ଗୁଗଲ ମ୍ୟାପ୍ସ

ଗୁଗଲ ମ୍ୟାପ୍ସ ଗୁଗଲ କମ୍ପାନୀଦ୍ୱାରା ନିର୍ମିତ ଏକ ଡେସ୍କଟପ ୱେବ ବେସ୍ଡ଼ ମ୍ୟାପିଙ୍ଗ ସେବା ଯାହା ସାହାଯ୍ୟରେ ମଣିଷ ଘରେ ବସି ନିଜ ଅଖ ପାଖ ଜିନିଷ ସହଜରେ ଜାଣିପାରେ ଏବଂ ନୂଆ ନୂଆ ଜିନିଷ ମାନଚିତ୍ରରେ ଅଙ୍କନ କରିପାରେ ।

ଗୁଗଲ ମ୍ୟାପ୍ସ
TypeWeb mapping
ମୁଖ୍ୟ ଲୋକJens Eilstrup Rasmussen
(Inventor & Co-Founder)
Lars Rasmussen (Co-Founder)
ମାଲିକGoogle
ବେବସାଇଟmaps.google.com
ଖାତାଖୋଲାOptional, included with a Google Account
ମିଳୁଥିବା ସଂସ୍କରଣMultilingual

ଗୁଗଲ ମ୍ୟାପ୍ସ ପ୍ରଥମ କରି ଏକ C++ରେ ତିଆରି ପ୍ରୋଗ୍ରାମ ଭାବେ ତିଆରି ହୋଇଥିଲା ଏବଂ ଏହାକୁ ଲାର୍ସ ଓ ଜେନ୍ସ ଏଇଲସ୍ଟ୍ରପ୍ ରସମୁସେନ ହ୍ୱେର ଟୁ ଟ୍ରକ୍ନୋଲୋଜିସଠାରେ ଡିଯାଇନ କରିଥିଲେ । ଅକ୍ଟୋବର ୨୦୦୪ରେ ଗୁଗଲ ଏହାକୁ ଅକ୍ତିଆର କରି ନେଇଥିଲା ଏବଂ ଏହାକୁ ଏକ ୱେବ ଆପ୍ଲିକେସନରେ ପରିବର୍ତ୍ତନ କରାଇ ଥିଲା ।

ଗୁଗଲ ମ୍ୟାପ୍ସର ସାଟେଲାଇଟ ଭିଉକୁ ବ୍ୟବହାର କରି ପୃଥିବୀ ପୃଷ୍ଟର ଫଟୋ ଉଡନ୍ତା ଉଡାଯାହାଜ କିମ୍ବା ସାଟେଲାଇଟରୁ ଉଠାଯାଇଥାଏ । ବର୍ତ୍ତମାନ ଥିବା ଏହା ସାଟେଲାଇଟ ଭିଉଗୁଡ଼ିକ ତିନି ବର୍ଷରୁ ଅଧିକ ପୁରୁଣା ନୁହଁ ।

ବର୍ତ୍ତମାନ ଉପଲବ୍ଧ ଥିବା ୱେବ ଆପ୍ଟି ୨୦୧୩ରେ ସାଧାରଣ ଜନତାଙ୍କ ପାଇଁ ଛଡା ଯାଇଥିଲା । ଏହା ସହିତ ଏହାର କ୍ଲାସିକ୍ ଭର୍ସନ ମଧ୍ୟ ଉପଲବ୍ଧ ଅଛି ।

ଇତିହାସ

ପୁରାତନ(କ୍ଲାସିକ୍) ଗୁଗଲ ମ୍ୟାପ୍ସର ବ୍ୟବହାର

କପିରାଇଟ୍

ବ୍ୟବହାର

ତ୍ରୁଟି

ଆଧାର

Tags:

ଗୁଗଲ ମ୍ୟାପ୍ସ ଇତିହାସଗୁଗଲ ମ୍ୟାପ୍ସ ପୁରାତନ(କ୍ଲାସିକ୍) ର ବ୍ୟବହାରଗୁଗଲ ମ୍ୟାପ୍ସ କପିରାଇଟ୍ଗୁଗଲ ମ୍ୟାପ୍ସ ବ୍ୟବହାରଗୁଗଲ ମ୍ୟାପ୍ସ ତ୍ରୁଟିଗୁଗଲ ମ୍ୟାପ୍ସ ଆଧାରଗୁଗଲ ମ୍ୟାପ୍ସଗୁଗଲ

🔥 Trending searches on Wiki ଓଡ଼ିଆ:

ଶତପୁରା ରେଞ୍ଜଶାରଳା ପୁରସ୍କାରସିଦ୍ଧାନ୍ତ ମହାପାତ୍ରଓଷାନୀଳମାଧବ ମନ୍ଦିରକୋଷ୍ଠକାଠିନ୍ୟଦକ୍ଷିଣ ଆଫ୍ରିକା୧୪୨୪ଲସ ଏଞ୍ଜଲେସ ଲେକର୍ସ୯୯୪ଉତ୍କଳ ଦିବସଭଗବତ ଗୀତାଓଡ଼ିଶା ବିଧାନ ସଭାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରରାଉରକେଲାସୌର ଜଗତମାଡ୍ରିଦଶେୟାର ବଜାରଓଡ଼ିଶାର ମାପ ବ୍ୟବସ୍ଥାପଦାର୍ଥ ବିଜ୍ଞାନଓଡ଼ିଶାର ଦୋଳଯାତ୍ରାସିଲିକନଲୌହ ଅତିଭାରଉଇକିଡାଟାପୁଷ୍ପେନ୍ଦ୍ର ସିଂହ ଦେଓଯୁକ୍ତରାଷ୍ଟ୍ର ଆମେରିକାଆନ୍ତର୍ଜାତିକ ମହିଳା ଦିବସକଳାହାଣ୍ଡି ଜିଲ୍ଲାକାଳୀଚରଣ ପଟ୍ଟନାୟକଯୋଗଲକ୍ଷ୍ମଣ ନାୟକପଶ୍ଚିମ ଓଡ଼ିଶା୨୮ ମାର୍ଚ୍ଚଧନୁଯାତ୍ରାଶିବାଜୀବ୍ରହ୍ମପୁରଇଲେକ୍‌ଟ୍ରୋନ୨୦ ଅପ୍ରେଲଡମ୍ବରୁ ଶିଶାଜ୍ଞାନକୋଷମହାଭାରତଏସିଆଜର୍ମାନୀକଳିଙ୍ଗ ଯୁଦ୍ଧଅଂଶୁଘାତକ୍ରୋଏସିଆଅପର୍ଣ୍ଣା ବାସ୍ତାରେମାଲଟାକନଫୁସିଅସବାଦବନ୍ଦେ ଉତ୍କଳ ଜନନୀପାର୍ବତୀ ଘୋଷଜୟୀରାମ ସାମଲମହାତ୍ମା ଗାନ୍ଧୀଉତ୍ତର କୋରିଆ୯ ଜୁନମାଂସର ବିଳାପକୋରିଆ ଯୁଦ୍ଧରମଣ ମହର୍ଷିଉଇକିପିଡ଼ିଆବିଭିନ୍ନ ପ୍ରକାର ଶାଗର ତାଲିକାଚକ୍ରବର୍ତ୍ତୀ ରାଜଗୋପାଳାଚାରୀନାରାୟଣ ସାହୁରେବତୀ (କ୍ଷୁଦ୍ରଗଳ୍ପ)ଘାତକ ତିମିସାରଳା ଦାସଫାରୋ ଦ୍ଵୀପପୁଞ୍ଜରଣେନ୍ଦ୍ର ପ୍ରତାପ ସ୍ୱାଇଁନବୀନ ପଟ୍ଟନାୟକଜୟଦେବ ଉନାଡକଟ🡆 More