ବ୍ୟଞ୍ଜନ ବର୍ଣ୍ଣ

‘କ’ଠରୁ ‘ହ’ ପର୍ଯ୍ୟନ୍ତ ୩୩ଟି ବର୍ଣ୍ଣକୁ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ । ସ୍ୱର ବର୍ଣ୍ଣର ବିନା ସାହାଯ୍ୟରେ ଏହି ବର୍ଣ୍ଣମାନେ ଉଚ୍ଚାରିତ ହୋଇ ପାରନ୍ତି ନାହିଁ । ୩୩ଟି ବ୍ୟଞ୍ଜନ ବର୍ଣ୍ଣ ୩ଭାଗରେ ବିଭକ୍ତ । ଯଥା: ୧.

ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ
ଓଡ଼ିଆ ସଂଖ୍ୟା

ବ୍ୟଞ୍ଜନ ବର୍ଣ୍ଣ

ବର୍ଗ୍ୟ ବା ସ୍ପର୍ଶ ବର୍ଣ୍ଣ, ୨. ଅବର୍ଗ୍ୟ ବା ଅନ୍ତଃସ୍ଥ ବର୍ଣ୍ଣ ଓ ୩. ଉଷ୍ଣବର୍ଣ୍ଣ |

ବର୍ଗ୍ୟ ବା ସ୍ପର୍ଶ ବର୍ଣ୍ଣ

ଏକସ୍ଥାନରୁ ଉଚ୍ଚାରିତ ହେଉଥିବା ପ୍ରଥମ ୨୫ଟି ବର୍ଗ୍ୟ ବା ସ୍ପର୍ଶ ବର୍ଣ୍ଣ । ଉଚ୍ଚାରଣ ଭେଦରେ ଏହା ପାଞ୍ଚଶ୍ରେଣୀରେ ବିଭକ୍ତ ଯଥା:

  • ‘କ’ ବର୍ଗ: କ, ଖ, ଗ, ଘ, ଙ
  • ‘ଚ’ ବର୍ଗ: , , , ଝ, ଞ
  • ‘ଟ’ ବର୍ଗ: ଟ, ଠ, ଡ, ଢ, ଣ
  • ‘ତ’ ବର୍ଗ: ତ, ଥ, ଦ, ଧ, ନ
  • ‘ପ’ ବର୍ଗ: ପ, ଫ, ବ, ଭ, ମ

ଅବର୍ଗ୍ୟ ବା ଅନ୍ତଃସ୍ଥ ବର୍ଣ୍ଣ

  • ୪ଟି ଅବର୍ଗ୍ୟ ବା ଅନ୍ତଃସ୍ଥ ବର୍ଣ୍ଣ ଯଥା: ଯ, ର, ଳ, ୱ

ଉଷ୍ଣବର୍ଣ୍ଣ

  • ୪ଟି ଉଷ୍ଣବର୍ଣ୍ଣ ଯଥା: ଶ, ଷ, , ହ

ଅତିରିକ୍ତ

  • ୫ଟି ଅତିରିକ୍ତବର୍ଣ୍ଣ ଯଥା: ଡ଼, ଢ଼, ୟ, ଲ, କ୍ଷ

ଆଧାର

Tags:

ବ୍ୟଞ୍ଜନ ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ଆଧାରବ୍ୟଞ୍ଜନ ବର୍ଣ୍ଣସ୍ୱର ବର୍ଣ୍ଣ

🔥 Trending searches on Wiki ଓଡ଼ିଆ:

ପୁରୀଜାପାନଦୁଃଖୀରାମ ସ୍ୱାଇଁକଣ୍ଡୋମ୧୧ ଫେବୃଆରୀପଠାଣି ସାମନ୍ତସୁନନ୍ଦା ଦାସପଞ୍ଚତନ୍ତ୍ରବାଲେଶ୍ୱରwiki.phtmlଉଇକିକମନ୍ସସୁଭାଷ ଶତପଥୀ୧୪୦୫ଆଶ୍ୱିନଚଇତି ଘୋଡ଼ା ନାଚଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାସୁରେନ୍ଦ୍ର ମହାନ୍ତିଜଳବିଦ୍ୟୁତ୍ଜିନା ସାମଲଓଡ଼ିଶାର ଲୋକନୃତ୍ୟବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅମୃତଭଣ୍ଡାସତୀ (ହିନ୍ଦୁ ଦେବୀ)ଗୋପବନ୍ଧୁ ଦାସ୮ ଅପ୍ରେଲଭୃସଙ୍ଗ ଗଛଅଶୋକ ସମ୍ରାଟଭାରତୀୟ ଜାତୀୟ କଂଗ୍ରେସଦୀପକ ମିଶ୍ରଇସଲାମ ଧର୍ମ୧୧ ଅପ୍ରେଲ୧୯୭୦ଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଖଜ୍ଜିଆରଫିଫା ବିଶ୍ୱକପବେଙ୍ଗବିରଜା ମନ୍ଦିରଅନନ୍ତ ପଟ୍ଟନାୟକଓଡ଼ିଆ ନାଟକପଦାର୍ଥଯୁକ୍ତରାଜ୍ୟଟିକୋନାଜୋଲ୫ ମଇଗନ୍ଧମାର୍ଦନପ୍ରାଣକୃଷ୍ଣ ପରିଜାବେଦଭଦଭଦଳିଆ୨୦୦୩ମହାବୀର ଜୈନନାରୀବାଦଜାପାନୀ ଭାଷାବିଜୁ ଜନତା ଦଳଲକ୍ଷ୍ମୀକାନ୍ତ ମହାପାତ୍ରରାଜା ରାମମୋହନ ରାୟ୨ ଜୁନରଥଯାତ୍ରାଜୟୀରାମ ସାମଲଛବିଳ ମଧୁ ବର୍ଣ୍ଣବୋଧହିଙ୍ଗୁଳା ମନ୍ଦିରଇଂରାଜୀ ଭାଷା୧ ଅପ୍ରେଲ🡆 More