ଲୋକ ସଭା
ଲୋକ ସଭା ଭାରତୀୟ ସଂସଦର ତଳ ସଦନ। ଏଠାରେ ଭାରତର ୨୯ଟି ରାଜ୍ୟ ଓ ସାତଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୫୪୩ ଜଣ ସାଂସଦ ପ୍ରତିନିଧିତ୍ୱ କରନ୍ତି। .
ଲୋକ ସଭା ଭାରତୀୟ ସଂସଦର ତଳ ସଦନ। ଏଠାରେ ଭାରତର ୨୯ଟି ରାଜ୍ୟ ଓ ସାତଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୫୪୩ ଜଣ ସାଂସଦ ପ୍ରତିନିଧିତ୍ୱ କରନ୍ତି।
ଲୋକ ସଭା House of the People | |
---|---|
୧୬ତମ ଲୋକ ସଭା | |
![]() | |
ପ୍ରକାର | |
ପ୍ରକାର | ତଳ ସଦନ of the ସଂସଦ |
ନେତୃତ୍ୱ | |
ବାଚସ୍ପତି | ସୁମିତ୍ରା ମାହାଜନ, ବି.ଜେ.ପି |
ଉପ ବାଚସ୍ପତି | ଏମ. ଥିମ୍ବୁଦୁରାଇଅ, ଏ.ଆଇ.ଡି.ଏମ.କେ |
ଶାସକ ଦଳ ନେତା | ନରେନ୍ଦ୍ର ମୋଦୀ, ବି.ଜେ.ପି |
ନେତା ବିପକ୍ଷ | ଖାଲି |
ଗଠନ | |
ଆସନ ସଂଖ୍ୟା | ୫୪୫ (୫୪୩ ନିର୍ବାଚିତ + ୨ ନିଯୁକ୍ତ)[୧] |
![]() | |
ରାଜନୈତିକ ଦଳ | Government coalition (335)
ବିପକ୍ଷ (୨୦୬)
|
ନିର୍ବାଚନ | |
First past the post | |
ଶେଷ ନିର୍ବାଚନ | April–May 2014 |
ସାକ୍ଷାତକକ୍ଷ | |
![]() | |
ଲୋକ ସଭା ମଣ୍ଡଳି | |
Website | |
loksabha |
ଇତିହାସ
ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ ମସିହାରେ ହୋଇଥିଲା। ପ୍ରଥମ ସାଧାରଣ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ୨୪୫ଟି ଆସନ ପାଇଥିଲା , ଏହା ସହିତ ଜବାହରଲାଲ ନେହେରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ।
ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ହିସାବରେ ସିଟ ସଂଖ୍ୟା
Subdivision | Type | No. of constituencies[୨] |
---|---|---|
ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ | କେନ୍ଦ୍ର ଶାସିତ ଅଞ୍ଚଳ | ୧ |
ଆନ୍ଧ୍ର ପ୍ରଦେଶ | ରାଜ୍ୟ | ୨୫ |
ଅରୁଣାଚଳ ପ୍ରଦେଶ | ରାଜ୍ୟ | ୨ |
ଆସାମ | ରାଜ୍ୟ | ୧୪ |
ବିହାର | ରାଜ୍ୟ | ୪୦ |
ଚଣ୍ଡୀଗଡ଼ | କେନ୍ଦ୍ର ଶାସିତ ଅଞ୍ଚଳ | ୧ |
ଛତିଶଗଡ଼ | ରାଜ୍ୟ | ୧୧ |
ଦାଦ୍ରା ଓ ନଗର ହବେଳୀ | କେନ୍ଦ୍ର ଶାସିତ ଅଞ୍ଚଳ | ୧ |
ଡାମନ ଓ ଡିଉ | କେନ୍ଦ୍ର ଶାସିତ ଅଞ୍ଚଳ | ୧ |
ଦିଲ୍ଲୀ | କେନ୍ଦ୍ର ଶାସିତ ଅଞ୍ଚଳ | ୭ |
ଗୋଆ | ରାଜ୍ୟ | ୨ |
ଗୁଜରାଟ | ରାଜ୍ୟ | ୨୬ |
ହରିଆଣା | ରାଜ୍ୟ | ୧୦ |
ହିମାଚଳ ପ୍ରଦେଶ | ରାଜ୍ୟ | ୪ |
ଜମ୍ମୁ ଓ କଶ୍ମୀର | ରାଜ୍ୟ | ୬ |
ଝାଡ଼ଖଣ୍ଡ | ରାଜ୍ୟ | ୧୪ |
କର୍ଣ୍ଣାଟକ | ରାଜ୍ୟ | ୨୮ |
କେରଳ | ରାଜ୍ୟ | ୨୦ |
ଲାକ୍ଷାଦ୍ୱୀପ | କେନ୍ଦ୍ର ଶାସିତ ଅଞ୍ଚଳ | ୧ |
ମଧ୍ୟ ପ୍ରଦେଶ | ରାଜ୍ୟ | ୨୯ |
ମହାରାଷ୍ଟ୍ର | ରାଜ୍ୟ | ୪୮ |
ମଣିପୁର | ରାଜ୍ୟ | ୨ |
ମେଘାଳୟ | ରାଜ୍ୟ | ୨ |
ମିଜୋରାମ | ରାଜ୍ୟ | ୧ |
ନାଗାଲାଣ୍ଡ | ରାଜ୍ୟ | ୧ |
ଓଡ଼ିଶା | ରାଜ୍ୟ | ୨୧ |
ପୁଡୁଚେରୀ | କେନ୍ଦ୍ର ଶାସିତ ଅଞ୍ଚଳ | ୧ |
ପଞ୍ଜାବ | ରାଜ୍ୟ | ୧୩ |
ରାଜସ୍ଥାନ | ରାଜ୍ୟ | ୨୫ |
ସିକିମ | ରାଜ୍ୟ | ୧ |
ତାମିଲନାଡୁ | ରାଜ୍ୟ | ୩୯ |
ତେଲେଙ୍ଗାନା | ରାଜ୍ୟ | ୧୭ |
ତ୍ରିପୁରା | ରାଜ୍ୟ | ୨ |
ଉତ୍ତରାଖଣ୍ଡ | ରାଜ୍ୟ | ୫ |
ଉତ୍ତର ପ୍ରଦେଶ | ରାଜ୍ୟ | ୮୦ |
ପଶ୍ଚିମ ବଙ୍ଗ | ରାଜ୍ୟ | ୪୨ |
ଲୋକ ସଭା ଓ ଜାତୀୟ ନିର୍ବାଚନ
ଲୋକ ସଭା | ନିର୍ବାଚନ ବର୍ଷ |
---|---|
୧ମ ଲୋକ ସଭା | ଜାତୀୟ ନିର୍ବାଚନ ୧୯୫୨ |
୨ୟ ଲୋକ ସଭା | ଜାତୀୟ ନିର୍ବାଚନ ୧୯୫୭ |
୩ୟ ଲୋକ ସଭା | ଜାତୀୟ ନିର୍ବାଚନ ୧୯୬୨ |
୪ ଲୋକ ସଭା | ଜାତୀୟ ନିର୍ବାଚନ ୧୯୬୭ |
୫ମ ଲୋକ ସଭା | ଜାତୀୟ ନିର୍ବାଚନ ୧୯୭୧ |
୬ଷ୍ଠ ଲୋକ ସଭା | ଜାତୀୟ ନିର୍ବାଚନ ୧୯୭୭ |
୭ମ ଲୋକ ସଭା | ଜାତୀୟ ନିର୍ବାଚନ ୧୯୮୦ |
୮ମ ଲୋକ ସଭା | ଜାତୀୟ ନିର୍ବାଚନ ୧୯୮୪ |
୯ମ ଲୋକ ସଭା | ଜାତୀୟ ନିର୍ବାଚନ ୧୯୮୯ |
୧୦ମ ଲୋକ ସଭା | ଜାତୀୟ ନିର୍ବାଚନ ୧୯୯୧ |
୧୧ଶ ଲୋକ ସଭା | ଜାତୀୟ ନିର୍ବାଚନ ୧୯୯୬ |
୧୨ଶ ଲୋକ ସଭା | ଜାତୀୟ ନିର୍ବାଚନ ୧୯୯୮ |
୧୩ଶ ଲୋକ ସଭା | ଜାତୀୟ ନିର୍ବାଚନ ୧୯୯୯ |
୧୪ଶ ଲୋକ ସଭା | ଜାତୀୟ ନିର୍ବାଚନ ୨୦୦୪ |
୧୫ଶ ଲୋକ ସଭା | ଜାତୀୟ ନିର୍ବାଚନ ୨୦୦୯ |
୧୬ଶ ଲୋକ ସଭା | ଜାତୀୟ ନିର୍ବାଚନ ୨୦୧୪ |
ଆଧାର
- ↑ "Lok Sabha". parliamentofindia.nic.in. Retrieved 19 August 2011.
- ↑ "Lok Sabha Introduction". National Informatics Centre, Government of India. Retrieved 22 September 2008.
ବାହାର ତଥ୍ୟ

![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
This article uses material from the Wikipedia ଓଡ଼ିଆ article ଲୋକ ସଭା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wiki Foundation.