ପ୍ରଶାନ୍ତ ନନ୍ଦ: ଓଡ଼ିଆ ରାଜନୀତିଜ୍ଞ

ପ୍ରଶାନ୍ତ ନନ୍ଦ (ଜନ୍ମ ୨ ମଇ ୧୯୪୭) ଓଡ଼ିଶାର ଜଣେ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ, କାହାଣୀକାର, ଗୀତିକାର, ପ୍ରଚ୍ଛଦପଟ ଗାୟକ ଓ ରାଜନେତା । ସେ ଓଡ଼ିଶାର ଶିକ୍ଷାମନ୍ତ୍ରୀ ଭାବରେ ମଧ୍ୟ କାମ କରିଥିଲେ ।

ପ୍ରଶାନ୍ତ ନନ୍ଦ
ପ୍ରଶାନ୍ତ ନନ୍ଦ: ଫିଲ୍ମରେ ଭୂମିକା, ସାହିତ୍ୟ ରଚନା, ପୁରସ୍କାର ଓ ସମ୍ମାନ
ଜନ୍ମ (1947-05-02) ୨ ମଇ ୧୯୪୭ (ବୟସ ୭୬)
କଟକ
ଶିକ୍ଷାସ୍ନାତକୋତ୍ତର., ଏଲ.ଏଲ.ବି.
ବୃତ୍ତି(ସମୂହ)ଅଭିନେତା, ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୬୦-ଏବେଯାଏଁ
ବୈବାହିକ-ସାଥୀଅନୁପମା ନନ୍ଦ
ପିତାମାତାଜଗନ୍ନାଥ ନନ୍ଦ
ପୁରସ୍କାରଜୟଦେବ ପୁରସ୍କାର, ୧୯୯୮

ଫିଲ୍ମରେ ଭୂମିକା

ପ୍ରଶାନ୍ତ ନନ୍ଦ, ସ୍କୁଲରେ ପଢ଼ିବା ବେଳଠୁଁ ଆକାଶବାଣୀ ଶିଶୁସଂସାର କାର୍ଯ୍ୟକ୍ରମରେ ଭାଗନେଉଥିଲେ । ମଞ୍ଚରେ ଶିଶୁକଳାକାର ଭାବରେ ମଧ୍ୟ ଅଭିନୟ କରୁଥିଲେ । ଗୋଟିଏ ନାଟକରେ ଅଭିନୟ ଦେଖି ଧୀର ବିଶ୍ୱାଳକବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ତାଙ୍କୁ ଦସ୍ୟୁ ରତ୍ନାକର କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ସେ ଏଯାବତ ୪୦ଟି ଚଳଚ୍ଚିତ୍ରରେ ଅଭିନୟ କରିବା ସହ, ୨୪ଟି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ।

ନିର୍ଦ୍ଦେଶନା

ସାହିତ୍ୟ ରଚନା

ରାଜନୀତି ଓ ଅଭିନୟ ବ୍ୟତୀତ ପ୍ରଶାନ୍ତ ନନ୍ଦ ବିଭିନ୍ନ ଖବରକାଗଜରେ ସ୍ତମ୍ଭ ଲେଖନ୍ତି । ତାଙ୍କର ୪ଟି ଉପନ୍ୟାସ ଓ ୩ଟି ଗଳ୍ପ ସଂକଳନ ମଧ୍ୟ ପ୍ରକାଶିତ ହୋଇସାରିଛି ।

ଉପନ୍ୟାସ

  • ଅନୁସ୍ରବ
  • ପଲସା
  • କଳିଙ୍ଗ ଧାତା
  • ତ୍ରିକନ୍ୟା

ଗଳ୍ପ ସଂକଳନ

  • ଅକ୍ଷୟ ଅବକ୍ଷୟ
  • ଅଥଚ ଆମେ
  • ଓଲଟ ପାଲଟ

ପୁରସ୍କାର ଓ ସମ୍ମାନ

  • ଜୟଦେବ ପୁରସ୍କାର, ୧୯୮୮
  • ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
    • ଶ୍ରେଷ୍ଠ ନିର୍ଦ୍ଦେଶକ, ୨୦୧୧, (ଥୁକୁଲ୍ କଥାଚିତ୍ର)
    • ଶ୍ରେଷ୍ଠ ନିର୍ଦ୍ଦେଶକ, ୨୦୦୪, ଓମ ଶାନ୍ତି ଓମ
    • ଶ୍ରେଷ୍ଠ ନିର୍ଦ୍ଦେଶକ, ୧୯୮୦, ମା ଓ ମମତା
    • ଶ୍ରେଷ୍ଠ ଅଭିନେତା, ୧୯୭୮, ଗୌରୀ
    • ଶ୍ରେଷ୍ଠ ଅଭିନେତା, ୧୯୭୫, ମନ ଆକାଶ
    • ଶ୍ରେଷ୍ଠ ଅଭିନେତା, ୧୯୭୪, ମମତା
  • ବାଇସ୍କୋପ ପୁରସ୍କାର, ୨୦୦୫
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ- ୨୦୧୪
  • ବିଗ୍ ବସ୍ ସମ୍ମାନ - ୨୦୧୬
  • ଓଡ଼ିଶା ଫିଲ୍ମଫେଆର ପୁରସ୍କାର, ୨୦୧୫ (ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ)
  • ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ - ୨୦୨୪

ଆଧାର

Tags:

ପ୍ରଶାନ୍ତ ନନ୍ଦ ଫିଲ୍ମରେ ଭୂମିକାପ୍ରଶାନ୍ତ ନନ୍ଦ ସାହିତ୍ୟ ରଚନାପ୍ରଶାନ୍ତ ନନ୍ଦ ପୁରସ୍କାର ଓ ସମ୍ମାନପ୍ରଶାନ୍ତ ନନ୍ଦ ଆଧାରପ୍ରଶାନ୍ତ ନନ୍ଦ ଅଧିକ ତଥ୍ୟପ୍ରଶାନ୍ତ ନନ୍ଦଓଡ଼ିଶା

🔥 Trending searches on Wiki ଓଡ଼ିଆ:

ସବ୍ୟସାଚୀ ମିଶ୍ରଆଖିମହାଦେଶଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାପାପମୋଚନୀ ଏକାଦଶୀ୨୮ ଅପ୍ରେଲଛତିଶଗଡ଼ଅର୍ଥଶାସ୍ତ୍ରଶରତ କୁମାର ମହାନ୍ତିନଟବର ସାମନ୍ତରାୟବୈଷ୍ଣବ ପାଣିକୋଣାର୍କ ସୂର୍ଯ୍ୟ ମନ୍ଦିରଅଖିଳ ମୋହନ ପଟ୍ଟନାୟକରାମଚନ୍ଦ୍ର ବେହେରାନୃସିଂହ ଚରଣ ପଣ୍ଡାଜୟୀ ରାଜଗୁରୁପ୍ରଶାନ୍ତ ନନ୍ଦପୃଥିବୀକ୍ଲେଭିଡିପିନଗୌତମ ବୁଦ୍ଧକୋରାପୁଟମହାପାତ୍ର ନୀଳମଣି ସାହୁହୃଷୀକେଶ ମଲ୍ଲିକତୋରାଣିପର୍ଯ୍ୟାୟ ସାରଣୀଜୟୀରାମ ସାମଲସୁନାଯୁକ୍ତରାଷ୍ଟ୍ର ଆମେରିକାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା୭ ଅପ୍ରେଲପାରାଦ୍ୱୀପଶାନ୍ତନୁ କୁମାର ଆଚାର୍ଯ୍ୟଭୂମିକା ଦାଶଜଗନ୍ନାଥ ଦାସଓଡ଼ିଆ କଥାଚିତ୍ର ଜଗତଓଡ଼ିଆ ଖାଦ୍ୟରାଜକିଶୋର ପଟ୍ଟନାୟକସୁଦର୍ଶନ ପଟ୍ଟନାୟକସଚିନ ତେନ୍ଦୁଲକରକପିଳାସ ଶିବ ମନ୍ଦିରଛବିଳ ମଧୁ ବର୍ଣ୍ଣବୋଧତାମିଲ ଭାଷାପଖାଳହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାଶିଖରଚଣ୍ଡୀସୁଗ୍ରୀବରବି କାନୁନଗୋଓଡ଼ିଆ କବି ମାନଙ୍କର ତାଲିକାଚନ୍ଦନଲାଗି ବେଶରାମାୟଣଅଶୋକାଷ୍ଟମୀଲଳିତ ମାନସିଂହହେମୋଫିଲିଆହିଡ଼ିମ୍ବରଜିୟା ସୁଲତାନରୋମୀୟ ସାମ୍ରାଜ୍ୟଟାଟା ମୋଟରସଧୋତିପରିସଂଖ୍ୟାନ ବର୍ଗୀକରଣସିପାହୀ ବିଦ୍ରୋହପରଶୁରାମରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାବ୍ୟଞ୍ଜନ ବର୍ଣ୍ଣଓଡ଼ିଶାର ଭୂଗୋଳକଟକ ଜିଲ୍ଲାପରମାନନ୍ଦ ଆଚାର୍ଯ୍ୟବୈଷ୍ଣବ ଚରଣ ପଟ୍ଟନାୟକସିକ୍ଲ ସେଲ୍ ରୋଗକଳାପାହାଡ଼ଭାରତୀୟ ଜନଗଣନା🡆 More