ଆ ଓଡ଼ିଆ ବର୍ଣ୍ଣମାଳାର ୨ୟ ଅକ୍ଷର । ଏହା ଏକ ସ୍ୱର ବର୍ଣ୍ଣ ।

ଆ
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଉଚ୍ଚାରଣ

ଏହାର ଉଚ୍ଚାରଣ ସ୍ଥାନ କଣ୍ଠ ଓ ଏହା ଏକ ଦୀର୍ଘସ୍ୱର ।

ବ୍ୟବହାର

ମାତ୍ରା

ଏହାର ମାତ୍ରା " ା " ।

କମ୍ପ୍ୟୁଟର କୋଡ଼

ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B06 ଓ "ଈକାର" (" ୀ ")ର କୋଡ଼ ହେଲା : 0B3E

ଅର୍ଥ

  1. ମନ୍ଦ ବା ଅକାଳ
  2. (ଧ୍ୱନ୍ୟାତ୍ମକ) ବାଜା ବୋଲିବା ଗୀତ ବୋଲିବା ବା ଗାୟକ ଗୀତ ବୋଲିବା ଆଗରୁ ଉଚ୍ଚାରଣ କରିବା ଦୀର୍ଘ ଧ୍ୱନି ।
  3. (ବିସ୍ମୟସୂଚକ) ଏଁ !, ଓହୋ!, ହା!,
  4. (ଅଳସ ବ୍ୟଞ୍ଜକ) ହୋଇ -
  5. (ଅନାଦର ସୂଚକ) ଯା ମଁ
  6. (ନିଶ୍ଚୟ ଅର୍ଥରେ) ନିଶ୍ଚେ

ଆଧାର

Tags:

ଆ ଉଚ୍ଚାରଣଆ ବ୍ୟବହାରଆ ମାତ୍ରାଆ କମ୍ପ୍ୟୁଟର କୋଡ଼ଆ ଅର୍ଥଆ ଧାରସ୍ୱର ବର୍ଣ୍ଣ

🔥 Trending searches on Wiki ଓଡ଼ିଆ:

ଚିତ୍ତରଞ୍ଜନ ଦାସଜୟପୁର, ରାଜସ୍ଥାନସୀସାଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିହସ୍ତମୈଥୁନକାଳୀହୃଷୀକେଶ ମଲ୍ଲିକପ୍ରମୋଦ କୁମାର ମହାନ୍ତିକୋଣାର୍କବଳଦେବଜୀଉ ମନ୍ଦିରଜଗଦୀଶ ମହାନ୍ତିଅଶୋକାଷ୍ଟମୀ୧୯୭୯ଜଗନ୍ନାଥ ମନ୍ଦିର୨୬ ଜୁନଗୋବିନ୍ଦ ତ୍ରିପାଠୀଆଲଜେରିଆକମ୍ପ୍ୟୁଟର ବିଜ୍ଞାନଆଣ୍ଟିଅକ୍ସିଡାଣ୍ଟସଂସ୍କୃତଲକ୍ଷ୍ମଣ ନାୟକପୌରୁଷ ଅସାମର୍ଥ୍ୟଜ୍ୟୋତିର୍ଲିଙ୍ଗବଡ଼ପଡ଼ାପଞ୍ଚସଖା୧୩୮୫ରଶ୍ମି ରାଉଳଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ଇଞ୍ଜ୍ୟୁରିଲାଲ ବାହାଦୁର ଶାସ୍ତ୍ରୀପଦାର୍ଥ ବିଜ୍ଞାନଜବାହରଲାଲ ନେହେରୁବୀର ସୁରେନ୍ଦ୍ର ସାଏହରେକୃଷ୍ଣ ବେହେରାକଳିଙ୍ଗ, ଭାରତଭୂମିକମ୍ପଉତ୍କଳ ସମ୍ମିଳନୀଭାଗବତ ଟୁଙ୍ଗିସଚ୍ଚିଦାନନ୍ଦ ରାଉତରାୟ୧ (ସଂଖ୍ୟା)ପଣସବଳରାମପଠାଣି ସାମନ୍ତଓଡ଼ିଆ ରାମାୟଣଅଙ୍ଗାରକଗଣେଶ ପୂଜାଉପେନ୍ଦ୍ର କିଶୋର ଦାସଭାରତ ଛାଡ଼ ଆନ୍ଦୋଳନରବୀନ୍ଦ୍ରନାଥ ଠାକୁରସିପାହୀ ବିଦ୍ରୋହ୫ ଅକ୍ଟୋବରଯୌନ ଉତ୍ପୀଡ଼ନଜ୍ଞାନୀ ଦେବାଶିଷ ମିଶ୍ରଗୋପପୁର (ଗପ ସଙ୍କଳନ)ରୋମାନିଆଜାପାନୀ ଭାଷାପୁରୀଏଲୋରା ଗୁମ୍ଫାକୁଟୁରାଭକ୍ତ ଚରଣ ଦାସପାର୍ବତୀବକ୍ସି ଜଗବନ୍ଧୁଯନ୍ତ୍ରଣାସୀତାକାନ୍ତ ମହାପାତ୍ରପୌଷ ପୂର୍ଣ୍ଣିମାରତ୍ନାକର ଚଇନିମାଳତୀ ଚୌଧୁରୀରମେଶ ପ୍ରସାଦ ପାଣିଗ୍ରାହୀ🡆 More