ଜାପାନର ରାଜ୍ଯ ସମୂହ

ଜାପାନ ୪୭ଟି ରାଜ୍ଯ ବା (都道府県) ତୋଦୋଫୁକେନ୍-ରେ ବିଭକ୍ତ । ତନ୍ମଧ୍ଯରେ ୪୩ଟି ପୂର୍ଣ୍ଣ ରାଜ୍ଯ (県: କେନ୍), ଦୁଇଟି ଶିଳ୍ପରାଜ୍ଯ (府 ଫୁ) (ଓସାକା ରାଜ୍ଯ ଓ କ୍ଯୋଟୋ ରାଜ୍ଯ), ଗୋଟିଏ -ଦୋ (道) (ହୋକାଇଦୋ) ଏବଂ ଗୋଟିଏ ମହାନଗର (都: -ତୋ) (ଟୋକିଓ ମହାନଗର) ରହିଛି । ରାଜ୍ଯଗୁଡ଼ିକ ସହର, ନଗର ଏବଂ ଗ୍ରାମଠାରୁ ବଡ଼ । ୧୮୬୮ରେ, ମେଇଜୀ ଫୁହାଙ୍କେନ ସାଞ୍ଚିସେଇ ପ୍ରଶାସନ ପ୍ରଥମେ ଶିଳ୍ପାଞ୍ଚଳୀୟ ତଥା ଗ୍ରାମୀଣ ପ୍ରଶାସକଙ୍କୁ (ବୁଗ୍ଯୋ ଏବଂ ଦାଇକାନ୍ ଇତ୍ୟାଦିଙ୍କୁ) ବିସ୍ଥାପିତ କରି ରାଜ୍ଯ (ଶିଳ୍ପାଞ୍ଚଳୀୟ -ଫୁ ଏବଂ ଗ୍ରାମୀଣ -କେନ୍) ତିଆରି କଲେ । ଏହାର ଉଦ୍ଦେଶ୍ଯ ତୋକୁଗାୱା ଶୋଗୁନେତର ପ୍ରଭାବ କମାଇବା । ଉପରବର୍ଣ୍ଣିତ ରାଜ୍ଯଗୁଡିକୁ ଶୋଗୁନେତଦ୍ୱାରା ପ୍ରଶାସିତ ଅଞ୍ଚଳ ତଥା ବିଦ୍ରୋହୀ ଦାଇମ୍ଯୋଙ୍କଦ୍ୱାରା ଶାସିତ ଅଞ୍ଚଳରେ ସ୍ଥାପନ କରାଗଲା: ଯେପରିକି ୱାକାମାତ୍ସୁ। ୧୮୭୧ରେ ଅବଶିଷ୍ଟ ହାନ୍-ଗୁଡ଼ିକୁ ରାଜ୍ଯରେ ପରିଣତ କରିଦିଆଗଲା । ଅନେକ ପରିବର୍ତ୍ତନ ପରେ ଏବେ ଜାପାନରେ ୪୭ଟି ରାଜ୍ଯ ଅଛି । ଅନେକ ସ୍ଥଳରେ ଏହି ରାଜ୍ଯଗୁଡିକ ପୂର୍ବର ଜାପାନୀ ପ୍ରାନ୍ତ ସହ ସମାନତା ରଖିଥାଏ ।

ରାଜ୍ଯ
(都道府県)
ତୋଦୋଫୁକେନ୍
ଜାପାନର ରାଜ୍ଯ ସମୂହ
ବର୍ଗଏକ କେନ୍ଦ୍ରୀୟ ରାଜ୍ଯର ପ୍ରଥମ ସ୍ତରୀୟ ପ୍ରଶାସନିକ ବିଭାଜନ
ଅବସ୍ଥାନଜାପାନ
ସଂଖ୍ଯା୪୭ ରାଜ୍ଯ
ଜନସଂଖ୍ୟା୫,୬୦,୫୧୭(ଟୋଟ୍ଟୋରୀ) – ୧,୩୮,୪୩,୪୦୩ (ଟୋକିଓ)
କ୍ଷେତ୍ରଫଳ1,861.7 km2 (718.8 sq mi) (କାଗାୱା) – 83,453.6 km2 (32,221.6 sq mi) (ହୋକାଇଦୋ)
ପ୍ରଶାସନରାଜ୍ଯ ପ୍ରଶାସନ, କେନ୍ଦ୍ରୀୟ ପ୍ରଶାସନ
ବିଭାଜନଉପରାଜ୍ଯ

ଜଣେ ପ୍ରତ୍ଯକ୍ଷ ଭାବେ ନିର୍ବାଚିତ ରାଜ୍ଯପାଳ {知事, ଚିିଜି} ପ୍ରେତ୍ଯେକ ରାଜ୍ଯର ମୁଖ୍ଯ କାର୍ଯ୍ୟନିର୍ବାହୀ ଅଧିକାରୀ ଅଟନ୍ତି । ଆଦେଶ ତଥା ବଜେଟ ଆଦି ଏକ ଏକସଦନୀୟ ବୈଧାନିକ ସଭା ବା ଗିକାଇ (議会)ଦ୍ୱାରା ଅଧିନିୟମିତ ହୋଇଥାଏ । ଏହାର ସଦସ୍ଯମାନେ ୪ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି ।

୧୯୨୦ ପର୍ଯ୍ୟନ୍ତ, ଏକ ୧୮୮୮-୧୮୯୦ ଅଧିନିୟମ ଅନୁସାରେ, ପ୍ରତ୍ୟେକ ରାଜ୍ଯ (ସେତେବେଳେ କେବଳ ୩ -ଫୁ ଏବଂ ୪୨ -କେନ୍ ଥିଲା; ହୋକାଇ-ଦୋ ଏବଂ ଓକିନାୱା-କେନ୍ ବିଂଶଶତାବ୍ଦୀ ପର୍ଯ୍ୟନ୍ତ ଭିନ୍ନ ନିୟମଦ୍ୱାରା ଶାସିତ ହେଉଥିଲା) ସହର ବା ଶୀ (市) ଏବଂ ଜିଲ୍ଲା ବା ଗୁଁ (郡)ରେ ବିଭକ୍ତ ଯାହା ନଗର ବା ଚୋ ବା ମାଚି (町) ଏବଂ ଗ୍ରାମ ବା ମୁରା ବା ସୋଁ (村)ରେ ପୁନଃ ବିଭକ୍ତ । ହୋକାଇଦୋର ୧୪ଟି ଉପରାଜ୍ଯ ଅଛି ଯେଉଁଗୁଡିକ ରାଜ୍ଯର ସାଧାରଣ ଉପରାଜ୍ଯସ୍ତରୀୟ ବ୍ଯୁରିଓ ବା ସୋଗୋ ଶିଙ୍କୋ କ୍ଯୋକୁ (総合振興局) ଏବଂ ଉପରାଜ୍ଯସ୍ତରୀୟ ବ୍ଯୁରିଓ ବା ଶିଙ୍କୋ କ୍ଯୋକୁ (振興局) ଭାବେ କାମ କରନ୍ତି । ଟୋକିଓ, ଜାପାନର ରାଜଧାନୀ, ହେଉଛି ଏକ ଏକତ୍ରୀତ ସହରୀ ରାଜ୍ଯ, ଏକ ମହାନଗର ଯାହାର ଉଭୟ ରାଜ୍ଯ ଓ ସହରର ବୈଶିଷ୍ଟ୍ୟ ରହିଛି ।

ରାଜ୍ଯର ପ୍ରକାରଭେଦ

ଜାପାନରେ ୪୭ଟି ରାଜ୍ଯ ରହିଛି: ୪୩ଟି ବାସ୍ତବ ରାଜ୍ଯ (କେନ୍, 県), ୨ଟି ନଗରୀ ରାଜ୍ଯ (ଫୁ, 府) (ଓସାକା ଏବଂ କ୍ଯୋଟୋ), ଗୋଟିଏ ଦୋ (ଦୋ 道) ହୋକାଇଦୋ ଏବଂ ଗୋଟିଏ ମହାନଗରୀ (ତୋ, 都) ଟୋକିଓ-ତୋ । ଏଗୁଡ଼ିକର ନାମ ଭିନ୍ନ ଥିଲେ ମଧ୍ଯ କାର୍ଯ୍ୟରେ ସମାନ ।

-କେନ୍

ରାଜ୍ଯ ବା କେନ୍ ସଂଖ୍ଯା ୪୩ । ଏହାର ଚିତ୍ରାକ୍ଷରର ଅର୍ଥ ରାଜ୍ଯ ବା ଜିଲ୍ଲା ।

-ତୋ

୧୯୪୩ରେ ଟୋକିଓ ସହରର ଭଙ୍ଗ ପରେ, ଟୋକିଓ-ଫୁକୁ ଟୋକିଓ ମହାନଗରୀରେ (ଟୋକିିଓ-ତୋ, 都) ପରିଣତ କରାଗଲା । ଟୋକିଓ-ଫୁର ସାହିଗୁଡ଼ିକୁ ବିଶେଷ ସାହିରେ ପରିଣତ କରାଗଲା । '都' ଚିତ୍ରାକ୍ଷରର ଅର୍ଥ "ରାଜଧାନୀ" ।

-ଫୁ

ଓସାକା ଓ କ୍ଯୋଟୋ ରାଜ୍ଯ ଦ୍ୱୟଙ୍କୁ ଫୁ (府) ବୋଲି କୁହାଯାଏ । 府 ଚିତ୍ରାକ୍ଷରର ଅର୍ଥ "ଚୀନରେ ଜାତୀୟ ମହତ୍ତ୍ବ ଯୁକ୍ତ ଏକ ମୁଖ୍ଯ ଶିଳ୍ପାଞ୍ଚଳ" ।

-ଦୋ

ହୋକାଇଦୋକୁ ଏକ -ଦୋ (道) ଭାବରେ ଚିହ୍ନିତ କରାଯାଏ । ଏହି ପଦଟି ପ୍ରାଚୀନ ଜାପାନୀ ଅଞ୍ଚଳଗୁଡ଼ିକ ପାଇଁ ବ୍ଯବହୃତ କରାଯାଇ ଥିଲା ।

ରାଜ୍ୟମାନଙ୍କର ସୂଚୀ

ଜାପାନର ରାଜ୍ଯ ସମୂହ ହୋକାଇଦୋଆମୋରିଆକିତାଇୱାତେYamagataMiyagiNiigataFukushimaIbarakiTochigiChibaGunmaSaitamaTōkyōKanagawaTōkyōKanagawaOkinawaYamanashiShizuokaNaganoToyamaGifuAichiIshikawaFukuiShigaMieKyōtoŌsakaNaraŌsakaWakayamaHyōgoTottoriOkayamaShimaneHiroshimaYamaguchiKagawaTokushimaKōchiEhimeFukuokaŌitaMiyazakiSagaNagasakiKumamotoKagoshima
ଜାପାନର ରାଜ୍ଯ ସମୂହ, ଅଞ୍ଚଳଗୁଡ଼ିକୁ ରଙ୍ଗ କରାଯାଇଛି

ଜାପାନୀ ISO ଦ୍ୱାରା

ରାଜ୍ଯଗୁଡିକୁ ଅନେକ ସମୟରେ ଅଞ୍ଚଳର ଅଂଶ ଭାବେ ଦର୍ଶାଯାଇଥାଏ । ଉତ୍ତରରୁ ଦକ୍ଷିଣକୁ (ISO 3166-2:JP କ୍ରମାଙ୍କ ଆଧାରରେ), ଜାପାନର ରାଜ୍ଯଗୁଡ଼ିକ ଏବଂ ତାଙ୍କର ଅଞ୍ଚଳଗୁଡ଼ିକ:

ହୋକାଇଦୋ ତୋହୋକୁ କାଣ୍ଟୋ ଚୁବୁ କାନସାଇ ଚୁଗୋକୁ ଶିକୋକୁ କ୍ଯୁଶୁ

1. ହୋକାଇଦୋ

2. ଆମୋରି
3. ଇୱାତେ
4. ମିଆଗି
5. ଆକିତା
6. ୟାମାଗାତା
7. ଫୁକୁଶିମା

8. ଇବାରାକି
9. ତୋଚିଗି
10. ଗୁନ୍ମା
11. ସାଇତାମା
12. ଚିବା
13. ଟୋକିଓ
14. କାନାଗାୱା

15. ନିଇଗାତା
16. ତୋୟାମା
17. ଇଶିକାୱା
18. ଫୁକୁଇ
19. ୟାମାନାଶି
20. ନାଗାନୋ
21. ଗିଫୁ
22. ଶିଜୁଓକା
23. ଆଇଚି

24. ମିଏ
25. ଶିଗେ
26. କ୍ଯୋଟୋ
27. ଓସାକା
28. ହ୍ଯୋଗୋ
29. ନାରା
30. ୱାକାୟାମା

31. ଟୋଟ୍ଟୋରୀ
32. ଶୀମାନେ
33. ଓକାୟାମା
34. ହିରୋଶିମା
35. ୟାମାଗୁଚି

36. ତୋକୁଶିମା
37. କାଗାୱା
38. ଏହିମେ
39. କୋଚି

40. ଫୁକୁଓକା
41. ସାଗା
42. ନାଗାସାକି
43. କୁମାମୋତୋ
44. ଓଇତା
45. ମିଆଜାକି
46. କାଗୋଶିମା
47. ଓକିନାୱା

ଇଂରାଜୀ ନାମ ଅନୁସାରେ

ରାଜ୍ଯ ରାଜଧାନୀ ଅଞ୍ଚଳ ମୁଖ୍ଯ ଦ୍ୱୀପ ଜନସଂଖ୍ଯା କ୍ଷେତ୍ରଫଳ² ଘନତ୍ୱ³ ଜିଲ୍ଲା ISO
ଞ୍ଚ

କୋ
ଡ୍
ଜାପାନର ରାଜ୍ଯ ସମୂହ  ଆଇଚି (愛知県) ନାଗୋୟା (名古屋) ଚୁବୁ ହୋଁଶୁ ୭୪,୮୪,୦୯୪ ୫,୧୭୨.୪୮ ୧,୪୪୬.୯ ୫୪ JP-23 ୦୫୨
ଜାପାନର ରାଜ୍ଯ ସମୂହ  Akita 秋田県 Akita 秋田市 Tōhoku Honshu 1,022,839 11,637.54 87.9 6 25 JP-05 018
ଜାପାନର ରାଜ୍ଯ ସମୂହ  Aomori 青森県 Aomori 青森市 Tōhoku Honshu 1,308,649 9,645.59 135.7 8 40 JP-02 017
ଜାପାନର ରାଜ୍ଯ ସମୂହ  Chiba 千葉県 Chiba 千葉市 Kantō Honshu 6,224,027 5,157.65 1,206.8 6 54 JP-12 043
ଜାପାନର ରାଜ୍ଯ ସମୂହ  Ehime 愛媛県 Matsuyama 松山市 Shikoku Shikoku 1,385,840 5,676.11 244.2 7 20 JP-38 089
ଜାପାନର ରାଜ୍ଯ ସମୂହ  Fukui 福井県 Fukui 福井市 Chūbu Honshu 787,099 4,190.49 187.8 7 17 JP-18 077
ଜାପାନର ରାଜ୍ଯ ସମୂହ  Fukuoka 福岡県 Fukuoka 福岡市 Kyushu Kyushu 5,102,871 4,986.40 1,023.4 12 60 JP-40 092
ଜାପାନର ରାଜ୍ଯ ସମୂହ  Fukushima 福島県 Fukushima 福島市 Tōhoku Honshu 1,913,606 13,783.74 138.8 13 59 JP-07 024
ଜାପାନର ରାଜ୍ଯ ସମୂହ  Gifu 岐阜県 Gifu 岐阜市 Chūbu Honshu 2,032,533 10,621.29 191.4 9 42 JP-21 058
ଜାପାନର ରାଜ୍ଯ ସମୂହ  Gunma 群馬県 Maebashi 前橋市 Kantō Honshu 1,973,476 6,362.28 310.2 7 35 JP-10 027
ଜାପାନର ରାଜ୍ଯ ସମୂହ  Hiroshima 広島県 Hiroshima 広島市 Chūgoku Honshu 2,844,963 8,479.45 335.5 5 23 JP-34 082
ଜାପାନର ରାଜ୍ଯ ସମୂହ  Hokkaido 北海道 Sapporo 札幌市 Hokkaido Hokkaido 5,383,579 83,424.31 68.6 66 180 JP-01 011–016
ଜାପାନର ରାଜ୍ଯ ସମୂହ  Hyōgo 兵庫県 Kōbe 神戸市 Kansai Honshu 5,536,989 8,400.96 659.1 8 41 JP-28 073
ଜାପାନର ରାଜ୍ଯ ସମୂହ  Ibaraki 茨城県 Mito 水戸市 Kantō Honshu 2,917,857 6,097.06 478.6 7 44 JP-08 029
ଜାପାନର ରାଜ୍ଯ ସମୂହ  Ishikawa 石川県 Kanazawa 金沢市 Chūbu Honshu 1,154,343 4,186.09 275.8 5 19 JP-17 076
ଜାପାନର ରାଜ୍ଯ ସମୂହ  Iwate 岩手県 Morioka 盛岡市 Tōhoku Honshu 1,279,814 15,278.40 83.8 10 33 JP-03 019
ଜାପାନର ରାଜ୍ଯ ସମୂହ  Kagawa 香川県 Takamatsu 高松市 Shikoku Shikoku 976,756 1,876.72 520.5 5 17 JP-37 087
ଜାପାନର ରାଜ୍ଯ ସମୂହ  Kagoshima 鹿児島 Kagoshima 鹿児島 Kyushu Kyushu 1,648,752 9,186.94 179.4 8 43 JP-46 099
ଜାପାନର ରାଜ୍ଯ ସମୂହ  Kanagawa 神奈川 Yokohama 横浜市 Kantō Honshu 9,127,323 2,415.83 3,778.2 6 33 JP-14 045
ଜାପାନର ରାଜ୍ଯ ସମୂହ  Kōchi 高知県 KochiKōchi 高知市 Shikoku Shikoku 728,461 7,103.93 102.5 6 34 JP-39 088
ଜାପାନର ରାଜ୍ଯ ସମୂହ  Kumamoto 熊本県 Kumamoto 熊本市 Kyushu Kyushu 1,786,969 7,409.35 241.2 9 45 JP-43 096
ଜାପାନର ରାଜ୍ଯ ସମୂହ  Kyoto 京都府 Kyoto 京都市 Kansai Honshu 2,610,140 4,612.19 565.9 6 26 JP-26 074
ଜାପାନର ରାଜ୍ଯ ସମୂହ  Mie 三重県 Tsu 津市 Kansai Honshu 1,815,827 5,774.40 314.5 7 29 JP-24 059
ଜାପାନର ରାଜ୍ଯ ସମୂହ  Miyagi 宮城県 Sendai 仙台市 Tōhoku Honshu 2,334,215 7,282.22 320.5 10 35 JP-04 022
ଜାପାନର ରାଜ୍ଯ ସମୂହ  Miyazaki 宮崎県 Miyazaki 宮崎市 Kyushu Kyushu 1,104,377 7,735.31 142.8 6 26 JP-45 098
ଜାପାନର ରାଜ୍ଯ ସମୂହ  Nagano 長野県 Nagano 長野市 Chūbu Honshu 2,099,759 13,104.29 154.8 14 77 JP-20 026
ଜାପାନର ରାଜ୍ଯ ସମୂହ  Nagasaki 長崎県 Nagasaki 長崎市 Kyushu Kyushu 1,377,780 4,132.09 333.4 4 21 JP-42 095
ଜାପାନର ରାଜ୍ଯ ସମୂହ  Nara 奈良県 Nara 奈良市 Kansai Honshu 1,365,008 3,691.09 369.8 7 39 JP-29 074
ଜାପାନର ରାଜ୍ଯ ସମୂହ  Niigata 新潟県 Niigata 新潟市 Chūbu Honshu 2,305,098 12,584.10 183.2 9 30 JP-15 025
ଜାପାନର ରାଜ୍ଯ ସମୂହ  Ōita 大分県 OitaŌita 大分市 Kyushu Kyushu 1,166,729 6,340.71 184 3 18 JP-44 097
ଜାପାନର ରାଜ୍ଯ ସମୂହ  Okayama 岡山県 Okayama 岡山市 Chūgoku Honshu 1,922,181 7,114.50 270.2 10 27 JP-33 086
ଜାପାନର ରାଜ୍ଯ ସମୂହ  Okinawa 沖縄県 Naha 那覇市 Kyushu Ryukyu Islands 1,434,138 2,281.12 628.7 5 41 JP-47 098
ଜାପାନର ରାଜ୍ଯ ସମୂହ  Osaka 大阪府 Ōsaka 大阪市 Kansai Honshu 8,838,908 1,905.14 4,639.9 5 43 JP-27 06x
ଜାପାନର ରାଜ୍ଯ ସମୂହ  Saga 佐賀県 Saga 佐賀市 Kyushu Kyushu 833,245 2,440.68 341.4 6 20 JP-41 095
ଜାପାନର ରାଜ୍ଯ ସମୂହ  Saitama 埼玉県 Saitama さいたま Kantō Honshu 7,261,271 3,797.75 1,912 8 63 JP-11 048
ଜାପାନର ରାଜ୍ଯ ସମୂହ  Shiga 滋賀県 Ōtsu 大津市 Kansai Honshu 1,413,184 4,017.38 351.8 3 19 JP-25 077
ଜାପାନର ରାଜ୍ଯ ସମୂହ  Shimane 島根県 Matsue 松江市 Chūgoku Honshu 694,188 6,708.24 103.5 5 19 JP-32 085
ଜାପାନର ରାଜ୍ଯ ସମୂହ  Shizuoka 静岡県 Shizuoka 静岡市 Chūbu Honshu 3,701,181 7,777.42 475.8 5 35 JP-22 054
ଜାପାନର ରାଜ୍ଯ ସମୂହ  Tochigi 栃木県 Utsunomiya 宇都宮 Kantō Honshu 1,974,671 6,408.09 308.2 5 26 JP-09 028
ଜାପାନର ରାଜ୍ଯ ସମୂହ  Tokushima 徳島県 Tokushima 徳島市 Shikoku Shikoku 756,063 4,146.65 182.3 8 24 JP-36 088
ଜାପାନର ରାଜ୍ଯ ସମୂହ  Tokyo 東京都 Shinjuku 新宿区 Kantō Honshu 13,513,734 2,190.93 6,168.1 1 39 JP-13 03x
042
ଜାପାନର ରାଜ୍ଯ ସମୂହ  Tottori 鳥取県 Tottori 鳥取市 Chūgoku Honshu 573,648 3,507.05 163.6 5 19 JP-31 085
ଜାପାନର ରାଜ୍ଯ ସମୂହ  Toyama 富山県 Toyama 富山市 Chūbu Honshu 1,066,883 4,247.61 251.2 2 15 JP-16 076
ଜାପାନର ରାଜ୍ଯ ସମୂହ  Wakayama 和歌山 Wakayama 和歌山 Kansai Honshu 963,850 4,724.69 204 6 30 JP-30 075
ଜାପାନର ରାଜ୍ଯ ସମୂହ  Yamagata 山形県 Yamagata 山形市 Tōhoku Honshu 1,122,957 9,323.15 120.4 8 35 JP-06 023
ଜାପାନର ରାଜ୍ଯ ସମୂହ  Yamaguchi 山口県 Yamaguchi 山口市 Chūgoku Honshu 1,405,007 6,112.30 229.9 4 19 JP-35 083
ଜାପାନର ରାଜ୍ଯ ସମୂହ  Yamanashi 山梨県 Kōfu 甲府市 Chūbu Honshu 835,165 4,465.27 187 5 27 JP-19 055

Notes: ¹ as of 2015; ² km²; ³ per km²

ଆଧାର

Tags:

ଜାପାନର ରାଜ୍ଯ ସମୂହ ରାଜ୍ଯର ପ୍ରକାରଭେଦଜାପାନର ରାଜ୍ଯ ସମୂହ ରାଜ୍ୟମାନଙ୍କର ସୂଚୀଜାପାନର ରାଜ୍ଯ ସମୂହ ଆଧାରଜାପାନର ରାଜ୍ଯ ସମୂହଜାପାନର ସହରଟୋକିଓତୋକୁଗାୱା ଶୋଗୁନେତହୋକାଇଦୋ

🔥 Trending searches on Wiki ଓଡ଼ିଆ:

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକାହ୍ନୁଚରଣ ମହାନ୍ତିରଥଯାତ୍ରା୧୯୮୯ମଧ୍ୟ ଏସିଆଓଟାୱାଖାରବେଳ ସ୍ୱାଇଁମହାତ୍ମା ଗାନ୍ଧୀଚଇତି ଘୋଡ଼ା ନାଚକାଶୀ ବିଶ୍ୱନାଥ ମନ୍ଦିରପୋଙ୍ଗଲଦୀନନାଥ ପାଠୀବୃହସ୍ପତିପରିସଂଖ୍ୟାନଓଡ଼ିଶାର ଦୋଳଯାତ୍ରାମହାନଦୀଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବ୍ୟଞ୍ଜନ ବର୍ଣ୍ଣକୃଷ୍ଣଚିନ୍ତାମଣି ବେହେରାଅକ୍ଷୟ ତୃତୀୟାସୀତାକାନ୍ତ ମହାପାତ୍ରଗୋପାଳ ଛୋଟରାୟଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାୟଗଡ଼ା ରେଳ ଷ୍ଟେସନଓଡ଼ିଆସୁଦର୍ଶନ ପଟ୍ଟନାୟକଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାଳିନ୍ଦୀ ଚରଣ ପାଣିଗ୍ରାହୀଓଡ଼ିଆ ସାହିତ୍ୟସୁନନ୍ଦା ଦାସଶିମିଳିପାଳ ଜାତୀୟ ଉଦ୍ୟାନସ୍ୱର ବର୍ଣ୍ଣଦ୍ୱିତୀୟ ବିଶ୍ୱଯୁଦ୍ଧସତ୍ୟବାଦୀ ବନ ବିଦ୍ୟାଳୟବାଲେଶ୍ୱର ଜିଲ୍ଲାପୌଷମୂରଲୀଧର କୁଅଁରସୁରେନ୍ଦ୍ର ମହାନ୍ତିଆଚାର୍ଯ୍ୟ ହରିହରବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜାପାନୀ ଭାଷାଅନ୍ତରା ଚକ୍ରବର୍ତ୍ତୀଗୌତମ ବୁଦ୍ଧଗୋକୁଳାନନ୍ଦ ମହାପାତ୍ରସମୟମଣ୍ଡଳଜାଭା (ପ୍ରୋଗ୍ରାମିଂ ଭାଷା)ସୀତା ବିବାହନଅଙ୍କ ଦୁର୍ଭିକ୍ଷବେଲବେଣୁଧର ରାଉତଓଡ଼ିଶାର ତହସିଲ ତାଲିକାରାଧାରାଣୀ ପଣ୍ଡାନରେନ୍ଦ୍ର ମୋଦୀଶ୍ୱେତସାରକୋଣାର୍କ ସୂର୍ଯ୍ୟ ମନ୍ଦିରମଙ୍ଗଳପ୍ରଣବ ପ୍ରକାଶ ଦାସବଣ୍ଡ (ଅର୍ଥ)୧୯୯୦ଔଷଧୀୟ ଗଛଲତାମାନଙ୍କର ତାଲିକାପଞ୍ଚସଖାଝୁଲଣ ଯାତ୍ରାପ୍ରତୀକ୍ଷାଭାନୁଜୀ ରାଓ🡆 More