ଘର ସଂସାର: ୧୯୭୩ର ଓଡ଼ିଆ କଥାଚିତ୍ର

ଗୋପାଳ ଘୋଷ ଓ ବ୍ୟୋମକେଶ ତ୍ରିପାଠୀଙ୍କ ମିଳିତ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ଘର ସଂସାର - ୧୯୭୩ ମସିହାରେ ମୁକ୍ତିଲାଭ କରିଥିଲା । ଏହି ସିନେମାରେ ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ, ସରସ୍ୱତୀ ଦେବୀ (ସର ଅପା), ଓ ସୁଜାତା ଆନନ୍ଦ ପ୍ରମୁଖ ଅଭିନୟ କରିଥିଲେ | ସଙ୍ଗୀତ ଭି.

ବାଲସରା ଓ ରାଖାଲ ମହାନ୍ତି ଗୀତ ଗୁଡ଼ିକର ସାରଣୀ

ଗୀତ ଗୀତିକାର ଗାୟକ / ଗାୟିକା
୧) ଶୁଭ ବିବାହ ବାଜେ ରେ ନାରାୟଣ ପ୍ରସାଦ ସିଂହ ନିର୍ମଳା ମିଶ୍ର, ସିପ୍ରା ବୋଷ, ଓ ସାଥୀ
୨) ଗେଲବସରର ଦିନ ସରିଗଲା ବୃନ୍ଦାବନ ଜେନା ମାନ୍ନା ଦେ
୩) ହାପି ବାର୍ଥ ଡେ ନାରାୟଣ ପ୍ରସାଦ ସିଂହ ଶ୍ଯାମଲ ମିତ୍ର ଓ ଶ୍ରାବନ୍ତୀ ମଜୁମଦାର
୪) ସପନ ବିଳାସୀ ଆମେ ନାରାୟଣ ପ୍ରସାଦ ସିଂହ ଶ୍ଯାମଲ ମିତ୍ର ଓ ନିର୍ମଳା ମିଶ୍ର
୫) ପ୍ରଭୁ ପଦ ତଳେ ପ୍ରଣତି ନାରାୟଣ ପ୍ରସାଦ ସିଂହ ଭିକାରୀ ବଳ, ମୀନା, ଓ ନିର୍ମଳା ମିଶ୍ର
୬) ମୋ ମନ ଛନ୍ ଛନ୍ ଛନ‌ରେ ବୃନ୍ଦାବନ ଜେନା ଅକ୍ଷୟ ମହାନ୍ତିସିପ୍ରା ବୋଷ
୭) ରାତ୍ ସରାବି ପ୍ରୀତ୍ ଗୁଲାବି ବୃନ୍ଦାବନ ଜେନା ଶ୍ରାବନ୍ତୀ ମଜୁମଦାର

ଦ୍ରଷ୍ଟବ୍ୟ


ଘର ସଂସାର
ନିର୍ଦ୍ଦେଶକଗୋପାଳ ଘୋଷ, ବ୍ୟୋମକେଶ ତ୍ରିପାଠୀ
କାହାଣୀରାମଚନ୍ଦ୍ର ମିଶ୍ର
କଳାକାରପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ , ସୁଜାତା ଆନନ୍ଦ
ସଙ୍ଗୀତରାଖାଲ ମହାନ୍ତି
ମୁକ୍ତିଲାଭ ତାରିଖ
୧୯୭୩
ଦେଶଘର ସଂସାର: ୧୯୭୩ର ଓଡ଼ିଆ କଥାଚିତ୍ର  ଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୬ ଲକ୍ଷ ୬୦ ହଜାର ଟଙ୍କା



Tags:

ଓଡ଼ିଆ ଭାଷାଗୋପାଳ ଘୋଷପ୍ରଶାନ୍ତ ନନ୍ଦବ୍ୟୋମକେଶ ତ୍ରିପାଠୀରାଖାଲ ମହାନ୍ତିଶରତ ପୂଜାରୀସରସ୍ୱତୀ ଦେବୀସୁଜାତା ଆନନ୍ଦ

🔥 Trending searches on Wiki ଓଡ଼ିଆ:

୧୯୮୬ହଳଦୀପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟକେନ୍ଦ୍ରାପଡ଼ାଯକୃତହିଙ୍ଗୁଳା ମନ୍ଦିରପଣସଇନ୍ଦ୍ରକୌରବଅନ୍ନପୂର୍ଣ୍ଣା ମହାରଣାଲିଙ୍ଗରାଜ ମନ୍ଦିରନିତ୍ୟାନନ୍ଦ ଶତପଥୀସଚ୍ଚିଦାନନ୍ଦ ରାଉତରାୟପୁରାଣବେଦଆଲେକ୍‌ଜାଣ୍ଡର୍ ମହାନଦ୍ଵାରକାଧୀଶ ମନ୍ଦିରସାପପାର୍ବତୀଜୟନ୍ତୀ ରଥବାମାଚରଣ ମିତ୍ରବଳରାମତାରାତାରିଣୀ ମନ୍ଦିରକାଳୀଚରଣ ପଟ୍ଟନାୟକ୫ ଡିସେମ୍ବରରେବତୀ (କ୍ଷୁଦ୍ରଗଳ୍ପ)ଶ୍ରୀନିବାସ ରାମାନୁଜନଭୌଗଳିକ ଦିଗବାରେଣିବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାକିଶୋରୀ ଚରଣ ଦାସଅଖିଳ ମୋହନ ପଟ୍ଟନାୟକଓଡ଼ିଆ ଖାଦ୍ୟଗୌତମ ବୁଦ୍ଧଭାରତୀୟ ଦଣ୍ଡ ସଂହିତା, ୧୮୬୦ଓଣମଉତ୍କଳ ସମ୍ମିଳନୀମହୁମାଛିଜଗନ୍ନାଥଙ୍କ ଧୂପକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବରାଣୀ ଲକ୍ଷ୍ମୀବାଈଲକ୍ଷ୍ମୀନାରାୟଣ ସାହୁମାର୍କ ଜୁକରବର୍ଗନେଲସନ ମଣ୍ଡେଲାବ୍ୟାଙ୍କମନସ୍କହରେ କୃଷ୍ଣ୬ ଫେବୃଆରୀସୂର୍ଯ୍ୟ ଦେବତାକାଳୀବୋହୂଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଜଗନ୍ନାଥ ମନ୍ଦିରରାମନିଓୱାଇଜ ଧୂମକେତୁଭୂମିକମ୍ପକୁମ୍ଭ (ରାଶି)ଛବିଳ ମଧୁ ବର୍ଣ୍ଣବୋଧଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଜାପାନୀ ଭାଷାହେମନ୍ତ କୁମାର ଦାସବସନ୍ତ କୁମାର ଶତପଥୀକାର୍ଲ ମାର୍କସମାଳଦ୍ଵୀପଅଷ୍ଟଭୁଜଆଣ୍ଟିବଡିରାଜୀବ ଗାନ୍ଧୀପ୍ରୋଟାମିନ ସଲଫେଟପାଟଦେଇ🡆 More