ସ ଓଡ଼ିଆ ଲିପିର ଏକ ବର୍ଣ୍ଣ । ଏହା ଓଡ଼ିଆ ବର୍ଣ୍ଣମାଳାର ୩୨ତମ ବ୍ୟଞ୍ଜନ ବର୍ଣ୍ଣ । ଏହା ଆଗରୁ ଷ ଓ ପରେ ହ ରହିଛି । ଏହାର ଉଚ୍ଚାରଣ ସ୍ଥାନ ଦନ୍ତ ହୋଇଥିବାରୁ ଏହାକୁ ଦନ୍ତ୍ୟ ସ ବୋଲି ମଧ୍ୟ କୁହାଯାଏ । ଏହା ଉଷ୍ମ ବା ଅଳ୍ପପ୍ରାଣ ବର୍ଣ୍ଣର ତୃତୀୟ ଅକ୍ଷର । ଜିଭର ଆଗ ଦାନ୍ତ ମୂଳର ନାମମାତ୍ର ଛୁଇଁଲେ ଏହି ଅକ୍ଷର ଉଚ୍ଚାରଣ ହୋଇଥାଏ । ଏହା ଛାମୁଦାନ୍ତ ସାହାଯ୍ୟରେ ଉଚ୍ଚାରିତ ହେଉଥିବାରୁ ଦାନ୍ତ ନଥିବା ଶିଶୁମାନେ ଓ ବୃଦ୍ଧମାନେ ଏହି ବର୍ଣ୍ଣ ଭଲ ଭାବେ ଉଚ୍ଚାରଣ କରି ପାରନ୍ତି ନାହିଁ । ଏହାର ଉଚ୍ଚାରଣ ଇଂରାଜୀ s ଓ ଫାରସୀ ସିନ୍ ଓ 'ସେ' ଅକ୍ଷରର ଉଚ୍ଚାରଣ ପରି ଓଡ଼ିଆରେ ଏହା ଉଚ୍ଚାରିତ ହେଲାବେଳେ ତାଳୁ ଓ ମୂର୍ଦ୍ଧନୀ ଆଡ଼କୁ ଜିଭ ଯାଏ । ସାଧାରଣତଃ କଥାଭାଷାରେ ତାଲବ୍ୟ ଶ, ମୂର୍ଦ୍ଧନ୍ୟ ଷ ଓ ଦନ୍ତ୍ୟ ସ ମଧ୍ୟରେ ପ୍ରଭେଦ ରହେ ନାହିଁ । ତେଣୁ ଶ, ଷ, ସ ବର୍ଣ୍ଣଯୁକ୍ତ ଶବ୍ଦମାନ ପ୍ରାୟ ଏକ ପ୍ରକାର ଉଚ୍ଚାରିତ ହୁଏ ।

ସ
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଆଧାର

Tags:

ଓଡ଼ିଆ ଲିପିବ୍ୟଞ୍ଜନ ବର୍ଣ୍ଣ

🔥 Trending searches on Wiki ଓଡ଼ିଆ:

ହିନ୍ଦୁ ଧର୍ମଦୁର୍ଗା ପୂଜାକାଳୀଚରଣ ପଟ୍ଟନାୟକମହେନ୍ଦ୍ର କୁମାର ମିଶ୍ରତୁଳସୀ ଦାସଭଗବତୀ ଚରଣ ପାଣିଗ୍ରାହୀବାରିପଦାଶାଗଦରବାର (କବିତା)ମାଣବସା ଗୁରୁବାରଜୟୀ ରାଜଗୁରୁକଣ୍ଡୋମଅଶୋକ (ଗଛ)ଧ୍ରୁବୀୟ ଜ୍ୟୋତିସୁନ୍ଦରଗଡ଼ ଜିଲ୍ଲାରସଗୋଲା ଦିବସକୋଣାର୍କ ସୂର୍ଯ୍ୟ ମନ୍ଦିରଓଡ଼ିଆ ନାଟକ୨୬ ଅପ୍ରେଲଶରତ କୁମାର ମହାନ୍ତିବୁଧନ ମୁର୍ମୁଡେଙ୍ଗୁ ଜରଜଗନ୍ନାଥ ମନ୍ଦିର୨୮ ଅପ୍ରେଲ୧୮୯୦ରାଜକୀୟ ସ୍ପର୍ଶଗୀତଗୋବିନ୍ଦ୨୯ ଅପ୍ରେଲରାମାୟଣସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାସୁଦଶା ବ୍ରତଦାଶରଥି ଦାସପୂର୍ଣ୍ଣିମାଫିଫା ବିଶ୍ୱକପକଲିକତା ନାଇଟ ରାଇଡ଼ରବିଷ୍ଣୁ ପୁରାଣଲିଙ୍ଗରାଜ ମନ୍ଦିରହାର୍ଡୱେରଶେର ଶାହ ସୁରୀଓଡ଼ିଆ ସାହିତ୍ୟର ଇତିହାସମହାପାତ୍ର ନୀଳମଣି ସାହୁବଣକାପ୍ତାସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂରପର୍ଯ୍ୟାୟ ସାରଣୀଡେବିଟ୍ କାର୍ଡ଼କୁଞ୍ଜବିହାରୀ ଦାଶବନମାଳୀ ଦାସକ୍ରିଏଟିଭ କମନ୍ସଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଆରଣ୍ୟକସ୍ତୁତି ଚିନ୍ତାମଣିମନୋରଞ୍ଜନ ଦାସବନ୍ଦେ ଉତ୍କଳ ଜନନୀହାତୀବୀଜାଣୁଓଡ଼ିଆ ବାହାଘରଯାଜପୁର ଜିଲ୍ଲାମୌଳିକ ସଂଖ୍ୟାକିଶୋରୀ ଚରଣ ଦାସଅଷ୍ଟମୀFluvastatinଶେଷ ବସନ୍ତର ଚିଠିସୂଚନା ଅଧିକାର ଆଇନ ୨୦୦୫ପରୀକ୍ଷାବି. ଆର. ଆମ୍ବେଦକର🡆 More