ମିଳିତ ଜାତିସଂଘ

ମିଳିତ ଜାତିସଂଘ ଗୋଟିଏ ଅନ୍ତଃ -ସରକାରୀ ଅନୁଷ୍ଠାନ ଯାହା ଅନ୍ତର୍ଜାତିକ ସହଯୋଗକୁ ବିକଶିତ କରିଥାଏ । ପୂର୍ବରୁ ନିଷ୍କ୍ରିୟ ଥିବା ଥିବା କେତେକ ରାଷ୍ଟ୍ରର ଗୋଷ୍ଠୀକୁ ପରିବର୍ତିତ ରୂପ ଦେଇ ୨୪ ଅକ୍ଟୋବର ୧୯୪୫ରେ ମିଳିତ ଜାତିସଂଘର ସଂସ୍ଥାପନା ହେଇଥିଲା । ଦ୍ୱିତୀୟ ମହାସମର ପରେ ଯେମିତି ସେପରି ନ ହୁଏ ସେତେବେଳେ ୫୧ଟି ସଦସ୍ୟ ରାଷ୍ଟ୍ରକୁ ନେଇ ଗଠନ ହେଇଥିବା ମିଳିତ ଜାତିସଂଘରେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୧୯୩ । ମିଳିତ ଜାତିସଂଘର ମୁଖ୍ୟ କାର୍ଜ୍ୟାଳୟ ନିଉୟର୍କ ସହରର ମାନହାଟ୍ଟନଠାରେ ଅବସ୍ଥିତ । ଏହା ବ୍ୟତୀତ ଜେନେଭା , ନାଇରୋବି ,ଏବଂ ଭିଏନାରେ ମଧ୍ୟ ମୁଖ୍ୟ କାର୍ଜ୍ୟାଳୟ ସବୁ ରହିଛି ।ଏହି ସଂଗଠନ ସଦସ୍ୟ ରାଷ୍ଟ୍ର ସମୂହଙ୍କ ସ୍ୱେଚ୍ଛାକୃତ ଏବଂ ଆତ୍ମ ନିର୍ଧାରିତ ଅନୁଦାନଦ୍ୱାରା ପରିଚାଳିତ ହୁଏ । ଏହାର ମୂଳ ଲକ୍ଷ୍ୟ ହେଲା ଅନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା , ମାନବିକ ଅଧିକାରର ଅଗ୍ରାଧିକାର ,  ସାମାଜିକ ଓ ଅର୍ଥନୈତିକ ସନ୍ତୁଳନ ରଖିବା , ପରିବେଶର ସୁରକ୍ଷା କରିବା ଓ ମରୁଡି ବା ପ୍ରକୃତିକ ଦୁର୍ବିପାକ ସମୟରେ ମାନବିକ ସାହାଯ୍ୟ ଯୋଗେଇଦେବା , ଓ ସାମରିକ ଦ୍ୱନ୍ଦର ସମାଧାନ କରିବା । 

ମିଳିତ ଜାତିସଙ୍ଘ
  • Arabic:منظمة الأمم المتحدة
    Chinese:联合国组织
    French:Organisation des Nations unies
    Russian:Организация Объединённых Наций
    Spanish:Organización de las Naciones Unidas
ମିଳିତ ଜାତିସଂଘ
ମିଳିତ ଜାତିସଂଘ
Flag Emblem
HeadquartersNew York City (international territory)
Official languages
  • Arabic
  • Chinese
  • English
  • French
  • Russian
  • Spanish
TypeIntergovernmental organization
Membership193 member states
2 observer states
Leaders
• Secretary‑General
António Guterres
• Deputy Secretary-General
Amina J. Mohammed
• General Assembly President
Volkan Bozkır
• Economic and Social Council President
Mona Juul
• Security Council President
Dang Dinh Quy
Establishment
• UN Charter signed
26 ଜୁନ 1945 (78 years ago) (1945-୦୬-26)
• Charter entered into force
24 ଅକ୍ଟୋବର 1945 (78 years ago) (1945-୧୦-24)
Website
UN.org
UN.int
ମିଳିତ ଜାତିସଂଘ
୧୯୪୩ ମସିହାରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କଲିନ ରୁଜଭେଲ୍ଟ ଜାତିସଂଘର ପରିକଳ୍ପନା ପାଇଁ ହାତରେ କରିଥିବା ଲେଖନ 
ମିଳିତ ଜାତିସଂଘ
୧୯୪୫ରେ ଜାତିସଂଘର ପ୍ରତିଷ୍ଠା ପରେ ହଲ୍କା ନୀଳ ରଙ୍ଗ ଥିବା ଦେଶ ସବୁ ପ୍ରତିଷ୍ଠାତା ସଦସ୍ୟ ଓ ଗାଢ ନୀଳ ରଙ୍ଗ ଥିବା ଦେଶ ସବୁ ସେମାନଙ୍କ ରକ୍ଷୟନରେ ଥିବା ଦେଶ ତଥା ଇଲାକା 

ଇତିହାସ

ଶୀତଳ ଯୁଦ୍ଧର ଯୁଗ 

ମିଳିତ ଜାତିସଂଘ 
୧୯୫୩ରୁ ୧୯୬୧ରେ ତାଙ୍କର ମୃତ୍ୟୁ ହେବା ଯାଏ ସେକ୍ରେଟାରୀ ଜେନରେଲ ଭାବେ  ସକ୍ରିୟ ଭୂମିକାରେ ଥିବା ଦାଗ୍ ହମରର୍ଜୋଲ୍ଡ

ଶୀତଳ ଯୁଦ୍ଧ ପରବର୍ତ୍ତୀ କାଳ 

ମିଳିତ ଜାତିସଂଘ 
କୋଫି ଅନ୍ନନ, ୧୯୯୭ରୁ ୨୦୦୬ ପର୍ଯ୍ୟନ୍ତ ସେକ୍ରେଟାରୀ ଜେନେରାଲ 
ମିଳିତ ଜାତିସଂଘ 
Three former directors of the Global Smallpox Eradication Programme read the news that smallpox had been globally eradicated, 1980
ମିଳିତ ଜାତିସଂଘ 
ମିଳିତ ଜାତିସଂଘ , ସୁଇଜରଲ୍ୟାଣ୍ଡ

ଆଧାର

ବାହାର ତଥ୍ୟ

Official websites

Other

Tags:

ମିଳିତ ଜାତିସଂଘ ଇତିହାସମିଳିତ ଜାତିସଂଘ ଆଧାରମିଳିତ ଜାତିସଂଘ ବାହାର ତଥ୍ୟମିଳିତ ଜାତିସଂଘଭିଏନା

🔥 Trending searches on Wiki ଓଡ଼ିଆ:

ପଶ୍ଚିମ ଓଡ଼ିଶାଜବାହରଲାଲ ନେହେରୁଅକ୍ଷୟ ତୃତୀୟାପ୍ରସନ୍ନ କୁମାର ଦାଶଚିକିତ୍ସା ବିଜ୍ଞାନଭର୍ତ୍ତୃହରି ମହତାବଭାରତୀୟ ସମ୍ବିଧାନସୁଦଶା ବ୍ରତସୁଭାଷ ଚନ୍ଦ୍ର ବୋଷଏଣ୍ଟ୍ରେକ୍ଟିନିବସାଇ ଭୋସଲେଜୈନ ଧର୍ମଓଡ଼ିଶାର କଳାଗଣେଶରାମଗୁଣ୍ଡିଚା ମନ୍ଦିରପୃଥିବୀଗୋପବନ୍ଧୁ ଦାସସାରଳା ଦାସଜୈନବାଦସାଲବେଗଦ୍ୱିତୀୟ ବିଶ୍ୱଯୁଦ୍ଧବନ୍ଦେ ଉତ୍କଳ ଜନନୀଓଡ଼ିଆ ଭାଷାଲକ୍ଷ୍ମଣ ନାୟକସୁନାପ୍ରାଚୀ ନଦୀନମିତା ଅଗ୍ରୱାଲ୩ (ସଂଖ୍ୟା)ରଥମିଳିତ ଜାତିସଂଘଶବ୍ଦ (ଧ୍ୱନି)ବୌଦ୍ଧ ଧର୍ମପ୍ରତିଭା ରାୟସିଦ୍ଧାର୍ଥ ଭରତନବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକରାଚୀଓଡ଼ିଶାର ଦଶହରାଚାଣକ୍ୟଶିଶୁପାଳଗଡ଼ଗୋପାଳ ଛୋଟରାୟପ୍ରଧାନ ପୃଷ୍ଠାଜଗନମୋହ‌ନ ଲାଲଗ୍ରହଇଣ୍ଡିଆନ ପ୍ରିମିଅର ଲିଗଗୋଦାବରୀଶ ମିଶ୍ରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟକାହ୍ନୁଚରଣ ମହାନ୍ତିଖୋର୍ଦ୍ଧାଓଡ଼ିଆ ଭାଗବତପ୍ରାଣୀଦାରିଙ୍ଗବାଡ଼ିଚଳନ୍ତି ଠାକୁରଆଲ୍‌କା ୟାଗ୍ନିକ୍‌କରଣ (ଜାତି)ରାଜନୀତି ବିଜ୍ଞାନପରି ମହଲବୈକୁଣ୍ଠନାଥ ପଟ୍ଟନାୟକଅଶୋକ (ସମ୍ରାଟ)ଲୋକ ସଭାର ବାଚସ୍ପତିଶ୍ରୀରାଧା🡆 More