ରାଜନେତା ଭକ୍ତ ଚରଣ ଦାସ: ଭାରତୀୟ ରାଜନେତା

ଭକ୍ତ ଚରଣ ଦାସ (ଜନ୍ମ: ୩ ଜୁନ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଲୋକ ସଭା ସଂସଦ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯, ୧୯୯୬ ଓ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ ଓ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଭକ୍ତ ଚରଣ ଦାସ
ରାଜନେତା ଭକ୍ତ ଚରଣ ଦାସ: ଭାରତୀୟ ରାଜନେତା
ସାଂସାଦ: ୧୫ଶ ଲୋକ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀଜଗମୋହନ ନାୟକ
ପର ଅଧିକାରୀଭକ୍ତ ଚରଣ ଦାସ
ନିର୍ବାଚନ ମଣ୍ଡଳୀକଳାହଣ୍ଡି
ସାଂସାଦ: ୧୧ଶ ଲୋକ ସଭା
କାର୍ଯ୍ୟକାଳ
୧୯୯୬ – ୧୯୯୮
ନିର୍ବାଚନ ମଣ୍ଡଳୀକଳାହାଣ୍ଡି
ସାଂସଦ: ୯ମ ଲୋକ ସଭା
କାର୍ଯ୍ୟକାଳ
୧୯୮୯ – ୧୯୯୧
ନିର୍ବାଚନ ମଣ୍ଡଳୀକଳାହାଣ୍ଡି
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୭ ଡିସେମ୍ବର ୧୯୮୯
ନିର୍ବାଚନ ମଣ୍ଡଳୀଭବାନୀପାଟଣା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1959-06-03) ୩ ଜୁନ ୧୯୫୯ (ବୟସ ୬୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ପାର୍ଟି
ଜୀବନ ସାଥୀସୁନନ୍ଦା ଦାସ
ବାପା/ବୋଉଦିବାକର ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଭକ୍ତ ଚରଣ ଦାସ ୧୯୫୯ ମସିହାର ଜୁନ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦିବାକର ଦାସ ଓ ପତ୍ନୀଙ୍କ ନାମ ସୁନନ୍ଦା ଦାସ ।

ରାଜନୈତିକ ଜୀବନ

ଭକ୍ତ ଚରଣ ଦାସ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରବର୍ତ୍ତୀ ସମୟରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି ।

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶା ବିଧାନ ସଭାଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୧ଶ ଲୋକ ସଭା୧୫ଶ ଲୋକ ସଭା୯ମ ଲୋକ ସଭା

🔥 Trending searches on Wiki ଓଡ଼ିଆ:

ଚେତନ ଭଗତଓଡ଼ିଶାର ଭୂଗୋଳପ୍ରଣବ ପ୍ରକାଶ ଦାସଅଗଷ୍ଟସଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାକଳାହାଣ୍ଡି ଜିଲ୍ଲାଶ୍ରୀମନ୍ଦିରରେ ପାଳିତ ବିଶେଷ ନୀତିଇନଷ୍ଟାଗ୍ରାମଅଭିମନ୍ୟୁ ସାମନ୍ତସିଂହାରଭୁବନେଶ୍ୱର ବେହେରାକାହ୍ନୁଚରଣ ମହାନ୍ତିକବିସୂର୍ଯ୍ୟ ବଳଦେବ ରଥଅହିରାଜ୩୧ ମାର୍ଚ୍ଚଚନ୍ଦ୍ରଯାନ-୩ପରିଣାମବିରାଟ କୋହଲୀସମ୍ବଲପୁର ଜିଲ୍ଲାମଙ୍ଗଳା ମନ୍ଦିରୱାଘା ସୀମା ସମାରୋହଋଷିଆଶିଶୁ ଅନନ୍ତ ଦାସ୧୭୩୯ଅଜନ୍ତା ଗୁମ୍ଫାଦ୍ରୌପଦୀ ମୁର୍ମୁଇଣ୍ଡୋନେସିଆ ସରକାରଫକୀର ମୋହନ ସେନାପତିବ୍ରାହ୍ମଣୀ ନଦୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମୌଳିକ ସଂଖ୍ୟାଓଡ଼ିଆ ଭାଷାକଇଁସାରିସୀତା ବିବାହବ୍ୟାଙ୍କପାର୍ବତୀ ଘୋଷଲିଓନେଲ୍ ମେସିହନୁମାନ ଚାଳିଶା୧୬ଶ ଓଡ଼ିଶା ବିଧାନ ସଭାତପସ୍ୱିନୀ୪ ଜୁନ୨୭ ମାର୍ଚ୍ଚଆଣ୍ଡ୍ରଏଡ଼ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି୨ ଡିସେମ୍ବରବିଧାନ ସଭା ସଭ୍ୟନାରାୟଣ ସାହୁଚୈତ୍ର ମଙ୍ଗଳବାର ଓଷାହରିଶଙ୍କର ମନ୍ଦିରଯୌନ ସମ୍ଭୋଗନଳିନୀକାନ୍ତ ମହାନ୍ତିଭାନୁଜୀ ରାଓଛବିଳ ମଧୁ ବର୍ଣ୍ଣବୋଧନମିତା ଅଗ୍ରୱାଲଏ. ପି. ଜେ. ଅବଦୁଲ କଲାମସୁମନ କଲ୍ୟାଣପୁରହରପ୍ପା ସଭ୍ୟତାବିଶ୍ୱ ତମାଖୁହୀନ ଦିବସ୧୫୭୬କଟକସ୍ୱାସ୍ଥ୍ୟହେପାଟାଇଟିସ ସିପଟ୍ଟନାୟକସୋନାକ୍ଷୀ ସିହ୍ନାଅର୍ଜୁନ ଗଛଗଞ୍ଜା ଲଢ଼େଇଜଳDarifenacin🡆 More