ପୁରାଣ

ପୁରାଣ ୩ପ୍ରକାର ଯଥା ୧.

ମହାପୁରାଣ, ୨. ଉପପୁରାଣ ଓ ୩. ଅତିରିକ୍ତ ପୁରାଣ

ମହାପୁରାଣ

ନାମ ଶ୍ଲୋକ ସଂଖ୍ୟା ପ୍ରଚାରକ ମୁନି ପ୍ରଧାନ ବିଷୟ -
ବ୍ରହ୍ମ ୧୦,୦୦୦ ବ୍ୟାସଶିଷ୍ୟ ଲୋମହର୍ଷଣ ସୂର୍ଯ୍ୟଦେବ
ପଦ୍ମ ୫୫,୦୦୦ ଲୋମହର୍ଷଣ ସୁତ ଉଗ୍ରଗ୍ରୀବା ସୃଷ୍ଟି ବର୍ଣ୍ଣନା
ବିଷ୍ଣୁ ୨୩,୦୦୦ ପରାଶର ସୃଷ୍ଟିବୃତ୍ତାନ୍ତ ଓ ଇତିହାସ
ଶିବ (ବା ବାୟୁ) ୨୪,୦୦୦ ସୂତ ମହାଦେବ
ଭାଗବତ ୧୮,୦୦୦ ଶୁକ ବିଷ୍ଣୁ
ନାରଦୀୟ ୨୫,୦୦୦ ନାରଦ ବିଷ୍ଣୁ
ମାର୍କଣ୍ଡେୟ ୯,୦୦୦ ମାର୍କଣ୍ଡେୟ ଦୁର୍ଗା
ଅଗ୍ନି ୧୫,୦୦୦ ବ୍ୟାସଶିଷ୍ୟ ସୁତ ଅବତାର ଓ ରାଜବଂଶାବଳୀ
ଭବିଷ୍ୟ ୧୪,୫୦୦ ବ୍ୟାସ ଭବିଷ୍ୟତ ଘଟଣାବଳୀ
ବରାହ ୨୪,୦୦୦ ବ୍ୟାସ ବରାହ ଅବତାର
ବ୍ରହ୍ମବୈବର୍ତ୍ତ ୧୮,୦୦୦ ସୁତ ଶ୍ରୀକୃଷ୍ଣ
ଲିଙ୍ଗ ୧୧,୦୦୦ ସୁତ ମହାଦେବ
ସ୍କନ୍ଧ ୮୧,୧୦୦ ବ୍ୟାସ ମହାଦେବ
ବାମନ ୧୦,୦୦୦ ବ୍ୟାସଶିଷ୍ୟ ଲୋମହର୍ଷଣ ତ୍ରିବର୍ଣ୍ଣ ଓ ବାମନ ଅବତାର
କୂର୍ମ ୧୭,୦୦୦ ବ୍ୟାସ ଚତୁର୍ବର୍ଗ
ମତ୍ସ୍ୟ ୧୪,୦୦୦ ବ୍ୟାସ ସୃଷ୍ଟି ବର୍ଣ୍ଣନ
ଗରୁଡ଼ ୧୯,୦୦୦ ବ୍ୟାସ ଗରୁଡ଼
ବ୍ରହ୍ମାଣ୍ଡ ୧୨,୦୦୦ ବ୍ୟାସ ସୃଷ୍ଟିଠାରୁ ପ୍ରଳୟ ପର୍ଯ୍ୟନ୍ତ

ଉପପୁରାଣ

  1. ସନତ୍କୁମାର
  2. ନରସିଂହ
  3. ନାର
  4. ଶୈବଧର୍ମ
  5. ଦୁର୍ବାସା
  6. ନାରଦୀୟ
  7. କପିଳ
  8. ମାନବ
  9. ଔଶନସ
  10. ବ୍ରହ୍ମାଣ୍ଡ
  11. ବାରୁଣ
  12. କାଳିକା
  13. ମାହେଶ୍ୱର
  14. ଶାମ୍ବ
  15. ସୌର
  16. ପରାଶର
  17. ମାରୀଚ
  18. ଭାର୍ଗବ (ମତାନ୍ତରେ ଦେବୀ ଭାଗବତ)

ଅତିରିକ୍ତ ପୁରାଣ

  1. ନନ୍ଦିକେଶ୍ୱର
  2. ଶୁକ୍ର
  3. ବଶିଷ୍ଠ
  4. ଭାଗୁରି
  5. ମନୁ
  6. ବାୟୁ
  7. ମାହେଶ
  8. କଳ୍କୀ
  9. ଶୈବ
  10. ଆଦିତ୍ୟ
  11. ଆଦି
  12. ଶମ୍ଭୁ
  13. ବିଶିଷ୍ଟ କୃତ ଲିଙ୍ଗ
  14. ବିଷ୍ଣୁ ଧର୍ମୋତ୍ତର୍
  15. ବୃହଦ୍ଧର୍ମ
  16. ଧର୍ମ
  17. ଗୌରୀ
  18. ନୀଳ
  19. ଗଣେଶ
  20. ଆତ୍ମ
  21. ବିଷ୍ଣୁକେଶରୀ
  22. ଭାଗବତଭୂଷଣ
  23. ଭାଗବତାମୃତ
  24. ଭାଗବତାମୃତସାର
  25. ମହାଭାଗବତ
  26. କାଳୀ
  27. ଦେବୀ
  28. ଭାସ୍ୱର
  29. ପୁରୁଷୋତ୍ତମପ୍ରସାଦ

ଆଧାର

ଅଧିକ ତଥ୍ୟ

Texts

ଅନୁବାଦ

  • Śrīmad-Bhāgavatam Archived 2008-07-19 at the Wayback Machine. Full text of the Bhāgavata Purāṇa, with the original Sanskrit, word-for-word meanings, translation, and commentary.
  • The Vishnu Purana Full text of the H.H. Wilson translation at sacred-texts.com

Synopses

Tags:

ପୁରାଣ ମହାପୁରାଣ ଆଧାରପୁରାଣ ଅଧିକ ତଥ୍ୟପୁରାଣ

🔥 Trending searches on Wiki ଓଡ଼ିଆ:

ରାମଚନ୍ଦ୍ର ମିଶ୍ରପାଳଙ୍ଗକୁଞ୍ଜବିହାରୀ ଦାଶଗ୍ରୀକ ଭାଷାଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶା ଉଚ୍ଚ ନ୍ୟାୟାଳୟରବୀନ୍ଦ୍ର କୁମାର ପ୍ରହରାଜହରେକୃଷ୍ଣ ମହତାବରମାକାନ୍ତ ରଥବ୍ୟାଙ୍କବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦିନଶିବାଜୀବଳରାମ ଦାସଗୁଣନହୃଷୀକେଶ ପଣ୍ଡାଗୋପବନ୍ଧୁ ଦାସନମିତା ଅଗ୍ରୱାଲଶ୍ରାଦ୍ଧୟୁକ୍ରେନରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗଓଡ଼ିଶାର ପର୍ବପର୍ବାଣିକୋଷପଣା ସଂକ୍ରାନ୍ତିପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷସାଧୁ ମେହେରଏଡା ଲଭ୍‌ଲେସ୍‌ଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ପ୍ରତିଭା ରାୟଦଶାବତାର୨ (ସଂଖ୍ୟା)ଭାରତୀୟ ସମ୍ବିଧାନହାଡ଼ି ଦାସନିତ୍ୟାନନ୍ଦ ମହାପାତ୍ରଅଭିମନ୍ୟୁ ସାମନ୍ତସିଂହାରନୂଆ ଦିଲ୍ଲୀକୁଷ୍ଠରାଜକିଶୋର ପଟ୍ଟନାୟକସମୀର ରଞ୍ଜନ ଦାଶଯୋଗ୨ୟ ଓଡ଼ିଶା ବିଧାନ ସଭାଘଟଗାଁରାମଶଙ୍କର ରାୟମାଳତୀ ଚୌଧୁରୀଓଡ଼ଗାଁକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଇଘରାବସନ୍ତ କୁମାର ଶତପଥୀଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟପ୍ରାଣୀଭୁବନେଶ୍ୱର ବେହେରାନବଗୁଞ୍ଜରମାୟାଧର ମାନସିଂହକୋଣାର୍କ ସୂର୍ଯ୍ୟ ମନ୍ଦିରଇଂରାଜୀ ଭାଷାତ୍ରିଭୁଜପଦାର୍ଥ ବିଜ୍ଞାନମସ୍କୋଜିନା ସାମଲସିଦ୍ଧାର୍ଥ ଭରତନମାରୀଚପରି ମହଲଜୟ ଶ୍ରୀରାମwiki.phtmlଲାଟିନ ଭାଷାଓଡ଼ିଶା ବିଧାନ ସଭା🡆 More