ମଙ୍ଗଳବାର: ସପ୍ତାହର ଏକ ଦିନ

ମଙ୍ଗଳବାର ହେଉଛି ସପ୍ତାହର ତୃତୀୟ ଦିନ । ଏହା ସୋମବାର ପରେ ଏବଂ ବୁଧବାର ପୂର୍ବରୁ ଆସିଥାଏ । ମଙ୍ଗଳବାରର ନାମ ମଙ୍ଗଳ ଶବ୍ଦରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ହେଉଛି ଶୁଭ । ମଙ୍ଗଳ ମଧ୍ୟ ସୌର ପ୍ରଣାଳୀରେ ଏକ ଗ୍ରହର ନାମ ।

  • ମଙ୍ଗଳ ଅର୍ଥ ପବିତ୍ର ଏବଂ ଶୁଭ , ତେଣୁ ମଙ୍ଗଳବାରରେ ହିନ୍ଦୁମାନେ ଯେ କୌଣସି କାର୍ଯ୍ୟ ଆରମ୍ଭ କରିବା ଶୁଭ ବୋଲି ବିବେଚନା କରନ୍ତି ।
  • ଗ୍ରୀସ୍ ଏବଂ ସ୍ପେନରେ ମଙ୍ଗଳବାର ଯେ କୌଣସି କାର୍ଯ୍ୟ ପାଇଁ ଅଶୁଭ ବୋଲି ବିବେଚନା କରାଯାଏ । ସେମାନଙ୍କର ପାରମ୍ପାରିକ ବିଚାର ଅନୁଯାୟୀ ମଙ୍ଗଳବାର ଦିନ ଯାତ୍ରା କରିବା କିମ୍ବା ବିବାହ କରିବା ଉଚିତ ନୁହେଁ ।

ଆନ୍ତର୍ଜାତୀୟ ମାନକ ISO 8601 ଅନୁଯାୟୀ, ସୋମବାର ହେଉଛି ସପ୍ତାହର ପ୍ରଥମ ଦିନ; ଏହି ହିସାବରେ, ମଙ୍ଗଳବାର ସପ୍ତାହର ଦ୍ୱିତୀୟ ଦିନ । କେତେକ ସାଧାରଣ ବ୍ୟବହୃତ କ୍ୟାଲେଣ୍ଡର ଅନୁଯାୟୀ, ବିଶେଷତଃ ଯୁକ୍ତରାଷ୍ଟ୍ରରେ ରବିବାର ହେଉଛି ସପ୍ତାହର ପ୍ରଥମ ଦିନ, ତେଣୁ ମଙ୍ଗଳବାର ସପ୍ତାହର ତୃତୀୟ ଦିନ । ଇସଲାମିକ ଦେଶମାନଙ୍କରେ, ଶନିବାର ହେଉଛି ସପ୍ତାହର ପ୍ରଥମ ଦିନ ଏବଂ ତେଣୁ ମଙ୍ଗଳବାର ହେଉଛି ସପ୍ତାହର ଚତୁର୍ଥ ଦିନ ।

ଆଧାର

Tags:

ବୁଧବାରସୋମବାର

🔥 Trending searches on Wiki ଓଡ଼ିଆ:

ବଳଦେବଜୀଉ ମନ୍ଦିରସରସ୍ୱତୀଯକ୍ଷ୍ମାବୀର ସୁରେନ୍ଦ୍ର ସାଏତୁଷାରକାନ୍ତି ବେହେରାଚନ୍ଦ୍ରଗୁପ୍ତକଟକ ଜିଲ୍ଲାକାଶୀ ବିଶ୍ୱନାଥ ମନ୍ଦିରରାସନ କାର୍ଡ଼ (ଭାରତ)ଇଣ୍ଡୋନେସିଆଓଡ଼ିଶାର କଳା୨୦୨୨ ଫିଫା ବିଶ୍ୱକପ୍ଖ୍ରୀଷ୍ଟ ଧର୍ମଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହିମା ଧର୍ମକଲମ୍ବିଆଉଇକିକମନ୍ସପ୍ରତିଭା ରାୟଶ୍ରୀରାଧାହୃଷୀକେଶ ପଣ୍ଡାକାନାଡ଼ାକେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଚନ୍ଦ୍ର୧୮୬୬ଭାସ୍କୋ ଡା ଗାମାଇଷ୍ଟ ଇଣ୍ଡିଆ କମ୍ପାନୀନାରୀବାଦ୬୦୨ଡାଉନ ସିଣ୍ଡ୍ରୋମସୁଦଶା ବ୍ରତଚିଲିକା ହ୍ରଦଚଇତି ଘୋଡ଼ା ନାଚବୈକୁଣ୍ଠନାଥ ପଟ୍ଟନାୟକବ୍ରାହ୍ମଣବିଶ୍ୱଜିତ ଦାସଆଙ୍ଗୋଲାସିନାପାଲିକୋଷମଙ୍ଗଳଶ୍ରବଣ ( ରାମାୟଣ ର ଚରିତ୍ର )ବଡ଼ଦିନକାମିନୋ ମିଚି୧୪୧୭ସ୍ଫୁଲିଙ୍ଗ (କବିତା ସଙ୍କଳନ)ମାଲଟାକଣ୍ଡୋମଭାଷାସତୀ (ହିନ୍ଦୁ ଦେବୀ)ଇଂଲଣ୍ଡବଡ଼ିଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହନୁମାନମୋହନ ଭୋଗପଞ୍ଚତନ୍ତ୍ରମହାବୀର ଜୈନଓଡ଼ିଆ ସାହିତ୍ୟଚୀନଅମରପୋଇସାରଳା ମହାଭାରତ୨୦୦୭ତ୍ରିକୋଣମିତିକବିସୂର୍ଯ୍ୟ ବଳଦେବ ରଥଖପୁରୀ କଣା ଅସ୍ତ୍ରୋପଚାରନୃସିଂହବୌଦ୍ଧ ଧର୍ମଦୁଃଖୀରାମ ସ୍ୱାଇଁଓଡ଼ିଆ୭ ଅପ୍ରେଲସୁନନ୍ଦା ଦାସ🡆 More