୨୦୨୨ର କଥାଚିତ୍ର ଦମନ: ୨୦୨୨ ଓଡ଼ିଆ କଥାଚିତ୍ର

ଦମନ ୨୦୨୨ ମସିହା ନଭେମ୍ବର ୪ ତାରିଖରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏଥିରେ ମୁଖ୍ୟ ଭୂମିକାରେ ବାବୁଶାନ ମହାନ୍ତି ଓ ଦୀପନ୍ୱିତ ଦାଶମହାପାତ୍ର ପ୍ରମୁଖ ଅଭିନୟ କରିଥିଲେ । ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ଏହି କଥାଚିତ୍ରର କାହାଣୀ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ଏବଂ ଦିପେନ୍ଦ୍ର ସାମଲ ଏହାର ପ୍ରଯୋଜକ ଥିଲେ ।

ଦମନ
୨୦୨୨ର କଥାଚିତ୍ର ଦମନ: ଅଭିନୟ, କାହାଣୀ, ନାମକରଣ
ଦମନ କଥାଚିତ୍ର ପୋଷ୍ଟର
ନିର୍ଦ୍ଦେଶକବିଶାଲ ମୌର୍ଯ୍ୟା ଏବଂ ଦେବୀ ପ୍ରସାଦ ଲେଙ୍କା
ପ୍ରଯୋଜକଦିପେନ୍ଦ୍ର ସାମଲ
ଚିତ୍ରନାଟ୍ୟବିଶାଲ ମୌର୍ଯ୍ୟା ଏବଂ ଦେବୀ ପ୍ରସାଦ ଲେଙ୍କା
କାହାଣୀବିଶାଲ ମୌର୍ଯ୍ୟା ଏବଂ ଦେବୀ ପ୍ରସାଦ ଲେଙ୍କା
କଳାକାରବାବୁଶାନ୍
ଦୀପନ୍ୱିତ ଦାଶମହାପାତ୍ର
ସଙ୍ଗୀତଗୌରବ ଆନନ୍ଦ
ସମ୍ପାଦକଦେବୀ ପ୍ରସାଦ ଲେଙ୍କା
Production
company
ଜେ ପି ମୋସନ ପିକ୍ଚର୍ସ
ମୁକ୍ତିଲାଭ ତାରିଖ
୪ ନଭେମ୍ବର ୨୦୨୨
ଦେଶ୨୦୨୨ର କଥାଚିତ୍ର ଦମନ: ଅଭିନୟ, କାହାଣୀ, ନାମକରଣ ଭାରତ
ଭାଷାଓଡ଼ିଆ

ଅଭିନୟ

କାହାଣୀ

ମାଲକାନାଗିରିର ଚିତ୍ରକୋଣ୍ଡା ପାଖ ବିଚ୍ଛିନ୍ନାଞ୍ଚଳରେ ମ୍ୟାଲେରିଆ ରୋଗ ଦମନ ପାଇଁ ଏକ ଯୁବ ଡାକ୍ତରଙ୍କର ପ୍ରୟାସକୁ ଏହି କଥାଚିତ୍ରରେ ଦର୍ଶାଯାଇଥିଲା ।

ନାମକରଣ

ଓଡ଼ିଶା ସରକାରଙ୍କର ମ୍ୟାଲେରିଆ ରୋଗ ନିରାକରଣ କରିବା ଲକ୍ଷ୍ୟରେ "ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ" (Durgama Anchalare Malaria Nirakaran) ନାମକ ଯୋଜନା କରାଯାଇଥିଲା । ଏହି ଯୋଜନାର ନାମ ଅନୁସାରେ କଥାଚିତ୍ରଟିର ନାଁ, ଦମନ (DAMaN) ରଖାଯାଇଥିଲା ।

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୌରବ ଆନନ୍ଦ । ଜେପି ୱାର୍ଡ଼ସ୍ମିଥ ଓ ବାପୁ ଗୋସ୍ୱାମୀ ଭଳି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଋତୁରାଜ ମହାନ୍ତି, ବାବୁଶାନ୍, ଅନୁରାଗ ଦାସ, ଗୌରବ ଆନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତକବିଗାୟକସମୟ
1."ଦମନ ମୁଖ୍ୟ ଗୀତ"ଜେପି ୱାର୍ଡ଼ସ୍ମିଥଋତୁରାଜ ମହାନ୍ତି୦୩:୫୨
2."ନିଛାଟିଆ ମନ"ଜେପି ୱାର୍ଡ଼ସ୍ମିଥବାବୁଶାନ ମହାନ୍ତି୦୫:୩୧
3."ଢେମସା"ଜେପି ୱାର୍ଡ଼ସ୍ମିଥଅନୁରାଗ ଦାସ, ଗୌରବ ଆନନ୍ଦ୦୪:୦୯
4."ଏକଲା ଚାଲରେ"ବାପୁ ଗୋସ୍ୱାମୀଗୌରବ ଆନନ୍ଦ୦୩:୩୩

ବିବାଦ

ଦମନ ମୁକ୍ତିଲାଭ କରିବାର କିଛି ଘଣ୍ଟା ପରେ ୟୁଟ୍ୟୁବରେ ଏହାର ଭିଡିଓ ପ୍ରଚାରିତ ହେବାରୁ ଚଳଚ୍ଚିତ୍ରର ପ୍ରଯୋଜନା ଦଳ ଥାନାରେ ଅଭିଯୋଗ କରିଥିଲେ ।

ଆଧାର

ବାହାର ଲିଙ୍କ

Tags:

୨୦୨୨ର କଥାଚିତ୍ର ଦମନ ଅଭିନୟ୨୦୨୨ର କଥାଚିତ୍ର ଦମନ କାହାଣୀ୨୦୨୨ର କଥାଚିତ୍ର ଦମନ ନାମକରଣ୨୦୨୨ର କଥାଚିତ୍ର ଦମନ ଗୀତ ଏବଂ ସଙ୍ଗୀତ୨୦୨୨ର କଥାଚିତ୍ର ଦମନ ବିବାଦ୨୦୨୨ର କଥାଚିତ୍ର ଦମନ ଆଧାର୨୦୨୨ର କଥାଚିତ୍ର ଦମନ ବାହାର ଲିଙ୍କ୨୦୨୨ର କଥାଚିତ୍ର ଦମନଓଡ଼ିଆ କଥାଚିତ୍ର ଜଗତଓଡ଼ିଆ ଭାଷାଦୀପନ୍ୱିତ ଦାଶମହାପାତ୍ରବାବୁଶାନ୍

🔥 Trending searches on Wiki ଓଡ଼ିଆ:

ଚିନ୍ତାମଣି ବେହେରାଜଗନ୍ନାଥଙ୍କ ବେଶଅକ୍ଷୟ ତୃତୀୟାସ୍ତନ୍ୟପାନକୃପାସିନ୍ଧୁ ମିଶ୍ରବୀଣାପାଣି ମହାନ୍ତିମାହିମ ଦୁର୍ଗ , ମୁମ୍ବାଇଓଡ଼ିଶାର ଇତିହାସଏଚଆଇଭି/ଏଡସପରି ମହଲଭଦ୍ରକ ଜିଲ୍ଲାଝୋଟି ଚିତାଗୁରୁ ପ୍ରସାଦ ମହାନ୍ତିକୃଷ୍ଣ ଜନ୍ମାଷ୍ଟମୀବିଜୁ ପଟ୍ଟନାୟକଗୁଲଜାରକଟକ ଜିଲ୍ଲାପଦ୍ମଚରଣ ପଟ୍ଟନାୟକବସନ୍ତ କୁମାର ଶତପଥୀସୂର୍ଯ୍ୟ ଦେବତାଚନ୍ଦ୍ରଗୁପ୍ତରେବା ରାୟନବୀନ ପଟ୍ଟନାୟକଭାଷାବିଶ୍ୱଜିତ ଦାସଜୟୀ ରାଜଗୁରୁରଘୁବଂଶରମାକାନ୍ତ ରଥପବିତ୍ର ମୋହନ ଜେନାଶିଶୁପାଳଗଡ଼ଦିନପଦ୍ମ ଲୋଚନ ପଣ୍ଡାଗାୟତ୍ରୀବାଳା ପଣ୍ଡାବାବା ବଳିଆଯଦୁନାଥ ଦାସ ମହାପାତ୍ରଆଲାନ ଟ୍ୟୁରିଙ୍ଗନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନବଯୌବନ ବେଶଗଙ୍ଗାଧର ମେହେରରୋହିତ ପୂଜାରୀକରଞ୍ଜମୁଁ ରାଜା ତୁ ରାଣୀଆରିଷ୍ଟୋଟଲଡିଡାନୋସିନନନ୍ଦ କିଶୋର ବଳବନ୍ଦେ ଉତ୍କଳ ଜନନୀପୁଷ୍ଟିସାରରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୁଷ୍ଠଋଷିଆକୃଷ୍ଣପ୍ରସାଦ ମିଶ୍ରଇତିହାସମାଣବସା ଗୁରୁବାରସାଇ ଭୋସଲେବୈଶାଖପ୍ରାଚୀ ନଦୀମହାପାତ୍ର ନୀଳମଣି ସାହୁଗୌରହରି ଦାସରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେମିଳିତ ଜାତିସଂଘ୨ୟ ଓଡ଼ିଶା ବିଧାନ ସଭାଦ୍ୱିତୀୟ ବିଶ୍ୱଯୁଦ୍ଧତାରାତାରିଣୀ ମନ୍ଦିର🡆 More