ଜୀବସାର ଗ

ଜୀବସାର ଗ (ଇଂରାଜୀ ଭାଷାରେ Vitamin C, ଅନ୍ୟ ନାମ ଆସକର୍ବିକ ଏସିଡ/ ascorbic acid ଓ L-ascorbic acid) ଏକ ଜୀବସାର ଯାହା ଖାଦ୍ୟରେ ଥାଏ ଓ ଖାଦ୍ୟ ଅନୁପୂରକରେ (dietary supplement) ଦିଆଯାଇଥାଏ । ଖାଦ୍ୟ ଅନୁପୂରକ ଭାବରେ ଏହା ସ୍କର୍ଭି ରୋଗର ଚିକିତ୍ସା ତ‌ଥା ପ୍ରତିଷେଧ ଭାବରେ ବ୍ୟବ‌ହୃତ ହୁଏ । ଶର୍ଦ୍ଦି ରୋଗର ପ୍ରତିଷେଧ ନିମନ୍ତେ ଜନ ସାଧାରଣଙ୍କୁ ଏହା ଦେବା ସପକ୍ଷରେ କୌଣସି ପ୍ରମାଣ ମିଳୁନାହିଁ । ଏହା ପାଟିରେ ଦିଆଯାଏ ବା ଇଞ୍ଜେକସନ ଆକାରରେ ଦିଆଯାଏ ।

ଜୀବସାର ଗ
ଜୀବସାର ଗ
ଜୀବସାର ଗ
Clinical data
SynonymsL-ascorbic acid, ascorbic acid, ascorbate
AHFS/Drugs.commonograph
MedlinePlusa682583
Pregnancy
category
  • A (to RDA), C (above RDA)
Routes of
administration
by mouth, IM, IV, subQ
ATC code
Legal status
Legal status
  • AU: Unscheduled
  • US: OTC
  • general public availability
Pharmacokinetic data
Bioavailabilityrapid & complete
Protein bindingnegligible
Elimination half-lifevaries according to plasma concentration
Excretionkidney
Identifiers
IUPAC name
  • 2-oxo-L-threo-hexono-1,4-lactone-2,3-enediol
    or
    (R)-3,4-dihydroxy-5-((S)- 1,2-dihydroxyethyl)furan-2(5H)-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
E numberE300 (antioxidants, ...) Edit this at Wikidata
ECHA InfoCard100.000.061 Edit this at Wikidata
Chemical and physical data
FormulaC6H8O6
Molar mass176.12 g/mol
3D model (JSmol)
Density1.694 g/cm3
Melting point190 °C (374 °F)
Boiling point553 °C (1,027 °F)
SMILES
  • C([C@@H]([C@@H]1C(=C(C(=O)O1)O)O)O)O
InChI
  • InChI=1S/C6H8O6/c7-1-2(8)5-3(9)4(10)6(11)12-5/h2,5,7-10H,1H2/t2-,5+/m0/s1 checkY
  • Key:CIWBSHSKHKDKBQ-JLAZNSOCSA-N checkY
  (verify)

ଦେହ ସାଧାରଣତଃ ଜୀବସାର ଗ ସ‌ହ୍ୟ କରିପାରେ । ମାତ୍ରାଧିକ ହେଲେ ପେଟ ଗୋଳମାଳ, ମୁଣ୍ଡବଥା, ନିଦ୍ରା ସମସ୍ୟା ଓ ଚମ ଲାଲ ଦେଖାଯାଏ । ଗର୍ଭାବସ୍ଥାରେ ସାଧାରଣ ମାତ୍ରାରେ ଦେଲେ ଏହ ନିରାପଦ ରହେ । ତନ୍ତୁ (tissue) ମରାମତିରେ ଏହା ଅତ୍ୟାବଶ୍ୟକୀୟ ପୋଷକ (essential nutrient) କାମ କରେ । ଲେମ୍ବୁଜାତୀୟ ଖାଦ୍ୟ (citrus fruit), ଟମାଟୋ (tomato), ଲାଲ ଲଙ୍କା (red pepper|) ଓ ଆଳୁରେ ଏହି ଜୀବସାର ଥାଏ ।

ସନ ୧୯୧୨ରେ ଜୀବସାର ଗ ଆବିଷ୍କୃତ ହୋଇ ସନ ୧୯୨୮ରେ ପୃଥକ କରାଯାଇଥିଲା ଓ ସନ ୧୯୩୩ରେ ପ୍ରଥମେ ତିଆରି କରାଯାଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ । ସନ ୨୦୧୫ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ବଟିକାର ମୂଲ୍ୟ ୦.୦୦୩ରୁ ୦.୦୦୭ ଆମେରିକୀୟ ଡଲାର । ଅନେକ ଦେଶରେ ସକାଳ ଖାଦ୍ୟରେ (breakfast cereal) ଏହା ଯୋଗ କରାଯାଇଥାଏ ।

ଆଧାର

Tags:

en:dietary supplementଜୀବସାରଶର୍ଦ୍ଦିସ୍କର୍ଭି

🔥 Trending searches on Wiki ଓଡ଼ିଆ:

ସତ୍ୟନାରାୟଣ ରାଜଗୁରୁ୨୦୧୨୨୯ ମାର୍ଚ୍ଚଅଖିଳ ମୋହନ ପଟ୍ଟନାୟକଗଣନ ସଂଖ୍ୟାଚିନ୍ତାମଣି ବେହେରାବିଭୂତି ପଟ୍ଟନାୟକରେଶମ ପଥକୃଷ୍ଣଭାରତର ସଂସ୍କୃତିଗର୍ଭାଶୟ ଅନ୍ତଃସ୍ତର କର୍କଟସାରଥୀ ବାବାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଅଚ୍ୟୁତାନନ୍ଦ ଦାସଆପେଣ୍ଡିସାଇଟିସଜ୍ଞାନପୀଠ ପୁରସ୍କାରIndiaଗୌରୀଶଙ୍କର ରାୟବିରଜା ମନ୍ଦିରହେପାଟାଇଟିସ ବିବର୍ଷା ପ୍ରିୟଦର୍ଶିନୀଚାରି ଧାମଫୋସିନୋପ୍ରିଲକୁଞ୍ଜବିହାରୀ ଦାଶଟମ୍ ଖା କାଇଜହ୍ନସତ୍ୟେନ୍ଦ୍ର ନାଥ ବୋଷଗୁଗଲପାଇକ ବିଦ୍ରୋହପଲଉଟୋକିଓଏମିସ ଲୋକଜନ୍ମ ନିରୋଧଉତ୍କଳ ବ୍ରାହ୍ମଣଚିତ୍ତରଞ୍ଜନ ତ୍ରିପାଠୀଅଗ୍ନ୍ୟାଶୟ ଅକ୍ଷମତାପକ୍ଷଓଡ଼ିଶାତରୁଣକାନ୍ତି ମିଶ୍ରଭଣ୍ଡ ଗଣେଶବ୍ୟାସଦେବଲିଙ୍ଗରାଜ ମନ୍ଦିରମାସବିରଳା ମନ୍ଦିର, ହାଇଦ୍ରାବାଦକୁତାମ ଚଣ୍ଡୀ ମନ୍ଦିରଖଞ୍ଜଣିଅଣ୍ଡା ରୋଲଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୈଷ୍ଣବ ଚରଣ ସାମଲପୋଟଳ ରସାଭୃସଙ୍ଗ ଗଛସୁରେନ୍ଦ୍ର ମହାନ୍ତିଖିଲିପାନ୧୯୬୧ମହାବିଦ୍ୟାନେଲସନ ମଣ୍ଡେଲାଯୁକ୍ତରାଷ୍ଟ୍ର ଆମେରିକାବିଜ୍ଞାନସାଲଭାଡୋର ଡାଲିସୋନାଲ ମାନସିଂହଧରିତ୍ରୀଅଭିରାମ ପରମହଂସପ୍ରତିଭା ରାୟହେମନ୍ତ କୁମାର ଦାସହୃଷୀକେଶ ପଣ୍ଡାକାଳୀଚରଣ ପଟ୍ଟନାୟକକୋଳିଭାରତର ନଦୀ ସମୂହର ତାଲିକାଜୟ ଜଗନ୍ନାଥକଟକ ଜିଲ୍ଲା🡆 More