ବୈଷ୍ଣବ ଚରଣ ସାମଲ: ଓଡ଼ିଆ ସାହିତ୍ୟିକ

ବୈଷ୍ଣବ ଚରଣ ସାମଲ (ଜନ୍ମ ୨୭ ଫେବୃଆରୀ ୧୯୩୯) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ । ସେ ପ୍ରଧାନତଃ ସମାଲୋଚନା, ଶିଶୁ ସାହିତ୍ୟ, କବିତା ଓ ରମ୍ୟ ରଚନା ଆଦି ରଚନା କରିଛନ୍ତି ।

ବୈଷ୍ଣବ ଚରଣ ସାମଲ
ବୈଷ୍ଣବ ଚରଣ ସାମଲ: ପ୍ରାରମ୍ଭିକ ଜୀବନୀ, ରଚନାବଳୀ, ସମ୍ମାନ ଓ ପୁରସ୍କାର
ଜନ୍ମ ଓ ଜନ୍ମସ୍ଥାନ (1939-02-27) ୨୭ ଫେବୃଆରୀ ୧୯୩୯ (ବୟସ ୮୫)
ଚାରିଗାଁ, କେନ୍ଦ୍ରାପଡ଼ା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶୈଳୀସମାଲୋଚନା ସାହିତ୍ୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨
ଜୀବନସାଥୀଯଶୋଦା ସାମଲ
ସନ୍ତାନ୩ପୁଅ, ୧ଝିଅ

ପ୍ରାରମ୍ଭିକ ଜୀବନୀ

ବୈଷ୍ଣବ ଚରଣ ସାମଲ ୧୯୩୯ ମସିହା ଫେବୃଆରୀ ୨୭ ତାରିଖରେ ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଶ୍ରୀବତ୍ସ ସାମଲ ଓ ମା'ଙ୍କ ନାମ ଜେମାମଣି ସାମଲ ।

ମସିହାରେ ସେ ପ୍ରଥମ କବିତା ଲେଖିଥିଲେ ନେତା କିଏ । ୧୯୬୪-୬୫ ମସିହାରୁ ସେ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ଲେଖିବା ଆରମ୍ଭ କରିଥିଲେ । ତାଙ୍କ ଲିଖିତ ପ୍ରଥମ ପ୍ରବନ୍ଧ ଥିଲା ମରୁତୀର୍ଥ । ତାଙ୍କ ଲେଖା, ସେ ସମୟର ବହୁ ପତ୍ରିକାରେ ପ୍ରକାଶ ପାଉଥିଲା । ସେହି ସବୁ ପ୍ରବନ୍ଧ ମଧ୍ୟରୁ କୋଡ଼ିଏଟି ପ୍ରବନ୍ଧକୁ ସଂକଳିତ କରି, ୧୯୭୧ ମସିହାରେ 'ଜଗନ୍ନାଥ ରଥ' ପ୍ରକାଶନ ସଂସ୍ଥା ତାଙ୍କର ପ୍ରଥମ ପୁସ୍ତକ ପ୍ରକାଶ କରିଥିଲେ । ପୁସ୍ତକଟିର ନାମ ଥିଲା କଳା ସଂସ୍କୃତି ଓ ସାହିତ୍ୟ । ସେହି ବର୍ଷ ତାଙ୍କର ପ୍ରଥମ କବିତା ପୁସ୍ତକ ସମୟରେ ଲିପି ମଧ୍ୟ ପ୍ରକାଶ ପାଇଥିଲା । ଅଧ୍ୟାପନାକୁ ବୃତ୍ତି ଭାବରେ ଗ୍ରହଣ କରିଥିବା ବୈଷ୍ଣବ ଚରଣ, ୧୯୬୬ମସିହାରେ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ଚାକିରି ଜୀବନ ଆରମ୍ଭ କରି, ୨୦୦୪ ମସିହାରେ 'ବିଶ୍ୱଭାରତୀ' କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ଭାବରେ ସେବା ନିବୃତ ହୋଇଛନ୍ତି ।

ରଚନାବଳୀ

ବୈଷ୍ଣବ ଚରଣ ବିଭିନ୍ନ ସମାଲୋଚନା ମୂଳକ ପ୍ରବନ୍ଧ ଓ ପୁସ୍ତକ ସହିତ ୯ଟି ରମ୍ୟ ରଚନା, ୭ଟି କବିତା ଓ ୮ଟି ଶିଶୁ ସାହିତ୍ୟ ପୁସ୍ତକ ରଚନା କରିଛନ୍ତି ।

ସମାଲୋଚନା

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨ - (ଭିନ୍ନ ଇଲାକା: ଭିନ୍ନ ଦୃଷ୍ଟି ପାଇଁ)
  • ବିଷୁବ ପୁରସ୍କାର, ୨୦୧୭
  • ସାରଳା ସମ୍ମାନ, ୨୦୧୪
  • ଗୋପୀନାଥ ନନ୍ଦ ପ୍ରବନ୍ଧ ଓ ସମାଲୋଚନା ସମ୍ମାନ, ୧୯୯୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ପୁରସ୍କାର

ଆଧାର

Tags:

ବୈଷ୍ଣବ ଚରଣ ସାମଲ ପ୍ରାରମ୍ଭିକ ଜୀବନୀବୈଷ୍ଣବ ଚରଣ ସାମଲ ରଚନାବଳୀବୈଷ୍ଣବ ଚରଣ ସାମଲ ସମ୍ମାନ ଓ ପୁରସ୍କାରବୈଷ୍ଣବ ଚରଣ ସାମଲ ଆଧାରବୈଷ୍ଣବ ଚରଣ ସାମଲଓଡ଼ିଆ ଭାଷାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

🔥 Trending searches on Wiki ଓଡ଼ିଆ:

ଅକ୍ଷାଂଶଓଡ଼ିଶାକାଗଜଲିଙ୍ଗରାଜ ମନ୍ଦିରଛାରପୋକଉତ୍କଳ ବିଶ୍ୱବିଦ୍ୟାଳୟଜଗନ୍ନାଥ ମନ୍ଦିରତିଳ ଚତୁର୍ଥୀପଙ୍କଜ ଉଧାସରାଜେନ୍ଦ୍ର କିଶୋର ପଣ୍ଡାନଅଙ୍କ ଦୁର୍ଭିକ୍ଷଚଇତି ଘୋଡ଼ା ନାଚଉପନିଷଦଶ୍ରବଣା (ନକ୍ଷତ୍ର)ସରୋଜିନୀ ସାହୁମସ୍କୋମନୋଜ କୁମାର ମିଶ୍ରଭଦଭଦଳିଆସରଳା ଦେବୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଜାଭା (ପ୍ରୋଗ୍ରାମିଂ ଭାଷା)ରାଜକିଶୋର ରାୟବର୍ଷାକୋଚିଲାତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରବିରଳା ମନ୍ଦିର, କୋଲକାତାଆପେଣ୍ଡିସାଇଟିସରାଧାନାଥ ରଥତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟସାରଳା ମନ୍ଦିରରଥଯାତ୍ରାଲକ୍ଷ୍ମୀକାନ୍ତ ମହାପାତ୍ରରାଜ୍ୟ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାସୁନାବେଶଟ୍ରାପିଜିଅମରାକ୍ଷୀ ପୂର୍ଣ୍ଣିମାହେପାଟାଇଟିସବିସ୍ଥାପିତ କାନ୍ଧ ଗଣ୍ଠିଭଗବତ ଗୀତାରେଶମ ପଥଜଣ୍ଡିସ୍ବଳଦେବଜୀଉ ମନ୍ଦିର୧୬୬୫ହମିଦା ବାନୁ ବେଗମକଳସା ଚଉତିଶାଓଡ଼ିଆ ଭ୍ରମଣ ସାହିତ୍ୟଆଶୁତୋଷ ପରିଡ଼ାଅଚ୍ୟୁତାନନ୍ଦ ଦାସବାମାଚରଣ ମିତ୍ରରାଜକିଶୋର ପଟ୍ଟନାୟକଚାନ୍ଦ୍ରମାସନନ୍ଦନକାନନ ଜୀବ ଉଦ୍ୟାନପରିବେଶବନ୍ୟାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଚୁଡ଼ାମହାଦେଶତ୍ରିଭୁଜ୧୯ ମାର୍ଚ୍ଚଶବ୍ଦ (ପଦ)ଦେବଗଡ଼ ଜିଲ୍ଲାମଟର ସାଇକେଲଉଦୟନାଥ ଷଡ଼ଙ୍ଗୀ୭୦୧ଭାରତୀୟ ମହାକାଶ ଗବେଷଣା ସଂସ୍ଥାମଦର ଟେରେସାନମିତା ଅଗ୍ରୱାଲ୨୦୦୬ଗିରିଧର ଗମାଙ୍ଗମଧୁସୂଦନ ରାଓହେପାଟାଇଟିସ ବିହନୁମାନ ଚାଳିଶା🡆 More