ଅନୁଗୋଳ ଜିଲ୍ଲା: ଓଡ଼ିଶାର ଜିଲ୍ଲା, ଭାରତ

]

ଅନୁଗୋଳ
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାସମ୍ବଲପୁର, ଢେଙ୍କାନାଳ
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୫ଟି ଆସନ
 
  • ୧. ପାଲଲହଡ଼ା (୫୯)
    ୨. ତାଳଚେର(୬୦)
    ୩. ଅନୁଗୋଳ(୬୧)
    ୪. ଛେଣ୍ଡିପଦା(୬୨)
    ୫. ଆଠମଲ୍ଲିକ(୬୩)
Area
 • ଜିଲ୍ଲା6232 km2 (2,406 sq mi)
Population
 (୨୦୧୧)
 • ଜିଲ୍ଲା୧୨୭୧୭୦୩
 • Density199/km2 (520/sq mi)
 • Urban
୨୦୬୩୯୪
 • Rural
୧୦୬୫୩୦୯
 • ୬ ବର୍ଷରୁ କମ ଶିଶୁ
୧୪୫୬୯୦
Time zoneIST (+୫.୩୦)
ଡାକ କୋଡ଼ (ପିନ)
୭୫୯ ୧xx
ତାର (ଏସ.ଟି.ଡ଼ି)୦୬୭୬x
ଯାନବାହାନ ପଞ୍ଚୀକରଣOD-19
ଜିଲ୍ଲାପାଳଅରବିନ୍ଦ ଅଗରୱାଲ
WebsiteOfficial website
ସମ୍ୟକ ତଥ୍ୟ
ଉପଖଣ୍ଡ:
ବ୍ଳକ:
ପୌର ପରିଷଦ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ସହର:
ତହସିଲ:
ଗ୍ରାମ ପଞ୍ଚାୟତ: ୧୮୦
ଗ୍ରାମ: ୧,୯୨୨
ଜଙ୍ଗଲ ଅଞ୍ଚଳ : ୨,୭୧୬.୮୨ କି.ମି.²

ଅନୁଗୋଳ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଅନୁଗୋଳ ସହର ଏହି ଜିଲାର ପ୍ରଶାସନିକ ମୁଖ୍ୟ ସହର ।

ଇତିହାସ

ଭୂଗୋଳ

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ, ଅନୁଗୋଳ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୨,୭୧,୭୦୩ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୬୫,୩୦୯ ଓ ସହରାଞ୍ଚଳରେ ୨,୦୬,୩୯୪ ଲୋକ ବାସ କରନ୍ତି ।

  • ପୁରୁଷ: ୬,୫୪,୮୯୮
  • ମହିଳା: ୬,୧୬,୮୦୫
    • ଛ ବର୍ଷରୁ କମ: ୧,୪୫,୬୦୯
  • ସାକ୍ଷରତା ହାର ୭୮.୯୬%
    • ପୁରୁଷ: ୮୭.୦୬%
    • ମହିଳା: ୭୦.୪୪%

ସହର ନଜର

ଦର୍ଶନୀୟ ସ୍ଥାନ

ରାଜନୀତି

ସୂଚନା:
ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ

# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
୫୯ ପାଲଲହଡ଼ା ଅଣ ସଂରକ୍ଷିତ ପାଲଲହଡ଼ା, କଣିହା (ଅଂଶ) ରବି ନାରାୟଣ ପାଣୀ ବିଜଦ
୬୦ ତାଳଚେର ଅଣ ସଂରକ୍ଷିତ ତାଳଚେର (ପୌ), ତାଳଚେର, କଣିହା (ଅଂଶ) ବ୍ରଜ କିଶୋର ପ୍ରଧାନ ସ୍ୱାଧୀନ
୬୧ ଅନୁଗୋଳ ଅଣ ସଂରକ୍ଷିତ ଅନୁଗୋଳ (ପୌ), ନାଲକୋନଗର, ଅନୁଗୋଳ (ଅଂଶ), ବଅଁରପାଳ (ଅଂଶ) ରଜନୀକାନ୍ତ ସିଂହ ବିଜଦ
୬୨ ଛେଣ୍ଡିପଦା ଅନୁସୂଚିତ ଜାତି ଛେଣ୍ଡିପଦା, ବଅଁରପାଳ (ଅଂଶ) ଖଗେଶ୍ୱର ବେହେରା ବିଜେଡି
୬୩ ଆଠମଲ୍ଲିକ ଅଣ ସଂରକ୍ଷିତ ଆଠମଲ୍ଲିକ (ବି), ଆଠମଲ୍ଲିକ, କିଶୋରନଗର, ଅନୁଗୋଳ (ଅଂଶ) ସଞ୍ଜୀବ କୁମାର ସାହୁ ବିଜଦ

ଆଧାର

ଅଧିକ ତଥ୍ୟ

Tags:

ଅନୁଗୋଳ ଜିଲ୍ଲା ଇତିହାସଅନୁଗୋଳ ଜିଲ୍ଲା ଭୂଗୋଳଅନୁଗୋଳ ଜିଲ୍ଲା ସହର ନଜରଅନୁଗୋଳ ଜିଲ୍ଲା ଦର୍ଶନୀୟ ସ୍ଥାନଅନୁଗୋଳ ଜିଲ୍ଲା ରାଜନୀତିଅନୁଗୋଳ ଜିଲ୍ଲା ଆଧାରଅନୁଗୋଳ ଜିଲ୍ଲା ଅଧିକ ତଥ୍ୟଅନୁଗୋଳ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

୧୧ ଫେବୃଆରୀଉତ୍ତମ ମହାନ୍ତିଚିନ୍ତାମଣି ବେହେରାଭାରତୀୟ ଜନତା ପାର୍ଟିରଥରତ୍ନାକର ଚଇନି୧୮୬୬ଗୋଦାବରୀଶ ମହାପାତ୍ରଗୁରୁବିରଜା ମନ୍ଦିର୨ ଜୁନମଧ୍ୟ ଏସିଆଗୋପୀନାଥ ମହାନ୍ତିସୁଶାନ୍ତ ସିଂହବର୍ଷା ପ୍ରିୟଦର୍ଶିନୀମହମ୍ମଦବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ୮ ଅପ୍ରେଲଇଟାମାଟି ଗ୍ରାମତପସ୍ୱିନୀବଲାଙ୍ଗୀରଚକ୍ଷୁଗୋଲକ ଫାଟପାର୍ବତୀଧାତୁପ୍ରାଣୀ ବିଜ୍ଞାନଗୌତମ ବୁଦ୍ଧଆହେ ଦୟାମୟ ବିଶ୍ୱ ବିହାରୀମିଳିତ ଜାତିସଂଘwiki.phtmlପୋଙ୍ଗଲବୀଣାପାଣି ମହାନ୍ତିପୂର୍ବେଶ୍ୱର ଶିବ ମନ୍ଦିରବ୍ରହ୍ମୋତ୍ରୀ ମହାନ୍ତିଚିକିତ୍ସା ବିଜ୍ଞାନଓଡ଼ିଆ ନାଟକକେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବୀଜାଣୁସାରଳା ମହାଭାରତଅନ୍ତରା ଚକ୍ରବର୍ତ୍ତୀସାମାଜିକ ବିଜ୍ଞାନଓଡ଼ିଶା ସରକାରଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୯୫୩ମହେଶ ସାହୁକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବ୍ରଜନାଥ ବଡ଼ଜେନାଓଡ଼ିଶୀମଙ୍ଗଳା ମନ୍ଦିରଛବିଳ ମଧୁ ବର୍ଣ୍ଣବୋଧ୧୩ ଅପ୍ରେଲପଇସାସାତକଡ଼ି ହୋତାଜାଭା (ପ୍ରୋଗ୍ରାମିଂ ଭାଷା)ବିଦ୍ୟୁତନାରୀବାଦଶୁକ୍ର୨୫ ନଭେମ୍ବରବିଜ୍ଞାନ୨୧ ମାର୍ଚ୍ଚପ୍ରସନ୍ନ କୁମାର ପାଟ୍ଟଶାଣୀବକ୍ସି ଜଗବନ୍ଧୁଗ୍ରହ୩ ଅଗଷ୍ଟନଦୀପ୍ରତୀକ୍ଷାମୟୂରଭଞ୍ଜ ଜିଲ୍ଲାଯଦୁମଣି ମହାପାତ୍ରମ୍ୟାଲେରିଆଓଡ଼ିଶାର ଲୋକନୃତ୍ୟଲବଣ ସତ୍ୟାଗ୍ରହ🡆 More