ମଦନ ଦେହୁରୀ: ଓଡ଼ିଆ ରାଜନୀତିଜ୍ଞ

ମଦନ ଦେହୁରୀ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ମଦନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ମଦନ ଦେହୁରୀ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୨୮ ଡିସେମ୍ବର ୧୯୭୧(୧୯୭୧-୧୨-୨୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀଜୀରା ଦେହୁରୀ
ବାପା/ବୋଉଭରତ ଦେହୁରୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ ପରିବାର ଓ ଶିକ୍ଷା

ମଦନଙ୍କ ବାପାଙ୍କ ନାମ ଭାରତ ଦେହୁରୀ ଓ ପତ୍ନୀଙ୍କ ନାମ ଜୀରା ଦେହୁରୀ ।

ରାଜନୈତିକ ଜୀବନ

ମଦନ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ମଦନ ୧୯୭୧ ମସିହାର ଡିସେମ୍ବର ମାସ ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

ମଦନ ଦେହୁରୀ ଜନ୍ମ ପରିବାର ଓ ଶିକ୍ଷାମଦନ ଦେହୁରୀ ରାଜନୈତିକ ଜୀବନମଦନ ଦେହୁରୀ ମୃତ୍ୟୁମଦନ ଦେହୁରୀ ଆଧାରମଦନ ଦେହୁରୀଓଡ଼ିଆ ଭାଷାଓଡ଼ିଶା ବିଧାନ ସଭାଢେଙ୍କାନାଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧ମ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ମୋନିକା ସେଲ୍ସମୁକ୍ତିକାନ୍ତ ମଣ୍ଡଳମନୋଜ ଦାସଓଡ଼ିଆ ଭାଗବତଶୈଳବାଳା ଦାସପାରାଦୀପ ବନ୍ଦରଜଗନ୍ନାଥଙ୍କ ଧୂପକଳସା ଚଉତିଶା୧ (ସଂଖ୍ୟା)କୃଷ୍ଣଦ୍ୱିତୀୟ ଭାସ୍କରଜଣ୍ଡିସ୍ବିଜୟ ମିଶ୍ରକାହ୍ନୁଚରଣ ମହାନ୍ତିବିଜ୍ଞାନଏମିସ ଲୋକପ୍ରାଣବନ୍ଧୁ କରକୋଚିଲାନଅତୁଣ୍ଡୀକୋଷ୍ଠକାଠିନ୍ୟକୋଳିଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାସ୍ତନଆଶୁତୋଷ ପରିଡ଼ାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଜୁନହରେକୃଷ୍ଣ ମହତାବଉଇକିପିଡ଼ିଆଗୋଦାବରୀଶ ମିଶ୍ରଶବ୍ଦ (ପଦ)ଖିଲିପାନଆନନ୍ଦ ଶଙ୍କର ଦାସଅକ୍ଷାଂଶଭୀମ ଭୋଇସିନ୍ଧୁ ନଦୀରାଜକିଶୋର ପଟ୍ଟନାୟକଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରମହେନ୍ଦ୍ର ସିଂହ ଧୋନିବିଷମ କଟକବନ୍ୟାତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟବ୍ୟାଙ୍କଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାବୈଷ୍ଣବ ଚରଣ ସାମଲପଣା ସଂକ୍ରାନ୍ତିଚବିଶ ଗୁରୁ୧୦୫୪ଓଡ଼ିଶା ପ୍ରିମିଅର ଲିଗଓଡ଼ିଆଛାୟାପଥମେସିନ ଲର୍ଣ୍ଣିଙ୍ଗ୍ଫୋସିନୋପ୍ରିଲକଳାପାହାଡ଼ଦ୍ଵାରକାଧୀଶ ମନ୍ଦିରସେଇ ଝିଅଟିବ୍ରଜନାଥ ରଥଛତୁ ତରକାରୀକୁଜିବର ପ‌ତ୍ରପଙ୍କଜ ଉଧାସଆକବରହରିପ୍ରସାଦ ଚୌରାଶିଆଆମ୍ବଚଇତି ଘୋଡ଼ା ନାଚଟ୍ରାଲୋକିନୁମାବଭକ୍ତ ଚରଣ ଦାସ (ରାଜନେତା)🡆 More