ଭୌଗଳିକ ଦିଗବାରେଣି

ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।

ଭୌଗଳିକ ଦିଗବାରେଣି
ପୃଥିବୀ ମାନଚିତ୍ରରେ ଅକ୍ଷାଂଶ (ଭୂସମାନ୍ତରାଳ) ଓ ଦ୍ରାଘିମା (ସିଧା) ଦେଖାଯାଇଛି, Eckert VI ପ୍ରଜେକସନ; ବଡ଼ ଭାଗ (ପି.ଡି.ଏଫ, ୩.୧୨ ଏମ.ବି)

ଦ୍ରଷ୍ଟବ୍ୟ

ଅଧିକ ତଥ୍ୟ

Tags:

ଅକ୍ଷାଂଶଦ୍ରାଘିମା

🔥 Trending searches on Wiki ଓଡ଼ିଆ:

ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଚନ୍ଦନ ଯାତ୍ରାବାଲେଶ୍ୱର ଜିଲ୍ଲାଯୁକ୍ତରାଷ୍ଟ୍ର ଆମେରିକାଲକ୍ଷ୍ମଣ ମିଶ୍ରଜଗନ୍ନାଥ ମନ୍ଦିରଚମ୍ପୂଜନ ଗଣ ମନରାସେଶ୍ୱରୀ ପାଣିଗ୍ରାହୀକୁମ୍ଭାର ଚକଦାସକାଠିଆକିଶୋରଚନ୍ଦ୍ରାନନ୍ଦ ଚମ୍ପୂପ୍ଲୀହାଚିତ୍ତରଞ୍ଜନ ଦାସହିଡ଼ିମ୍ବଇଣ୍ଟରନେଟପୂଜା (ଉପାସନା)ଶିବପୁରୀରମାଦେବୀ ଚୌଧୁରୀଗିରିଜା କୁମାର ବଳୀୟାରସିଂହହୋଲିମନୋରଞ୍ଜନ ଦାସମହାତ୍ମା ଗାନ୍ଧୀଙ୍କ ପରିବାରମହାଭାରତସୌର ଜଗତକାଜଲରତ୍ନାକର ଚଇନିଗୁରୁ ପ୍ରସାଦ ମହାନ୍ତି୧୭ ଅପ୍ରେଲଶତ୍ରୁଘ୍ନ ପାଣ୍ଡବ୧ ଅପ୍ରେଲଅଚ୍ୟୁତାନନ୍ଦ ଦାସମୌଳିକ ସଂଖ୍ୟାଇରା ମହାନ୍ତିଅଗ୍ନ୍ୟାଶୟ ଅକ୍ଷମତାକବିସୂର୍ଯ୍ୟ ବଳଦେବ ରଥମାର୍କଣ୍ଡ ଦାସରାଜେନ୍ଦ୍ର ନାରାୟଣ ସିଂହଦେଓବିଶ୍ୱତାପନଜୟ ଜଗନ୍ନାଥଧାମରାରାମକୃଷ୍ଣ ପରମହଂସନୀଳକଣ୍ଠ ଦାସwiki.phtmlଜୟୀ ରାଜଗୁରୁରାଜେନ୍ଦ୍ର କିଶୋର ପଣ୍ଡାଓଡ଼ିଆ ଭାଷାଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସସ୍ୱାମୀ ବିବେକାନନ୍ଦତୁମ ପରି ଛୋଟ ପିଲାଟିଏଧୃତରାଷ୍ଟ୍ର (ମହାଭାରତ)କିରଣ ବେଦୀହନୁମାନ ଜୟନ୍ତୀରାଜନୀତି ବିଜ୍ଞାନଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାସୀତାକାନ୍ତ ମହାପାତ୍ରଗୋପାଳ ଛୋଟରାୟଲକ୍ଷ୍ମୀନାରାୟଣ ସାହୁଅମିୟ କୁମାରୀ ପାଢ଼ୀକଳାପାହାଡ଼ଟାଇଫଏଡଜୟଦ୍ରଥସମୟ (କାଳ)🡆 More