ଧୀର ବିଶ୍ୱାଳ: ଓଡ଼ିଆ କଥାଚିତ୍ର ଅଭିନେତା, ପ୍ରଯୋଜକ

ଧୀର ବିଶ୍ୱାଳ(ଜନ୍ମ : ୨୦/୦୬/୧୯୨୯) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ । ୧୯୮୦ ମସିହାରେ ସେ ଓଡ଼ିଆ କଥାଚିତ୍ରରେ ଅବଦାନ ପାଇଁ ଜୟଦେବ ପୁରସ୍କାର ଲାଭ କରିଥିଲେ ।

ଧୀରେନ୍ଦ୍ରନାଥ ବିଶ୍ୱାଳ
ଜନ୍ମ(1929-06-20)୨୦ ଜୁନ ୧୯୨୯
ମୃତ୍ୟୁ୪ ଡିସେମ୍ବର ୧୯୯୫(1995-12-04) (ବୟସ ୬୬)
ଶିକ୍ଷାସ୍ନାତକ(ଆଇନ)
ଶିକ୍ଷାନୁଷ୍ଠାନମଧୁସୁଦନ ଆଇନ ମହାବିଦ୍ୟାଳୟ,ରେଭେନ୍ସା ମହାବିଦ୍ୟାଳୟ
ବୃତ୍ତି(ସମୂହ)ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ

ଜୀବନୀ

ଧୀର, ୧୯୨୯ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢିଲାବେଳୁ ତାଙ୍କ ଅଭିନୟ ଦକ୍ଷତା ଲୋକଲୋଚନକୁ ଆସିଥିଲା । କଂସ ଭୁମିକାରେ ଅଭିନୟ କରି ଏତେ ଲୋକପ୍ରିୟ ହୋଇଥିଲେ ଯେ, ସାଙ୍ଗସାଥୀମାନେ ତାଙ୍କୁ କଂସ ବୋଲି ଡାକୁଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ଓ ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ସେ ନାଟ୍ୟ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ଓଡ଼ିଶା ସଚିବାଳୟରେ ଜଣେ କର୍ମଚାରୀ ଭାବରେ ସେ ନିଜର କର୍ମଜୀବନ ଆରମ୍ଭ କରିଥିଲେ । କିଛିଦିନ ପରେ ଚାକିରି ଛାଡି, ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଆଇନ ପାଠ ପଢ଼ିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟର ଏଲଏଲବି ଡିଗ୍ରୀ ହାସଲ କରିବାପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି ଆରମ୍ଭ କରିଥିଲେ । ଅଭିନୟପ୍ରତି ଆକର୍ଷଣ ଯୋଗୁ, ସେ ବେଶୀ ସମୟ ସେଥିପ୍ରତି ଓ କମ ସମୟ ଓକିଲାତିରେ ଦେଇଥିଲେ ।

ଓଡ଼ିଆ କଥାଚିତ୍ରରେ ଅବଦାନ

କେଦାର ଗୌରୀ ଧୀର ବିଶ୍ୱାଳଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା । ଏଥିରେ ଖଳନାୟକ 'ରାହୁ' ଭୂମିକାରେ ସେ ଅଭିନୟ କରିଥିଲେ । ୧୯୬୨ମସିହାରେ ସେ ନିଜର ପ୍ରଯୋଜନା ସଂସ୍ଥା ପଞ୍ଚସଖା ପିକଚର୍ସ ଆରମ୍ଭ କରିଥିଲେ । ପଞ୍ଚସଖା ପିକଚର୍ସର ପ୍ରଥମ ଚଳଚ୍ଚିତ୍ର ଥିଲା ନୂଆ ବୋଉ । ସେ ପ୍ରାୟ ୫୦ଟି ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ସହିତ ଜଡ଼ିତ ରହିଥିଲେ ।

ଅଭିନୀତ ଚଳଚ୍ଚିତ୍ର

ପ୍ରଯୋଜୀତ ଚଳଚ୍ଚିତ୍ର

ସମ୍ମାନ ଓ ପୁରସ୍କାର

  • ଜୟଦେବ ପୁରସ୍କାର - ୧୯୮୦
  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର(ଧରିତ୍ରୀ ଓ ଅଗ୍ନିବୀଣା ଚଳଚ୍ଚିତ୍ର)
  • ଶ୍ରେଷ୍ଠ ନିର୍ଦ୍ଦେଶକ(ଗୌରୀ ଚଳଚ୍ଚିତ୍ର)

ଆଧାର

ବାହାର ଆଧାର

Tags:

ଧୀର ବିଶ୍ୱାଳ ଜୀବନୀଧୀର ବିଶ୍ୱାଳ ଓଡ଼ିଆ କଥାଚିତ୍ରରେ ଅବଦାନଧୀର ବିଶ୍ୱାଳ ସମ୍ମାନ ଓ ପୁରସ୍କାରଧୀର ବିଶ୍ୱାଳ ଆଧାରଧୀର ବିଶ୍ୱାଳ ବାହାର ଆଧାରଧୀର ବିଶ୍ୱାଳଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

ରୋହିତ ପୂଜାରୀମହାତ୍ମା ଗାନ୍ଧୀଙ୍କ ପରିବାର୧୨ ସେପ୍ଟେମ୍ବରଗୋଦାବରୀଶ ମିଶ୍ରବୀର ସୁରେନ୍ଦ୍ର ସାଏ୬୩୩ୟୁ ଟ୍ୟୁବwiki.phtmlଭଦ୍ରକ ଜିଲ୍ଲାଅଚ୍ୟୁତାନନ୍ଦ ଦାସଗାଲୁଆରାମଚନ୍ଦ୍ର ମିଶ୍ରଭାରତର ପ୍ରଧାନମନ୍ତ୍ରୀମାଟିର ମଣିଷଅଂଶୁଘାତଧର୍ମେନ୍ଦ୍ର ପ୍ରଧାନପରଶୁରାମବୃହସ୍ପତିମରିସସଜୋହାନ୍ ସେବାଷ୍ଟିଆନ୍ ବାକ୍ସାରଳା ଦାସସୁନାରାଣୀ ଲକ୍ଷ୍ମୀବାଈ୧୭୩୬ହୃତ୍‌ପିଣ୍ଡଚିନ୍ତାମଣି ମହାନ୍ତିବନ୍ଧୁତାଓଡ଼ିଶା ଆଦର୍ଶ ବିଦ୍ୟାଳୟଆକବରରାଧାନାଥ ରାୟମାଇକ୍ରୋସଫ୍ଟଜଗନ୍ନାଥ ଦାସପୃଥିବୀଏକ୍ସକ୍ୟୁଜ ମିମୀନ (ମାସ)ସଙ୍କୀର୍ତ୍ତନଜର୍ଜ କ୍ୟାଣ୍ଟରମାୟାଧର ମାନସିଂହକାଠଚମ୍ପାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଫକୀର ମୋହନ ସେନାପତିରେବତୀ (କ୍ଷୁଦ୍ରଗଳ୍ପ)ଗଙ୍ଗଶିଉଳୀକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଚନ୍ଦନ ଯାତ୍ରାଆଜାଦ ହିନ୍ଦ୍ ଫୌଜହନୁମାନ ଚାଳିଶାମୁସଲମାନଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଜନ୍ତା ଗୁମ୍ଫାଗଜଲଓଡ଼ିଆ ଭାଷାଉଇକିମିଡ଼ିଆ ମୁଭମେଣ୍ଟଭାରତ ସରକାରଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦେଓମାଳୀଲକ୍ଷ୍ମଣ ନାୟକଟୋଲକାପୋନମାଳିକାଚଇତି ଘୋଡ଼ା ନାଚଅଖିଳ ନାୟକଓଡ଼ିଆ କାବ୍ୟ କବିତାକ୍ୟୁ. ଆର. କୋଡ଼🡆 More