ସୌରୀନ୍ଦ୍ର ବାରିକ: ଓଡ଼ିଆ ସାହିତ୍ୟିକ

ସୌରୀନ୍ଦ୍ର ବାରିକ (୩ ଅକ୍ଟୋବର ୧୯୩୮ - ୨୩ ଫେବୃଆରୀ ୨୦୧୬), ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ବିଂଶ ଶତାବ୍ଦୀର ଷାଠିଏ ଦଶକରୁ ସାହିତ୍ୟ ରଚନାରେ ସକ୍ରିୟ ଥିବା ସୌରୀନ୍ଦ୍ରଙ୍କର ଏଯାବତ କୋଡ଼ିଏଟି କବିତା ଗ୍ରନ୍ଥ ଓ ନ'ଟି ସମାଲୋଚନା ଗ୍ରନ୍ଥ ପ୍ରକାଶିତ ହୋଇସାରିଛି ।

ସୌରୀନ୍ଦ୍ର ବାରିକ
ସୌରୀନ୍ଦ୍ର ବାରିକ: ରଚନାବଳୀ, ପୁରସ୍କାର ଓ ସମ୍ମାନ, ଆଧାର
ଜନ୍ମ ଓ ଜନ୍ମସ୍ଥାନ(1938-10-03)୩ ଅକ୍ଟୋବର ୧୯୩୮
ବାରିପଦା, ମୟୂରଭଞ୍ଜ
ମୃତ୍ୟୁ୨୩ ଫେବୃଆରୀ ୨୦୧୬(2016-02-23) (ବୟସ ୭୭)
ଭୁବନେଶ୍ୱର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଇଂରାଜୀ ଭାଷା)
ଶୈଳୀକବିତା
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ସୌରୀନ୍ଦ୍ର ୧୯୩୮ମସିହାରେ ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦୈତାରୀ ବାରିକ ବାରିପଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ସୌରିନ୍ଦ୍ର ବୃତ୍ତିରେ ଜଣେ ଅଧ୍ୟାପକ ଥିଲେ । ୨୦୧୬ ମସିହା ଫେବୃଆରୀ ୨୩ତାରିଖରେ ସୌରୀନ୍ଦ୍ର ବାରିକଙ୍କର ଭୁବନେଶ୍ୱରଠାରେ ମୃତ୍ୟୁବରଣ କରିଥିଲେ ।

ରଚନାବଳୀ

ନିଜ କବିତା ସମ୍ପର୍କରେ ସୌରୀନ୍ଦ୍ର କହିଥିଲେ, "କବିତାର ଦାସାନୁଦାସ ମୁଁ । ତା ମରଜିରେ ମୁଁ ଚାଳିତ ହୁଏ । ନିଜ ଖୁସିରେ ତାକୁ ଆୟତ୍ତ କରିପାରେନାହିଁ । ତା ତାଡ଼ନାରୁ ନିଜକୁ ସମ୍ଭାଳି ମଧ୍ୟ ପାରେନାହିଁ ।"

କାବ୍ୟଗ୍ରନ୍ଥ

  • ସାମାନ୍ୟ କଥନ - ୧୯୭୫
  • ଉପଭାରତ - ୧୯୮୪
  • ଗୁଣୁଗୁଣୁ ଚିତ୍ରପଟ୍ଟ - ୧୯୮୬
  • ଆକାଶ ପରି ନିବିଡ଼
  • ଲୁହ ଠୁଁ ବି ଅନ୍ତରଙ୍ଗ - ୧୯୮୯
  • ଭାରି ମନେପଡ
  • ଆକାଶପରି ନିବିଡ଼ - ୧୯୮୫
  • ଚାହାଳ ଛାଇରେ ଘଡିଏ - ୧୯୯୦
  • ଅନୁବ୍ରତ - ୧୯୯୦
  • ଆମେ ଦୁହେଁ - ୧୯୯୧
  • ପଢ଼ ବା ନପଢ଼ - ୧୯୯୭
  • ମା
  • ଆଉ ଯାହା କହିବାକୁ ଥିଲା
  • ହଳଦି ବସନ୍ତ
  • ଶକୁନି

ସମାଲୋଚନା

  • ଅନ୍ୱେଷାର ସ୍ୱର
  • ଚେତନାର ଚୌହଦୀ
  • ସତ୍ୟର କୁହୁକ
  • ବାମନର ପାଦ
  • ସମସାମୟିକ ଓଡ଼ିଆ କବିତା

ଅନ୍ୟାନ୍ୟ

ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୮ (ଆକାଶପରି ନିବିଡ଼ ପାଇଁ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, (୧୯୭୭, ସାମାନ୍ୟ କଥନ ପାଇଁ)
  • ବିଷୁବ ପୁରସ୍କାର - ୨୦୦୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଧରିତ୍ରୀ ସମ୍ମାନ
  • ସଚ୍ଚି ରାଉତରାୟ କବିତା ସମ୍ମାନ, ୨୦୧୦ (ଭୁବନେଶ୍ୱର ପୁସ୍ତକମେଳା)

ଆଧାର

Tags:

ସୌରୀନ୍ଦ୍ର ବାରିକ ରଚନାବଳୀସୌରୀନ୍ଦ୍ର ବାରିକ ପୁରସ୍କାର ଓ ସମ୍ମାନସୌରୀନ୍ଦ୍ର ବାରିକ ଆଧାରସୌରୀନ୍ଦ୍ର ବାରିକ

🔥 Trending searches on Wiki ଓଡ଼ିଆ:

ଭାରତଯଶୋବନ୍ତ ଦାସwiki.phtmlମଧୁସୂଦନ ଦାସବିଭୂତି ପଟ୍ଟନାୟକନିର୍ମଳା (ଉପନ୍ୟାସ)ପଠାଣି ସାମନ୍ତରାଧାମୋହନ ଗଡ଼ନାୟକମନମୋହନ ସାମଲରାଜା ରାମମୋହନ ରାୟଜଗନ୍ନାଥଙ୍କ ବେଶଓଡ଼ିଆ ଭାଷା ଆନ୍ଦୋଳନଯୁକ୍ତରାଜ୍ୟଜଗନ୍ନାଥମାର୍ଚ୍ଚ ୨୧ଓଡ଼ିଆ ନାଟକବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାସପ୍ରାଣୀବିର୍ସା ମୁଣ୍ଡାନାରୀବାଦଦାମୋଦର ରାଉତହନୁମାନପଞ୍ଚସଖାଲିଙ୍ଗରାଜ ମନ୍ଦିରକୃଷ୍ଣଚନ୍ଦ୍ର ପାଣିଗ୍ରାହୀଶ୍ରଦ୍ଧାକର ସୂପକାରନବୀନ ପଟ୍ଟନାୟକମାଁ ପୀତାମ୍ବର ମନ୍ଦିରଭଣ୍ଡ ଗଣେଶଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଯାଜପୁର ଜିଲ୍ଲାକୋଣାର୍କ ସୂର୍ଯ୍ୟ ମନ୍ଦିରଭାରତ ସରକାରନନ୍ଦନକାନନ ଜୀବ ଉଦ୍ୟାନଭାରତର ସଂସ୍କୃତିହୃତ୍‌ପିଣ୍ଡ୧୮ ଅକ୍ଟୋବରପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ରାସନ କାର୍ଡ଼ (ଭାରତ)ମାଲେସିଆକାଳୀଚରଣ ପଟ୍ଟନାୟକଗୋପବନ୍ଧୁ ଦାସପ୍ରଣବ ପ୍ରକାଶ ଦାସଦେବସ୍ନାନ ପୂର୍ଣ୍ଣିମାନବଯୌବନ ବେଶମହାପ୍ରସାଦପିଙ୍କି ପ୍ରଧାନଧନୁ (ରାଶି)ବିଜୟ ଶଙ୍କର ଦାସଯୌନ ଉତ୍ପୀଡ଼ନଭଦ୍ରକ ଜିଲ୍ଲାନାରାୟଣ ସାହୁବଣଭୋଜି ବେଶଭାରତୀୟ ଡାକ ସେବାହେପାଟାଇଟିସଖାଦ୍ୟଲଘିଷ୍ଠ ସାଧାରଣ ଗୁଣିତକସୁନାବେଶ୨୯ ମାର୍ଚ୍ଚଶ୍ରବଣା (ନକ୍ଷତ୍ର)ବାମାଚରଣ ମିତ୍ରଦୀପା ସାହୁ (୧୯୮୫ ଜନ୍ମ)ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ୨୦ ଅଗଷ୍ଟକଣ୍ଡୋମଅସହଯୋଗ ଆନ୍ଦୋଳନକଳାପାହାଡ଼କାଜାଖସ୍ତାନIndiaଚିତ୍ତରଞ୍ଜନ ଦାସସ୍ଥୌଲ୍ୟତାଚାଣକ୍ୟ🡆 More