କାଳିଆ ଦେହୁରୀ: ଓଡ଼ିଆ ରାଜନୀତିଜ୍ଞ

କାଳିଆ ଦେହୁରୀ (୨୧ ନଭେମ୍ବର ୧୯୩୧ - ୮ ସେପ୍ଟେମ୍ବର ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟି ଓ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । କାଳିଆ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ଢେଙ୍କାନାଳ ଓ ଗଁଦିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

କାଳିଆ ଦେହୁରୀ
କାଳିଆ ଦେହୁରୀ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ନିର୍ବାଚନ ମଣ୍ଡଳୀଗଁଦିଆ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀମଦନ ଦେହୁରୀ, ବୈଷ୍ଣବ ଚରଣ ପଟ୍ଟନାୟକ
ପର ଅଧିକାରୀରତ୍ନପ୍ରଭା ଦେବୀ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1931-11-21)୨୧ ନଭେମ୍ବର ୧୯୩୧
ମୃତ୍ୟୁ୮ ସେପ୍ଟେମ୍ବର ୨୦୧୧(2011-09-08) (ବୟସ ୭୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଅଖିଳ ଭାରତୀୟ ଗଣ ପରିଷଦ
ଜୀବନ ସାଥୀଜୟ ଲକ୍ଷ୍ମୀ
ବାପା/ବୋଉଅନନ୍ତ ଚରଣ ଦେହୁରୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

କାଳିଆ ୧୯୪୮ ମସିହାର ଫେବୃଆରୀ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅନନ୍ତ ଚରଣ ଦେହୁରୀ ଓ ପତ୍ନୀଙ୍କ ନାମ ଜୟ ଲକ୍ଷ୍ମୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।

ରାଜନୈତିକ ଜୀବନ

କାଳିଆ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟି ଓ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।

ମୃତ୍ୟୁ

କାଳିଆ ୨୦୧୧ ମସିହାର ସେପ୍ଟେମ୍ବର ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

କାଳିଆ ଦେହୁରୀ ଜନ୍ମ, ପରିବାର ଓ ଶିକ୍ଷାକାଳିଆ ଦେହୁରୀ ରାଜନୈତିକ ଜୀବନକାଳିଆ ଦେହୁରୀ ମୃତ୍ୟୁକାଳିଆ ଦେହୁରୀ ଆଧାରକାଳିଆ ଦେହୁରୀଓଡ଼ିଆ ଭାଷାଓଡ଼ିଶା ବିଧାନ ସଭାଢେଙ୍କାନାଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨ୟ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଟୋକିଓମେହମୁଦ ହୁସେନକଳାପାହାଡ଼ନଟବର ସାମନ୍ତରାୟଆଖୁଧରିତ୍ରୀ (ଖବରକାଗଜ)ପାକ୍ରିଟିନିବଅର୍ଥଶାସ୍ତ୍ରଚିତ୍ତରଞ୍ଜନ ଦାସପ୍ରଦୀପ କୁମାର ପାଣିଗ୍ରାହୀକବିସୂର୍ଯ୍ୟ ବଳଦେବ ରଥବ୍ୟାଙ୍କପଖାଳଅଭିମନ୍ୟୁ ସାମନ୍ତସିଂହାର୨୦୧୨ରାଜକିଶୋର ରାୟଓଡ଼ିଆ ଭାଷାଯୌନ ଉତ୍ପୀଡ଼ନବୈଶାଖନରେନ୍ଦ୍ର ମୋଦୀକମ୍ପ୍ୟୁଟରଶ୍ରୀପଠାଣି ସାମନ୍ତଖିଲିପାନରାମାବତାରମ୍ଜମ୍ମୁ ତୱି ରେଳ ଷ୍ଟେସନଖଞ୍ଜଣିଅଷ୍ଟ୍ରିଆଶ୍ରାଦ୍ଧପୋଟଳ ରସାଦାସକାଠିଆଜ୍ଞାନକୋଷକୃଷ୍ଣଚନ୍ଦ୍ର ପାଣିଗ୍ରାହୀବୈକୁଣ୍ଠନାଥ ପଟ୍ଟନାୟକପ୍ରଯୁକ୍ତି ବିଦ୍ୟାଓଡ଼ିଆ ରାନ୍ଧଣାଜୟୀ ରାଜଗୁରୁବିସ୍ଥାପିତ କାନ୍ଧ ଗଣ୍ଠିଅଧର ପଟ୍ଟନାୟକ୧୭୪୬ବିଜୟ ମିଶ୍ରବୀର ସୁରେନ୍ଦ୍ର ସାଏଖଡ଼ଗପୁରସିନ୍ଧୁ ନଦୀଟାହିଆଲାଗି ବେଶଲିମା୨୪ ଅପ୍ରେଲପାରାଦୀପ ବନ୍ଦରବାରବାଟି ଦୁର୍ଗକାଳିନ୍ଦୀ ଚରଣ ପାଣିଗ୍ରାହୀଜିମି ୱେଲ୍ସରାମାୟଣମହାତ୍ମା ଗାନ୍ଧୀଶ୍ରଦ୍ଧାକର ସୂପକାରଧର୍ମମୟୂରଅଚ୍ୟୁତ ନାୟକଭୃସଙ୍ଗ ଗଛମହାପାତ୍ର ନୀଳମଣି ସାହୁଉତ୍କଳ ଦିବସଜନ୍ମ ନିରୋଧବ୍ରୁସେଲୋସିସପ୍ରାଣୀଶ୍ରୀରାଧାଆଶୁତୋଷ ପରିଡ଼ାବର୍ଷାଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହମିଦା ବାନୁ ବେଗମଯୁକ୍ତରାଜ୍ୟପଣା ସଂକ୍ରାନ୍ତି🡆 More