ପବିତ୍ର ମୋହନ ପ୍ରଧାନ: ଓଡ଼ିଆ ରାଜନୀତିଜ୍ଞ

ପବିତ୍ର ମୋହନ ପ୍ରଧାନ (୮ ଫେବୃଆରୀ ୧୯୦୮ - ୨୮ ସେପ୍ଟେମ୍ବର ୧୯୮୮) ଓଡ଼ିଶାର ଜଣେ ପ୍ରଜାମଣ୍ଡଳ ଓ ଗଡ଼ଜାତ ଆନ୍ଦୋଳନର ନେତା ଏବଂ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ବହୁବାର ଓଡ଼ିଶା ବିଧାନ ସଭା ଓ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ପବିତ୍ର ମୋହନ ପ୍ରଧାନ
ପବିତ୍ର ମୋହନ ପ୍ରଧାନ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ସାଂସଦ: ୬ଷ୍ଠ ଲୋକ ସଭା
କାର୍ଯ୍ୟକାଳ
୧୯୭୭ – ୧୯୭୯
ନିର୍ବାଚନ ମଣ୍ଡଳୀଦେବଗଡ଼
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀମୃତ୍ୟୁଞ୍ଜୟ ପାଳ
ପର ଅଧିକାରୀନାରାୟଣ ସାହୁ
ନିର୍ବାଚନ ମଣ୍ଡଳୀପାଲଲହଡ଼ା
ବିଧାୟକ: ୧ମ, ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୬୭
ନିର୍ବାଚନ ମଣ୍ଡଳୀତାଳଚେର
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୬୭
ନିର୍ବାଚନ ମଣ୍ଡଳୀପାଲଲହଡ଼ା
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ)
କାର୍ଯ୍ୟକାଳ
୧୯୪୬ – ୧୯୫୨
ନିର୍ବାଚନ ମଣ୍ଡଳୀଆଠଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1908-02-08)୮ ଫେବୃଆରୀ ୧୯୦୮
ମୃତ୍ୟୁ୨୮ ସେପ୍ଟେମ୍ବର ୧୯୮୮(1988-09-28) (ବୟସ ୮୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନ କଂଗ୍ରେସ, ଭାରତୀୟ ଲୋକ ଦଳ
ବାପା/ବୋଉଭରତ ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ପବିତ୍ର ମୋହନ ପ୍ରଧାନ ୧୯୦୮ ମସିହାର ଫେବୃଆରୀ ମାସ ୮ ତାରିଖରେ ତାଳଚେର ଅନ୍ତର୍ଗତ ପୋଇପାଳଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଭରତ ପ୍ରଧାନ । ଶୈଶବରୁ ହିଁ ସେ ବାପାଙ୍କୁ ହରେଇଥିଲେ । ପବିତ୍ରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।

ରାଜନୈତିକ ଜୀବନ

ସ୍ୱାଧୀନତା ପୂର୍ବରୁ ପବିତ୍ର ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏଥିପାଇଁ ତାଙ୍କୁ ରାଜଦ୍ରୋହ ଅଭିଯୋଗ ଓ କାରାବରଣ କରିବାକୁ ପଡିଥିଲା । ସ୍ୱାଧିନତା ପରେ ସେ ଗଡ଼ଜାତ ଆନ୍ଦୋଳନରେ ଯୋଗଦେଇଥିଲେ । ଗଡ଼ଜାତ ମିଶ୍ରଣ ପରେ ସେ ସକ୍ରିୟ ରାଜନୀତିରେ ଯୋଗଦେଇଥିଲେ । ୧୯୪୬ ମସିହାରେ ସେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ଓ ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ସ୍ୱାଧୀନତା ପରର ୧ମ, ୨ୟ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ବିଭିନ୍ନ ସମୟରେ ଭାରତୀୟ ଜାତୀୟ କଂଗ୍ରେସ, ଜନ କଂଗ୍ରେସ ଓ ଭାରତୀୟ ଲୋକ ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୪୬ ୧୯୫୨ ସଭ୍ୟ, ସ୍ୱାଧୀନତା ପୂର୍ବରୁ ୨ୟ ଓଡ଼ିଶା ବିଧାନ ସଭା ଆଠଗଡ଼ ନିର୍ଦ୍ଦଳୀୟ
୧୯୫୨ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା ତାଳଚେର ଭାରତୀୟ ଜାତୀୟ କଂଗ୍ରେସ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ତାଳଚେର ଭାରତୀୟ ଜାତୀୟ କଂଗ୍ରେସ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ପାଲଲହଡ଼ା ଜନ କଂଗ୍ରେସ
୧୯୬୧ ୧୯୬୧ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା (ଇସ୍ତଫା) ତାଳଚେର ଭାରତୀୟ ଜାତୀୟ କଂଗ୍ରେସ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ପାଲଲହଡ଼ା ଜନ କଂଗ୍ରେସ
୧୯୭୧ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା (ଇସ୍ତଫା) ଆଠଗଡ଼ ଜନ କଂଗ୍ରେସ

ମୃତ୍ୟୁ

ପବିତ୍ର ୧୯୮୮ ମସିହାର ସେପ୍ଟେମ୍ବର ମାସ ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

ପବିତ୍ର ମୋହନ ପ୍ରଧାନ ଜନ୍ମ, ପରିବାର ଓ ଶିକ୍ଷାପବିତ୍ର ମୋହନ ପ୍ରଧାନ ରାଜନୈତିକ ଜୀବନପବିତ୍ର ମୋହନ ପ୍ରଧାନ ମୃତ୍ୟୁପବିତ୍ର ମୋହନ ପ୍ରଧାନ ଆଧାରପବିତ୍ର ମୋହନ ପ୍ରଧାନଓଡ଼ିଆ ଲୋକଓଡ଼ିଶାଓଡ଼ିଶା ବିଧାନ ସଭାଲୋକ ସଭା

🔥 Trending searches on Wiki ଓଡ଼ିଆ:

ବୀଜାଣୁପ୍ରତିଭା ଶତପଥୀକବିସୂର୍ଯ୍ୟ ବଳଦେବ ରଥଦେବସ୍ନାନ ପୂର୍ଣ୍ଣିମାଓଡ଼ିଶୀପଦ୍ମଶ୍ରୀଉଇକିପିଡ଼ିଆସୂର୍ଯ୍ୟୋଦୟଶାମ୍ବ (କୃଷ୍ଣଙ୍କ ପୁତ୍ର)ଗୋଲୋକ ବିହାରୀ ଧଳକୃଷ୍ଣମନୋଜ ଦାସଙ୍କ କଥା ଓ କାହାଣୀମାୟାଧର ମାନସିଂହରାସେଶ୍ୱରୀ ପାଣିଗ୍ରାହୀବାଳୀତାମିଲ ଭାଷାବିଶ୍ୱଜିତ ଦାସବାଘରେବତୀ (କ୍ଷୁଦ୍ରଗଳ୍ପ)ବିନୋଦ ଚନ୍ଦ୍ର ନାୟକମହାବୀର ଜୈନଚନ୍ଦ୍ରଶେଖର ରଥଅମୃତ ଫଳଇଲନ ମସ୍କଭଦ୍ରକ ଜିଲ୍ଲାକୃଷ୍ଣପ୍ରସାଦ ମିଶ୍ରଝୁମରମିଆ ଖଲିଫାବସନ୍ତ କୁମାର ଶତପଥୀରାଧାମୋହନ ଗଡ଼ନାୟକଗୋଦାବରୀଶ ମହାପାତ୍ରରାଜେନ୍ଦ୍ର ନାରାୟଣ ସିଂହଦେଓରାଖାଲ ମହାନ୍ତିଚିତ୍ତରଞ୍ଜନ ଦାସବ୍ରଜ କିଶୋର ପ୍ରଧାନଗୋଦାବରୀଶ ମିଶ୍ରଟାଟା ମୋଟରସମିନତି ମିଶ୍ରଓଡ଼ିଶାର ଇତିହାସଗୀତଗୋବିନ୍ଦଭାରତୀୟ ଦଣ୍ଡ ସଂହିତା, ୧୮୬୦ଓଡ଼ିଶାର ଲୋକନୃତ୍ୟଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସବ୍ୟଞ୍ଜନ ବର୍ଣ୍ଣନୀଳକଣ୍ଠ ଦାସଭୁବନେଶ୍ୱର ମିଶ୍ରଅନ୍ନପୂର୍ଣ୍ଣା ମହାରଣାତୋରାଣିଚାଣକ୍ୟଭାରତ ସରକାରକଳିଙ୍ଗ ଯୁଦ୍ଧଚିତ୍ରା (ନକ୍ଷତ୍ର)ମନୋଜ ଦାସରଥଯାତ୍ରାଉଇକିମିଡ଼ିଆ ଫାଉଣ୍ଡେସନବର୍ଷା ପ୍ରିୟଦର୍ଶିନୀରବି କାନୁନଗୋକାହ୍ନୁଚରଣ ମହାନ୍ତିସୀତାକାନ୍ତ ମହାପାତ୍ରହାଡ଼ଫୁଟିଜାତୀୟ ସାହସିକତା ପୁରସ୍କାରହନୁମାନ ଜୟନ୍ତୀଜାତୀୟ ଖାଦ୍ୟ ସୁରକ୍ଷା ନୀତି ୨୦୧୩ନକ୍ଷତ୍ରବସନ୍ତ କୁମାରୀ ପଟ୍ଟନାୟକପଣାବିଶ୍ୱତାପନହୋଲିଅଂଶୁଘାତଶ୍ରୀ ଦେବ ରାମେଶ୍ଵର ମନ୍ଦିରଯୌନ ସମ୍ଭୋଗଜଗନ୍ନାଥ ଦାସ🡆 More