ଦାଶରଥି ଦାସ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଦାଶରଥି ଦାସ (ଜନ୍ମ: ୨୭ ଜୁଲାଇ ୧୯୩୬), ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ, ପ୍ରାବନ୍ଧିକ ତଥା ସମାଲୋଚକ । ସେ କେନ୍ଦ୍ରାପଡ଼ା ଜିଲ୍ଲାର ଅୟତପୁରଠାରେ ୧୭ ଜୁଲାଇ ୧୯୩୬ରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ଏବଂ ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଆଧାରିତ ପ୍ରାୟ ଦଶରୁ ଉର୍ଦ୍ଧ ପୁସ୍ତକ ରଚନା କରିସାରିଛନ୍ତି ।

ଦାଶରଥି ଦାସ
ଜନ୍ମ ଓ ଜନ୍ମସ୍ଥାନ (1936-07-27) ୨୭ ଜୁଲାଇ ୧୯୩୬ (ବୟସ ୮୭)
ଅୟତପୁର, କେନ୍ଦ୍ରାପଡ଼ା
ବୃତ୍ତିଶିକ୍ଷାବିତ, ପ୍ରାବନ୍ଧିକ ଓ ସମାଲୋଚକ
ଭାଷାଓଡ଼ିଆ, ଇଂରାଜୀ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିବିଦଗ୍ଧ ମନଷା
ଚିହ୍ନା ମାଟି, ଅଚିହ୍ନା ଆକାଶ
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ
ଶାରଳା ପୁରସ୍କାର
କେନ୍ଦ୍ରସାହିତ୍ୟ ଏକାଡେମୀ

ରଚନାବଳୀ

ପୁସ୍ତକ ପ୍ରକାଶନ ବର୍ଷ ପ୍ରକାଶକ କଥାବସ୍ତୁ
କବିସୂର୍ଯ୍ୟ ବଳଦେବ ରଥ ୧୯୮୭ ସାହିତ୍ୟ ଏକାଡେ଼ମୀ କବିସୂର୍ଯ୍ୟ ବଳଦେବ ରଥଙ୍କ ଜୀବନୀ ଓ ରଚନା ଉପରେ ଆଲୋଚନାତ୍ମକ ପୁସ୍ତକ
ବିଚିତ୍ର ହରିବଂଶ ୧୯୮୧ ପାଣିଗ୍ରାହୀ ଭଗବାନ କୃଷ୍ଣଙ୍କ ଲୀଳା ଉପରେ ପର୍ଯ୍ୟବସିତ ପୁସ୍ତକ
ମଧୁସୂଦନ ରଥଙ୍କ ଶ୍ରେଷ୍ଠ କବିତା ୧୯୯୪ ଅଗ୍ରଦୂତ ମଧୁସୂଦନ ରଥଙ୍କ କବିତା ସଙ୍କଳନ
ଚିହ୍ନା ମାଟି, ଅଚିହ୍ନା ଆକାଶ ୧୯୮୭ ଫ୍ରେଣ୍ଡସ୍ ପବ୍ଳିସରସ୍ ସୀତାକାନ୍ତ ମହାପାତ୍ରଙ୍କ ରଚନା ଉପରେ ଆଲୋଚନାତ୍ମକ ପୁସ୍ତକ
ମୃତ୍ୟୁଲୋକରେ ଋତୁ ସପ୍ତମ ୧୯୭୯ ଅଗ୍ରଦୂତ ରମାକାନ୍ତ ରଥଙ୍କ କବିତା ବିଶ୍ଳେଷଣାତ୍ମକ ପୁସ୍ତକ
ବୃହତ ଗରୁଡ଼ ପୁରାଣ ୧୯୬୪ ଅରକ୍ଷିତ ଦାସ ହିନ୍ଦୁ ପୌରାଣିକ ଗ୍ରନ୍ଥ
କବିତା ନୁହଁ ମାନଚିତ୍ର ୧୯୯୬ ସଙ୍ଗମ ପବ୍ଳିକେଶନସ୍ ୧୮୭୬-୧୯୯୫ ମଧ୍ୟରେ ବିଭିନ୍ନ କବିଙ୍କ ଉପରେ ଆଲୋଚନାତ୍ମକ ପୁସ୍ତକ
ଐତିହ୍ୟ ଓ ଆଧୁନିକତା ୨୦୦୮ ଅଗ୍ରଦୂତ ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ଉପରେ ଆଲୋଚନାତ୍ମକ ପୁସ୍ତକ
କବିସୂର୍ଯ୍ୟ କାବ୍ୟବିଭା ୧୯୭୮ ଅଗ୍ରଦୂତ
ବିବିଧ ପ୍ରସ୍ତାବ ୧୯୯୩ ଫ୍ରେଣ୍ଡସ୍ ପବ୍ଳିସରସ୍ ଓଡ଼ିଆ ସାହିତ୍ୟ ଉପରେ ଆଲୋଚନାତ୍ମକ ପୁସ୍ତକ
ବିଷ୍ଣୁ ଗର୍ଭ ପୁରାଣ ୧୯୯୫ ଦାଶରଥି ପୁସ୍ତକାଳୟ
ଆଧୁନିକ କାବ୍ୟ ଜିଜ୍ଞାସା: ଚିତ୍ରକଳ୍ପ ୧୯୭୪ ଅଗ୍ରଦୂତ
ବାମନ ପୁରାଣ ୧୯୬୯ ଦାଶରଥି ପୁସ୍ତକାଳୟ ବାମନ ହିନ୍ଦୁ ଦେବ ଅବତାର
କାବ୍ୟ ସମ୍ବାଦ ୧୯୭୩ ଫ୍ରେଣ୍ଡସ୍ ପବ୍ଳିସରସ୍ ଓଡ଼ିଆଏବଂ ସଂସ୍କୃତ କାବ୍ୟ ମଧ୍ୟରେ ଏକ ଆଲୋଚନାଧର୍ମୀ ପୁସ୍ତକ
ବିଚିତ୍ର ଭାରତ ୧୯୫୫
ବିବିଧ ସମାଲୋଚନା ୧୯୮୨ ---
ନାନା ନିବନ୍ଧ ୧୯୯୨ ---
ସାହିତ୍ୟ ବିବେକ ୧୯୯୬ ---
ମହାପାତ୍ର ନୀଳମଣି ସାହୁଙ୍କ ଶ୍ରେଷ୍ଠ ଗଳ୍ପ ୨୦୧୪ ନ୍ୟାସନାଲ ବୁକ ଟ୍ରଷ୍ଟ ଇଣ୍ଡିଆ ମହାପାତ୍ର ନୀଳମଣି ସାହୁଙ୍କ ଗଳ୍ପ ରଚନା ମଧ୍ୟରରୁ ନିର୍ବାଚିତ ଅଠରଟି ଗଳ୍ପ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୮ ('ପ୍ରସଙ୍ଗ ପୁରୁଣା ଭାବନା ନୂଆ'ପାଇଁ)
  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୦୯
  • ଶାରଳା ପୁରସ୍କାର, ୨୦୦୭
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ସମାଲୋଚନା), ୧୯୭୬ ('କାବ୍ୟସମ୍ବାଦ' ନିମନ୍ତେ )
  • ବିଷୁବ ପୁରସ୍କାର, ୨୦୦୩ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଗୋପୀନାଥ ନନ୍ଦ ପ୍ରବନ୍ଧ ଓ ସମାଲୋଚନା ସମ୍ମାନ, ୧୯୯୮ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଶିଖର ସମ୍ମାନ, ୨୦୧୮ (ଅଖିଳ ମୋହନ ଫାଉଂଡେସନ୍ ପ୍ରଦତ୍ତ)
  • ପ୍ରାବନ୍ଧିକ ବୈକୁଣ୍ଠ ନାଥ ରଥ ସ୍ମୃତି ପୁରସ୍କାର (ଗୋକର୍ଣ୍ଣିକା ସାହିତ୍ୟ ସମାଜ ପ୍ରଦତ୍ତ)

ଆଧାର

Tags:

ଇଂରାଜୀ ଭାଷାଓଡ଼ିଆ ଭାଷାକେନ୍ଦ୍ରାପଡ଼ା ଜିଲ୍ଲାବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେଭେନ୍ସା ମହାବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ପରିବେଶବକ୍ସି ଜଗବନ୍ଧୁଫ୍ରାଜାଇଲ ଏକ୍ସ ସିଣ୍ଡ୍ରୋମସାନନ୍ଦ ମାରାଣ୍ଡିସରଳା ଦେବୀବୀର ସୁରେନ୍ଦ୍ର ସାଏଯକୃତଫାଇବ୍ରୋସିସ୍ଟିକ ସ୍ତନ ପରିବର୍ତ୍ତନବଳରାମ ଦାସତୁଳସୀ ଦାସଗୋବିନ୍ଦ ତ୍ରିପାଠୀଗିରିଜା କୁମାର ବଳୀୟାରସିଂହସ୍ୱାମୀ ବିବେକାନନ୍ଦକନ୍ନଡ଼ ଭାଷାମଞ୍ଜୁଳା ସ୍ୱାଇଁ୩ ଅପ୍ରେଲକାଳିନ୍ଦୀ ଚରଣ ପାଣିଗ୍ରାହୀଜଳ ପ୍ରଦୂଷଣରାମ ନବମୀଲୋକ ସଭାଚନ୍ଦକା ହାତୀ ଅଭୟାରଣ୍ୟଇଣ୍ଡିଆନ ପ୍ରିମିଅର ଲିଗକଦଳୀଓଡ଼ିଆ ଲିପିଜଗନମୋହ‌ନ ଲାଲ୧୯୪୯୨୨ ଅଗଷ୍ଟଟିକେ ଲଭ୍ ଟିକେ ଟ୍ୱିଷ୍ଟ୍ରାଜନୀତି ବିଜ୍ଞାନବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନନ୍ଦ କିଶୋର ବଳସୁବର୍ଣ୍ଣପୁର ଜିଲ୍ଲାଅର୍ଜୁନ ଗଛପ୍ରଶାନ୍ତ ନନ୍ଦତିଗିରିଆ ଗଡ଼ଜାତ ରାଜ୍ୟଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟସୁରେଶ କୁମାର ରାଉତରାୟଉଇକିମିଡ଼ିଆ ଫାଉଣ୍ଡେସନଦାସକାଠିଆହିନା ରବାନି ଖରଟିଣମନୋଜ ଦାସଅଶ୍ୱିନୀ କୁମାର ଘୋଷଅବସାଦବିଦ୍ୟାଳୟମହାବୀର ଜୈନମାଳତୀ ଚୌଧୁରୀ୧ (ସଂଖ୍ୟା)ପ୍ରସନ୍ନ କୁମାର ପାଟ୍ଟଶାଣୀବିଜୁ ପଟ୍ଟନାୟକଜଗନ୍ନାଥ ମନ୍ଦିର, ବାରିପଦାବୈକୁଣ୍ଠନାଥ ପଟ୍ଟନାୟକଓଡ଼ିଶାର ଲୋକନୃତ୍ୟରୁପାଆଠଗଡ଼ ଗଡ଼ଜାତ ରାଜ୍ୟକଳିକେଶ ନାରାୟଣ ସିଂହଦେଓବିବାହବୁଦ୍ଧ ପୂର୍ଣ୍ଣିମାwiki.phtmlସାରଳା ମହାଭାରତବୈଦେହୀଶ ବିଳାସଶ୍ରବଣ ( ରାମାୟଣ ର ଚରିତ୍ର )ମୁକ୍ତେଶ୍ୱର ଦେଉଳପାରଦସବ୍ୟସାଚୀ ମିଶ୍ରରତ୍ନାକର ଚଇନି୨ ନଭେମ୍ବର🡆 More