ଜାପାନ

ଜାପାନ (日本, ନିପ୍ପୋଁ ବା ନିହୋଁ), ପୂର୍ବ ଏସିଆରେ ଅବସ୍ଥିତ ଏକ ଦ୍ୱୀପ ରାଷ୍ଟ୍ର । ଏହାର ପଶ୍ଚିମରେ ଜାପାନ ସାଗର, ଓଖୋତ୍ସକ ସାଗରଠାରୁ ପୂର୍ବ ଚୀନ ସାଗର ଓ ତାଇୱାନ ପର୍ଯ୍ୟନ୍ତ ବ୍ଯାପ୍ତ ହୋଇ ରହିଛି । ପ୍ରଶାନ୍ତ ଅଗ୍ନିବଳୟର ଏକ ଅଂଶ, ଜାପାନ ୬,୮୫୨ଟି ଦ୍ୱୀପରେ ଗଢାହୋଇଛି ଯାହାର ପ୍ରାୟ ୩,୭୭,୯୭୫ ବର୍ଗ କି.ମି.

କ୍ଷେତ୍ରଫଳ ରହିଛି; ଦେଶର ପାଞ୍ଚଟି ମୁଖ୍ଯ ଦ୍ୱୀପ ହେଲା, ଉତ୍ତରରୁ ଦକ୍ଷିଣକୁ କ୍ରମେ ହୋକାଇଦୋ, ହୋଁଶୁ, ଶିକୋକୁ, କ୍ଯୁଶୁ ଏବଂ ଓକିନାୱା । ଟୋକିଓ ଜାପାନର ରାଜଧାନୀ ଓ ବୃହତ୍ତମ ସହର । ଅନ୍ଯାନ୍ଯ ମୁଖ୍ଯ ସହରଗୁଡ଼ିକ ହେଲା; ୟୋକୋହାମା, ଓସାକା, ନାଗୋୟା, ସାପ୍ପୋରୋ, ଫୁକୁଓକା, କୋବେ ଓ କ୍ଯୋଟୋ ଇତ୍ୟାଦି ।

ଜାପାନ

日本国
ନିପ୍ପୋଁ-କୋକୁ ବା ନିହୋଁ-କୋକୁ
Centered red circle on a white rectangle.
Golden circle subdivided by golden wedges with rounded outer edges and thin black outlines.
Flag Imperial Seal
ଜାତୀୟ ସଙ୍ଗୀତ: 
କିମିଗାୟୋ (君が代)
ଜାପାନର ପ୍ରଶାସନିକ ମୋହର
ଜାପାନ ସରକାର ଓ ପ୍ରଧାନମନ୍ତ୍ରିଙ୍କ ଅଫିସର ମୋହର
(五七桐, ଗୋ-ଶିଚିନୋ କିରି)
Location of ଜାପାନ
ରାଜଧାନୀଟୋକିଓ (ବାସ୍ତବିକ)
ବୃହତ୍ତମ ସହରଟୋକିଓ
ସରକାରୀ ଭାଷାNone
Recognised regional languagesଆଇନୁ ଇତାକ, ରିଉକ୍ଯୁ ଭାଷାସମୂହ, ପୂର୍ବ ଜାପାନୀ, ପଶ୍ଚିମ ଜାପାନୀ, ତଥା ଅନ୍ଯାନ୍ଯ ଜାପାନୀ ଉପଭାଷାସମୂହ
National languageଜାପାନୀ ଭାଷା
ଜାତି
୯୮.୫% ଜାପାନୀ, ୦.୫% କୋରୀୟ, ୦.୪% ଚୀନା, ୦.୬% ଅନ୍ଯ
ଜାତୀୟତାଜାପାନୀ
Governmentଏକକ ସଂସଦୀୟ ଗଣତନ୍ତ୍ର ଏବଂ ସାମ୍ବିଧାନିକ ଏକତନ୍ତ୍ର
• ସମ୍ରାଟ
ନାରୁହିତୋ
ଗଠନ
• ଜାତୀୟ ଗଠନ ଦିବସ
ଫେବୃଆରୀ ୧୧, ୬୬୦ ଖ୍ରୀ.ପୂ.
• ମେଜ୍ଜି ସମ୍ବିଧାନ
ନଭେମ୍ବର ୨୯, ୧୮୯୦
• ଏବେକାର ସମ୍ବିଧାନ
ମେ ୩, ୧୯୪୭
• ସାନଫାନ୍ସିସକୋ

ଏପ୍ରିଲ୍ ୨୮, ୧୯୫୨
• ଜଳଭାଗ (%)
୦.୮
ଲୋକସଂଖ୍ୟା
• ୨୦୧୦ estimate
୧୨୭,୩୬୦,୦୦୦ (୧୦)
• ୨୦୦୦ census
୧୨,୭୩,୩୩,୦୦୨
• ଘନତା
337.1/km2 (873.1/sq mi) (୩୬)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)୨୦୧୦ estimate
• ମୋଟ
$୪.୩୦୮ trillion (୩)
• ମୁଣ୍ଡପିଛା
$୩୩,୮୨୮ (୨୪ ତମ)
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)୨୦୧୦ estimate
• ମୋଟ
$୫,୩୯୦ trillion (୩ୟ)
• ମୁଣ୍ଡପିଛା
$୪୨,୩୨୫ (୧୭ଶ)
ଜିନି ଗୁଣାଙ୍କ38.1 (2002)
Error: Invalid Gini value
ମାନବ ବିକାଶ ସୂଚନାଙ୍କ (2010)Increase 0.884
Error: Invalid HDI value · 11th
ମୁଦ୍ରାଅନ୍ତର୍ରାଷ୍ଟ୍ରୀୟ ସଙ୍କେତ ¥ (ୟେନ)
ଜାପାନୀ ସଙ୍କେତ ବା ପାରମ୍ପରିକ କାଞ୍ଜିରେ ()) ଏନ ଭାବେ ଉଚ୍ଚାରିତ (JPY)
ସମୟ ମଣ୍ଡଳUTC+9 (ଜେ.ଏସ.ଟି.)
• Summer (DST)
UTC+9 (ଜଣାନାହିଁ)
ରାସ୍ତା ଚାଲିବା ପାଖleft
ଟେଲିଫୋନ କୋଡ଼81
Internet TLD.jp

ଜାପାନ, ବିଶ୍ୱର ଏକାଦଶ ଜନବହୁଳ ଦେଶ ତଥା ଅଧିକ ଘନତ୍ୱ ବିଶିଷ୍ଟ ଏବଂ ଅଧିକ ସହରୀକୃତ ଦେଶମାନଙ୍କ ମଧ୍ଯରୁ ଅନ୍ଯତମ । ଦେଶର ତିନି-ଚତୁର୍ଥାଂଶ ଅଞ୍ଚଳ ପାର୍ବତ୍ଯାଞ୍ଚଳ ହୋଇଥିବାରୁ ପ୍ରାୟ ୧୨.୬୨ କୋଟି ଲୋକ ସଂକୀର୍ଣ୍ଣ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ବାସକରନ୍ତି । ଜାପାନକୁ ୪୭ଟି ପ୍ରଶାସନିକ ରାଜ୍ଯରେ ବିଭକ୍ତ କରାଯାଇଛି । ଏହା ପାରମ୍ପରିକ ରୂପେ ଆଠଟି ଅଞ୍ଚଳରେ ଗଠିତ । ୩୭.୪ ନିୟୁତ ଲୋକଙ୍କ ସହ, ବୃହତ୍ତ୍ ଟୋକିଓ ଅଞ୍ଚଳ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ମହାନଗର ଅଞ୍ଚଳ ।

ଆଧାର

Tags:

କ୍ଯୋଟୋଜାପାନ ସାଗରଟୋକିଓତାଇୱାନନାଗୋୟାହୋକାଇଦୋ

🔥 Trending searches on Wiki ଓଡ଼ିଆ:

ଯୁକ୍ତରାଜ୍ୟଫତୁରାନନ୍ଦବୃହସ୍ପତିଦଶାବତାରକଳାପାହାଡ଼ଟିଣପ୍ରତିଭା ରାୟକୁଜିବର ପ‌ତ୍ରଅର୍ଚ୍ଚିତା ସାହୁରାଜାରାଣୀ ମନ୍ଦିରମହୁସବ୍ୟସାଚୀ ମିଶ୍ରଉଦ୍ଭିଦଆରିଷ୍ଟୋଟଲସରୋଜିନୀ ସାହୁବେଦସୌରୀନ୍ଦ୍ର ବାରିକଅଭିମନ୍ୟୁ ସାମନ୍ତସିଂହାରଜାଭା (ପ୍ରୋଗ୍ରାମିଂ ଭାଷା)ରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେସଚ୍ଚିଦାନନ୍ଦ ରାଉତରାୟମଙ୍ଗଳା ମନ୍ଦିରଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭୂମିକମ୍ପଶରତ କୁମାର ମହାନ୍ତିରାବଣମହମ୍ମଦ ମୋକିମ୍ପ୍ରଗତିବାଦୀଢେଙ୍କାନାଳଦେବଗଡ଼ ଜିଲ୍ଲାଆନ୍ତର୍ଜାତିକ ମହିଳା ଦିବସରୋହିତ ଶର୍ମାଚଇତି ଘୋଡ଼ା ନାଚକାଶୀ ବିଶ୍ୱନାଥ ମନ୍ଦିରଦେବସ୍ନାନ ପୂର୍ଣ୍ଣିମାମହାବିଦ୍ୟାପରିବେଶଉତ୍କଳ ଦିବସଯଦୁମଣି ମହାପାତ୍ରଚିତ୍ତରଞ୍ଜନ ଦାସସମୟ (କାଳ)ଓଡ଼ିଶାର ଇତିହାସପାରାଦୀପ ବନ୍ଦରଓଡ଼ିଆ ରାମାୟଣପାକ୍ରିଟିନିବବାଇଶି ପାହାଚଭୀମ ପୃଷ୍ଟିଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାବର୍ଷା ପ୍ରିୟଦର୍ଶିନୀପୁରୁଷୋତ୍ତମ ଦେବଚିଲିକା ହ୍ରଦଯୌନ ଉତ୍ପୀଡ଼ନଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାବେଣୁଧର ରାଉତସତୀ (ହିନ୍ଦୁ ଦେବୀ)ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଟ୍ରାପିଜିଅମବିଜ୍ଞାନପର୍ଫେନାଜାଇନମୟୂରଭଞ୍ଜ ଜିଲ୍ଲାସାଇକେଲକାଞ୍ଚି ଅଭିଯାନତୁଳସୀ ଗଛଦାସକାଠିଆଧର୍ମଦଣ୍ଡ ନାଟସତ୍ୟେନ୍ଦ୍ର ନାଥ ବୋଷରାଣୀ ଲକ୍ଷ୍ମୀବାଈକମ୍ପ୍ୟୁଟର🡆 More