ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଲଲହଡ଼ା

ପାଲଲହଡ଼ା (କ୍ରମିକ ସଂଖ୍ୟା: ୫୯) ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାଲଲହଡ଼ା ବ୍ଳକ ଓ କଣିହାଁ ବ୍ଳକର କିଛି ଅଞ୍ଚଳ ।

ପାଲଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧, ୫୪,୨୪୬
ଜିଲ୍ଲା: ଅନୁଗୋଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଢେଙ୍କାନାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମହେଶ ସାହୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଅଶୋକ ମହାନ୍ତିଙ୍କଠାରୁ ୫୨୯୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରବି ନାରାୟଣ ପାଣି, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ୫,୪୬୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ପାଲଲହଡ଼ା
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରବି ନାରାୟଣ ପାଣି ୪୦,୯୮୦ ୩୭.୯୬ -
ଭାଜପା ଧର୍ମେନ୍ଦ୍ର ପ୍ରଧାନ ୩୫,୫୧୩ ୩୨.୯୦ -
କଂଗ୍ରେସ ବିବୁଧେନ୍ଦ୍ର ପ୍ରତାପ ଦାସ ୨୧,୨୫୮ ୧୯.୬୯ -
ସ୍ୱାଧୀନ ଶ୍ରୀପତି ସିଙ୍କୋ ୨,୩୪୫ ୨.୧୭ -
ସପା ଅବନି କୁମାର ସାହୁ ୧,୮୬୭ ୧.୭୩ N/A
ବସପା ପରମାନନ୍ଦ ବିଳାସ ୧,୩୧୧ ୧.୨୧ -
ସ୍ୱାଧୀନ ଚିତ୍ତରଞ୍ଜନ ପ୍ରଧାନ ୯୮୩ ୦.୯୧ -
ସ୍ୱାଧୀନ ସଞ୍ଜୟ କୁମାର ନାଏକ ୭୬୮ ୦.୭୧ -
ସ୍ୱାଧୀନ ବୀରବର ବେହେରା ୫୭୬ ୦.୫୩ -
ସ୍ୱାଧୀନ ଗୟାଧର କିଷାନ ୫୨୮ ୦.୪୯ -
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ଦୁଲଭ ବେହେରା ୪୮୯ ୦.୪୫ -
ସ୍ୱାଧୀନ ରାଉତରା ନାଏକ ୩୯୪ ୦.୩୬ -
କଳିଙ୍ଗ ସେନା ରମେଶ ଚନ୍ଦ୍ର ସାହୁ ୩୭୩ ୦.୩୫ -
ସ୍ୱାଧୀନ ମନୋଜ କୁମାର ନାୟକ ୩୦୧ ୦.୨୮ -
ସ୍ୱାଧୀନ ବିଜୟ କୁମାର ପ୍ରଧାନ ୨୭୧ ୦.୨୫ -
ଭୋଟ ବ୍ୟବଧାନ ୫,୪୬୭ ୫.୦୬* -
ମତଦାନ ହାର ୧,୦୭,୯୫୯ ୭୩.୯୩ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଅନୁଗୋଳ ଜିଲ୍ଲାଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା

🔥 Trending searches on Wiki ଓଡ଼ିଆ:

ଜହ୍ନକମ୍ପ୍ୟୁଟରଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାଲକାନଗିରି ଜିଲ୍ଲାଓଡ଼ିଆ ସାହିତ୍ୟଶ୍ରାଦ୍ଧମହିଳା ଯୌନାଙ୍ଗ ଛେଦନନନ୍ଦନକାନନ ଜୀବ ଉଦ୍ୟାନଟୁକୁନି ସାହୁପ୍ରେମନବୀନ ପଟ୍ଟନାୟକଦ୍ଵାରକାଧୀଶ ମନ୍ଦିରଓଡ଼ିଆ ଭ୍ରମଣ ସାହିତ୍ୟପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଶ୍ରୀରାଧାପ୍ରଧାନ ପୃଷ୍ଠାମହାତ୍ମା ଗାନ୍ଧୀବିସ୍ଥାପିତ କାନ୍ଧ ଗଣ୍ଠିହୃଷୀକେଶ ମଲ୍ଲିକଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗନନ୍ଦିଘୋଷଭକ୍ତ ଚରଣ ଦାସ (ରାଜନେତା)ରବୀନ୍ଦ୍ରନାଥ ଠାକୁରତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରରସଗୋଲାଚବିଶ ଗୁରୁଓଡ଼ିଶାର ସଂସ୍କୃତିପୁନମ ମିଶ୍ରଉଦ୍ଭିଦଗିରିଧର ଗମାଙ୍ଗରାଧାନାଥ ରାୟଗଙ୍ଗାଧର ରଥମୟୂରଭଞ୍ଜ ଜିଲ୍ଲାଓଡ଼ିଶାର ଲୋକନୃତ୍ୟପ୍ରାଣବନ୍ଧୁ କରଗୋପାଳ କୃଷ୍ଣ ରଥଇନ୍ଦିରା ଗାନ୍ଧୀଭାରତୀୟ ଜନତା ପାର୍ଟିମହାପ୍ରସାଦଗର୍ଭାଶୟ ଅନ୍ତଃସ୍ତର କର୍କଟବ୍ରାହ୍ମ ସମାଜମହୁଶ୍ରବଣ ( ରାମାୟଣ ର ଚରିତ୍ର )ଜଗନ୍ନାଥ ପ୍ରସାଦ ଦାସଚାରି ଧାମଓଡ଼ିଆ ଖାଦ୍ୟଗୋପବନ୍ଧୁ ଦାସଧର୍ମଶାନ୍ତନୁ କୁମାର ଆଚାର୍ଯ୍ୟନୟାଗଡ଼ ଜିଲ୍ଲାବିରିୟାନୀବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀନାରାୟଣ ସାହୁକୃଷ୍ଣଚନ୍ଦ୍ର ପାଣିଗ୍ରାହୀଓଡ଼ିଆ ଲିପିତାଳଧ୍ୱଜଫରିନା ଆଜାଦବର୍ଷା ପ୍ରିୟଦର୍ଶିନୀମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାପଥ ଓ ପୃଥିବୀଢେଙ୍କାନାଳକୁତାମ ଚଣ୍ଡୀ ମନ୍ଦିରକୋଳିଭଦ୍ରକ ଜିଲ୍ଲାହୀରାକୁଦ ବନ୍ଧ୧୯ ମାର୍ଚ୍ଚଆନ୍ତର୍ଜାତିକ ମହିଳା ଦିବସବାଙ୍କୀଇତିହାସସରସ୍ୱତୀ ସମ୍ମାନବାରବାଟି ଦୁର୍ଗଛତୁ ତରକାରୀ🡆 More