ଭାରତୀୟ ଜାତୀୟ କଂଗ୍ରେସ: ଭାରତର ରାଜନୀତିକ ଦଳ

ଭରତୀୟ ଜାତୀୟ କଂଗ୍ରେସ (ପ୍ରାୟତଃ କଂଗ୍ରେସ ପାର୍ଟି ବୋଲି ଜଣାଯାଏ ) ଭାରତର କୋଣ ଅନୁକୋଣରେ ଥିବା ଏକ ବଡ଼ ରାଜନୈତିକ ଦଳ । ୧୮୮୫ ମସିହାରେ ଏହି ଦଳଟି ପ୍ରତିଷ୍ଠିତ ହୋଇଥିଲା ।

ଭାରତୀୟ ଜାତୀୟ କଂଗ୍ରେସ
ଅଧକ୍ଷMallikarjun Kharge
ସଂସଦରେ ଅଧକ୍ଷସୋନିଆ ଗାନ୍ଧୀ
ଲୋକସଭା ନେତାAdhir Ranjan Chowdhury
ରାଜ୍ୟସଭା ନେତାMallikarjun Kharge
(ବିପକ୍ଷ ଦଳର ନେତା)
ଗଠନ୧୮୮୫
ମୁଖ୍ୟ କାର୍ଯ୍ୟାଳୟ୨୪ ଆକବର ରୋଡ଼,
ନୂଆ ଦିଲ୍ଲୀ, ୧୧୦୦୧୧
ଛାତ୍ର ଶାଖାNational Students Union of India
ଯୁବକ ଶାଖାଜାତୀୟ ଯୁବ କଂଗ୍ରେସ
ମହିଳା ଶାଖାମହିଳା କଂଗ୍ରେସ
ଶ୍ରମିକ ଶାଖାIndian National Trade Union Congress
ବିଚାରଧାରାPopulism
Islamic Nationalism
(Liberal nationalism)
Social liberalism
Democratic socialism
Social democracy
Pseudo-Secularism
Gandhian socialism
Anti hindu
ରାଜନୈତିକ ଅବସ୍ଥାନCenter-left
ଅନ୍ତର୍ଜାତୀୟ ଅନୁବନ୍ଧନAlliance of Democrats
ରଙ୍ଗAqua
ଭା. ନି. କ. ସ୍ଥିତିNational Party
ମେଣ୍ଟUnited Progressive Alliance (UPA)
ଲୋକସଭାରେ ଆସନ ସଂଖ୍ୟା
୪୮ / ୫୪୫
ରାଜ୍ୟସଭାରେ ଆସନ ସଂଖ୍ୟା
୫୦ / ୨୪୫
ନିର୍ବାଚନ ଚିହ୍ନ
ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର
Hand INC
ୱେବସାଇଟ
www.aicc.org.in
ଏହା ହେଉଛି ପ୍ରଥମ ଦଳ ଯାହା ବ୍ରିଟିଶ ଶାଶକଙ୍କୁ ଏସିଆ ଓ ଆଫ୍ରିକାରୁ ଔପନାସିକବାଦରୁ ଓହରିଯିବା ନିମିତ୍ତ ଆନ୍ଦୋଳନ କରିଥିଲା । ଅନେକ ରାଜ୍ୟ ସରକାରରେ ମଧ୍ୟ ଏହା ଏକ ଶକ୍ତିଶାଳୀ ଦଳ  । 

୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ମେଣ୍ଟ ସରକାର ୟୁ.ପି.ଏ. (United Progressive Alliance) ଭାରତରେ ସରକାର ଗଠନ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ରୂପେ ମନମୋହନ ସିଂହ ଥିଲେ ।

ଇତିହାସ

କଂଗ୍ରେସର ଇତିହାସକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରୁ ।

  1. ପ୍ରାକ-ସ୍ୱାଧୀନତା ସମୟ
  2. ସ୍ୱାଧୀନତା ପର ସମୟ

ପ୍ରାକ-ସ୍ୱାଧୀନତା ସମୟ

ଭାରତର କିଛି ଲୋକଙ୍କୁ ପ୍ରତିନିଧି ବନେଇ ଦେଶରେ କଣ ଘଟୁଛି ଜାଣିବା ନିମିତ୍ତ ୧୮୮୫ ମସିହାରେ ବ୍ରିଟିଶ ସରକାର ଭାରତୀୟ ଜାତୀୟ କଂଗ୍ରେସ ନାମକ ଏକ ଦଳ ଗଠନ କରିଥିଲେ । ଯେବେ ବ୍ରିଟିଶ ସରକାର ଭାରତବାସୀଙ୍କର ମୌଳିକ ଆବଶ୍ୟକତା ପୁରାଣ କରିବାରେ ପଛଘୁଞ୍ଚା ଦେଲେ, ସମୟାନୁକ୍ରମେ କଂଗ୍ରେସର ଲକ୍ଷ୍ୟ ଏକ ସ୍ୱତନ୍ତ୍ର ଏବଂ ସ୍ୱାଧୀନ ଭାରତ ଗଠନରେ ନିବେଶିତ ହେଲା । ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହୁରୁ, ସୁଭାଷ ଚନ୍ଦ୍ର ବୋଷ, ବଲ୍ଲଭ ଭାଇ ପଟେଲ ଭଳି ବଳିଷ୍ଠ ନେତାମାନେ ସ୍ୱାଧୀନତା ପ୍ରାପ୍ତି ନିମିତ୍ତ କଂଗ୍ରେସଦଳରେ ରହି ବହୁ ଉଲ୍ଲେଖନୀୟ ଅବଦାନ କରିଥିଲେ । ଏହିଭଳି ଅନେକ କଂଗ୍ରେସକର୍ମୀ ଏବଂ ଅନ୍ୟାନ୍ୟ ଦଳର ଲୋକମାନଙ୍କ ସହାୟତାରେ ଭାରତ ୧୯୪୭ ମସିହାରେ ସ୍ୱାଧୀନ ହୋଇଥିଲା ।

ସ୍ୱାଧୀନତା ପର ସମୟ

ସ୍ୱାଧିନତାପରେ ଏହି ଦଳ ଭାରତର କିଛି ବର୍ଷଧରି ସଂଖ୍ୟାଗରିଷ୍ଠ ଦଳ ରୂପେ ରହିଥିଲା । ୧୯୫୨ ମସିହାରେ ଦେଶରେ ପ୍ରଥମ ନିର୍ବାଚନ ହୋଇଥିଲା । ୧୯୭୭ ମସିହା ପର୍ଯ୍ୟନ୍ତ ଏକ ଅପରାଜୟ ଦଳ ରୂପେ ଏହା କେନ୍ଦ୍ରରେ ସରକାର ଗଢିଚାଲୁଥିଲା । ୧୯୭୭ ମସିହାରେ ଜନତା ଦଳ ପ୍ରଥମ ଥର ନିମିତ୍ତ କଂଗ୍ରେସକୁ ନିର୍ବାଚନରେ ପରାସ୍ତ କରିଥିଲା । ସ୍ୱାଧୀନତା ପରର କାଂଶକୁ ଆମେ ନିମ୍ନ ବିଭାଗରେ ବିଭକ୍ତ କରିପାରିବା:

  1. ନେହେରୁ/ଶାସ୍ତ୍ରୀ କାଳ (୧୯୪୭-୧୯୬୬)
  2. ଇନ୍ଦିରା କାଳ (୧୯୬୬-୧୯୮୪)
  3. ରାଜୀବ/ରାଓ କାଳ (୧୯୮୫-୧୯୮୮)
  4. ମନମୋହନ କାଳ (୨୦୦୪-୨୦୧୪)
  5. ଆଧୁନିକ କାଳ (୨୦୧୪-ବର୍ତ୍ତମାନ)

ସାଧାରଣ ନିର୍ବାଚନ

Year Legislature Leader Seats won Change in # of seats Percentage of vote Vote swing Outcome
1934 5th Central Legislative Assembly Bhulabhai Desai
୪୨ / ୧୪୭
ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  42 N/A
1945 6th Central Legislative Assembly Sarat Chandra Bose
୫୯ / ୧୦୨
ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  17 Interim Government of India (1946-1947)
1951 1st ଲୋକ ସଭା Jawaharlal Nehru
୩୬୪ / ୪୮୯
44.99% Government
1957 2nd ଲୋକ ସଭା Jawaharlal Nehru
୩୭୧ / ୪୯୪
ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର 7 47.78% ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  2.79% Government
1962 3rd ଲୋକ ସଭା Jawaharlal Nehru
୩୬୧ / ୪୯୪
ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର 10 44.72% ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  3.06% Government
1967 4th ଲୋକ ସଭା Indira Gandhi
୨୮୩ / ୫୨୦
ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର 78 40.78% ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  2.94% Government
1971 5th ଲୋକ ସଭା Indira Gandhi
୩୫୨ / ୫୧୮
ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର 69 43.68% ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  2.90% Government
1977 6th ଲୋକ ସଭା Indira Gandhi
୧୫୩ / ୫୪୨
ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର 199 34.52% ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  9.16% Opposition
1980 7th ଲୋକ ସଭା Indira Gandhi
୩୫୧ / ୫୪୨
ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  198 42.69% ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  8.17% Government
1984 8th ଲୋକ ସଭା Rajiv Gandhi
୪୧୫ / ୫୩୩
ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  64 49.01% ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  6.32% Government
1989 9th ଲୋକ ସଭା Rajiv Gandhi
୧୯୭ / ୫୪୫
ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର 218 39.53% ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  9.48% Opposition
1991 10th ଲୋକ ସଭା P.V. Narasimha Rao
୨୪୪ / ୫୪୫
ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  47 35.66% ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  3.87% Government
1996 11th ଲୋକ ସଭା P. V. Narasimha Rao
୧୪୦ / ୫୪୫
ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  104 28.80% ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  7.46% Opposition, later outside support for UF
1998 12th ଲୋକ ସଭା Sitaram Kesri
୧୪୧ / ୫୪୫
ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  1 25.82% ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  2.98% Opposition
1999 13th ଲୋକ ସଭା Sonia Gandhi
୧୧୪ / ୫୪୫
ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  27 28.30% ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  2.48% Opposition
2004 14th ଲୋକ ସଭା Sonia Gandhi
୧୪୫ / ୫୪୩
ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  32 26.7% ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  1.6% Government
2009 15th ଲୋକ ସଭା Manmohan Singh
୨୦୬ / ୫୪୩
ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  61 28.55% ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  2.02% Government
2014 16th ଲୋକ ସଭା Rahul Gandhi
୪୪ / ୫୪୩
ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  162 19.3% ଭାରତୀୟ ଜାତୀୟ କଂଗ୍ରେସ: ଇତିହାସ, ସାଧାରଣ ନିର୍ବାଚନ, ଆଧାର  9.25% Opposition

2019। 17th ଲୋକ ସଭା ରାହୁଲ ଗାନ୍ଧି ୫୨/୫୪୩

ଆଧାର

ଅଧିକ ତଥ୍ୟ

Tags:

ଭାରତୀୟ ଜାତୀୟ କଂଗ୍ରେସ ଇତିହାସଭାରତୀୟ ଜାତୀୟ କଂଗ୍ରେସ ସାଧାରଣ ନିର୍ବାଚନଭାରତୀୟ ଜାତୀୟ କଂଗ୍ରେସ ଆଧାରଭାରତୀୟ ଜାତୀୟ କଂଗ୍ରେସ ଅଧିକ ତଥ୍ୟଭାରତୀୟ ଜାତୀୟ କଂଗ୍ରେସ

🔥 Trending searches on Wiki ଓଡ଼ିଆ:

ବଳରାମ ଦାସମୋହନ ଭୋଗ୧୯୮୮ନାରୀବାଦସାହି ଯାତଅନ୍ତରା ଚକ୍ରବର୍ତ୍ତୀଇତିହାସପଦ୍ମ ଲୋଚନ ପଣ୍ଡାକାଳୀଚରଣ ପଟ୍ଟନାୟକରାଧାମୋହନ ଗଡ଼ନାୟକମଣିଷବିର୍ସା ମୁଣ୍ଡାହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ଓଡ଼ିଶାର କଳା୧୨ ଫେବୃଆରୀମହାବୀର ଜୈନଉଇକିକଥାଚିତ୍ତରଞ୍ଜନ ଦାସବୌଦ୍ଧ ଜିଲ୍ଲାକୃଷ୍ଣ ଜନ୍ମାଷ୍ଟମୀରାଧାନାଥ ରାୟହିନ୍ଦୁ ବିବାହ ଅଧିନିୟମ, ୧୯୫୫ମଙ୍ଗଳ ପାଣ୍ଡେଇଣ୍ଡୋନେସିଆ୨୦ ଅପ୍ରେଲଜାନକୀ ବଲ୍ଲଭ ପଟ୍ଟନାୟକଗୁଗଲତମନ୍ନା ବ୍ୟାସଅରବିନ୍ଦ କେଜରିୱାଲ୫ ମଇଓଡ଼ିଶୀରବି ସିଂଗୁରୁ ପ୍ରସାଦ ମହାନ୍ତିଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସଅନନ୍ତ ପଟ୍ଟନାୟକମହୁମାଛିପ୍ରାଣବନ୍ଧୁ କରମନମୋହନ ସାମଲପ୍ରତୀକ୍ଷାସୌଭାଗ୍ୟ କୁମାର ମିଶ୍ରସ୍ୱର ବର୍ଣ୍ଣପଞ୍ଚତନ୍ତ୍ର୧୯୭୦ଉଇକିମିଡ଼ିଆ ଫାଉଣ୍ଡେସନଖାଦ୍ୟମାସରିକେଟରେବତୀ (କ୍ଷୁଦ୍ରଗଳ୍ପ)ସତ୍ୟବାଦୀ ବନ ବିଦ୍ୟାଳୟଦେବ୍ରାଜ ଲେଙ୍କାସିଂହହଂକଂକୋଷଦଅଣାବଳଦେବଜୀଉ ମନ୍ଦିର୧୭ ଅପ୍ରେଲପଞ୍ଚସଖାଚାନ୍ଦବାଲିସରସ୍ୱତୀମହିମା ଧର୍ମଯକୃତରାଜ୍ୟବିଦ୍ୟୁତଜଗନ୍ନାଥ ମନ୍ଦିରବୌଦ୍ଧ ଧର୍ମଦୀନକୃଷ୍ଣ ଦାସଚୈତ୍ର ପୂର୍ଣ୍ଣିମାଶ୍ରୀରାମ ପଣ୍ଡାବର୍ଷାସୁନା🡆 More