୧୫ଶ ଲୋକ ସଭା

ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୫ଶ ଲୋକ ସଭାକୁ ୨୦୦୯ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୨୨ ମଇ ୨୦୦୯ରୁ ୧୮ ମଇ ୨୦୧୪ । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୧୮ ମଇ ୨୦୧୪ରେ ଏହି ଲୋକ ସଭାର ଭଙ୍ଗ କରିଥିଲେ । ଭାରତୀୟ ଜାତୀୟ କଂଗ୍ରେସ ଏହି ଲୋକ ସଭା ନିର୍ବାଚନରେ ସର୍ବାଧିକ ଆସନ ଜିତିଥିଲା ଏବଂ ପୂର୍ବ ନିର୍ବାଚନଠାରୁ ୪୪ଟି ଅଧିକ ଅସନରେ ବିଜୟୀ ହୋଇଥିଲା । ଏହାର ପରବର୍ତ୍ତୀ ୧୬ଶ ଲୋକ ସଭା, ୨୦୧୪ ଭାରତୀୟ ସାଧାରଣ ନିର୍ବାଚନ ପରେ ଗଠନ ହୋଇଥିଲା ।

୧୫ଶ ଲୋକ ସଭାରେ କଂଗ୍ରେସ ଦଳର ପ୍ରତିନିଧ ମନମୋହନ ସିଂହ ପୁଣିଥରେ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଲେ ଏବଂ ଏହି ଲୋକ ସଭାରେ ଅର୍ଥ ଏବଂ ଅନୁମୋଦନ ବିଲ୍‌କୁ ଛାଡ଼ି ସମୁଦାୟ ୨୨୨ଟି ବିଲ ପାରିତ ହୋଇଥିଲା । ପୂର୍ବ ଲୋକ ସଭାରେ ପାରିତ ହୋଇଥିବା ବିଲ ଭିତରେ ସମୁଦାୟ ୧୬୫ଟି ବିଲ ଗୃହରେ ପାରିତ ହୋଇଥିଲା ।

୨୦୦୯ ଭାରତୀୟ ସାଧାରଣ ନିର୍ବାଚନ ପରେ ରାଜ୍ୟ ସଭାର ୧୪ ଜଣ ସଭ୍ୟ ୧୫ଶ ଲୋକ ସଭାକୁ ମନୋନୀତ ହୋଇ ଆସିଥିଲେ ।

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ

  • ବାଚସ୍ପତି
    • ମୀରା କୁମାର, ଭାରତୀୟ ଜାତୀୟ କଂଗ୍ରେସ
  • ଉପ-ବାଚସ୍ପତି:
  • ଅଧକ୍ଷ:
    • ସୁଶୀଲ କୁମାର ସିନ୍ଧେ, କଂଗ୍ରେସ
  • ବିରୋଧୀ ଦଳ ନେତା:
    • ସୁଷମା ସ୍ୱରାଜ, ବିଜେପି
  • ମହା ସଚିବ:
    • ପି.ଡି.ଟି. ଆଚାର୍ଯ୍ୟ
    • ଟି.କେ. ବିଶ୍ୱନାଥନ

ଆଧାର

ବାହାର ଆଧାର

Tags:

ପ୍ରଣବ ମୁଖାର୍ଜୀଭାରତୀୟ ଜାତୀୟ କଂଗ୍ରେସ୧୬ଶ ଲୋକ ସଭା

🔥 Trending searches on Wiki ଓଡ଼ିଆ:

ପ୍ରସନ୍ନ କୁମାର ମିଶ୍ରଟୀକା ଗୋବିନ୍ଦ ଚନ୍ଦ୍ରଉଇକିମିଡ଼ିଆ ଫାଉଣ୍ଡେସନମାୟାଧର ମାନସିଂହଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଭଦ୍ରକ ଜିଲ୍ଲାତୁଳସୀ ଦାସଅଭିମନ୍ୟୁ ସାମନ୍ତସିଂହାରଶିମିଳିପାଳ ଜାତୀୟ ଉଦ୍ୟାନଭାରତର ପ୍ରଧାନମନ୍ତ୍ରୀକରଣ (ଜାତି)ସିକ୍ଲ ସେଲ୍ ରୋଗଗୋପାଳ ଛୋଟରାୟସପ୍ତମାତୃକା ମନ୍ଦିର, ଯାଜପୁରଜନ ବୀମସହାଡ଼ଫୁଟିଫକୀର ମୋହନ ସେନାପତିସଞ୍ଚିତା ମହାନ୍ତିସମାଜ (ଖବରକାଗଜ)କୃଷ୍ଣଚନ୍ଦ୍ର ପାଣିଗ୍ରାହୀତୁମ ପରି ଛୋଟ ପିଲାଟିଏମହାପାତ୍ର ନୀଳମଣି ସାହୁଲକ୍ଷ୍ମୀନାରାୟଣ ସାହୁଚୌଧୁରୀ ବିକାଶ ଦାସରାଖାଲ ମହାନ୍ତିଉତ୍କଳ ସମ୍ମିଳନୀଅଚ୍ୟୁତ ସାମନ୍ତକେଳୁଚରଣ ମହାପାତ୍ରକାଞ୍ଚନ ଅୱସ୍ତିଜବାହରଲାଲ ନେହେରୁରଥଯାତ୍ରାଯଶୋଧାରା ମିଶ୍ରଅଗ୍ନ୍ୟାଶୟ ଅକ୍ଷମତାଭରତ (ରାମାୟଣ)ଓଡ଼ିଆବିଜୁ ପଟ୍ଟନାୟକଋଷିଆରଙ୍ଗବତୀଭୁବନେଶ୍ୱରଦାଶରଥୀ ଜେନାମଦର ଟେରେସାରାଜେନ୍ଦ୍ର କିଶୋର ପଣ୍ଡା୮ ଅପ୍ରେଲଗୀତଗୋବିନ୍ଦଜ୍ଞାନକୋଷବିଭୁଦତ୍ତ ମିଶ୍ରକଟକଲଳିତ ମାନସିଂହଶରତ କୁମାର ମହାନ୍ତିତୁଳସୀ ଗଛବିଶ୍ୱନାଥ କରଜାନକୀ ବଲ୍ଲଭ ପଟ୍ଟନାୟକସଞ୍ଚୟ ଖାତାପଣାରଜଜୟୀରାମ ସାମଲଶେର ଶାହ ସୁରୀଲାଲ ବାହାଦୁର ଶାସ୍ତ୍ରୀରେଭେନ୍‌ସା କଲିଜିଏଟ ସ୍କୁଲପ୍ରଣବ ପ୍ରକାଶ ଦାସଚାରି ଧାମକାଞ୍ଜିଅଅଁଳା ଓଷାନମିତା ଅଗ୍ରୱାଲତାରାପ୍ରସାଦ ଦାସଇସଲାମ ଧର୍ମପଠାଣି ସାମନ୍ତଓଡ଼ିଆ ଖାଦ୍ୟଉଇକିପିଡ଼ିଆ ସମୂହର ତାଲିକା🡆 More