୬ଷ୍ଠ ଲୋକ ସଭା

୬ଷ୍ଠ ଲୋକ ସଭା ୧୯୭୭ ମସିହାରେ ଗଠିତ ହୋଇଥିଲା । ୧୯୭୭ ସାଧାରଣ ନିର୍ବାଚନ ପରେ ଏହି ଲୋକ ସଭା ୨୩ ମାର୍ଚ୍ଚ ୧୯୭୭ରୁ ଆରମ୍ବ ହୋଇଥିଲା ଏବଂ ମାତ୍ର ଦୁଇ ବର୍ଷ ପରେ ଅର୍ଥାତ ୨୨ ଅଗଷ୍ଟ ୧୯୭୯ରେ ଭଙ୍ଗ ହୋଇଥିଲା । ଲୋକ ସଭା ପାଇଁ ସାଧାରଣ ନିର୍ବାଚନ ପରେ ରାଜ୍ୟ ସଭାର ୧୧ ଜଣ ସଦସ୍ୟ ଲୋକ ସଭାକୁ ମନୋନୀତ ହୋଇ ଆସିଥିଲେ ।

ଏହି ଲୋକ ସଭାରେ ଜନତା ଦଳର ଗଠବନ୍ଧନ ୩୪୫ଟି ଆସନରେ ଜିତିବାପରେ ମୋରାରଜୀ ଦେଶାଇ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହି ନିର୍ବାଚନରେ ଜନତା ଦଳର ଗଠବନ୍ଧନ ୫ମ ଲୋକ ସଭାଠାରୁ ୨୩୩ଟି ଅଧିକ ଆସନରେ ଜିତିଥିଲେ । ମୋରାଜୀ ଦେଶାଇଙ୍କ ପରେ ଏହି ଲୋକ ସଭାରେ ୨୮ ଜୁଲାଇ ୧୯୭୯ରୁ ଚରଣ ସିଂହ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଲେ ଏବଂ ୧୯୮୦ ସାଧାରଣ ନିର୍ବାଚନ ପରେ ୭ମ ଲୋକ ସଭା ଗଠନ ହେବାଯାଏଁ ସେ ୧୪ ଜାନୁଆରୀ ୧୯୮୦ ଯାଏଁ ଦାୟିତ୍ୱରେ ଥିଲେ ।

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ

  • ବାଚସ୍ପତି:
    • ଏନ୍. ସଞ୍ଜୀବ ରେଡ୍ଡି ୨୬ ମାର୍ଚ୍ଚ ୧୯୭୭ରୁ ୧୩ ଜୁଲାଇ ୧୯୭୭
    • କେ. ଏସ୍. ହେଗ୍‌ଡ଼େ ୨୧ ଜୁଲାଇ ୧୯୭୭ରୁ ୨୧ ଜାନୁଆରୀ ୧୯୮୦
  • ଉପ ବାଚସ୍ପତି:
    • ଗୋଡେ ମୂରହରି ୧ ଅପ୍ରେଲ ୧୯୭୭ରୁ ୨୨ ଅଗଷ୍ଟ ୧୯୭୯
  • ମହା ସଚିବ:
    • ଅବତାର ସିଂହ ରିଖେ ୧୮ ଜୁନ ୧୯୭୭ରୁ ୩୧ ଡିସେମ୍ବର ୧୯୮୩

ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ

ବିଭିନ୍ନ ରାଜନୈତିକ ଦଳରୁ ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ତାଲିକା ନିମ୍ନରେ ଦର୍ଶାଯାଇଛି -

S.No. Party Name Number of MPs
ଭାରତୀୟ ଜନତା ପାର୍ଟି ୨୯୫
ଭାରତୀୟ ଜାତୀୟ କଂଗ୍ରେସ ୧୫୪
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ୨୨
ଏ.ଆଇ.ଏ ଡି.ଏମ୍.କେ ୧୮
ଅକାଳୀ ଦଳ
ଇନ୍‌ଡିପେଣ୍ଡେଣ୍ଟ
କମ୍ୟୁନିଷ୍ଟ ପାର୍ଟି
ସ୍ୱାଧୀନ
ପିଜେଣ୍ଟସ୍ ଆଣ୍ଡ ୱାର୍କର୍ସ ପାର୍ଟି ଅଫ୍ ଇଣ୍ଡିଆ
୧୦ ରିଭୋଲ୍ୟୁସ୍‌ନାରୀ ସୋସିଆଲିଷ୍ଟ ପାର୍ଟି
୧୧ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ
୧୨ କେରଳ କଂଗ୍ରେସ
୧୩ ସର୍ବଭାରତୀୟ ମୁସଲମାନ ଦଳ
୧୪ ଜାମ୍ମୁ ଆଣ୍ଡ କାଶ୍ମୀର ନେସ୍‌ନାଲ୍ କନ୍‌ଫରେନ୍ସ
୧୫ ଡି.ଏମ୍.କେ
୧୬ ଝାଡ଼ଖଣ୍ଡା ପାର୍ଟି
୧୭ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି
ସମୁଦାୟ ୫୪୨

କ୍ୟାବିନେଟ

ଭାରତର ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ୨୪ ମାର୍ଚ୍ଚ ୧୯୭୭ – ୨୮ ଜୁଲାଇ ୧୯୭୯
ବିରୋଧୀଦଳ ନେତା ସି.ଏମ୍. ଷ୍ଟିଫେନ ୨୪ ମାର୍ଚ୍ଚ ୧୯୭୭ – ୨୮ ଜୁଲାଇ ୧୯୭୯
Ministry Minister Term
କୃଷି ସୁରଜିତ ସିଂହ ବାର୍ନାଲ ୧୯୭୭-୧୯୭୯
ପ୍ରତିରକ୍ଷା ଜଗଜୀବନ ରାମ ୨୪ ମାର୍ଚ୍ଚ ୧୯୭୭ – ୨୮ ଜୁଲାଇ ୧୯୭୯
ବୈଦେଶିକ ଅଟଳ ବିହାରୀ ବାଜପେୟୀ

ଶ୍ୟାମ ନନ୍ଦନ ପ୍ରସାଦ ମିଶ୍ର

୨୬ ମାର୍ଚ୍ଚ ୧୯୭୭ – ୨୮ ଜୁଲାଇ ୧୯୭୯

୨୮ ଜୁଲାଇ ୧୯୭୯ – ୧୩ ଜାନୁଆରୀ ୧୯୮୦

ଅର୍ଥ ହରିଭାଇ ଏମ୍. ପଟେଲ ୨୪ ମାର୍ଚ୍ଚ ୧୯୭୭ - ୨୪ ଜାନୁଆରୀ ୧୯୭୯
ଗୃହ ଚରଣ ସିଂହ

ମୋରାରଜୀ ଦେଶାଇ

୨୪ ମାର୍ଚ୍ଚ ୧୯୭୭ – ୧ ଜୁଲାଇ ୧୯୭୮

୧ ଜୁଲାଇ ୧୯୭୮ – ୨୮ ଜୁଲାଇ ୧୯୭୯

ସୂଚନା ପ୍ରସାରଣ ଲାଲକୃଷ୍ଣ ଆଡ୍‌ଭାନୀ ୧୯୭୭-୧୯୭୯
ଆଇନ ଶାନ୍ତି ଭୂଷଣ

ହଂସରାଜ ଖାନ୍ନା

୧୯୭୭-୧୯୭୯

୧୯୭୯

ରେଳ ମଧୁ ଦଣ୍ଡବତେ ୨୪ ମାର୍ଚ୍ଚ ୧୯୭୭ – ୨୮ ଜୁଲାଇ ୧୯୭୯
ଶିକ୍ଷା ପ୍ରତାପ ଚନ୍ଦ୍ର ଚୁନ୍ଦର ୨୪ ମାର୍ଚ୍ଚ ୧୯୭୭ – ୨୮ ଜୁଲାଇ ୧୯୭୯

ଆଧାର

ବାହାର ଆଧାର

Tags:

୬ଷ୍ଠ ଲୋକ ସଭା ଗୁରୁତ୍ୱପୂର୍ଣ୍ଣ ସଦସ୍ୟ୬ଷ୍ଠ ଲୋକ ସଭା ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ୬ଷ୍ଠ ଲୋକ ସଭା କ୍ୟାବିନେଟ୬ଷ୍ଠ ଲୋକ ସଭା ଆଧାର୬ଷ୍ଠ ଲୋକ ସଭା ବାହାର ଆଧାର୬ଷ୍ଠ ଲୋକ ସଭା

🔥 Trending searches on Wiki ଓଡ଼ିଆ:

ଭାରତୀୟ ସମ୍ବିଧାନପକ୍ଷଇସଲାମ ଧର୍ମ୧୭ ଅପ୍ରେଲଲାଟିନ ଭାଷାଚୈତ୍ର ପୂର୍ଣ୍ଣିମାଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇକିଖବରକଟକପୃଥିବୀ ଦିବସସୁଦର୍ଶନ ପଟ୍ଟନାୟକବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭଗବତୀ ଚରଣ ପାଣିଗ୍ରାହୀଶାରଳା ପୁରସ୍କାରଫକୀର ମୋହନ ସେନାପତି୪ ଅପ୍ରେଲଦ୍ରାଘିମା୭ ଫେବୃଆରୀପାରୁଲ ଯାଦବଇଟାଲୀ୬ ଜୁଲାଇତ୍ରିଭୁଜପ୍ରାଣୀ ବିଜ୍ଞାନପଖାଳବଳଦୀନକୃଷ୍ଣ ଦାସକାଳୀଚରଣ ପଟ୍ଟନାୟକଶେଷ ଶ୍ରାବଣଆଣ୍ଟିଅକ୍ସିଡାଣ୍ଟଉଇକିପିଡ଼ିଆପ୍ରଥମ ବିଶ୍ୱଯୁଦ୍ଧଗଣନ ସଂଖ୍ୟାଭାଷାଅମୃତଭଣ୍ଡାଗ୍ରେଗୋରି ପାଞ୍ଜିଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱର୩୦ ଅପ୍ରେଲଓଡ଼ିଆ ଲିପିମଧୁସୂଦନ ଦାସତ୍ରିକୋଣମିତିମହିମା ଧର୍ମମୁକ୍ତେଶ୍ୱର ଦେଉଳହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ରେଭେନ୍‌ସା କଲିଜିଏଟ ସ୍କୁଲ୧ ଅପ୍ରେଲବାଲେଶ୍ୱରଚିନ୍ତାମଣି ମହାନ୍ତିବୀଣାପାଣି ମହାନ୍ତିଜଳ ପ୍ରଦୂଷଣଦେଓମାଳୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମହେଶ ସାହୁଆଶ୍ୱିନକଳିଙ୍ଗ ଯୁଦ୍ଧଖାଦ୍ୟ୫ ଫେବୃଆରୀସୁକୁମାର ସେନମୂରଲୀଧର କୁଅଁରଅଶୋକ ସମ୍ରାଟପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରରାମଚନ୍ଦ୍ର ବେହେରାବାଘସାରଳା ଦାସ🡆 More