ବିଧାନ ସଭା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ

ଢେଙ୍କାନାଳ (କ୍ରମିକ ସଂଖ୍ୟା: ୫୫) ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଢେଙ୍କାନାଳ (ପୌ), ଗଁଦିଆ ବ୍ଳକ ଓ ଢେଙ୍କାନାଳ ବ୍ଳକର କିଛି ଅଞ୍ଚଳ ।

ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୩୩,୬୯୬
ଜିଲ୍ଲା: ଢେଙ୍କାନାଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଢେଙ୍କାନାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସରୋଜ କୁମାର ସାମଲ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ରଙ୍କଠାରୁ ୩୨୯୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପ୍ରାର୍ଥୀ ନବୀନ ନନ୍ଦ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁଧିର କୁମାର ସାମଲଙ୍କଠାରୁ ୬,୯୩୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଢେଙ୍କାନାଳ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ରାକପା ନବୀନ ନନ୍ଦ ୫୧,୧୧୮ ୩୫.୨୮ -
କଂଗ୍ରେସ ସୁଧିର କୁମାର ସାମଲ ୪୪,୧୮୫ ୩୦.୫୦ -
ଭାଜପା କୃଷ୍ଣ ଚନ୍ଦ୍ର ପାତ୍ର ୪୧,୦୩୨ ୨୮.୩୨ -
ସମୃଦ୍ଧ ଓଡ଼ିଶା ଅନୁପମା ବରାଳ ୧,୯୩୬ ୧.୩୪ -
ବସପା ନିରୋଜ ନଳିନୀ ମହାଳିକ ୧,୮୧୫ ୧.୨୫ -
ଆରପିଆଇ ଶେଖ ଅବଦୁଲ ୱାଲି ୧,୨୦୩ ୦.୮୩ -
କଳିଙ୍ଗ ସେନା ଚକ୍ରଧର ନାୟକ ୯୪୬ ୦.୬୫ -
ସ୍ୱାଧୀନ ମଧୁସୂଦନ ନାଏକ ୯୪୫ ୦.୬୫ -
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ଉତ୍କଳ ଖଟୁଆ ୮୭୧ ୦.୬୦ -
ସ୍ୱାଧୀନ ବନ ମହାରଣା ୮୩୭ ୦.୫୮ -
ଭୋଟ ବ୍ୟବଧାନ ୬,୯୩୩ ୪.୭୯* -
ମତଦାନ ହାର ୧,୪୪,୯୧୪ ୬୪.୫୮ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

ବାହାର ତଥ୍ୟ

Tags:

ବିଧାନ ସଭା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ ୨୦୦୯ ନିର୍ବାଚନ ଫଳାଫଳବିଧାନ ସଭା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ ନିର୍ବାଚିତ ବିଧାୟକଗଣବିଧାନ ସଭା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ ଆଧାରବିଧାନ ସଭା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ ବାହାର ତଥ୍ୟବିଧାନ ସଭା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଢେଙ୍କାନାଳଢେଙ୍କାନାଳ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଜ୍ୟୋତିର୍ଲିଙ୍ଗରବୀନ୍ଦ୍ରନାଥ ଠାକୁରରାଜକିଶୋର ପଟ୍ଟନାୟକଶ୍ରଦ୍ଧାକର ସୂପକାରମଧୁସୂଦନ ଦାସସଂକ୍ରାନ୍ତିନନ୍ଦିଘୋଷମୌଳିକ ସଂଖ୍ୟାବାମାଚରଣ ମିତ୍ରଟ୍ରାଲୋକିନୁମାବକୁଞ୍ଜବିହାରୀ ଦାଶଜୀବସାର ଗଚାଣକ୍ୟରାଧାନାଥ ରାୟମହାପ୍ରସାଦମହାରାଷ୍ଟ୍ରବର୍ଷାଇନ୍ଦିରା ଗାନ୍ଧୀମୁକୁନ୍ଦ ଦେବଗାଲୁଆଓଡ଼ିଆ କଥାଚିତ୍ର ଜଗତଭଣ୍ଡ ଗଣେଶପାଇକ ବିଦ୍ରୋହପ୍ରଥମ ବିଶ୍ୱଯୁଦ୍ଧରାଜ ଯୋଗଚବିଶ ଗୁରୁପ୍ରଥମ ଭାସ୍କରଭୃସଙ୍ଗ ଗଛବିରଜା ମନ୍ଦିର୧ (ସଂଖ୍ୟା)ଗୋପାଳ ଚନ୍ଦ୍ର ପ୍ରହରାଜବ୍ରଜନାଥ ରଥକଣ୍ଡୋମବିଶ୍ୱ ଏଡ୍‌ସ ଦିବସଆଣ୍ଡାମାନ ସାଗରସାରଥୀ ବାବାଓଡ଼ିଆ ସାହିତ୍ୟର ଇତିହାସବୈଜୟନ୍ତ ପଣ୍ଡାଜନ୍ମ ନିରୋଧମନୋଜ ଦାସଙ୍କ କଥା ଓ କାହାଣୀତମନ୍ନା ବ୍ୟାସଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଉତ୍କଳ ଦିବସପ୍ରତିଭା ଶତପଥୀଗୋପାଳ ଛୋଟରାୟକାଗଜଉଇକିଅଭିଧାନଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିମୁକ୍ତିକାନ୍ତ ମଣ୍ଡଳଭାରତର ସଂସଦବିଜୟ ମିଶ୍ରପ୍ଲୁଟୋବାଘଅଷ୍ଟ୍ରେଲିଆଓଡ଼ିଶା ବିଧାନ ସଭାଭାରତୀୟ ଡାକ ସେବାବୈଶାଖରାଜା ରାମମୋହନ ରାୟଅଚ୍ୟୁତ ନାୟକହୀରାକୁଦ ବନ୍ଧତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରପାରମିତା ଶତପଥୀଶେୟାର ବଜାରହେମଲତା ମାନସିଂହଗଣନ ସଂଖ୍ୟାଭୂମିକମ୍ପଛାନ୍ଦvji40🡆 More