୮ ସେପ୍ଟେମ୍ବର: ତାରିଖ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୮ ସେପ୍ଟେମ୍ବର ବର୍ଷର ୨୫୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୫୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୪ ଦିନ ବାକି ଅଛି ।

୧୦ ୧୧ ୧୨ ୧୩ ୧୪
୧୫ ୧୬ ୧୭ ୧୮ ୧୯ ୨୦ ୨୧
୨୨ ୨୩ ୨୪ ୨୫ ୨୬ ୨୭ ୨୮
୨୯ ୩୦
  ୨୦୨୩ (ଶୁକ୍ରବାର)
  ୨୦୨୨ (ଗୁରୁବାର)
  ୨୦୨୧ (ବୁଧବାର)
  ୨୦୨୦ (ମଙ୍ଗଳବାର)
  ୨୦୧୯ (ରବିବାର)
  ୨୦୧୮ (ଶନିବାର)
  ୨୦୧୭ (ଶୁକ୍ରବାର)
  ୨୦୧୬ (ଗୁରୁବାର)
  ୨୦୧୫ (ମଙ୍ଗଳବାର)
  ୨୦୧୪ (ସୋମବାର)

ଘଟଣାବଳୀ

  • ୧୭୨୭: ଇଂଲଣ୍ଡରେ ଏକ ମେଳାରେ ଅଗ୍ନିକାଣ୍ଡ ଘଟି ୭୪ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।
  • ୧୯୦୦: ଟେକ୍ସାଜ୍ ଘୂର୍ଣ୍ଣିଝଡ଼ରେ ୬୦୦୦ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
  • ୧୯୩୪: ନ୍ୟୁୟର୍କ ଉପକୂଳରେ ଯାତ୍ରୀବାହୀ ଜାହାଜରେ ଅଗ୍ନିକାଣ୍ଡ ଘଟି ୧୩୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।
  • ୧୯୫୧: ବିଶ୍ୱର ୧୪୮ଟି ରାଷ୍ଟ୍ର ଜାପାନ ସ‌ହ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କରିଥିଲେ ।
  • ୧୯୬୩: ଆଲଜେରିଆରେ ନୂତନ ଆଇନ ପ୍ରଣୟନ କରାଯାଇଥିଲା ।
  • ୧୯୯୧: ମାସିଡୋନିଆ ସ୍ୱାଧୀନ ହୋଇଥିଲା ।
  • ୨୦୦୪: ନାସାର ମହାକାଶଯାନ ଜେନେସିସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଜନ୍ମ

Sep-8, 1994-Trushna Priyadarsini

ଦେହାନ୍ତ

ପର୍ବପର୍ବାଣି

ସମଗ୍ର ବିଶ୍ୱରେ ଏହି ତାରିଖକୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପାଳନ କରାଯାଏ ।

ଆଧାର

ବାହାର ଲିଙ୍କ

Tags:

୮ ସେପ୍ଟେମ୍ବର ଘଟଣାବଳୀ୮ ସେପ୍ଟେମ୍ବର ଜନ୍ମ୮ ସେପ୍ଟେମ୍ବର Sep-8, 1994-Trushna Priyadarsini୮ ସେପ୍ଟେମ୍ବର ଦେହାନ୍ତ୮ ସେପ୍ଟେମ୍ବର ପର୍ବପର୍ବାଣି୮ ସେପ୍ଟେମ୍ବର ଆଧାର୮ ସେପ୍ଟେମ୍ବର ବାହାର ଲିଙ୍କ୮ ସେପ୍ଟେମ୍ବରଗ୍ରେଗୋରୀ ପାଞ୍ଜି

🔥 Trending searches on Wiki ଓଡ଼ିଆ:

ଆଲୋକସୁଇଜରଲ୍ୟାଣ୍ଡବିଜୁ ପଟ୍ଟନାୟକପ୍ରହ୍ଲାଦ ନାଟକଭୂଗୋଳଫେବୃଆରୀ ୨୮୦ (ସଂଖ୍ୟା)ବ୍ରଜନାଥ ରଥରାସାୟନିକ ମୌଳିକଅଲାରନାଥ ମନ୍ଦିରପାପୁଆ ନିଉ ଗିନିଚିଲିକା (ବହୁବିକଳ୍ପ)ଉଇକିପିଡ଼ିଆସେଇ ଝିଅଟିକମ୍ପ୍ୟୁଟରନଇ ଆରପାରିଶୈଳବାଳା ଦାସଜଣ୍ଡିସ୍ଯୌନ ଉତ୍ପୀଡ଼ନରାଜକିଶୋର ପଟ୍ଟନାୟକଜଗନ୍ନାଥଗଣ୍ଡାନାରାୟଣ ସାହୁପ୍ରତୀକ୍ଷାପଙ୍କଜ ଉଧାସରଥଟମ୍ ଖା କାଇଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମୁମ୍ବାଇଭାରତ ସରକାରସ୍ୱର ବର୍ଣ୍ଣୟୁରୋପଚିଲିକା (କବିତା)ଶ୍ରବଣା (ନକ୍ଷତ୍ର)ଓଡ଼ିଆ ଖବରକାଗଜ ତାଲିକାଜଗନ୍ନାଥ ପ୍ରସାଦ ଦାସ୨୦ ଅଗଷ୍ଟମହାରାଷ୍ଟ୍ରକାଳିଚରଣ ପଟ୍ଟନାୟକIndiaବ୍ୟାସଦେବଜଗନ୍ନାଥ ମନ୍ଦିରୟୁ ଟ୍ୟୁବହେପାଟାଇଟିସପୁଷ୍ଟିସାରଓଡ଼ିଆ ରାନ୍ଧଣାନମିତା ଅଗ୍ରୱାଲଚାଟ୍ ଜିପିଟିକଳସା ଚଉତିଶାନେପଚୁନଇରା ମହାନ୍ତିଶାସ୍ତିଓଡ଼ିଆ ଉଇକିପିଡ଼ିଆଦାସିଆ ବାଉରୀବିଦ୍ୟୁତପ୍ରଭା ଦେବୀଗର୍ଭାଶୟ ଅନ୍ତଃସ୍ତର କର୍କଟଆନନ୍ଦ ଶଙ୍କର ଦାସକଟକଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର୨୭ ଜୁନମହମ୍ମଦ ମୋକିମ୍ଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ହେମଲତା ମାନସିଂହଏଞ୍ଜେଲା ମେର୍କେଲ୍ଶ୍ରୀରାମବୃହସ୍ପତିରାମାୟଣ🡆 More