍ର ଦେବାଦେବୀପୁରୀ୨୬ ଜୁନସରଳା ଦେବୀଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ଇଞ୍ଜ୍ୟୁରିରଣା ସାପମଧୁସୂଦନ ରାଓ୧୯୭୮୨ ଜାନୁଆରୀଗୌତମ ବୁଦ୍ଧଫାଇଜାବାଦ ରେଳ ଷ୍ଟେସନସାପସୁକନ୍ୟା ସମୃଦ୍ଧି ଯୋଜନାଦୀନନାଥ ପାଠୀସୁଭାଷ ଚନ୍ଦ୍ର ବୋଷଆଣ୍ଟର୍କଟିକାଆପଲ କମ୍ପାନୀଭୀମ ଭୋଇଯୌନ ଉତ୍ପୀଡ଼ନପଟ୍ଟଚିତ୍ର🡆 More