ଆନନ୍ଦପୁର

ଆନନ୍ଦପୁର, କେନ୍ଦୁଝର ଜିଲ୍ଲାର ଏକ ସବଡ଼ିଭିଜନ, ବ୍ଲକ ଏବଂ ନିର୍ବାଚନ ମଣ୍ଡଳୀ। ଆନନ୍ଦପୁର ସବଡ଼ିଭିଜନରେ ମୋଟ୍ ତିନୋଟି ବ୍ଲକ ଅଛି। ଏହା ମଧ୍ୟେ ଆନନ୍ଦପୁର ବ୍ଲକରେ ମୋଟ ୧୧୯ଟା ଗାଁ ଅଛି। ଆନନ୍ଦପୁର ଏକ ପୌରପରିଷଦ ।

ଆନନ୍ଦପୁର
—  ସହର  —
ଆନନ୍ଦପୁର
ଆନନ୍ଦପୁର
ଆନନ୍ଦପୁର
ଆନନ୍ଦପୁର
ଆନନ୍ଦପୁରର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 21°13′N 86°07′E / 21.21°N 86.11°E / 21.21; 86.11
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ କେନ୍ଦୁଝର
MLA ଶ୍ରୀ ଭାଗୀରଥୀ (BJD)
ଲୋକସଂଖ୍ୟା ୩୫,୦୪୩ (2001)
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

• ସମୁଦ୍ର ପତ୍ତନଠାରୁ ଉଚ୍ଚତା


43 metres (141 ft)

କୋଡ଼
  • ପିନକୋଡ଼ • ୭୫୮ ୦୨୧
    • ଟେଲିଫୋନ • +୦୬୭୩୧
    • ଗାଡ଼ି • OR-09/OD-09

ଅବସ୍ଥିତି

ଆନନ୍ଦପୁର ସହର ବୈତରଣୀ କୂଳରେ ଅବସ୍ଥିତ। ବୈତରଣୀ ଏହର ଦକ୍ଷିଣ ଦିଗରେ ଅବସ୍ଥିତ। ବୈତରଣୀ ନଦୀ ଉପର ପୋଲ ଦେଇ ଆନନ୍ଦପୁର ସହର ଜାତୀୟ ରାଜପଥ ୨୦ ସହିତ ସଂଯୁକ୍ତ। ସମୁଦ୍ର ପତ୍ତନଠାରୁ ସହରର ଉଚ୍ଚତା ହେଉଛି ୪୩ ମିଟର। କେନ୍ଦୁଝର ଜିଲ୍ଲା ସଦର ମହକୁମାଠାରୁ ୯୦ କିମି ଓ ମା' ତାରିଣୀ ପୀଠ ଘଟଗାଁଠାରୁ ୪୦ କିମି ପୂର୍ବ-ଦକ୍ଷିଣରେ ଆନନ୍ଦପୁର ସହର ଅବସ୍ଥିତ। କଟକରୁ ୧୨୦ କିମି ଓ ଭୁବନେଶ୍ୱରରୁ ୧୫୦ କିମି ଦୂରରେ ଜାତୀୟ ରାଜପଥ ୧୬ ଏବଂ ୨୦ ଯୋଗେ ଆନନ୍ଦପୁର ସଂଯୁକ୍ତ। ଭଦ୍ରକରୁ ଆନନ୍ଦପୁର ୪୪ କିମି ଦୂରରେ ରାଜ୍ୟ ରାଜପଥ ୫୩ଦ୍ୱାରା ସଂଯୁକ୍ତ।

ଇତିହାସ

ଆନନ୍ଦ ବା ଖୁସି ଉଲ୍ଲାସର ସ୍ଥାନ ଭାବରେ ସହରର ନାମକରଣ ଆନନ୍ଦପୁର ହୋଇଥିବା ବୟସ୍କ ଲୋକମାନେ କୁହନ୍ତି।

ଦର୍ଶନୀୟ ସ୍ଥାନ

  1. ହଦଗଡ଼: ମନୋରମ ପ୍ରାକୃତିକ ପରିବେଶ ଭିତରେ ସାଳନ୍ଦୀ ନଦୀର ଜଳଭଣ୍ଡାର। ଶୀତ ଋତୁରେ ବଣଭୋଜି ପାଇଁ ଅନେକ ପର୍ଯ୍ୟଟକ ସମାଗମ ହୁଅନ୍ତି। ଆନନ୍ଦପୁରରୁ ଦୂରତା ପ୍ରାୟ ୩୦ କିମି।
  2. ଚକ୍ରତୀର୍ଥ: ବୌଦ୍ଧ କିର୍ତ୍ତୀ ଓ ପ୍ରାକୃତିକ ପରିବେଶ।
  3. ଗଡ଼ଚଣ୍ଡୀ ମନ୍ଦିର: ଦେବୀ ପୀଠ ଓ ବଣଭୋଜି ସ୍ଥାନ। ସହରରୁ ପ୍ରାୟ ୨୦ କିମି ଦୂରରେ ଅବସ୍ଥିତ।

ଶିକ୍ଷାନୁଷ୍ଠାନ

  1. ଆନନ୍ଦପୁର ମହାବିଦ୍ୟାଳୟ, ଆନନ୍ଦପୁର
  2. ଆନନ୍ଦପୁର ୟୁ ଜି ଏମ୍ ଇ ବିଦ୍ୟାଳୟ
  3. ଆନନ୍ଦପୁର ଉପ୍ରା ବିଦ୍ୟାଳୟ
  4. ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ, ଆନନ୍ଦପୁର୍
  5. ବ୍ରାହ୍ମଣୀଦେବୀ ଉପ୍ରା ବିଦ୍ୟାଳୟ, ଆନନ୍ଦପୁର୍
  6. ବ୍ରଜବନ୍ଧୁ ଉଚ୍ଚ ବିଦ୍ୟାଳୟ, ଆନନ୍ଦପୁର୍
  7. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଆନନ୍ଦପୁର
  8. ସରସ୍ୱତୀ ଶିଶୁ ମନ୍ଦିର, ଆନନ୍ଦପୁର

ଆଧାର

Tags:

ଆନନ୍ଦପୁର ଅବସ୍ଥିତିଆନନ୍ଦପୁର ଇତିହାସଆନନ୍ଦପୁର ଦର୍ଶନୀୟ ସ୍ଥାନଆନନ୍ଦପୁର ଶିକ୍ଷାନୁଷ୍ଠାନଆନନ୍ଦପୁର ଆଧାରଆନନ୍ଦପୁରକେନ୍ଦୁଝର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଶାସ୍ତିକରଣ (ଜାତି)ଚାରି ଧାମପାରଦବିଧାନ ସଭା ସଭ୍ୟକମ୍ପ୍ୟୁଟର ବିଜ୍ଞାନଗାନ୍ଧାରୀ (ମହାଭାରତ)ଓଡ଼ିଆ କଥାଚିତ୍ର ଜଗତକମ୍ପ୍ୟୁଟରଉଇକିମିଡ଼ିଆ ମୁଭମେଣ୍ଟଟାଇଫଏଡବିନୋଦ କାନୁନଗୋପ୍ରହ୍ଲାଦ ନାଟକରାମବୁଢ଼ିଆଣୀବିଜୟ ମିଶ୍ରଯକ୍ଷ୍ମାଢୁମ୍ପାଧରିତ୍ରୀନରେନ୍ଦ୍ର ମୋଦୀTaxonomy (biology)ଓଡ଼ିଶାସରଳା ଦେବୀରାମଚନ୍ଦ୍ର ବେହେରାଏଚଆଇଭି/ଏଡସଜଗନ୍ନାଥ ମନ୍ଦିରଆଇଓଏସକଳସା ଚଉତିଶାଜଗନ୍ନାଥ ଦାସଜ୍ୟୋତିର୍ଲିଙ୍ଗବାଘଦମନ (୨୦୨୨ର କଥାଚିତ୍ର)ଖାରବେଳବୈଷ୍ଣବ ଚରଣ ପଟ୍ଟନାୟକଜଗତସିଂହପୁର୧୬୩ମିଳିତ ଜାତିସଂଘଓଡ଼ିଶାର ଲୋକନୃତ୍ୟନିମାପଡ଼ାକଟକ ଜିଲ୍ଲାଶକ୍ତି ପୀଠଜ୍ଞାନକୋଷରଥଯାତ୍ରାମହାପ୍ରସାଦସଖୀ କଣ୍ଢେଇ ନାଚମଙ୍ଗଳା ମନ୍ଦିରବିଷ୍ଣୁଲୋକ ସଭାହନୁମାନଅମ୍ଳରୋଗଅରୁଣ କୁମାର ସାହୁଗରିଷ୍ଠ ସାଧାରଣ ଗୁଣନୀୟକ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଧର୍ମପଦଗୁରୁ ପ୍ରସାଦ ମହାନ୍ତିଭାରତୀୟ ଉପମହାଦେଶ୨୮ ଅପ୍ରେଲପ୍ରଧାନ ପୃଷ୍ଠାଓଡ଼ିଆ ସାହିତ୍ୟର ଇତିହାସମାଗୁଣିର ଶଗଡ଼ (କଥାଚିତ୍ର)ଅଭିନିବେଶ ଅର୍ଥନୀତିମନମୋହନ ସାମଲଛତ୍ରପୁରବ୍ରହ୍ମୋତ୍ରୀ ମହାନ୍ତି🡆 More