ସଂସଦୀୟ ଗଣତନ୍ତ୍ର

ସଂସଦୀୟ ପ୍ରଜାତନ୍ତ୍ର ହେଉଛି ପ୍ରଜାତନ୍ତ୍ରର ଏକ ସ୍ୱରୂପ ଯେଉଁଥିରେ କାର୍ଯ୍ୟପାଳିକା ନିଜର ସମସ୍ତ ସାମର୍ଥ୍ଯ ତଥା ଅଧିକାର ଏହାର ବ୍ଯବସ୍ଥାପିକାଠାରୁ ପ୍ରାପ୍ତ କରିଥାଏ । ଏଥିପାଇଁ କାର୍ଯ୍ୟପାଳିକା କିମ୍ବା କାର୍ଯ୍ୟପାଳ ସବୁବେଳ ବ୍ଯବସ୍ଥାପିକାଠାରେ ଉତ୍ତରଦାୟୀ ହୋଇ ରହେ । ସଂସଦୀୟ ତନ୍ତ୍ରରେ ସାଧାରଣତଃ ରାଷ୍ଟ୍ରମୁଖ୍ୟ, ଶାସନମୁଖ୍ଯଙ୍କଠାରୁ ଅଲଗା ଥାଆନ୍ତି । ଅପରପକ୍ଷେ କାର୍ଯ୍ୟପାଳିକା ତନ୍ତ୍ରରେ କାର୍ଯ୍ୟପାଳ ବହୁସମୟରେ ଦେଶର ମୁଖ୍ଯ ଥାଆନ୍ତି ଏବଂ ନିଜର ଅଧିକାର ପାଇଁ ବ୍ଯବସ୍ଥାପିକା ଉପରେ ନିର୍ଭର କରନ୍ତି ନାହିଁ ।

ସଂସଦୀୟ ପ୍ରଜାତାନ୍ତ୍ରିକ ରାଷ୍ଟ୍ରମାନେ ସାମ୍ବିଧାନିକ ଏକତନ୍ତ୍ର; ଯେପରିକି - ଯୁକ୍ତରାଜ୍ୟ ଯେଉଁଥିରେ ରାଷ୍ଟ୍ରମୁଖ୍ୟ ଏକତନ୍ତ୍ରୀ କିନ୍ତୁ ଶାସନମୁଖ୍ୟ ସର୍ବଦା ଏକ ସଂସଦୀୟ ସଦସ୍ଯ ହୋଇଥାନ୍ତି କିମ୍ବା ସଂସଦୀୟ ଲୋକତନ୍ତ୍ର; ଯେପରିକି - ଭାରତ ଯେଉଁଠାରେ ରାଷ୍ଟ୍ରମୁଖ୍ୟ ସଂସଦଦ୍ୱାରା ନିର୍ବାଚିତ ହୁଅନ୍ତି ହୋଇପାରନ୍ତି ।

ଆଧାର

Tags:

ପ୍ରଜାତନ୍ତ୍ରରାଷ୍ଟ୍ରମୁଖ୍ୟ

🔥 Trending searches on Wiki ଓଡ଼ିଆ:

ତପସ୍ୱିନୀବ୍ରାହ୍ମଣକବିGlobe ruptureଇଂଲଣ୍ଡଖପୁରୀ କଣା ଅସ୍ତ୍ରୋପଚାରଡାଉନ ସିଣ୍ଡ୍ରୋମପ୍ରତୀକ୍ଷାଯୌନ ସମ୍ଭୋଗନନ୍ଦିଘୋଷଉଇକିଅଭିଧାନଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇଣ୍ଟରନେଟଧର୍ମେନ୍ଦ୍ର ପ୍ରଧାନସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରଘୁନାଥ ପରିଚ୍ଛାସୁନନ୍ଦା ଦାସରାଜ୍ୟଶାରଳା ପୁରସ୍କାରହନୁମାନ ଚାଳିଶାଦେବ୍ରାଜ ଲେଙ୍କାଆସନଓଡ଼ିଶାର ଭୂଗୋଳଶନିନବଗୁଞ୍ଜରଭକ୍ତ ଚରଣ ଦାସସୋମବାରଲକ୍ଷ୍ମୀକାନ୍ତ ମହାପାତ୍ରଜଗଦୀଶ ମହାନ୍ତିଦେଉଳଝରି ଉଷ୍ଣପ୍ରସ୍ରବଣଆମ୍ବସୁରେନ୍ଦ୍ର ମହାନ୍ତିରବୀନ୍ଦ୍ରନାଥ ଠାକୁରହନୁମାନ ଜୟନ୍ତୀଭୁବନେଶ୍ୱର ବେହେରାବୈକୁଣ୍ଠନାଥ ପଟ୍ଟନାୟକଆଚାର୍ଯ୍ୟ ହରିହରଫୁଲଦେବଦୁର୍ଲ୍ଲଭ ଦାସଇଷ୍ଟ୍ରାଡେଫାଇଲିନଗଣ୍ଡାଏ. ପି. ଜେ. ଅବଦୁଲ କଲାମ୧୫୭୨ଖ୍ରୀଷ୍ଟ ଧର୍ମଭଦଭଦଳିଆବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟବିମ୍ବାଧର କୁଅଁରସମ୍ବଲପୁର ଜିଲ୍ଲାସାରଳା ଦାସଉଦ୍‌ଜାନବଳଭୃସଙ୍ଗ ଗଛ୧୯୮୮୧୭ ଅପ୍ରେଲଯୋଗକାମିନୋ ମିଚିସିଂହ୧୧ଉତ୍କଳ ବ୍ରାହ୍ମଣସୌର ଜଗତଭୁବନେଶ୍ୱରଓଡ଼ିଆ କଥାଚିତ୍ର ଜଗତଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱର୧୪୦୫ଗଙ୍ଗାଧର ମେହେରଇମେଲଇଣ୍ଡୋନେସିଆଟୋକିଓ୧୯୭୦🡆 More