ଶାନ୍ତନୁ କୁମାର ଆଚାର୍ଯ୍ୟ

ଶାନ୍ତନୁ ଆଚାର୍ଯ୍ୟ (ଜନ୍ମ: ୧୫ ମଇ ୧୯୩୩) ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ ।

ଶାନ୍ତନୁ କୁମାର ଆଚାର୍ଯ୍ୟ
ଶାନ୍ତନୁ କୁମାର ଆଚାର୍ଯ୍ୟ
ଜନ୍ମ ଓ ଜନ୍ମସ୍ଥାନ (1933-05-15) ୧୫ ମଇ ୧୯୩୩ (ବୟସ ୯୦)
ମୋମିନପୁର, ଖିଦିରପୁର, କଲିକତା
ବୃତ୍ତିଅଧ୍ୟାପନା
ଭାଷାଓଡ଼ିଆ
ଶିକ୍ଷାସ୍ନାତକୋତ୍ତର (ରସାୟନ ବିଜ୍ଞାନ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିନର କିନ୍ନର
ଚଳନ୍ତି ଠାକୁର
ପୁରସ୍କାରଶାରଳା ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀନିରୁପମା ଆଚାର୍ଯ୍ୟ
ସନ୍ତାନପ୍ରଜେଶ ନନ୍ଦିନୀ, ନିବେଦିତା, ଜୁଲି
ପିତାମାତାଅନନ୍ତ ନାରାୟଣ ଆଚାର୍ଯ୍ୟ, କୃଷ୍ଣପ୍ରିୟା ଦେବୀ

ଶାନ୍ତନୁ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ ‌। ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ । ୧୯୯୨ ମସିହା ଜୁନ ୩୦ ତାରିଖ ଦିନ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପଦବୀରୁ ଅବସର ଗ୍ରହଣ କରିଥିଲେ ।

ସାହିତ୍ୟ ସର୍ଜନା

ଶାନ୍ତନୁ ଆଚାର୍ଯ୍ୟ ୧୫ଟି ଉପନ୍ୟାସ, ୨୦ଟି କ୍ଷୁଦ୍ରଗଳ୍ପ ସଂକଳନ ୧୦ ଶିଶୁସାହିତ୍ୟ ପୁସ୍ତକ ସହ ଏକାଧିକ ବହିର ରଚୟିତା ।

ଉପନ୍ୟାସ

  • ଜେଜେ ମଲାପରେ (୨୦୨୦)
  • ଅନୋମାର କନ୍ୟା (୨୦୦୩)
  • ତୃଷ୍ଣା: ଏକ ଅନାବିଷ୍କୃତ ଆମେରିକା (୧୯୯୯)
  • ସ୍ୱର୍ଣ୍ଣ ତ୍ରିଭୁଜ (୧୯୯୮)
  • ବିଲି ଗୋଟ ବନାମ ଉରୁବେଳ ଘୋଟକ (୧୯୯୭)
  • ଅନୁ ହଜିଯିବାପରେ (୧୯୯୬)
  • ଅଦୃଶ୍ୟ ଜଗତର ବାର୍ତ୍ତା (୧୯୯୬)
  • ଧରିତ୍ରୀର କାନ୍ଦ (୧୯୯୪)
  • ମନ୍ତ୍ରୀଙ୍କ ସେୟାର (୧୯୮୮)
  • ଶକୁନ୍ତଳା (୧୯୮୦)
  • ଅନ୍ୟ ଏକ ସକାଳ ଅନ୍ୟ ଏକ ଭାରତ (୧୯୭୭)
  • ଯାତ୍ରାର ପ୍ରଥମ ପାଦ (୧୯୭୬)
  • ଦକ୍ଷିଣାବର୍ତ୍ତ, (୧୯୭୩)
  • ତିନୋଟି ରାତିର ସକାଳ (୧୯୬୯)
  • ଶତାବ୍ଦୀର ନଚିକେତା (୧୯୬୫)
  • ନର କିନ୍ନର (୧୯୬୨)

ଗଳ୍ପ

  • ପିତ ପ୍ରସ୍ତର ଉଦ୍ୟାନ, ୨୦୧୦
  • ଶାନ୍ତନୁ ଆଚାର୍ଯ୍ୟଙ୍କ ଗଳ୍ପ ସମଗ୍ର, ପ୍ରଥମ ଖଣ୍ଡ-୨୦୦୯
  • ତୃତୀୟ ନେତ୍ର, ୨୦୦୭
  • ରେକର୍ଡ ବ୍ରେକର, ୨୦୦୬
  • ଛାୟା ପୁରୁଷ, ୨୦୦୫
  • ଦୃଶ୍ୟ ଅଦୃଶ୍ୟ, ୨୦୦୨
  • ଜଳଛବିର ରାତି, ୧୯୯୯
  • ଶ୍ରେଷ୍ଠ ଗଳ୍ପ, ୧୯୯୮
  • ଗଳ୍ପ ବର୍ଣ୍ଣାଳୀ, ୧୯୯୭
  • ନାତାଲିଆର ଓଁକାର, ୧୯୯୫
  • ଚଳନ୍ତି ଠାକୁର, ୧୯୯୧
  • ସର୍ପ ଯାନ, ୧୯୮୪
  • ଆଦ୍ୟ ସକାଳ, ୧୯୮୫
  • କରଞ୍ଜିଆ ଡାଏରୀ, ୧୯୮୪
  • ଏକବିଂଶ ଶତାବ୍ଦୀ ପାଇଁ ଗଳ୍ପ, ୧୯୭୮
  • ଅଦିନ ବଉଳ, ୧୯୭୮
  • ଅରଣ୍ୟର ଚୁଳ, ୧୯୭୪
  • ଏଇ ଶେଷ ପଦଟି, ୧୯୭୨
  • ଦୂର୍ବାର, ୧୯୬୫
  • ମନ ମର୍ମର, ୧୯୬୨

ଶିଶୁ ସାହିତ୍ୟ

  • ମୋ କାଠ ଘୋଡ଼ା କଥା କହେ (୧୯୬୧)
  • ବାଗ ବଗିଚାର ସୌଦାଗର (୧୯୬୨)
  • ଆକାଶକୁ ସାତୋଟି ପାହାଚ (୧୯୬୩)
  • କୋଶୀ ଉପତ୍ୟକାର ରାଜକୁମାର ମୋହନ (୧୯୬୪)
  • ଶକ୍ତିର କରାମତି (୧୯୭୧)
  • ମୋ ନାମ ଡା ଭିନ୍‌ସି ଓ ନିଆଁ ଲଗା ଓପି (୧୯୮୦)
  • ନିତିଦିନିଆ ଜୀବନରେ ବିଜ୍ଞାନ (୧୯୮୯)
  • ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ (୧୯୮୯)
  • ଦିନେ ଆକାଶ ବି ନଥିଲା (୨୦୦୧)
  • ପୀତ ପ୍ରସ୍ତର ଜାତୀୟ ଉଦ୍ୟାନ (୨୦୧୦)

ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୩ (ଚଳନ୍ତି ଠାକୁର କ୍ଷୁଦ୍ରଗଳ୍ପ ସଂକଳନ ନିମନ୍ତେ)
  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୪
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୫ (ନରକିନ୍ନର ଉପନ୍ୟାସ ନିମନ୍ତେ)
  • ବିଷୁବ ପୁରସ୍କାର, ୧୯୯୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଶାରଳା ପୁରସ୍କାର (୧୯୮୭, ଶକୁନ୍ତଳା ଉପନ୍ୟାସ ନିମନ୍ତେ)
  • ସାହିତ୍ୟ ଭାରତୀ ସମ୍ମାନ, ୨୦୦୩
  • ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ସମ୍ମାନ,୨୦୨୧(ଶିଶୁ ସାହିତ୍ୟ ଲେଖକ ସମ୍ମେଳନ, ଓଡ଼ିଶା ପ୍ରଦତ୍ତ)
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଶିଶୁ ସାହିତ୍ୟ ପୁରସ୍କାର, ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାର
    • ୧୯୬୧: ମୋ କାଠଘୋଡ଼ା କଥା କହେ
    • ୧୯୬୩: ଆକାଶକୁ ସାତୋଟି ପାହାଚ

ସହାୟକ ଗ୍ରନ୍ଥ

  • ଆମ ସମୟର ସୃଜନୀ, ୨୦୧୦-୧୧ (ଶାନ୍ତନୁ କୁମାର ଆଚାର୍ଯ୍ୟ ବିଶେଷାଙ୍କ)

ଆଧାର

Tags:

ଶାନ୍ତନୁ କୁମାର ଆଚାର୍ଯ୍ୟ ସାହିତ୍ୟ ସର୍ଜନାଶାନ୍ତନୁ କୁମାର ଆଚାର୍ଯ୍ୟ ପୁରସ୍କାର ଓ ସମ୍ମାନଶାନ୍ତନୁ କୁମାର ଆଚାର୍ଯ୍ୟ ଆଧାରଶାନ୍ତନୁ କୁମାର ଆଚାର୍ଯ୍ୟ ଅଧିକ ତଥ୍ୟଶାନ୍ତନୁ କୁମାର ଆଚାର୍ଯ୍ୟଓଡ଼ିଆ ସାହିତ୍ୟକଲିକତା

🔥 Trending searches on Wiki ଓଡ଼ିଆ:

ଅନ୍ନପୂର୍ଣ୍ଣା ମହାରଣାଦି ଟାଇମସ୍ ଅଫ୍ ଇଣ୍ଡିଆବୁଧେଇ ଓଷା୨୭ ଅପ୍ରେଲକଲମପ୍ରଶାନ୍ତ ନନ୍ଦବରଗଛବର୍ଷା ପ୍ରିୟଦର୍ଶିନୀପ୍ରଧାନ ପୃଷ୍ଠାଭାରତର ସଂସ୍କୃତିସାରଳା ମନ୍ଦିରଅଶୋକାଷ୍ଟମୀଚାନ୍ଦବାଲିମିଆ ଖଲିଫାକୃଷ୍ଣପ୍ରସାଦ ମିଶ୍ରସ୍ତନ୍ୟପାୟୀଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଶିବମହାଭାରତନାରାୟଣ ସାହୁ (୧୯୨୮ ଜନ୍ମ)ଭୀମ ଭୋଇଶାନ୍ତନୁ କୁମାର ଆଚାର୍ଯ୍ୟଆମ୍ବପର୍ଫେନାଜାଇନସଞ୍ଚିତା ମହାନ୍ତିଗଙ୍ଗାଧର ମେହେରସୁନାବେଶଭାରତର ପ୍ରଧାନମନ୍ତ୍ରୀକ୍ଷୀରଦୁର୍ଗାଷ୍ଟମୀକରଣ (ଜାତି)ମହାବୀର ଜୈନଭଗବତୀ ଚରଣ ପାଣିଗ୍ରାହୀଇଂରାଜୀ ଭାଷାଇତିହାସଗୋଦାବରୀଶ ମହାପାତ୍ରରମାକାନ୍ତ ପଣ୍ଡାସୁଗ୍ରୀବକାଟୁଲୁ ରବି କୁମାରଗୋବିନ୍ଦ ତ୍ରିପାଠୀଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନମୋହ‌ନ ଲାଲଜାତୀୟ ବିଜ୍ଞାନ ଦିବସଫାଇଲେରିଆଧରଣୀଧର ଭୂୟାଁସଚ୍ଚିଦାନନ୍ଦ ରାଉତରାୟସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭି. କାର୍ତ୍ତିକେୟ ପାଣ୍ଡିଆନଜାପାନଶିବ ସେନାଉପେନ୍ଦ୍ର କିଶୋର ଦାସହନୁମାନ ଚାଳିଶାଧର୍ମଧୋତିଓଡ଼ିଶାର କଳାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାୟୁ ଟ୍ୟୁବଜିନା ସାମଲଗଜେନ୍ଦ୍ର ପ୍ରସାଦ ସାହୁଭୁବନେଶ୍ୱର ବେହେରାନନ୍ଦିନୀ ଶତପଥୀଓଡ଼ିଶାର ସଂସ୍କୃତିଅନନ୍ତ ପଟ୍ଟନାୟକଓଡ଼ିଆ ନବବର୍ଷଉଇକିକମନ୍ସ୮ ଅପ୍ରେଲ🡆 More