୨ ସେପ୍ଟେମ୍ବର: ତାରିଖ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୨ ସେପ୍ଟେମ୍ବର ବର୍ଷର ୨୪୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୪୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୨୦ ଦିନ ବାକି ଅଛି ।

୧୦ ୧୧ ୧୨ ୧୩ ୧୪
୧୫ ୧୬ ୧୭ ୧୮ ୧୯ ୨୦ ୨୧
୨୨ ୨୩ ୨୪ ୨୫ ୨୬ ୨୭ ୨୮
୨୯ ୩୦
  ୨୦୨୩ (ଶନିବାର)
  ୨୦୨୨ (ଶୁକ୍ରବାର)
  ୨୦୨୧ (ଗୁରୁବାର)
  ୨୦୨୦ (ବୁଧବାର)
  ୨୦୧୯ (ସୋମବାର)
  ୨୦୧୮ (ରବିବାର)
  ୨୦୧୭ (ଶନିବାର)
  ୨୦୧୬ (ଶୁକ୍ରବାର)
  ୨୦୧୫ (ବୁଧବାର)
  ୨୦୧୪ (ମଙ୍ଗଳବାର)

ଘଟଣାବଳୀ

୨ ସେପ୍ଟେମ୍ବର: ଘଟଣାବଳୀ, ଜନ୍ମ, ଦେହାନ୍ତ 
ମହାକାଶରେ ସୋୟୁଜ୍ ଟିଏମ୍-୨୪ ମହାକାଶଯାନର ଏକ ଦୃଶ୍ୟ ।

  • ୧୮୦୬ ମସିହା: ସୁଇଜରଲ୍ୟାଣ୍ଡରେ ଭୂସ୍ଖଳନ ଯୋଗୁଁ ୪୫୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
  • ୧୯୧୯ ମସିହା: ଇଟାଲୀରେ ସର୍ବସାଧାରଣଙ୍କୁ ମତଦାନ ଅଧିକାର ପ୍ରଦାନ କରାଯାଇଥିଲା ।
  • ୧୯୩୫ ମସିହା: ଫ୍ଲୋରିଡାରେ ହୋଇଥିବା ଘୂର୍ଣ୍ଣିଝଡ଼ରେ ୪୨୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
  • ୧୯୪୫ ମସିହା: ଭିଏତନାମ ସ୍ୱାଧୀନ ହୋଇଥିଲା ।
  • ୧୯୫୧ ମସିହା: ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ-ଆମେରିକା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  • ୧୯୯୨ ମସିହା: ନିକାରାଗୁଆଠାରେ ହୋଇଥିବା ଭୂମିକମ୍ପରେ ୧୧୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।
  • ୧୯୯୬ ମସିହା: ମହାକାଶଯାନ ସୋୟୁଜ୍ ଟିଏମ୍-୨୪ (Soyuz TM-24)ର ଧରାବତରଣ ହୋଇଥିଲା ।
  • ୧୯୯୮ ମସିହା: ସ୍ୱିସ୍ଏୟାର୍ ବିମାନ ଦୁର୍ଘଟଣାରେ ୨୨୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
  • ୨୦୧୬ ମସିହା: ଭାରତର କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସମସ୍ତ ସ୍ୱାଧୀନ ଫେଡେରେସନ୍‌ଗୁଡ଼ିକ ପକ୍ଷରୁ ୧୨ ଦଫା ଦାବି ନେଇ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିଲା ।

ଜନ୍ମ

ଦେହାନ୍ତ

ପର୍ବପର୍ବାଣି

ଆଧାର

ବାହାର ଲିଙ୍କ

Tags:

୨ ସେପ୍ଟେମ୍ବର ଘଟଣାବଳୀ୨ ସେପ୍ଟେମ୍ବର ଜନ୍ମ୨ ସେପ୍ଟେମ୍ବର ଦେହାନ୍ତ୨ ସେପ୍ଟେମ୍ବର ପର୍ବପର୍ବାଣି୨ ସେପ୍ଟେମ୍ବର ଆଧାର୨ ସେପ୍ଟେମ୍ବର ବାହାର ଲିଙ୍କ୨ ସେପ୍ଟେମ୍ବରଗ୍ରେଗୋରୀ ପାଞ୍ଜି

🔥 Trending searches on Wiki ଓଡ଼ିଆ:

ଗାଲୁଆଜଗନ୍ନାଥକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଗଙ୍ଗାଧର ରଥସତୀ ଅନୁସୂୟାଫକୀର ମୋହନ ସେନାପତିକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଆପେଣ୍ଡିସାଇଟିସସରୋଜିନୀ ନାଇଡୁପରିବେଶମଧୁସୂଦନ ରାଓଓଡ଼ିଆବଳରାମ ଦାସପଣା ସଂକ୍ରାନ୍ତିବଉଳଉଦ୍ଭିଦଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନନ୍ଦିଘୋଷବିସ୍ଥାପିତ କାନ୍ଧ ଗଣ୍ଠିଓଡ଼ିଆ ସାହିତ୍ୟର ଇତିହାସରାମଓଡ଼ିଆ କବି ମାନଙ୍କର ତାଲିକାରାଜ ଯୋଗକାଞ୍ଚି ଅଭିଯାନୟୁରୋପwiki.phtml୧୯୬୧ଅଚ୍ୟୁତ ନାୟକପ୍ରେମପୁରୁଷୋତ୍ତମ ଦେବପ୍ରତିଭା ରାୟନବକଳେବରହରିପ୍ରସାଦ ଚୌରାଶିଆବିଦ୍ୟାଳୟଦୀପକ ମିଶ୍ରମୌଳିକ ସଂଖ୍ୟାଜଳଭାରତର ସଂସଦପୁଥୁପ୍ପାଲ୍ଲୀ, କୋଟ୍ଟାୟାମଚଇତି ଘୋଡ଼ା ନାଚଅଚ୍ୟୁତ ଗୋକୁଳ ନାୟକଭାରତୀୟ ଡାକ ସେବା୭୦୧ସୁଇଜରଲ୍ୟାଣ୍ଡଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାକୁତାମ ଚଣ୍ଡୀ ମନ୍ଦିରକଣ୍ଡୋମଖଞ୍ଜଣିସ୍ଥୌଲ୍ୟତାସିନ୍ଧୁ ନଦୀଧନୁ (ରାଶି)ପୂରଣବାଚକ ସଂଖ୍ୟାଲସିସେଇ ଝିଅଟିଶ୍ରୀ ଅରବିନ୍ଦବଳଦେବଜୀଉ ମନ୍ଦିରଜ୍ଞାନପୀଠ ପୁରସ୍କାରଫତୁରାନନ୍ଦଓଡ଼ିଆ ସାହିତ୍ୟଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଓଡ଼ିଆ ଭାଷା ଆନ୍ଦୋଳନଚୈତନ୍ୟଉତ୍ତମ ମହାନ୍ତିନୋବେଲ ପୁରସ୍କାର🡆 More