ଯକୃତ

ଯକୃତ (ଇଂରାଜୀ ଭାଷାରେ liver) ଉପର ପେଟର ଡାହାଣ ଭାଗରେ ଥିବା ଏକ ଆଭ୍ୟନ୍ତରୀଣ ଅଙ୍ଗ । କଥିତ ଭାଷାରେ ଏହାକୁ କଲିଜା ବୋଲି କୁହାଯାଏ ।

ଯକୃତ
ଯକୃତ ଓ ପାଚନ ତନ୍ତ୍ର

କାର୍ଯ୍ୟ

ଯକୃତ ଶରୀରର ଅନେକ ଜରୁରୀ କାମ କରିଥାଏ ।

  • ଯକୃତ ପିତ ତିଆରି କରିଥାଏ । ପିତ ହେଉଛି ଏକ ହଳଦିଆ-ସବୁଜ ରଙ୍ଗର ତରଳ ଯାହା କ୍ଷୁଦ୍ରାନ୍ତ୍ରରେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ।
  • ଯକୃତ ଶର୍କରା ଗଚ୍ଛିତ କରେ ଓ ରକ୍ତର ଶର୍କରା ମାତ୍ରା ସ୍ଥିର ରଖେ ।
  • ଯକୃତ ପୁଷ୍ଟିସାର ଓ ସ୍ନେହସାରରୁ ଶର୍କରା ତିଆରି କରିଥାଏ ।
  • ଯକୃତ କିଛି ମାତ୍ରାରେ ସ୍ନେହସାର ଓ କୋଲେଷ୍ଟରଲ୍ ମଧ୍ୟ ତିଆରି କରେ ।
  • ଯକୃତ ରକ୍ତରେ ଅନେକ ବସ୍ତୁକୁ ବିଘଟନ କରେ :
    • ହିମୋଗ୍ଲୋବିନ୍‌
    • ପୁଷ୍ଟିସାର
    • ଆମୋନିଆ
    • ଶରୀରର ବିଷାକ୍ତ ବସ୍ତୁ
  • ଯକୃତ ଜୀବସାର ଓ ଧାତୁସାରକୁ ଗଚ୍ଛିତ ରଖେ ।
  • ଯକୃତ ଅନେକ ପୁଷ୍ଟିସାର ତିଆରି କରିଥାଏ ।
  • ଭୃଣରେ ଲୋହିତ ରକ୍ତ କଣିକା ତିଆରି କରିଥାଏ ।


ବାହାର ୱେବ୍‌ସାଇଟ୍‌

Tags:

en:English

🔥 Trending searches on Wiki ଓଡ଼ିଆ:

କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ୧ (ସଂଖ୍ୟା)ହୀରାକୁଦ ବନ୍ଧସୁଭାଷ ଚନ୍ଦ୍ର ବୋଷଯକୃତ୧୭ ଫେବୃଆରୀଛବିଳ ମଧୁ ବର୍ଣ୍ଣବୋଧଆମ୍ବପ୍ରଧାନ ପୃଷ୍ଠାଗର୍ଭାବସ୍ଥାପ୍ରତାପରୁଦ୍ର ଦେବଫସ୍‌ଫରସନେଲସନ ମଣ୍ଡେଲାପରିବେଶ୪ ଇଡିଅଟସ୍ଲସିରାଜକିଶୋର ରାୟଅଲାରନାଥ ମନ୍ଦିରଆଖିକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହାନଦୀସ୍ଥୌଲ୍ୟତାଗ୍ରହଶାରଳା ପୁରସ୍କାରପକ୍ଷସମ୍ବଲପୁର ଜିଲ୍ଲାପ୍ରତୀକ୍ଷା୩୦ ଅପ୍ରେଲକଳସା ଚଉତିଶାଟୁକୁନି ସାହୁଓଡ଼ିଶୀ ସଙ୍ଗୀତପୁଥୁପ୍ପାଲ୍ଲୀ, କୋଟ୍ଟାୟାମସତୀ (ହିନ୍ଦୁ ଦେବୀ)ବୈଷ୍ଣବ ପାଣିବେଣୁଧର ରାଉତଜିମି ୱେଲ୍ସଓଡ଼ିଆ ଉଇକିପିଡ଼ିଆଆପେଣ୍ଡିସାଇଟିସଜ୍ଞାନପୀଠ ପୁରସ୍କାରଦାଶରଥି ଦାସକାଗଜକବାଟଉତ୍କଳ ଦୀପିକାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିକୁତାମ ଚଣ୍ଡୀ ମନ୍ଦିରଅଭିରାମ ପରମହଂସରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଆନନ୍ଦ ଶଙ୍କର ଦାସପୋଟଳ ରସାଗଡ଼ଜାତ କୃଷକଜଗନ୍ନାଥ ମନ୍ଦିରରାଜାରାଣୀ ମନ୍ଦିରକମ୍ପ୍ୟୁଟରରସଗୋଲାରଥବାଘଗର୍ଭାଶୟ କର୍କଟମହେନ୍ଦ୍ର ସିଂହ ଧୋନିଲାଟିନ ଭାଷା୪ (ସଂଖ୍ୟା)ଜାହାଙ୍ଗୀରଶାସ୍ତିଜୟୀ ରାଜଗୁରୁଅଚ୍ୟୁତ ଗୋକୁଳ ନାୟକଭାରତର ଜାତୀୟ ପତାକାମାୟାଧର ମାନସିଂହଅଚ୍ୟୁତାନନ୍ଦ ଦାସପ୍ରତିଭା ରାୟପକୋଡ଼ା🡆 More