ହାତ

ହାତ ଗୋଟିଏ ଗ୍ରହି, ଏକଧିକ ଅଙ୍ଗୁଳି ବିଶିଷ୍ଟ୍ ବାହୁର ଅଗ୍ର ଭାଗରେ ଅବସ୍ଥପିତ ଅଙ୍ଗ ଅଟେ | ଏହା ମନୁଷ୍ୟ, ଚିମ୍ପାଜୀ ଏବ୍ଂ ମାଙ୍କଡ ଆଦିଙ୍କଠାରେ ଦେଖାଜାଏ | ଅନ୍ୟ କିଛି ମେରୁଦନ୍ଡି ପ୍ରାଣି ଜେମିତିକି କୋଆଲାଠାରେ ମଧ୍ୟ ଦେଖାଜାଏ |

ହାତ
ହାତ
ହାତ
ହାତ
ମଣିଷ ହାତର ଏକ୍ସ୍-ରେ

ଅଙ୍ଗୁଳି ସର୍ବାଧିକ ଶେଷସ୍ନାୟୁ ଧାରଣ କରିଥିବା ଅଙ୍ଗ ଅଟେ | ସବୁଠାରୁ ଅଧିକ ଅବସ୍ଥାପିତ ବଳ ଏହା ଧାରଣ କରିଥାଏ | ଏଣୁ ଏହା ଛୁଇନବା ଈନ୍ଦିୟ ସହ ଜଡ଼ିତ | ପ୍ରତେକ ହାତ ଏହାର ବିପରିତ ମଷ୍ତିଷ୍କ ସହ ଜଡ଼ିତ |

ମନୁଷ୍ୟ ହତରେ ପାଞ୍ଚଗୋଟି ଅଙ୍ଗୁଳି ଓ ସତାଇସଟି ଅସ୍ତି, ସେସ୍ମୈଡ୍ ଅସ୍ତିକୁ ଛାଡି ଜାହାକି ବିଭିନ୍ନ ମନୁଷ୍ୟଠାରେ ଭିନ୍ନ ଭିନ୍ନ ଅଟେ | ଚଉଦଟି ଫାଲାଙ୍ଗସ ଅଟେ | ମେଟାକାର୍ପେଟାଲ୍ ଅସ୍ତି ଅଙ୍ଗୁଳିକୁ ଓ କାର୍ପାଲ୍ କଟି ଦେସକୁ ସଞ୍ଜୋଗ କରେ | ପ୍ରତେକ ମନୁଷ୍ୟର ପାଞ୍ଚଟି ମେଟାକାର୍ପାଲ୍ ଓ ଆଠଟି କାର୍ପାଲ୍ ଅସ୍ଟି ଅଛି |

ଗଠନ

ବହୁତ ଗୁଡିଏ ଜନ୍ତୁମାନଙ୍କର ହାତ ସମାନ ଧରିବା ପାଇ ପଞ୍ଝା ଥାଏ | କିନ୍ତୁ ଏହକୁ ବୈଗ୍ୟାନିକ ଭାଷାରେ ହାତ ସମାନ ଗଣା ଜାଏ ନାହି |

ବଣ ମଣିଷ ଓ ମାଙ୍କଡମାନଙ୍କର ଚାରଟି ହାତ ଅଛି ବୋଲି ଧରା ଜାଏ କାରଣ ତାଙ୍କର ଗୋଡ ଦୁଇକୁ ମଧ୍ୟ ହାତ ହିସାବରେ ଗଣାଜାଏ | ହାତରେ ବ୍ରୁଧ ଅଙ୍ଗୁଳି ରହିବା ଆବସ୍ୟକ |

ପାପୁଲି ହାତର ମଧ୍ୟଭାଗରେ ଅବସ୍ଥିତ | ଏଠାରେ ଥିବ ଚର୍ମରେ ଚର୍ମକୁଞ୍ଚନ ଘର୍ଷଣ ବଳ ବଢ଼ାଇ ଥାଏ ଜାହାଦ୍ୱାର କୌଣସି ପଦାର୍ଥକୁ ଧାରଣ କରିବାରେ ସାହାର୍ୟ କରେ |

ପାଞ୍ଚ ଆଙ୍ଗୁଳିର ନାମ ଗୁଡ଼ିକ

  • ତର୍ଜନୀ
  • ମଧ୍ୟମା
  • ଅନାମିକା
  • ଛୋଟ ଓ
  • ବୃଦ୍ଧ

ମାନ୍ସପେଶି

ହାତର ମାନ୍ସପେଶିକୁ ମୁଖ୍ୟତ ଦୁଇ ଭାଗରେ ବିଭକ୍ତ କରା ଜାଏ : ବାହାର ଓ ଭିତର ମନ୍ସପେସି |

Tags:

ମନୁଷ୍ୟ

🔥 Trending searches on Wiki ଓଡ଼ିଆ:

ମହୁଜ୍ୟୋତିର୍ଲିଙ୍ଗହମିଦା ବାନୁ ବେଗମତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରବିଜୟ ମିଶ୍ରପୁଷ୍ଟିସାରହେମଲତା ମାନସିଂହନଟବର ସାମନ୍ତରାୟପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଫେବୃଆରୀ ୨୮ଅଗ୍ନ୍ୟାଶୟ ଅକ୍ଷମତାପ୍ରାଣକୃଷ୍ଣ ପରିଜା୨୮ ଫେବୃଆରୀଜନ ଗଣ ମନଡାକ ମୁନସୀଅନନ୍ତ ପଟ୍ଟନାୟକତୁଳସୀ ଗଛପ୍ରସନ୍ନ କୁମାର ପଣ୍ଡାଗାଲୁଆରମାକାନ୍ତ ରଥଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦସୌରୀନ୍ଦ୍ର ବାରିକଓଡ଼ିଆ ସାହିତ୍ୟର ଇତିହାସଆଖିରାମକୃଷ୍ଣ ପରମହଂସଶ୍ରୀରାଧାଛାୟାପଥବିଶ୍ୱ ମ୍ୟାଲେରିଆ ଦିବସଭୃସଙ୍ଗ ଗଛରକ୍ତଧର୍ମେନ୍ଦ୍ର ପ୍ରଧାନମାର୍ଚ୍ଚ ୨୧ଅପରେଟିଙ୍ଗ ସିଷ୍ଟମବିସ୍ଥାପିତ କାନ୍ଧ ଗଣ୍ଠି୩୦ ଅପ୍ରେଲଭଗବତୀ ଚରଣ ପାଣିଗ୍ରାହୀଧନୁ (ରାଶି)ଇତିହାସକାଟୁଲୁ ରବି କୁମାରକଟକ ଜିଲ୍ଲାରୋହିତ ଶର୍ମାଅଖିଳ ମୋହନ ପଟ୍ଟନାୟକଜଗନ୍ନାଥ ମନ୍ଦିରକାହ୍ନୁଚରଣ ମହାନ୍ତିନରେନ୍ଦ୍ର ମୋଦୀଓଡ଼ିଆ ଭାଗବତଦ୍ଵାରକାଧୀଶ ମନ୍ଦିରମାଲେସିଆଦାସକାଠିଆପ୍ରାଣୀଭାରତୀୟ ମହାକାଶ ଗବେଷଣା ସଂସ୍ଥାଓଡ଼ିଆ ଭ୍ରମଣ ସାହିତ୍ୟଛତୁ ତରକାରୀଜୀବସାର ଗଟମ୍ ଖା କାଇସମର ସଲିମ ସାଇମନଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପକବାଟମୌଳିକ ସଂଖ୍ୟାକଳାହାଣ୍ଡି ଜିଲ୍ଲାଅଂଶୁଘାତସତୀ (ହିନ୍ଦୁ ଦେବୀ)ଆଇଡେଲାଲିସିବଗିରିଧର ଗମାଙ୍ଗସୁନାବେଶଉଦ୍ଭିଦଶଙ୍କରାଚାର୍ଯ୍ୟ🡆 More