ସତ୍ୟେନ୍ଦ୍ର ନାଥ ବୋଷ: ଭାରତୀୟ ରାଜନୀତିଜ୍ଞ

ପ୍ରଫେସର ସତ୍ୟେନ୍ଦ୍ର ନାଥ ବୋଷ (ବଙ୍ଗଳା: সত্যেন্দ্র নাথ বসু ଶୋତ୍ତେନ୍ଦ୍ରୋନାଥ ବୋଶୂ  ; ୧ ଜାନୁୟାରୀ ୧୮୯୪ – ୪ ଫେବୃୟାରି ୧୯୭୪) ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଅଟନ୍ତି , ସେ ଗାଣିତିକ-ଭୌତିକ ଶସ୍ତ୍ରରେ ପାରଦର୍ଶୀ ଥିଲେ । ସେ ଇଂଲଣ୍ଡର ରୟାଲ ସୋସାଇଟୀର ଫେଲୋଶିପ (FRS) ପାଇଥିଲେ । ତାଙ୍କ ଜନ୍ମ କଲିକତାରେ ହୋଇଥିଲା । ବିଂଶ ଶତାବ୍ଦୀ ପ୍ରଥମାର୍ଦ୍ଧରେ (୧୯୨୦) ସେ କ୍ୱାଣ୍ଟମ ମେକନିକ୍ସ (Quantum mechanics) ପାଇଁ ଜଣାଶୁଣା ଥିଲେ , ଯାହାକି ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ ଓ ବୋଷ-ଆଇନଷ୍ଟାଇନ କ‌ନ୍‌ଡେ‌ନ୍‌ସେ‌ଟ୍‌ର ମୂଳ ତତ୍ତ୍ୱ ଥିଲା । ୧୯୫୪ରେ ସେ ଭରତ ସରକାରଙ୍କଦ୍ୱାରା ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ । ତାଙ୍କ ନାଁ ଅନୁସାରେ ବୋଷନର ନାମକରଣ କରାଯାଇଥିଲା । thumb|ସତ୍ୟେନ୍ଦ୍ର ନାଥ ବୋଷ ତାଙ୍କ ନାଁରେ ଭରତ ସରକାର ଡାକ ଟିକଟ ଛପିଥିଲେ ।

ସତ୍ୟେନ୍ଦ୍ର ନାଥ ବୋଷ
ସତ୍ୟେନ୍ଦ୍ର ନାଥ ବୋଷ: ପ୍ରାରମ୍ଭିକ ଜୀବନ, ଗବେଷଣା, ସମ୍ମାନ
୧୯୨୫ରେ ସତ୍ୟେନ୍ଦ୍ର ନାଥ ବୋଷ
ଜନ୍ମ(1894-01-01)୧ ଜାନୁଆରୀ ୧୮୯୪
କଲିକତା, ଇଂରେଜ ଅଧିକୃତ ଭାରତ (ବର୍ତ୍ତମାନ କୋଲକାତା)
ମୃତ୍ୟୁ୪ ଫେବୃଆରୀ ୧୯୭୪(1974-02-04) (ବୟସ ୮୦)
କଲିକତା , ଭାରତ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନUniversity of Calcutta
ପ୍ରସିଦ୍ଧିBose–Einstein condensate
Bose–Einstein statistics
Bose gas
ପୁରସ୍କାରପଦ୍ମ ବିଭୂଷଣ
Fellow of the Royal Society
ବିଜ୍ଞାନୀ ଜୀବନ
କ୍ଷେତ୍ରପଦାର୍ଥ ବିଜ୍ଞାନ ଏବଂ ଗଣିତ
କର୍ମାନୁଷ୍ଠାନକଲିକତା ବିଶ୍ୱବିଦ୍ୟାଳୟ(University of Calcutta)

ପ୍ରାରମ୍ଭିକ ଜୀବନ

ସତ୍ୟେନ୍ଦ୍ର ନାଥ ବୋଷ: ପ୍ରାରମ୍ଭିକ ଜୀବନ, ଗବେଷଣା, ସମ୍ମାନ 

ଗବେଷଣା

ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ

ସତ୍ୟେନ୍ଦ୍ର ନାଥ ବୋଷ: ପ୍ରାରମ୍ଭିକ ଜୀବନ, ଗବେଷଣା, ସମ୍ମାନ 
ବୋଷ-ଆଇନଷ୍ଟାଇନ କଣ୍ଡେନସେଟର ଉପସ୍ଥିତି ସୂଚାଉଥିବା ପରୀକ୍ଷଣ

ସମ୍ମାନ

ପଦ୍ମ ବିଭୂଷଣ

ଆଧାର

ବାହାର ଲିଙ୍କ

  • S. N. Bose. "Plancks Gesetz und Lichtquantenhypothese", Zeitschrift für Physik 26:178-181 (1924). (The German translation of Bose's paper on Planck's law)
  • Abraham Pais. Subtle is the Lord...: The Science and Life of Albert Einstein. Oxford and New York: Oxford University Press, 1982. (pp. 423–434). ISBN 0-19-853907-X.
  • "Heat and thermodynamics" Saha and Srivasthava.
  • Lev Pitaevskii and Sandro Stringari. "Bose-Einstein Condensation". Clarendon Press, 2003, Oxford.

Tags:

ସତ୍ୟେନ୍ଦ୍ର ନାଥ ବୋଷ ପ୍ରାରମ୍ଭିକ ଜୀବନସତ୍ୟେନ୍ଦ୍ର ନାଥ ବୋଷ ଗବେଷଣାସତ୍ୟେନ୍ଦ୍ର ନାଥ ବୋଷ ସମ୍ମାନସତ୍ୟେନ୍ଦ୍ର ନାଥ ବୋଷ ଆଧାରସତ୍ୟେନ୍ଦ୍ର ନାଥ ବୋଷ ବାହାର ଲିଙ୍କସତ୍ୟେନ୍ଦ୍ର ନାଥ ବୋଷବଙ୍ଗଳା ଭାଷାବୋଷନ

🔥 Trending searches on Wiki ଓଡ଼ିଆ:

ସୁଦର୍ଶନ ପଟ୍ଟନାୟକଓଡ଼ିଆ ଭାଷାଓଡ଼ିଆ ସାହିତ୍ୟର ଇତିହାସନାରୀବାଦ୫ ଫେବୃଆରୀସଂକ୍ରାନ୍ତିଜାପାନ୨୦୦୭୨୧ ମାର୍ଚ୍ଚମହମ୍ମଦକ୍ଲାଉଡ଼ ଟେକ୍ନୋଲୋଜିଶାରଳା ପୁରସ୍କାରବୀର ସୁରେନ୍ଦ୍ର ସାଏହନୁମାନ ଜୟନ୍ତୀଗୋପୀନାଥ ମହାନ୍ତିକୃଷ୍ଣଚନ୍ଦ୍ର ପାଣିଗ୍ରାହୀସୁଦାମ ମାରାଣ୍ଡିଭାରତର ସଂସ୍କୃତିଯୋଗସରସ୍ୱତୀଶେଷ ଶ୍ରାବଣପ୍ରାଣୀ ବିଜ୍ଞାନପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଗୋଦାବରୀଶ ମହାପାତ୍ରସାମାଜିକ ବିଜ୍ଞାନଶ୍ୱେତସାରଶ୍ରୀ ଅରବିନ୍ଦମାଳତୀ ଚୌଧୁରୀଲାଟିନ ଭାଷାମୟୂରଭଞ୍ଜ ଜିଲ୍ଲାଔଷଧୀୟ ଗଛଲତାମାନଙ୍କର ତାଲିକାଜ୍ଞାନକୋଷଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୯୮୮ପ୍ରତୀକ୍ଷା୯ ଫେବୃଆରୀଭୁବନେଶ୍ୱର ରେଳ ଷ୍ଟେସନବାଞ୍ଛାନିଧି ମହାନ୍ତିଓଡ଼ିଆ ନାଟକ୮ ଅପ୍ରେଲ୧୩ ଅପ୍ରେଲଜାନକୀ ବଲ୍ଲଭ ପଟ୍ଟନାୟକଭାରତର ଜାତୀୟ ପତାକାବୃହସ୍ପତିପ୍ଲାଟିପସଅଶ୍ୱିନୀ କୁମାର ଘୋଷବିଜୟ ମିଶ୍ରକେନ୍ଦୁଝର ଜିଲ୍ଲାମହାବୀର ଜୈନବିଦ୍ୟୁତଅର୍ଥଶାସ୍ତ୍ରବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦ୍ୱିତୀୟ ବିଶ୍ୱଯୁଦ୍ଧରାଜ୍ୟପୃଥିବୀ ଦିବସବର୍ଷା ପ୍ରିୟଦର୍ଶିନୀରତ୍ନାକର ଚଇନିଯଦୁମଣି ମହାପାତ୍ରରାଜା ରାମମୋହନ ରାୟଚକ୍ଷୁଗୋଲକ ଫାଟତପସ୍ୱିନୀରବି ସିଂଲୋକ ସଭା🡆 More