ମହାଦେଶ

ମହାଦେଶ କେତେଗୁଡ଼ିଏ ଦେଶକୁ ନେଇ ତିଆରି । ପୃଥିବୀରେ ୭ଟି ମହାଦେଶ ଅଛି । ଆୟତନ ଅନୁସାରେ ମହାଦେଶଗୁଡ଼ିକ ହେଲେ: ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଇଉରୋପ, ଆଣ୍ଟର୍କଟିକାଅଷ୍ଟ୍ରେଲିଆ

ମହାଦେଶ
ବିଭିନ୍ନ ମହାଦେଶ ଏବଂ ଅଞ୍ଚଳ ଦେଖାଉଥିବା ଚଳତ୍ ଓ ରଙ୍ଗ-ଚିହ୍ନିତ ମାନଚିତ୍ର । ମାନକ ଏବଂ ମଡେଲ ଉପରେ ନିର୍ଭର କରି କେତେକ ମହାଦେଶ ଏକାଠି କିମ୍ବା ଶ୍ରେଣୀବିଭାଗକୃତ ହୋଇଥାଇପାରନ୍ତି: ଯଥା: ଇଉରେସିଆ ପ୍ରାୟତଃ ବିଭକ୍ତ ହୋଇ ଇଉରୋପଏସିଆ (ନାଲି ରଙ୍ଗସବୁ) ହେଲା ବେଳେ ଉତ୍ତରଦକ୍ଷିଣ ଆମେରିକା ବେଳେବେଳେ ଏକ ଆମେରିକୀୟ ମହାଦେଶ (ସାଗୁଆ ରଙ୍ଗସବୁ) ଭାବେ ଦର୍ଶାଯାଇଥାନ୍ତି ।

ମହାଦେଶର ବିଭକ୍ତି କରଣ

ମହାଦେଶର ଶ୍ରେଣୀଭୁକ୍ତ କରିବାର ଅନେକ ଉପାୟ ରହିଛି:

ମଡ଼େଲ
ମହାଦେଶ 
ବିଭିନ୍ନ ମହାଦେଶ ଦେଖାଉଥିବା ରଙ୍ଗ-ଚିହ୍ନିତ ମାନଚିତ୍ର । ଏକତ୍ରିତ କିମ୍ବା ବିଭାଜିତ ହୋଇପାରିବା ଭଳି କ୍ଷେତ୍ରଗୁଡ଼ିକ ସମାନ ରଙ୍ଗଦ୍ୱାରା ପ୍ରଦର୍ଶିତ ।
୪ଟି ମହାଦେଶ
          ଆଫ୍ରୋ-ଇଉରେସିଆ
       ଆମେରିକା
    ଆଣ୍ଟାର୍କଟିକା
    ଅଷ୍ଟ୍ରେଲିଆ
୫ଟି ମହାଦେଶ
    ଆଫ୍ରିକା
       ଇଉରେସିଆ
       ଆମେରିକା
    ଆଣ୍ଟାର୍କଟିକା
    ଅଷ୍ଟ୍ରେଲିଆ
୬ଟି ମହାଦେଶ
    ଆଫ୍ରିକା
    ଇଉରୋପ
    ଏସିଆ
       ଆମେରିକା
    ଆଣ୍ଟାର୍କଟିକା
    ଅଷ୍ଟ୍ରେଲିଆ
୬ଟି ମହାଦେଶ
    ଆଫ୍ରିକା
       ଇଉରେସିଆ
    ଉତ୍ତର ଆମେରିକା
    ଦକ୍ଷିଣ ଆମେରିକା
    ଆଣ୍ଟାର୍କଟିକା
    ଅଷ୍ଟ୍ରେଲିଆ
୭ଟି ମହାଦେଶ
    ଆଫ୍ରିକା
    ଇଉରୋପ
    ଏସିଆ
    ଉତ୍ତର ଆମେରିକା
    ଦକ୍ଷିଣ ଆମେରିକା
    ଆଣ୍ଟାର୍କଟିକା
    ଅଷ୍ଟ୍ରେଲିଆ
  • ସାତ-ମହାଦେଶ ମଡେଲକୁ ସାଧାରଣତଃ ଚୀନ, ଭାରତ ଓ ଦକ୍ଷିଣ ଇଉରୋପର କିଛି ଅଂଶ ଏବଂ ପ୍ରାୟ ଇଂରାଜୀ ଭାଷାଭାଷୀ ଜନସଂଖ୍ୟା ଅନୁଯାୟୀ ଦେଶଗୁଡ଼ିକରେ ଶିକ୍ଷା ଦିଆଯାଏ.[ଆଧାର ଲୋଡ଼ା]
  • ଛଅଟି ମହାଦେଶ ମିଶାଇ-ଆମେରିକା ମଡେଲ ସ୍ପାନିସ ଭାଷାଭାଷୀ ଦେଶଗୁଡିକରେ ଏବଂ ଇଉରୋପର କିଛି ଅଂଶ ଯଥା ଗ୍ରୀସ (୫ଟି ଲୋକ ବସବାସ କରୁଥିବା ମହାଦେଶ ମଡେଲ ସହ ସମାନ (ଅର୍ଥାତ ଆଣ୍ଟାର୍କଟିକାକୁ ବାଦ ଦେଇ) ଏବେ ବି ଲେଖାରେ ଦେଖିବାକୁ ମିଳେ) ।

ଏହି ଶେଷ ମଡେଲକୁ ଏକ ଆରମ୍ଭ ଭାବେ ବ୍ୟବହାର କଲେ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି କେବଳ ଲୋକ ବାସ କରୁଥିବା ମହାଦେଶ ଭାବେ ବ୍ୟବହାର କରିଥାଏ (ଆଣ୍ଟାର୍କଟିକାକୁ ଛାଡ଼ି) ଏବଂ ତେଣୁ ଅଲମ୍ପିକ ଲୋଗୋରେ ଦର୍ଶାଯାଇଥିବା ଭଳି ଏକ ପାଞ୍ଚ-ମହାଦେଶ ମଡେଲ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ମାୟାଧର ମାନସିଂହମୁକ୍ତିକାନ୍ତ ମଣ୍ଡଳସାଇକେଲଏଣ୍ଡୋମେଟ୍ରିଓସିସତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଯାଜପୁର ଜିଲ୍ଲାଗର୍ଭାଶୟ କର୍କଟଧରିତ୍ରୀଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଓଡ଼ିଆପ୍ରଦୀପ କୁମାର ପାଣିଗ୍ରାହୀସତ୍ୟବାଦୀ ବନ ବିଦ୍ୟାଳୟସୂଚନା ପ୍ରଯୁକ୍ତିବିଦ୍ୟାକଳାପାହାଡ଼ହମିଦା ବାନୁ ବେଗମ୨୧ଟୁକୁନି ସାହୁଭଗବତ ଗୀତାଓଡ଼ିଶାଗଙ୍ଗାଧର ରଥ୩୦ ଅପ୍ରେଲଆମ୍ବସମ୍ବଲପୁରବୃହସ୍ପତିଶ୍ୱେତସାରଭାରତ ସରକାରଫେବୃଆରୀ ୨୮ରବୀନ୍ଦ୍ରନାଥ ଠାକୁରଗୌରହରି ଦାସଭାରତୀୟ ଜାତୀୟ କଂଗ୍ରେସଅଭିରାମ ପରମହଂସଗୋଲୋକ ବିହାରୀ ଧଳମଙ୍ଗଳୁ ଚରଣ ବିଶ୍ୱାଳଅଣସରକୁଞ୍ଜବିହାରୀ ଦାଶଭାରତୀୟ ଜନତା ପାର୍ଟିଗୋପବନ୍ଧୁ ଚୌଧୁରୀହନୁମାନପିଙ୍କି ପ୍ରଧାନରାମ ନବମୀଛବିଳ ମଧୁ ବର୍ଣ୍ଣବୋଧବିଶ୍ୱ ମ୍ୟାଲେରିଆ ଦିବସଅଧର ପଟ୍ଟନାୟକଅଷ୍ଟ୍ରେଲିଆମନୋଜ ଦାସଙ୍କ କଥା ଓ କାହାଣୀନବଯୌବନ ବେଶସିଦ୍ଧାନ୍ତ ମହାପାତ୍ରରାୟଗଡ଼ା ଜିଲ୍ଲାସ୍ତନଟମ୍ ଖା କାଇଲିମାଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବନ୍ୟାପ୍ରତାପରୁଦ୍ର ଦେବଅଂଶୁଘାତଖିଲିପାନକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)୧୮ ଅକ୍ଟୋବରହେପାଟାଇଟିସପଣା ସଂକ୍ରାନ୍ତିଇଣ୍ଡୋନେସିଆପ୍ରସନ୍ନ କୁମାର ପଣ୍ଡାରାସନ କାର୍ଡ଼ (ଭାରତ)ଜିନା ସାମଲସୁରେନ୍ଦ୍ର ମହାନ୍ତି୨୦୧୨ଉପେନ୍ଦ୍ର ଭଞ୍ଜକୋଳିସାମାଜିକ ଆନ୍ଦୋଳନକାଜାଖସ୍ତାନଉଇକିପିଡ଼ିଆ ସମୂହର ତାଲିକା୧୭ ଫେବୃଆରୀ🡆 More