ପ୍ରଶାନ୍ତ ମହାସାଗର

ପ୍ରଶାନ୍ତ ମହାସାଗର (Pacific Ocean) ପୃଥିବୀର ବୃହତ୍ତମ ଓ ଗଭୀରତମ ମହାସାଗର । ଏହାର ପଶ୍ଚିମରେ ଏସିଆ ଓ ଅଷ୍ଟ୍ରେଲିଆ ମହାଦେଶ ରହିଛି । ପୂର୍ବରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ଅଛି । ଏହାର ଦକ୍ଷିଣରେ ଦକ୍ଷିଣ ମହାସାଗର (Antarctic Ocean ) ତ‌ଥା ଆଣ୍ଟାର୍କଟିକା ମହାଦେଶ ଏବଂ ଉତ୍ତରରେ ଉତ୍ତର ମହାସାଗର (Arctic Ocean) ରହିଛି । ପୃଥିବୀ ପୃଷ୍ଠର କ୍ଷେତ୍ରଫଳର ପ୍ରାୟ ଏକ ତୃତୀୟାଂଶ ଏହାର ଅନ୍ତର୍ଗତ । ଏହାର ହାରାହାରି ଗଭୀରତା ପ୍ରାୟ ୩୯୪୦ ମିଟର । ଏହି ମହାସାଗରରେ ଗୁଆମ ଦ୍ୱୀପ ନିକଟରେ ପୃଥିବୀର ଗଭୀରତମ ମ୍ୟାରିଆନା ଖାତ (Mariana Trench) ଅବସ୍ଥିତ । ଏହି ଖାତର ଗଭୀରତା ୧୧୦୩୫ ମିଟର । ପ୍ରଶାନ୍ତ ମହାସାଗରରେ (Pacific Ocean) ଛୋଟ ବଡ଼ ଅନେକଗୁଡ଼ିଏ ଦ୍ୱୀପ ରହିଛି । ଏମାନ‌ଙ୍କ ମଧ୍ୟରୁ ମୁଖ୍ୟ ଦ୍ୱୀପଗୁଡ଼ିକ ହେଉଛି:

    • ଆଲ୍ୟୁସିଆନ୍ ଦ୍ୱୀପପୁଞ୍ଜ
    • ଜାପାନ
    • ନିଉଜିଲାଣ୍ଡ
    • ଫିଲିପାଇନ୍‌ସ୍
    • ଇଣ୍ଡିନେସିଆ

ଆଧାର

Tags:

ଅଷ୍ଟ୍ରେଲିଆଉତ୍ତର ଆମେରିକାଏସିଆଦକ୍ଷିଣ ଆମେରିକାମହାଦେଶ

🔥 Trending searches on Wiki ଓଡ଼ିଆ:

ତାଜମହଲପଠାଣି ପଟ୍ଟନାୟକହୋ ଜନ‌ଜାତିରାଶି ଓ ନକ୍ଷତ୍ରଅଶ୍ୱିନୀ କୁମାର ଘୋଷଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାନବଯୌବନ ବେଶସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂରକଟକ ଜିଲ୍ଲାଟୁକୁନି ସାହୁଗୋପବନ୍ଧୁ ଦାସଓଡ଼ିଆ ନାଟକଗୋପୀନାଥ ମହାନ୍ତିତନ୍ତ୍ରମେଦ ବହୁଳତାଶ୍ରୀମନ୍ଦିରରେ ପ୍ରଚଳିତ ଶବ୍ଦାବଳୀମାୟାଧର ଜେନାଅଞ୍ଜଳି (କବିତା ସଙ୍କଳନ)ଉତ୍କଳ ସମ୍ମିଳନୀଜ୍ୟାମିତିଗାୟତ୍ରୀବାଳା ପଣ୍ଡା୮ ଫେବୃଆରୀଆଜ୍‌ମା୨୦୦୬ଓଡ଼ିଶୀଓଡ଼ିଆ କାବ୍ୟ କବିତା୯୨୯ପାରାମୌଳିକ ସଂଖ୍ୟାବୌଦ୍ଧଗଡ଼ଉଇକିପିଡ଼ିଆଦୁର୍ଗାସ୍ତୁତିମନ କି ବାତସାରଳା ଦାସଉପେନ୍ଦ୍ର ଭଞ୍ଜସିରୋସିସ୍ଉପେନ୍ଦ୍ର କିଶୋର ଦାସମହାଭାରତସ୍ତୁତି ଚିନ୍ତାମଣିଜଳବିଦ୍ୟୁତ୍ଶାନ୍ତନୁଟଗରମିଳିମିଳାଅମାଲୁଶ୍ରୀଓ ଅନ୍ଧଗଳିଗଣେଶବିପିନ ନାୟକଆମ୍ବେଦକର ଜୟନ୍ତୀଲଡୁବନ୍ଦେ ଉତ୍କଳ ଜନନୀସମାଜ (ଖବରକାଗଜ)ନୂଆଖାଇଚାରି ଧାମ୧୯ ମାର୍ଚ୍ଚ୧୭ ଫେବୃଆରୀ୯୨୪ଗୁଗଲ ମ୍ୟାପ୍ସହାତୀବିଜୟ ମିଶ୍ରରଜନୀଗନ୍ଧା (ଫୁଲ)ପର୍ଶୁରାମ (ଓଡ଼ିଆ କଥାଚିତ୍ର)ଗୋଦାବରୀଶ ମହାପାତ୍ରଅର୍ଚ୍ଚନା (କବିତା ସଙ୍କଳନ)ବାଲେଶ୍ୱରକୁଞ୍ଜବିହାରୀ ତ୍ରିପାଠୀସିଙ୍ଗାପୁର🡆 More