ଜଗଦୀଶ ମହାନ୍ତି: ଓଡ଼ିଆ ଲେଖକ

ଜଗଦୀଶ ମହାନ୍ତି (୧୭ ଫେବୃଆରୀ ୧୯୫୧ - ୨୯ ଡିସେମ୍ବର ୨୦୧୩) ଜଣେ ଓଡ଼ିଆ ଲେଖକ, ଓଡ଼ିଆ ଗଳ୍ପରେ ନୂଆ ଧାରାର ଆବାହକ ଭାବରେ ସେ ପରିଚିତ ଥିଲେ।

ଜଗଦୀଶ ମହାନ୍ତି
ଜଗଦୀଶ ମହାନ୍ତି
ଜଗଦୀଶ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ(1951-02-17)୧୭ ଫେବୃଆରୀ ୧୯୫୧
ଗୋରୁମହିଷାଣି, ମୟୂରଭଞ୍ଜ ଜିଲ୍ଲା
ମୃତ୍ୟୁ୨୯ ଡିସେମ୍ବର ୨୦୧୩(2013-12-29) (ବୟସ ୬୨)
ବେଲପାହାଡ଼, ଓଡ଼ିଶା
ବୃତ୍ତିଔପନ୍ୟାସିକ, ଗାଳ୍ପିକ, କବି, ପ୍ରାବନ୍ଧିକ
ଜାତୀୟତାଭାରତୀୟ
ସାହିତ୍ୟ କୃତିସୁନା ଇଲିସି, କନିଷ୍କ କନିଷ୍କ
ପୁରସ୍କାରଶାରଳା ପୁରସ୍କାର,
ଜୀବନସାଥୀସରୋଜିନୀ ସାହୁ

ପରିବାର

ସେ ଓଡ଼ିଆ ଲେଖିକା ସରୋଜିନୀ ସାହୁଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି ।

ସାହିତ୍ୟ ସର୍ଜନା

ଉପନ୍ୟାସ

  • କନିଷ୍କ କନିଷ୍କ
  • ନିଜ ନିଜ ପାନିପଥ
  • ଉତ୍ତରାଧିକାର
  • ଦୁର୍ଦ୍ଦିନ
  • ଅଦୃଶ୍ୟ ସକାଳ

କ୍ଷୁଦ୍ର ଗଳ୍ପ

  • ଏକାକୀ ଅଶ୍ୱରୋହୀ
  • ଦକ୍ଷିଣ ଦୁଆରୀ ଘର
  • ଇର୍ଷା ଏକ ଋତୁ
  • ଆଲବମ
  • ଦିପହର ଦେଖିନଥିବା ଲୋକଟିଏ
  • ଯୁଦ୍ଧକ୍ଷେତ୍ରେ ଏକା
  • ମେଫେଷ୍ଟୋଫେଲେସ-ର ପୃଥିବୀ
  • ନିଆଁ ଓ ଅନ୍ୟାନ୍ୟ ଗଳ୍ପ
  • ସୁନା ଇଲିସି
  • ସୁନ୍ଦରତମ ପାପ
  • ସତୁରୀର ଜଗଦୀଶ
  • ବୀଜ ବୃକ୍ଷ ଛାୟା

ପୁରସ୍କାର ଓ ସମ୍ମାନ

ଆଧାର

Tags:

ଜଗଦୀଶ ମହାନ୍ତି ପରିବାରଜଗଦୀଶ ମହାନ୍ତି ସାହିତ୍ୟ ସର୍ଜନାଜଗଦୀଶ ମହାନ୍ତି ପୁରସ୍କାର ଓ ସମ୍ମାନଜଗଦୀଶ ମହାନ୍ତି ଆଧାରଜଗଦୀଶ ମହାନ୍ତିଓଡ଼ିଆ ଭାଷାଓଡ଼ିଆ ସାହିତ୍ୟ

🔥 Trending searches on Wiki ଓଡ଼ିଆ:

ରାଣୀ ମୁର୍ମୁବଳରାମ ମିଶ୍ରଦିୱାନା ଦିୱାନୀଯାଯାବର (୧୯୭୫ର କଥାଚିତ୍ର)ଚୈତ୍ର ମଙ୍ଗଳବାର ଓଷାଲିଙ୍ଗରାଜ ମନ୍ଦିରହେପାଟାଇଟିସ ବିଭାରତୀୟ ସ୍ୱାଧୀନତା ଆନ୍ଦୋଳନଗୁରୁବାରଓଡ଼ିଆ କାବ୍ୟ କବିତାସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭାରତର ଜାତୀୟ ପ୍ରତୀକପ୍ଲାଟିପସତ୍ରିଭୁଜମହାତ୍ମା ଗାନ୍ଧୀକୁକୁରଭାରତୀୟ ମୁଦ୍ରାଇସଲାମ ଧର୍ମହାତବେଙ୍ଗଅଟିଜିମ୍‌ବନ୍ଧୁତାଅଶୋକାଷ୍ଟମୀଶିବ ଶଙ୍କର ସାହାଣୀକ୍ରିଏଟିଭ କମନ୍ସଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଗଙ୍ଗାଧର ମେହେରଇଣ୍ଡୋନେସିଆରାଜକନିକାଆନୋରେକସିଆ ନର୍ଭୋସାପରଳଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଅଗଷ୍ଟସପାଇଥନ୍ (ପ୍ରୋଗ୍ରାମିଂ ଭାଷା)ମନ୍ମଥ ନାଥ ଦାସଜଗନ୍ନାଥ ମନ୍ଦିରବାଣପୁରଉର୍ବଶୀ୧୪୦୧ଏଲୋରା ଗୁମ୍ଫାକିଏ ଦବ ଟକ୍କରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରବି ସିଂଗଞ୍ଜା ଲଢ଼େଇଶ୍ରୀମକର ସଂକ୍ରାନ୍ତିଦକ୍ଷିଣ ଚୀନ ସାଗରରମାଦେବୀ ଚୌଧୁରୀପାରଦଡାଲଖାଇସାନ୍ତାଳ ବିଦ୍ରୋହନନ୍ଦ କିଶୋର ବଳଅଂଶୁମାନ ମହାନ୍ତିଗୁଗଲ ମ୍ୟାପ୍ସଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଗୀତଗୋବିନ୍ଦତମନ୍ନା ବ୍ୟାସଭିଏତନାମପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନଇଣ୍ଟରନେଟବିଜ୍ଞାନ କାହାଣୀବିଶ୍ୱନାଥ କରପ୍ରଥମ ବିଶ୍ୱଯୁଦ୍ଧସାଲେଜ୍ ହାନ୍ସଡାସୁରେଶ କୁମାର ରାଉତରାୟ୧୫୨୫ଜାପାନଇଣ୍ଡୋନେସିଆ ସରକାରବାଘ🡆 More